• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Paralakhemundi ACF Death
ମୁହଁ ଖୋଲିଲେ ବିଦ୍ୟାଭାରତୀ,ମେଡିକାଲ ବେଡରେ ମୋତେ କହିଥିଲେ ‘I Love You’

ACF ସୋମ୍ୟରଞ୍ଜନ ମୃତ୍ୟୁ ମାମଲା । ନିଆଁରେ ପୋଡ଼ି ହୋଇ ମେଡିକାଲ ବେଡ ମୃତ୍ୟୁ ସହ ସଂଘର୍ଷ କରୁଥିବା ସୌମ୍ୟରଞ୍ଜନ ମହାପାତ୍ର ପତ୍ନୀ ବିଦ୍ୟାଭାରତୀଙ୍କୁ କହିଥିଲେ ‘I Love You’। ଏମିତି କିଛି ଉତ୍ତର ଦେଇଛନ୍ତି ବିଦ୍ୟା। ଶୁଣନ୍ତୁ, ସେ କ’ଣ କହୁଛନ୍ତି

rathajatra
ଆଜି ପବିତ୍ର ବାହୁଡ଼ା ଯାତ୍ରା, ଭକ୍ତିରେ ନାଚୁଛି ଭକ୍ତ

ଆଜି ପବିତ୍ର  ବାହୁଡା ଯାତ୍ରା । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଶ୍ରୀଜୀଉ। ଭକ୍ତିରେ ବନ୍ଧା ସେ କାଳିଆ ଠାକୁର । ଶ୍ରୀଜୀଉଙ୍କ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ନୃତ୍ୟଶିଳ୍ପୀ । ଭକ୍ତ ତାହାର ନୂତ୍ୟ ମାଧ୍ୟମରେ ଅଜାଡି ଦଉଛି ସବୁ ଭକ୍ତି ।

Paralakhemundi ACF Death
ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା,ମୁହଁ ଖୋଲିଲେ ବିଦ୍ୟାଙ୍କ ବାପା

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ଆସୁଥିବାବେଳେ ଘଟଣା ଉପରେ ମୁହଁ ଖୋଲିଛନ୍ତି ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା। ସେ କହିଛନ୍ତି ଯେ ଝିଅଜ୍ୱାଇଁଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନଥିଲା।

snake
ଉଦ୍ଧାର ହେଲା ୧୦ ଫୁଟ୍ ର ଅଜଗର

ଭୁବନେଶ୍ୱର ଇନଫୋସିଟି ଅଞ୍ଚଳ ମାଇଣ୍ଡ ଟ୍ରି ଅଫିସ ସମ୍ମୁଖ ରାସ୍ତାରୁ ୧୦ ଫୁଟ୍ ର ଅଜଗର ଉଦ୍ଧାର ହୋଇଛି । ରାସ୍ତା ଉପରେ ସାପଟିକୁ ଦେଖି ସ୍ଥାନୀୟଲୋକ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ ।

Grass Art Park
ରାଜ୍ୟର ପ୍ରଥମ ଗ୍ରାସଆର୍ଟ ପାର୍କ,ସେଲ୍ଫି ନେବାକୁ ଜମୁଛି ଭିଡ଼

ବ୍ରହ୍ମପୁର ସରକାରୀ ଆଇଟିଆଇରେ ସ୍ଥାପିତ ହୋଇଛି ରାଜ୍ୟର ପ୍ରଥମ ଗ୍ରାସଆର୍ଟ ପାର୍କ । ଅଦରକାରୀ ଲୁହାକୁ ବିଭିନ୍ନ ରୂପ ଦେଇ ତା’ଉପରେ ଲଗାଯାଉଛି କୃତ୍ରିମ ସବୁଜ ଘାସ ।

ACF Death
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା,ସାଂଘାତିକ ଅଭିଯୋଗ ଆଣିଲେ ସୌମ୍ୟଙ୍କ ବାପା

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି। ସମଗ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ ବୋଲି ମୃତ ସୌମ୍ୟଙ୍କ ବାପା ଦାବି କରିଛନ୍ତି।

Mo Cycles End Up On Garbage Heap
ଖତ ଖାଉଛି 'ମୋ ସାଇକେଲ'

ମୋ ସାଇକେଲ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ମୋ ସାଇକେଲ ଗୁଡିକ ଏବେ ଖତ ଖାଉଥିବା ବେଳେ ୨୫ ହଜାର ଟଙ୍କାର ସାଇକେଲ ଏବେ ୫୦୦ ଟଙ୍କାରେ ବିକ୍ରୀ ହେଉଥିବା ବିଜେପି ଅଭିଯୋଗ କରିଛି ।

Mobile Network Connectivity problem
ଅନଲାଇନ୍ କ୍ଲାସ୍ ପାଇଁ ପିଲାଏ ଚାଲିଲେ ୩ କିମି

ଲକ ଡାଉନ ସମୟରେ ଅନଲାଇନ୍ କ୍ଲାସ ହେଲେ ଗାଁ ରେ ନାହିଁ ନେଟୱର୍କ । ଅନଲାଇନ୍ କ୍ଲାସ୍ ପାଇଁ ସୁନ୍ଦରଗଡ଼ ରଙ୍ଗାମାଟି ଗାଁର ପିଲାଙ୍କୁ ଚାଲିବାକୁ ପଡୁଛି ୩ କିମି ରାସ୍ତା ।

vegetable cooler
ସବଜି କୁଲର,ବିନା ବିଦ୍ୟୁତ ଓ ବ୍ୟାଟିରୀରେ ସତେଜ ରହୁଛି ପରିବା

ଚାଷୀ ଭାଇମାନଙ୍କ ପାଇଁ ଏବେ ଆସି ଯାଇଛି ସବଜି କୁଲର । ନା ଏବେ ନଷ୍ଟ ହେବ ପନିପରିବା ନା ଚାଷୀ ହେବେ ‍‍କ୍ଷତିର ସମ୍ମୁଖୀନ । କୋରାପୁଟ ଜିଲ୍ଲା ପ୍ରଶାସନର ଜୀବିକା ମିଶନ ପକ୍ଷରୁ ତିଆରି କରାଯାଇଛି ସବୁଠୁ ଶସ୍ତା ମିନି ଶୀତଳ ଭଣ୍ଡାର ।

Train Like Dormitory
ଟ୍ରେନ୍ ବଗି ନା ହୋଟେଲ୍‌ ?

ରାଉରକେଲାରେ ହୋଇଛି ଏକ ସୁନ୍ଦର ହୋଟେଲ। ଯାହାକି ଟ୍ରେନ୍‌ର ଏସି ବଗି ଭଳି ଦେଖାଯାଉଛି। ଏହାସହ ରହିବା ଓ ଖାଇବା ସୁବିଧା ମଧ୍ୟ ମିଳୁଛି। ହୋଟେଲ୍‌ଟିକୁ ଏମିତି ଭାବରେ ଡିଜାଇନ୍‌ କରାଯାଇଛି, ଯେକେହିବି ଏହାକୁ ଦେଖିଲେ ହଠାତ୍‌ ସେମାନଙ୍କୁ କୌଣସି ଏକ ଟ୍ରେନ୍‌ର AC କୋଚ୍‌ର ଭ୍ରମ ସୃଷ୍ଟି...

mo bus
୧୬ଟି ରୁଟରେ ମୋ ବସ୍ ସେବା ଆରମ୍ଭ,ବସରେ ମାସ୍କ ବାଧ୍ୟତାମୂଳକ

ରାଜଧାନୀରେ ଗଡ଼ିଲା ମୋ ବସ୍ । ଆଜିଠାରୁ ୧୬ଟି ରୁଟରେ ମୋ ବସ ସେବା ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୮୭ଟି ବସ ଚାଲିବ । ସୋମବାରରୁ ଶୁକ୍ରବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୋ ବସ ଚାଲୁ ରହିବ ।

Paralakhemundi ACF Death
ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛର ସତ କଣ ?

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛର ସତ କଣ ? କେମିତି ନିଆଁ ଲାଗି ଜଳିଗଲେ ଏହି ଯୁବ ଅଫିସର୍ ? ଏହା ଆକସ୍ମିକ ଦୁର୍ଘଟଣା ନା ହତ୍ୟା ପାଇଁ ହୋଇଥିଲା ସୁଚିନ୍ତିତ ଷଡ଼ଯନ୍ତ୍ର ? ଏନେଇ ତନାଘନା ଚାଲିଥିବା ବେଳେ ସୌମ୍ୟରଞ୍ଜନଙ୍କ ମା’ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି।

3 Maoists Surrender
୩ କ୍ୟାଡର୍ ମାଓବାଦୀଙ୍କ ଆତ୍ମସମର୍ପଣ

ଲାଲ୍ ଶିବିର ପ୍ରତି ଓଡ଼ିଆ କ୍ୟାଡର୍ ମାଓବାଦୀଙ୍କର ମୋହଭଙ୍ଗ ହେଉଛି କି ? କାରଣ ଗୋଟିଏ ଦିନରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ୩ ଜଣ ଓଡ଼ିଆ କ୍ୟାଡର୍ ମାଓବାଦୀ ଡିଜିପି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୩ ଜଣଙ୍କ ମଧ୍ୟରୁ ୨ ଜଣ ମହିଳା ମାଓବାଦୀ ଅଛନ୍ତି।...

corona
ରାଜ୍ୟରେ ଖସୁଛି ସଂକ୍ରମଣ,୧୬୪୮ କରୋନା ସଂକ୍ରମିତ ଚିହ୍ନଟ

ଲଗାତାର ଚାରିଦିନ କରୋନା ସଂକ୍ରମଣ ବଢ଼ିବା ପରେ ଆଜି ତଳମୁହାଁ ହୋଇଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୫୫୯୭୪କୁ ବୃଦ୍ଧି ପାଇଛି ।

bakrid-2021
ଛେଳିର ଦାମ୍‌ ୧୧ ଲକ୍ଷ ଟଙ୍କା....

ସାଧାରଣ ଭାବରେ ଏହି ପର୍ବ ଦିନ ଛେଳିର ଦାମ୍‌ ଉଚ୍ଚା ରହେ। କିନ୍ତୁ ସ୍ଥିତି ଏମିତି ହେଲା ଯେ, ଏହି ଛେଳିର ଦାମ୍‌ ୧୧ ଲକ୍ଷରେ ପହଞ୍ଚିଗଲା। ଗୁଜରାଟ୍‌ ସୁରତରେ ଏହି ଛେଳିକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। ଚର୍ଚ୍ଚା ଏଇଥି ପାଇଁ ହେଉଛି କାରଣ ୧୧...

Punjab
ପୁଣି ବଢିଲା ସିଦ୍ଧୁ ଓ ଅମରିନ୍ଦରଙ୍କ ମଧ୍ୟରେ କଳହ, ନିଜ ଜିଦ୍‌ରେ ଉଭୟ ଅଟଳ

ତେବେ ଦୀର୍ଘଦିନ ଧରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ସିନ୍ଧୁଙ୍କ ମଧ୍ୟରେ ଲାଗିରହିଥିବା ବିବାଦରେ ପୁଃନଚ୍ଛେଦ ପକାଇବାକୁ ଦଳୀୟ ନେତା ଅଂଟା ଭିଡ଼ିଛନ୍ତି। ସବୁଠୁ ଗୁରତ୍ୱପୂର୍ଣ୍ଣ କଥା ହେଲା, ଗତକାଲିର ବୈଠକକୁ ନେଇ ସନ୍ତୋଷ ପ୍ରକାଶ କରିନାହାନ୍ତି ଅମରିନ୍ଦର। ଉଭୟ ନେତାଙ୍କ ମଧ୍ୟରେ ତିକ୍ତତା ବଢୁଥିବାରୁ କଂଗ୍ରେସର...

corona testing
୨୪ ଘଣ୍ଟାରେ ୫୧୮ ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା

ବର୍ତ୍ତମାନ ସୁଦ୍ଧା ଆକ୍ଟିଭ୍ କେସ ୪ ଲକ୍ଷ ୨୨ ହଜାର ୬୬୦ ଥିବା ବେଳେ ସୁସ୍ଥ ହେଲେଣି ୩ କୋଟି ୨ ଲକ୍ଷ ୬୯ ହଜାର ୭୯୬ ଜଣ। ତେବେ ଦେଶରେ ମୋଟ ମୃତ୍ୟସଂଖ୍ୟା ୪ ଲକ୍ଷ ୧୩ ହଜାର ୬୦୯କୁ ବୃଦ୍ଧି ପାଇଛି। ଏ ପର୍ଯ୍ୟନ୍ତ ୪୦...

Koraput
ଚାଷୀଙ୍କ ପାଇଁ ଆସିଗଲା “ସବଜିକୁଲର”: ଏଥର ଆଉ ନଷ୍ଟ ହେବ ନାହିଁ ପନିପରିବା

ଶୀତଳଭଣ୍ଡାର ଓଡିଶାର ଅନେକ ଗାଁ ପାଇଁ ଏବେ ଏକ ସ୍ୱପ୍ନ ପରି । ତଥାପି କୋରାପୁଟର ଚାଷୀଙ୍କ ପାଇଁ ଏବେ ସବଜିକୁଲର ସାଜିଛି ବିକଳ୍ପ ପନ୍ଥା । କୃଷକ ମାନେ ସେମାନଙ୍କର ଉତ୍ପାଦକୁ ଅଧିକ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରିପାରୁଛନ୍ତି । ଯାହା ସେମାନଙ୍କୁ କ୍ଷତିର କଷ୍ଟରୁ ବଂଚାଉଛି...

Anganwadi Center
ପ୍ରଶାସନ ଶୁଣିଲା ନାହିଁ, ନିଜ ପିଲାଙ୍କ ପାଇଁ ଅଙ୍ଗନୱାଡ଼ି ତିଆରି କଲେ ମାଆ

ଦୀର୍ଘଦିନ ପିଲାଙ୍କ ପାଠ ପଢା ପର ପିଣ୍ଢାରେ ତ କାହାର ଘରେ ଚାଲେ ଏହି ଅଙ୍ଗନବାଡି କେନ୍ଦ୍ରର ପିଲାମାନେ ପାଠ ପଢୁଛନ୍ତି । ବର୍ଷା ହେଲେ ପାଠ ପଢାରେ ଡୋର ବନ୍ଧା ନହେଲା । ଧିରେ ଧିରେ କରୋନା ସ୍ଥିତିରେ ସୁଧାର ହେଉଛି । ତେଣୁ ଅଙ୍ଗନୱାଡ଼ି କେନ୍ଦ୍ର...

Dutee Chand's Sister Saraswati
ଚର୍ଚ୍ଚାରେ ଦୂତୀ ଚାନ୍ଦଙ୍କ ଭଉଣୀ ସରସ୍ୱତୀ ଚାନ୍ଦ

ଚର୍ଚ୍ଚାରେ ଦୂତୀ ଚାନ୍ଦଙ୍କ ଭଉଣୀ ସରସ୍ୱତୀ ଚାନ୍ଦ। ଖେଳକୁଦ ପ୍ରତି ରୁଚି ରଖୁଥିବା ପିଲାମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇ ଭଲ ଆଥଲେଟ୍ ଭାବେ ଗଢିବାକୁ ପ୍ରୟାସ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି