• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

modi
ବାତ୍ୟା କ୍ଷୟକ୍ଷତିର ଆକାଶମାର୍ଗରୁ ଚିତ୍ର ଦେଖିଲେ ପ୍ରଧାନମନ୍ତ୍ରୀ

ବାତ୍ୟା ତାଉତେର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଅପରାହ୍ନରେ ସେ ଗୁଜରାଟ ଓ ଡିଉ ଅଞ୍ଚଳର ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି

BlackFungus
ଇମ୍ୟୁନିଟି କମ୍‌ ଥିଲେ ବ୍ଲାକ୍‌ ପଙ୍ଗସ୍‌ ହେବାର ସମ୍ଭାବନା ଅଧିକ !

କରୋନାରୁ ସୁସ୍ଥ ହେଲା ପରେ ବ୍ଲାକ ଫଙ୍ଗସ ଦ୍ୱାରା ସଂକ୍ରମଣ ହେଉଛନ୍ତି ଅନେକ ଲୋକ। ତେବେ ଏହି ଘଟଣା ଜଣାପଡିବା ପରେ ଅନେକ ଚିନ୍ତାରେ ଅଛନ୍ତି।

mo bus.
ଲକଡାଉନ୍‌ ପାଇଁ ବନ୍ଦ ରହିବ ମୋ ବସ୍‌ : କିନ୍ତୁ ଏହି ସବୁ ସ୍ଥାନକୁ ଜାରି ରହିବ ବସ୍‌ ସେବା

ଲକଡାଉନ୍‌ ବଢ଼ିବା ପରେ ମୋ ବସ୍ ସେବାକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏ ନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ କ୍ରୁଟ୍ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

corona vaccine
ଭ୍ୟାକ୍ସିନ୍‌ ନେବା ପରେ ଯଦି ଏହି ସବୁ ଲକ୍ଷଣ ଦେଖାଯାଉନାହିଁ ତେବେ....

ଦେଶରେ ଭୟଙ୍କର ହେଲାଣି କରୋନା। କୁହାଯାଉଛି କରୋନା ଭ୍ୟାକ୍ସିନ ନେବା ପରେ ବି ଅଦୃଶ୍ୟ ମହାମାରୀରୁ ମିଳୁନାହିଁ ମୁକ୍ତି। ଅର୍ଥାତ୍‌ କରୋନା ଭ୍ୟାକ୍ସିନ ନେବା ପରେ ପୁଣି ଥରେ କରୋନା ହୋଇପାରେ ବୋଲି ସୂଚନା ମିଳିଛି।

bmc commissioner
"ବିଏମ୍ସିରେ କୋଭିଡ୍ ବେଡର ଅଭାବ ନାହିଁ"

ଭୁବନେଶ୍ୱରର କରୋନା ସ୍ଥିତି ନେଇ ବିଏମସି କମିଶନରଙ୍କ ପ୍ରେସମିଟ୍। କହିଲେ,  ଗତ ଦୁଇ ତିନି ଦିନ ହେଲା ଭୁବନେଶ୍ୱରରୁ ଏକ ହଜାର ପାଖାପାଖି କେସ୍ ଆସୁଛି। 'ଏବେ ଆମ ପାଖରେ ୩୫୫୩ ବିଭିନ୍ନ ବିଭାଗର ବେଡ୍ ଅଛି'। ୫୩୧ ଆଇସିୟୁ, ୮୩୬ ଏଚଡିୟୁ, ୨୧୮୬ ସାଧାରଣ ବେଡ୍ ରହିଛି।

corona
ଭାରତରେ ପହଞ୍ଚିଲା ‘ସ୍ଫୁଟନିକ-ଭି’ ଭ୍ୟାକସିନ

ଭାରତରେ ପହଞ୍ଚିଲା ‘ସ୍ଫୁଟନିକ-ଭି’ ଭ୍ୟାକସିନ । ଋଷିଆରୁ ବିମାନରେ ଆସି ହାଇଦ୍ରାବାଦରେ ପହଞ୍ଚିଲା ଟିକା। ସ୍ୱତନ୍ତ୍ର ବିମାନରେ ଏହି ଟିକା ଭାରତରେ ପହଂଚିଥିବା ନେଇ ସୂଚନା ମିଳିଛି

corona
ପୁଣି ଜଣେ ଜାତୀୟସ୍ତରର ସାମ୍ବାଦିକାଙ୍କ ଜୀବନ ନେଲା କରୋନା

କରୋନା ପୁଣି ଜଣେ ସାମ୍ବାଦିକଙ୍କର ଜୀବନ ନେଇଛି। ଗତ କିଛିଦିନ ମଧ୍ୟରେ ଲଗାତାର ଭାବରେ ଅନେକ ସାମ୍ବାଦିକ କରୋନାରେ ପ୍ରାଣ ହରାଇସାରିଲେଣି। ସୂଚନା ଅନୁସାରେ, କରୋନାରେ ଦୂରଦର୍ଶନର  ଲୋକପ୍ରିୟ ଉପସ୍ଥାପିକା କନୁପ୍ରିୟାଙ୍କର କରୋନା ଯୋଗୁଁ ପରଲୋକ ହୋଇଛି

coaching center
ନିୟମ ମାନିଲେ ନି, କୋଚିଂ ସେଂଟର୍‌ ହେଲା ସିଲ୍‌

ସଂକ୍ରମଣ ବଢିବା ପରେ ତତ୍ପରତା ଦେଖାଇଲା ପ୍ରଶାସନ। କୋଭିଡ ନିୟମ ଉଲ୍ଲଘଂନ କରି କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରୁଥିବା କଳିଙ୍ଗ ବିକାଶ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ସିଲ୍ କଲା ପ୍ରଶାସନ

Covaxin
ଭୁବନେଶ୍ୱରରେ ପହଞ୍ଚିଲା ଦେଢ ଲକ୍ଷ କୋଭାକ୍ସିନ୍ ଟିକା

ଓଡିଶାରେ ପହଞ୍ଚିଲା ଦେଢ ଲକ୍ଷ କୋଭାକ୍ସିନ୍ ଟିକା । ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଏହି ଟିକା ଆସିଛି। ୩ ତାରିଖରୁ ଭୁବନେଶ୍ୱରରେ ଦିଆଯିବ ଏହି ଟିକା। ଇଣ୍ଡିଗୋ ବିମାନରେ ଏହି ଟିକା ସବୁ ପହଞ୍ଚିଥିବା ସୂଚନା ମିଳିଛି। ସୋମବାରରୁ କେବଳ ବିଏମ୍‌ସି ଅଞ୍ଚଳରେ ହେବ ଟିକାକରଣ...

corona
କରୋନା ବଢାଉଛି ମାନସିକ ଚାପ? କଣ କହିଲେ ମନସ୍ତତ୍ତ୍ୱବିତ

କରୋନାର କଷ୍ଟ ଭିତରେ ବଢୁଛି ମାନସିକ ଚାପ, ବଢୁଛି ମାତ୍ରାଧିକ ଭୟ। ବିଷାଦଗ୍ରସ୍ତ ହୋଇ କେଉଁଠି ନା କେଉଁଠି ଆତ୍ମୀୟ ସ୍ୱଜନଙ୍କୁ ହରାଇ ବସୁଛନ୍ତି ଲୋକେ।

corona
ଟିକା ନାହିଁ, କାଲିଠୁ ଯୁବବର୍ଗ ଟିକା ନେବେ କେମିତି? ନାଁ...

ନୂଆ ସଂକ୍ରମଣରେ ଲଗାମ ନାହିଁ। କି ଟିକା ଟେନସନରେ ବିରାମ ବି ନାହିଁ। କେଉଁଠି କରୋନା ସଂଜୀବନୀ ନେବାକୁ ଲମ୍ବା ଲାଇନ୍‌ ତ ପୁଣି କେଉଁଠି ଟିକା ନଥିବାରୁ ଭ୍ୟାକ୍ସିନେସନ ବନ୍ଦ ଲେଖି କାନ୍ଥରେ ଲାଗିଛି ନୋଟିସ୍। ଏମିତି ଦୃଶ୍ୟ ସମ୍ବଲପୁର ସହର ହସ୍ପିଟାଲରେ ଦେଖିବାକୁ ମିଳିଛି।

sc
କେନ୍ଦ୍ର ଓ ରାଜ୍ୟ ପାଇଁ ଟିକାର ଦାମ୍ କାହିଁକି ଭିନ୍ନ ରହୁଛି ବୋଲି କେନ୍ଦ୍ରକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

କରୋନା ମୁକାବିଲା, ଅକ୍ସିଜେନ୍ ସହ ବିଭିନ୍ନ ଔଷଧ ଯୋଗାଣ ସଂପର୍କରେ କେନ୍ଦ୍ରର ନୀତିକୁ ନେଇ ଦାଖଲ ମାମଲାର ଶୁଣାଣି ଏହା କହିଛନ୍ତି ସର୍ବୋଚ୍ଚ କୋର୍ଟ। ଅନ୍ୟପକ୍ଷରେ ଟିକା, ଅକ୍ସିଜେନ୍ ଓ ଅନ୍ୟାନ୍ୟ ଔଷଧର ଅଭାବ ନେଇ କେହି ସୋସିଆଲ ମିଡିଆରେ ଆପତ୍ତି ଅଭିଯୋଗ ପୋଷ୍ଟ କଲେ ତାଙ୍କ ବିରୁଦ୍ଧରେ...

corona-death
ଭୟଙ୍କର ହେଲାଣି ମହାମାରୀ: କେବଳ ଏପ୍ରିଲରେ ୪୫ ହଜାର ସଂକ୍ରମିତଙ୍କ ମୁଣ୍ଡ ନେଲାଣି କରୋନା

ଭୟଙ୍କର ହେବାରେ ଲାଗିଛି କରୋନା। ହୁ ହୁ ହୋଇ ବଢୁଛି ସଂକ୍ରମଣ। ଆଉ ଦୈନଦିନ ସଂକ୍ରମଣର ସଂଖ୍ୟା ବି ଉପରମୁହାଁ ରହିଛି। ଏପ୍ରିଲ ମାସରେ ନିଜର କରାଳ ରୂପ ଦେଖାଇଛି କରୋନା। ମାସକ ମଧ୍ୟରେ ପାଖାପାଖି ୪୫ ହଜାର ରୋଗୀଙ୍କର ଗଲାଣି ଜୀବନ।

pradeepta
"ଆଗକୁ ରାଜ୍ୟ ସ୍ଥିତି କଣ ହେବ କହିହେବ ନାହିଁ"

କରୋନାକୁ ନେଇ ପ୍ରେସମିଟ୍‌ କଲେ ସ୍ୱାସ୍ଥ୍ୟ ବିଭାଗର ACS। କହିଲେ, କୋଭିଡ୍‌ ନିୟମ ମାନିଲେ ହିଁ କରୋନାକୁ ଆମେ ରୋକିପାରିବା। ଦ୍ୱିତୀୟ ଲହରୀ ଏତେ ଭୟାନକ ହେବ ବୋଲି କେହି ଭାବିନଥିଲେ। ଦେଶରେ ୮ ଦିନ ହେଲା ୩.୫ ଲକ୍ଷରୁ ଅଧିକ କେସ୍ ଆସୁଛି

marriage
ଏଣିକି ଏହି ରାଜ୍ୟରେ ୫୦ ନୁହେଁ ୨୦ ଜଣରେ ବିବାହ ଉତ୍ସବ..

ଶିମଲା: ଭୟଙ୍କର ହେଲାଣି କରୋନା। ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା। ତେବେ ଏହାରି ମଧ୍ୟରେ ଗହଳି କମାଇବା ସହ ସାମାଜିକ ଦୂରତା ମାନିବାକୁ ବାରମ୍ବାର କହୁଛନ୍ତି ସରକାର। କରୋନା ଚେନ୍‌କୁ ଭାଙ୍ଗିବାକୁ କଟକଣା ମଧ୍ୟ କଡ଼ାକଡ଼ି କରାଯାଉଛି। ଆଉ ଏହାରି ମଧ୍ୟରେ ବିବାହ ସମାରୋହରେ ପୁଣି...

Auto
ଅଟୋରେ ଅକ୍ସିଜେନ୍‌ ଲଗାଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଅଟୋ ଡ୍ରାଇଭର

କରୋନା ମହାମାରୀ କେତେ ଯେ, ଲୋକଙ୍କର ଜୀବନ ନେଲାଣି ତାହାର ସଠିକ୍‌ ହିସାବ କାହାପାଖରେ ନାହିଁ। ଅଦୃଶ୍ୟ ମହାମାରୀ କବଳରେ ଛଟ୍‌ପଟ୍‌ ହୋଇ ଦୈନଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। କିଏ ବାପାକୁ ହରାଇଲାଣି ତ ଆଉ କିଏ ମାଆକୁ ଆଉ କିଏ ନିଜ ପୁଅ, ଝିଅକୁ...

forign Secretary
କରୋନା କବଳରେ ଭାରତ: ଜାଣନ୍ତୁ କେଉଁ କେଉଁ ଦେଶ ଭାରତକୁ କରୁଛନ୍ତି ସାହାଯ୍ୟ

ଦେଶରେ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରିଚାଲିଥିବା ବେଳେ ବିଦେଶରୁ ଭାରତକୁ ମିଳୁଛି ବଡ ଆଶ୍ୱସ୍ତି। ଗୋଟେ ପରେ ଗୋଟେ ରାଷ୍ଟ୍ର ଏବେ ଭାରତ ପାଇଁ ବଢ଼ାଉଛନ୍ତି ସହାୟତାର ହାତ।

encounter--1
ଏନକାଉଣ୍ଟର କଲା କମିଶନରେଟ୍‌ ପୋଲିସ

ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଆହତ। କମିଶନରେଟ୍ ପୋଲିସ୍ ସ୍ପେଶାଲ ସ୍କ୍ୱାର୍ଡ଼ କଲା ଏନକାଉଣ୍ଟର। ସୂଚନା ଅନୁସାରେ,  ବାବୁର ବାମ ଗୋଡ଼ରେ ଗୁଳି ବାଜିଛି। ପୋଲିସ ଗୁଳିରେ ଆହତ ହୋଇ SCB ମେଡିକାଲରେ ଭର୍ତ୍ତି ହୋଇଛି।

lockdown
ନିୟମ ନମାନିଲେ ଲାଗୁ ହେବ ଲକଡାଉନ୍-ସଟ଼ଡାଉନ୍

ରାଜ୍ୟରେ ଦିନକୁ ଦିନ ଗମ୍ଭୀର ହେଉଛି କରୋନା ସ୍ଥିତି। କେତେବେଳେ ସଂକ୍ରମଣ ତ କେତେବେଳେ ବଢୁଛି ମୃତ୍ୟୁସଂଖ୍ୟା। ରାଜ୍ୟବାସୀଙ୍କ ପାଇଁ ମହାମାରୀ ଦୈନିକ ସତର୍କ ଘଣ୍ଟି ବଜାଉଥିବା ସତ୍ତ୍ୱେ କିଛି ଲୋକ ଏବେ ବି ବେଫିକର, ବେପରବାୟ ଅଛନ୍ତି।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି