• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

corona-peak
ପ୍ରତି ୩ ମିନିଟ୍‌ରେ ମହାରାଷ୍ଟ୍ରରେ ଜଣଙ୍କ ମୁଣ୍ଡ ନେଉଛି କରୋନା

ଭୟଙ୍କର ହେବାରେ ଲାଗିଛି କରୋନା। କହିବାକୁ ଗଲେ, ମହାରାଷ୍ଟ୍ରରେ କରୋନାର ସ୍ଥିତି ସଙ୍ଗୀନ ହେଲାଣି। କହିବାକୁ କରୋନାର ଦ୍ୱିତୀୟ ଲହର ସାରା ଦେଶକୁ କବଳିତ କରି ରଖିଛି।

breaking
ଅକ୍ସିଜେନ୍‌ ସିଲିଣ୍ଡର ଲିକ୍‌ ହୋଇ ୨୨ ରୋଗୀଙ୍କ ଗଲା ଜୀବନ

ସୂଚନା ଅନୁସାରେ, ଏହି ଦୁର୍ଘଟଣା ହେବା ପରେ ମେଡିକାଲରେ ଅକ୍ସିଜେନ୍‌ ସପ୍ଲାଏ ବନ୍ଦ ହୋଇଯାଇଛି। ଏହି ଦୁର୍ଘଟଣା ଘଟିବା ସମୟରେ ମେଡିକାଲରେ ଭେଂଟିଲେଟରରେ ପାଖାପାଖି ୨୩ ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ହେଲେ ଏମିତି କାହିଁକି ଦୁର୍ଘଟଣା ହେଲା ତାହାର ଅନୁଧ୍ୟାନ କରିବା ଲାଗି ପ୍ରଶାସନ ପକ୍ଷରୁ ତଦନ୍ତ...

farmer
ପାଣି ନାହିଁ, ଜମି ଫାଟି ଆଁ କଲାଣି

ବିଦ୍ୟୁତ କାଟ୍‌ ଏବଂ ପ୍ରବଳ ଖରା ଯୋଗୁଁ ଜମି ଫାଟି ଆଁ କଲାଣି। ଚାଷୀ ଆଶା କରି ଥିଲେ ରବି ଧାନ ଚାଷ କରି ପରିବାର ଚଳାଇବେ, କିନ୍ତୁ ବିଲ‌୍‍ ପୈଠ କରି ନ ଥିବାରୁ ବିଦ୍ୟୁତ‌୍‍ କାଟି ଦେବାରୁ ଆଖି ସାମନାରେ ମରି ଯାଉଛି ଆଶାର ଫସଲ

modi
ଲକଡାଉନ୍‌କୁ ଶେଷ ବିକଳ୍ପ ଭାବିବାକୁ ରାଜ୍ୟକୁ ପରାମର୍ଶ ଦେଲେ ମୋଦି

କରୋନାକୁ ନେଇ ବଡ଼ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ କରୋନା ସ୍ଥିତି ଭୟଙ୍କର ଭାବରେ ବଢିବାରେ ଲାଗିଛି। ଆଉ ତାହାକୁ ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି

corona
ରାଜଧାନୀ ସ୍ଥିତି ସଙ୍ଗୀନ: ମାତ୍ର ୨୪ ଘଂଟାରେ ଭୁବନେଶ୍ୱରରୁ ୫୮୧ ହେଲେ କରୋନା ସଂକ୍ରମିତ

ରାଜ୍ୟରେ ପ୍ରତିଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କହିବାକୁ ହେଲେ ବେକାବୁ ହେଲାଣି ମହାମାରୀ। ଆଉ ଆଜି କେବଳ ଭୁବନେଶ୍ୱରରୁ ୫୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

lockdown
ଏହି ରାଜ୍ୟକୁ ପୁଣି ଫେରିବ ଲକଡାଉନ୍‌

ଦିନକୁ ଦିନ ବଢିବାରେ ଲାଗିଛି କରୋନା। କହିବାକୁ ଗଲେ, ମହାରାଷ୍ଟ୍ରରେ କରୋନାରେ ଆଉ ଲଗାମ୍‌ ନାହିଁ। ତେଣୁ ସାରା ରାଜ୍ୟରେ ଲକଡାଉନ୍‌ ଘୋଷଣା କରିବାକୁ ଉଦ୍ଧବ ଠାକରେ ନିଷ୍ପତ୍ତି ନେଉଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏନେଇ ଖୁବ୍‌ଶୀଘ୍ର ଘୋଷଣା ହେବ ବୋଲି ଜଣାପଡ଼ିଛି।

kejriwal
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କରୋନା ପଜିଟିଭ୍‌

କରୋନାରେ ସଂକ୍ରମିତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ। ପତ୍ନୀ କରୋନାରେ ସଂକ୍ରମିତ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅପରାହ୍ନରୁ କ୍ୱାରେଣ୍ଟାଇନ୍‌ ଅର୍ଥାତ୍‌ ସଂଗରୋଧରେ ରହିଛନ୍ତି।

mud-festival
ମଣିଷ ଶରୀରକୁ କାଦୁଅ ମାଟି ଦିଏ ଲାଭ?

ପରସ୍ପର ମୁହଁରେ ରଙ୍ଗ ବୋଳି ରଙ୍ଗର ପର୍ବ ହୋଲି ଖେଳାଯାଏ। ହେଲେ ଏଠି ହୋଲି ଖେଳାଯାଏ ନିଆରା ଢଙ୍ଗରେ। ରଙ୍ଗ ବଦଳରେ ମାଟିରେ ହୋଲି ଖେଳିଥାଆନ୍ତି ଲୋକେ । ଏହି ମଡ୍ ଫେଷ୍ଟିଭାଲ୍ପ ରସ୍ପରକୁ ମାଟି ଲଗାଇ ଲୋକମାନେ ଉତ୍ସବର ଆନନ୍ଦ ଉଠାଇଥାଆନ୍ତି।

Modi
ସନ୍ଧ୍ୟା ୬ଟାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ପ୍ରଧାନମନ୍ତ୍ରୀ

ଦେଶରେ କରୋନା ସ୍ଥିତି ସଙ୍ଗୀନ ହେଲାଣି। ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୬୧ ଜଣଙ୍କର ମୃତ୍ୟୁ ହୋଇଛି

maharashtra
ସ୍ଥିତି ସଙ୍ଗୀନ: ଶ୍ମଶାନରେ ଶବର ଲାଗିଛି ଲମ୍ବା ଲାଇନ୍‌

କରୋନା। ଏହି ନାଁ ଶୁଣିଲେ ଏବେ ସମସ୍ତଙ୍କ ଛାତିରେ ଛନକା ପଶିଛି। ମହାମାରୀ ନିଜ ଉଗ୍ର ରୂପ ଏପରି ଭାବରେ ଦେଖାଉଛି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ସଫଳ ମୁକାବିଲା କେମିତି କରାଯାଇପାରିବ ସେନେଇ ଘନ ଘନ ବୈଠକ ଓ ସମୀକ୍ଷା କରିବାରେ ବ୍ୟସ୍ତ...

lockdown
୨୨ ରୁ ୨୯ ପର୍ଯ୍ୟନ୍ତ ଲକଡାଉନ୍‌ ଘୋଷଣା କଲେ ଝାଡ଼ଖଣ୍ଡ ସରକାର

ଭୟଙ୍କର ହେବାରେ ଲାଗିଛି କରୋନା। ସ୍ଥିତି ଅନିୟନ୍ତ୍ରିତ ହେଲାଣି। ତେଣୁ ବାଧ୍ୟ ହୋଇ ଝାଡ଼ଖଣ୍ଡକୁ ଲକଡାଉନ ଘୋଷଣା କଲେ ଝାଡ଼ଖଣ୍ଡ ସରକାର।

rahul-gandhi
ରାହୁଲ ଗାନ୍ଧୀ କରୋନା ପଜିଟିଭ୍‌

କରୋନାରେ ସଂକ୍ରମିତ ହେଲେ ରାହୁଲ ଗାନ୍ଧୀ। ପଜିଟିଭ୍‌ ଆକ୍ରାନ୍ତ ହେବା ପରେ ନିଜ ଟ୍ୱିଟ୍‌ର ହ୍ୟାଣ୍ଡଲରୁ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ରାହୁଲ ଗାନ୍ଧୀ। ଏଠାରେ କହିରଖୁଛୁ, ଦେଶରେ ସଙ୍ଗୀନ ହେବାରେ ଲାଗିଛି କରୋନା।

corona
ରାଜ୍ୟର କରୋନା ସ୍ଥିତି ସଙ୍ଗୀନ। ଟିକା ନେଲେ ବି କରୋନା ହେବ, ସେପଟେ ୫ ହଜାର ମୁହାଁ ଦୈନିକ ସଂକ୍ରମଣ ଟ୍ରେଣ୍ଡ୍‌

କରୋନାକୁ ନେଇ ବିଗି଼ଡିଚାଲିଛି ସ୍ଥିତି। ୩ ଦିନ ଧରି ରାଜ୍ୟରେ ୩ ହଜାର ଟ୍ରେଣ୍ଡରେ ଥିବା ସଂକ୍ରମଣ ଆଜି ୪ ହଜାର ଡେଇଁଯାଇଛି। ଖାଲି ୪ ହଜାର ପାର୍ କରିନିି, ଦୈନିକ ସଂକ୍ରମଣ ସଂଖ୍ୟାରେ ଗତ ବର୍ଷ ସେପ୍ଟେମ୍ବର ପିକକୁ ବି ଟପିଯାଇଛି। ସପ୍ତାହାନ୍ତ ଲକଡାଉନ୍‌ ଓ ନାଇଟକର୍ଫ୍ୟୁ...

shotdown
ସଟଡାଉନ୍‌ ସମୟରେ ଏହିମାନଙ୍କୁ ଯିବାକୁ ମିଳିବ ଅନୁମତି

ରାଜ୍ୟକୁ ପୁଣି ଥରେ ଫେରିଛି ସଟଡାଉନ। କରୋନା ସଂକ୍ରମଣ ଭୟଙ୍କର ଭାବରେ ବଢୁଥିବାରୁ ବାଧ୍ୟ ହୋଇ ଏମିତି ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର। ତେବେ ଏହି ସମୟରେ କେବଳ ଜରୁରୀ କାମରେ ନିୟୋଜିତ ଥିବା କର୍ମଚାରୀମାନଙ୍କୁ ଯିବା ଆସିବାର ଅନୁମତି ଦିଆଯିବ ବୋଲି ସରକାର କହିଛନ୍ତି।

src
ଏଣିକି ରାଜ୍ୟର ସବୁ ଜିଲ୍ଲାର ସହରାଞ୍ଚଳ ଶନିବାର ଓ ରବିବାର ହେବ ସଟଡାଉନ

ଭୟଙ୍କର ହେବାରେ ଲାଗିଛି କରୋନା। ଦିନକୁ ଦିନ ରାଜ୍ୟରେ ସଙ୍ଗୀନ ସ୍ଥିତି ହେଲାଣି। ଏବେ ୫ ହଜାର ମୁହାଁ ହେଲାଣି କରୋନାର ଦୈନିକ ସଂକ୍ରମଣ ଟ୍ରେଣ୍ଡ।

Modi
ଆଉ କିଛି ସମୟ ପରେ ଡାକ୍ତରଙ୍କ ସହ କଥା ହେବେ ମୋଦି

ସଂକ୍ରମଣ ଥମିବାରେ ନା ନେଉନାହିଁ। ଦେଶରେ ଲାଗାତର ଭାବରେ ରେକର୍ଡ ପରେ ରେକର୍ଡ କରିଚାଲିଛି କରୋନା। ସଂକ୍ରମଣର ହାର ଓ ମୃତ୍ୟୁ ସଂଖ୍ୟା ବଢିଚାଲିଥିବାରୁ ଏବେ ସମସ୍ତେ ଚିନ୍ତାରେ ଅଛନ୍ତି।

panthasala
ଜରାଜୀର୍ଣ୍ଣ ଅବସ୍ଥାରେ ବ୍ୟାସନଗର ପାନ୍ଥଶାଳା

ଦିନ ଥିଲା ସେଠି ଆଶ୍ରୟ ନେଉଥିଲେ ପର୍ଯ୍ୟଟକ। ଦୂର ଦୂରାନ୍ତରୁ ଆସୁଥିବା ଲୋକଙ୍କ ପାଇଁ ସହଜ ସୁବିଧା ଥିଲା ରାତ୍ରୀ ରହଣୀ। ମାତ୍ର ଆଜି ସେ ସ୍ଥାନ ପଡ଼ି ରହିଛି ଜରାଜୀର୍ଣ୍ଣ ଅବସ୍ଥାରେ। ଅନେକଙ୍କ ଆଶ୍ରୟ ସାଜିଥିବା ପାନ୍ଥନିବାସ ଆଜି ପାଲଟିଛି ଭୂତକୋଠି।

oxygen-
ଏଣିକି ଇଲେକ୍ଟ୍ରି ସାହାଯ୍ୟରେ କରୋନା ରୋଗୀଙ୍କୁ ଦିଆଯିବ ଅକ୍ସିଜେନ୍‌, ଜାଣନ୍ତୁ କେମିତି...

ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଅଦୃଶ୍ୟ ମହାମାରୀ ସହ ଲଢେଇ କରି କରି ଥକି ପଡିଲାଣି ମଣିଷ ସମାଜ। ଗୋଟିଏ ପଟେ ପ୍ରତିଦିନ ମହାମାରୀ ବଢିଚାଲିଥିବା ବେଳେ ଏବେ ପୁଣି ଏକ ନୂଆ ସମସ୍ୟା ଦେଖାଯାଇଛି।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି