• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

cyclone
"ସମ୍ଭାବ୍ୟ ବାତ୍ୟାକୁ ନେଇ ଆମେ ପ୍ରସ୍ତୁତ"

ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ପୁରା ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର। ଏ ନେଇ ସୂଚନା ଦେଇ ଏସଆର୍‌ସି ପ୍ରଦୀପ ଜେନା। ସେ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ନେଇ ଆଜି IMD, NDMA ସଦସ୍ୟଙ୍କ ସହ ବୈଠକ ହୋଇଛି।

Cyeclone
ଏତେ ସତର୍କ ପରେ ବି ସମୁଦ୍ରରେ କେମିତି ଫସିଲେ କର୍ମଚାରୀ?

ସମୁଦ୍ରରେ ସେନାର ମେଗା ସର୍ଚ ଅପରେସନ। ସାମୁଦ୍ରିକ ଝଡ଼ ତାଉତେ ପ୍ରଭାବରେ ବୁଡି ଯାଇଥିବା ଭାସମାନ ଆଶ୍ରୟସ୍ଥଳୀ ବା ବାର୍ଜରେ ଥିବା ONGC କର୍ମଚାରୀଙ୍କୁ ଠାବ ଲାଗି ଅହରହ ଉଦ୍ୟମ ଅପରେସନରେ ସାମିଲ ହୋଇଛନ୍ତି ନୌସେନାର ମାଳମାଳ ଯୁଦ୍ଧ ଜାହାଜ

Jajpur
କାନାଡ଼ାରେ ରହି ଭୁଲିନାହାନ୍ତି ଜନ୍ମମାଟିକୁ: ନିଜସ୍ୱ ଟଙ୍କାରେ ଜିଲ୍ଲା ପ୍ରଶାସନକୁ କଲେ ବଡ଼ ସାହାଯ୍ୟ

ଭାରତରେ ଅକ୍ସିଜେନ ଜନିତ ସମସ୍ୟା ଯୋଗୁଁ କରୋନା ରୋଗୀଙ୍କ ମୃତ୍ୟୁ ଖବରରେ ବ୍ୟଥିତ ହୋଇ ମହାନତା ଦେଖାଇଲେ ପ୍ରବାସୀ ଓଡିଆ

mahamari
ଚାହୁଁ ଚାହୁଁ ଆଗ ପଛ ହୋଇ ଚାଲିଗଲେ ବାପା ଓ ୨ ପୁଅ

ମହାମାରୀର ମହାବିପଦ ଏମିତି ମାଡ଼ି ଆସିଲା ଯେ, ଗତ ୧୨ ଦିନ ଭିତରେ ଉଜାଡ଼ି ଦେଲା ଶିଳ୍ପୀଙ୍କ ପରିବାରକୁ। ବଡ଼ପୁଅ ଯଶୋବନ୍ତ ମହାପାତ୍ର  କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ

Ratha
ସେବାୟତଙ୍କ ପାଇଁ ବାୟୋ-ବବଲ୍ ବ୍ୟବସ୍ଥା

ବାୟୋ ବବଲ୍ ବା ଜୈବ ଫୋଟକାର ସୁରକ୍ଷା ବଳୟ ଭିତରେ ଚାଲିବ ରଥ ନିର୍ମାଣ। ରଥ କାମରେ ନିୟୋଜିତ ସେବାୟତଙ୍କ ଭିତରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ଏଭଳି ଉଦ୍ୟମ ହେଉଛି।

cyclone
ମାଡ଼ି ଆସୁଛି ବାତ୍ୟା: ୨୬ ତାରିଖ ସ୍ଥଳଭାଗ ଛୁଇଁବାର ପୂର୍ବାନୁମାନ କଲା ପାଣିପାଗ ବିଭାଗ

ପଶ୍ଚିମରେ ତାଉତେ ପରେ ପୂର୍ବ ଭାରତକୁ ଡରାଇଲାଣି। ସମ୍ଭାବ୍ୟ ବାତ୍ୟା ୟାସ୍ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଏହି ସାମୁଦ୍ରିକ ଝଡ଼ ଆସନ୍ତା ୨୬ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି IMD

naveen patnaik
ଅକ୍ସିଜେନ ପାଇଁ ରାଜ୍ୟରେ ଟାସ୍କଫୋର୍ସ ଗଠନ

ଅକ୍ସିଜେନ ପାଇଁ ରାଜ୍ୟରେ ଟାସ୍କଫୋର୍ସ ଗଠନ ହୋଇଛି। ଅକ୍ସିଜେନ ଆବଶ୍ୟକତା ଓ ପରିଚାଳନା ପାଇଁ ଟାସ୍କଫୋର୍ସ ଟାସ୍କ ଫୋର୍ସ ଗଠନ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅକ୍ସିଜେନ ଯୋଗାଣ ବ୍ୟବସ୍ଥା କେମିତି ଚାଲିଛି ତାହାକୁ ନେଇ ଏଣିକି ପ୍ରତି ଘଣ୍ଟାରେ ତର୍ଜମା କରାଯିବ

Black Fungus
"ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କର"

କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଚାଲିଥିବା ବେଳେ ପୁଣି ଏକ ନୂଆ ରୋଗ୍‌ ବ୍ଲାକ୍‌ ଫଙ୍ଗସ୍‌ ଆସିଛି। ଏହି ଭୂତାଣୁରେ ଅନେକ ଲୋକ ସଂକ୍ରମିତ ମଧ୍ୟ ହେଲେଣି।

rajadhani
ଧ୍ୟାନ ଦିଅନ୍ତୁ ରାଜଧାନୀ ଏକ୍ସପ୍ରେସ ଯାତ୍ରୀ: ଏଣିକି ସପ୍ତାହକୁ ମାତ୍ର ଏତିକି ଦିନ ଚାଲିବ ଏହି ଟ୍ରେନ୍‌

ଟ୍ରେନ୍‌ ଚଳାଚଳ ଉପରେ ପ୍ରଭାବ ପକାଇଲା କରୋନା। ଏଣିକି ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସପ୍ତାହକୁ ୨ ଦିନ ଚାଲିବ। ଯାତ୍ରୀ ହେଉନଥିବା ତଥା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଏମିତି ପଦକ୍ଷେପ ନେଇଛି ରେଳବାଇ।

lockdown
ନିୟମ ମାନୁନାହାନ୍ତି ଲୋକେ, ଅମାନିଆଙ୍କଠାରୁ ଫାଇନ୍‌ ଆଦାୟ କରୁଛି ପୋଲିସ୍

ଖୋର୍ଦ୍ଧା ଜିଲ୍ଲାରେ ଅମାନିଆଙ୍କୁ ସାବାଡ କରିବାକୁ ଓ ଅଯଥା ଭିଡ଼ କମାଇବାକୁ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଫୁଟ୍ ପାଟ୍ରୋଲିଂ। ନୂଆ ବସଷ୍ଟାଣ୍ଡଠାରୁ ଚାଲି ଚାଲି ପାଟ୍ରୋଲିଂ ଟିମ୍ ସହର ଭିତରେ ଅଯଥାରେ ବୁଲୁଥିବା ଲୋକଙ୍କୁ ଫାଇନ୍ କରିଛି।

corona test
କୋଭିଡ୍ -୧୯ ଟେଷ୍ଟ ପାଇଁ ନୂଆ ଆଡଭାଇଜାରୀ ଜାରି

ଦେଶରେ ମହାମାରୀ କରୋନା ଭାଇରସର ହାହାକାର ମଧ୍ୟରେ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ବା ଆଇସିଏମ୍ଆର ପକ୍ଷରୁ କୋଭିଡ୍ -୧୯ ଟେଷ୍ଟ ପାଇଁ ନୂଆ ଆଡଭାଇଜାରୀ ଜାରି କରାଯାଇଛିି।

vimsar
ବୁର୍ଲା ଭିମ୍ସାର କୋଭିଡ୍ ହସ୍ପିଟାଲ ICUରେ ନାଚିଲେ ଡାକ୍ତର ଓ ନର୍ସ

ସମ୍ବଲପୁର ବୁର୍ଲା ଭିମସାର୍‌ କୋଭିଡ୍ ହସ୍ପିଟାଲ ICUରେ ନାଚିଲେ ଡାକ୍ତର ଓ ନର୍ସ। ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତଙ୍କ ମନୋବଳ ବଢ଼ାଇବା ଲାଗି ବିଭିନ୍ନ ଗୀତର ତାଳେ ତାଳେ ନାଚିଛନ୍ତି ଡାକ୍ତର ଓ ନର୍ସ

Sangarodha
ଗାଁ ମୁହାଁ ସଂକ୍ରମଣ: ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ ସେଠି କ୍ୱାରେଣ୍ଟାଇନ୍‌ରେ ଲୋକେ ରହିବେ କେଉଁଠି?

ଗ୍ରାମାଞ୍ଚଳରେ ବଢୁଥିବା କରୋନା ସଂକ୍ରମଣ ଉପରେ କେମିତି ଲାଗିବ ରୋକ୍? ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏ ଚିନ୍ତା ଘାରିଥିବା ବେଳେ ସ୍ଥିତି ମୁକାବିଲା ପାଇଁ ଗାଁରେ ଗାଁରେ ବ୍ୟାପକ ହୋଇଛି ସଂକ୍ରମଣ ବିରୋଧୀ ଅଭିଯାନ

jay panda
ଦିଲ୍ଲୀରେ ମେଡିକାଲ ଭ୍ୟାନର ଶୁଭ ଉଦଘାଟନ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

କରୋନା ସଂକ୍ରମିତଙ୍କ ପାଖରେ ମାସ୍କଠାରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ ସୁବିଧା ପହଞ୍ଚାଇବା  ଲକ୍ଷରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

Death
ଶ୍ମଶାନ କହୁଛି ମୃତ୍ୟୁର ସତ: ଯେତେ ଲୁଚାଇଲେ ବି ଲୁଚୁନାହିଁ....

ଖାଲି ସୁନ୍ଦରଗଡ଼ କାହିଁକି, ରାଜଧାନୀ ଭୁବନେଶ୍ୱରର ସତ୍ୟନଗର ଶ୍ମଶାନ ଓ କଟକର ସତୀଚୌରା ଶ୍ମଶାନରେ ସମାନ ଅବସ୍ଥା। ଏଠିବି ସମାନ ଦୃଶ୍ୟ, ଏକାଥରେ ଜଳୁଛି ୪-୫ଟି ଜୁଇ

cyclone
ପୁଣି ଆସିଲାଣି ବାତ୍ୟା: ବାଲେଶ୍ୱର ପାଖପାଖି ସ୍ଥଳ ଭାଗ ଛୁଇଁବା ନେଇ ECMWF ର ଆକଳନ

ଗୋଟିଏ ବାତ୍ୟା ନ ଯାଉଣୁ ଆଉ ଏକ ବାତ୍ୟାର ପଦଧ୍ୱନୀ ଶୁଣିବାକୁ ମିଳିଲାଣି। ପଶ୍ଚିମ ଉପକୂଳରେ ବାତ୍ୟା ତାଉତେ ରଚିଥିବା ଧ୍ୱଂସଲୀଳାର ଆକଳନ ସରିବା ଆଗରୁ ପୂର୍ବ ଉପକୂଳରେ ଆଉ ଏକ ବାତ୍ୟା ଦାନା ବାନ୍ଧିଲାଣି।

assam-1
ଘରକୁ ଘର ବୁଲି ଟେଷ୍ଚିଂକୁ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମେ ୨୪ରୁ ରାଜ୍ୟବ୍ୟାପୀ ଘର ଘର ବୁଲି ସର୍ଭେକୁ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି। ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ACS  ଚିଠି କରିଛନ୍ତି। ପ୍ରତିଦିନ ଘର ଘର ବୁଲି ଜ୍ୱର ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ ବୋଲି ସୂଚନା ମିଳିଛି। ଏହାସହ...

deadbody
ପୁତୁରାର କଟୁରୀ ଚୋଟରେ ଦାଦାର ମୃତ୍ୟୁ

ନିଶାସକ୍ତ ପୁତୁରାର କଟୁରୀ ଚୋଟରେ ଦାଦାର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲ ବରୀ ରାମଚନ୍ଦ୍ରପୁର ଥାନା ରମ୍ପା ଗ୍ରାମରେ। ମୃତକ ଜଣକ ହେଉଛନ୍ତି, ଦେବେନ୍ଦ୍ର ବାହାଲିଆ

Modi
ବାତ୍ୟା ପାଇଁ ଗୁଜୁରାଟ୍‌କୁ ଏତିକି ଟଙ୍କା ଦେଲା କେନ୍ଦ୍ର

ବାତ୍ୟା ତାଉତେ ପାଇଁ ଗୁଜରାଟକୁ ମିଳିଲା ୧ ହଜାର କୋଟିର ସହାୟତା । ବାତ୍ୟାଞ୍ଚଳ ପରିଦର୍ଶନ ପରେ ଘୋଷଣା ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ଷୟକ୍ଷତି ଆକଳନ ପାଇଁ ମନ୍ତ୍ରୀସ୍ତରୀୟ ଟିମ୍ ପଠାଇବ କେନ୍ଦ୍ର ଏହାସହ ମୃତକଙ୍କ ପରିବାରକୁ ୨ ଲକ୍ଷ, ଆହତଙ୍କୁ ୫୦...

new strain of coronavirus
୨୪ ଘଂଟାରେ ରାଜ୍ୟରେ ୧୦ ହଜାର ୩୬ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଜି ଆଉ ୧୦ ହଜାର ୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୪୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି