• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

ACF DEATH
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା,ଡାଏରୀରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ ସୌମ୍ୟଙ୍କ ଏକ ହାତଲେଖା ଡାଏରୀ ସାମ୍ନାକୁ ଆସିଛି।

weather
ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି,୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖରେ ଗତକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆଜି ମଧ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।...

ACF death
ACF ମୃତ୍ୟୁ ମାମଲା,ଆମ୍ବୁଲାନ୍ସ ଡ୍ରାଇଭର ଦେଲେ ବଡ ବୟାନ

ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଘନଉଛି। ତଦନ୍ତ ଯେତିକି ଆଗଉଛି, ଘଟଣାର ସେତିକି ନୂଆ ନୂଆ ଦିଗ ସାମ୍ନାକୁ ଆସିଛି। ସୌମ୍ୟରଞ୍ଜନଙ୍କୁ କଟକ ନେଇ ଯାଉଥିବା ଆମ୍ବୁଲାନ୍ସ ଫରେଷ୍ଟ ଛକରେ କାହିଁକି ଓ କାହା ନିର୍ଦ୍ଦେଶରେ ଅଟକିଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି...

Paralakhemundi ACF Death
କଣ କହିଲେ ରୋଷେୟା ମନ୍ମଥ କୁମ୍ଭ ?

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାକୁ ୯ ଦିନରୁ ଅଧିକ ସମୟ ବିତିଲାଣି । ତଥାପି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି ।

bhubneswar murder
ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲା,ନିଜ ଅପରାଧ ସ୍ୱୀକାର କଲା ଅଭିଯୁକ୍ତ

ବହୁ ଚର୍ଚ୍ଚିତ ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ନିଜ ଅପରାଧ  ସ୍ୱୀକାର କରିଛି । ଏ ନେଇ ଆଜି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ପ୍ରିୟଙ୍କାଙ୍କୁ ହତ୍ୟା ପରେ ଜଗନ୍ନାଥ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। 

Cashew Nut Farmers
କାଜୁ ଚାଷୀଙ୍କୁ ଘାରିଛି ଅଭାବି ବିକ୍ରୀର ଭୟ

ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ର କାଜୁ ଚାଷୀ ଏବେ ଚିନ୍ତାରେ । ଭଲ ରୋଜଗାର ଆଶାରେ କାଜୁ ଚାଷ କରୁଥିବା ଚାଷୀ ଯେତିକି ଶ୍ରମ ଦେଇ ଖର୍ଚ୍ଚ କରୁଛନ୍ତି ଅମଳ ପରେ ଲାଭ ପାଇବା କଷ୍ଟକର ହୋଇଯାଉଛି ।

 Largest Sand Chariot
ବାଲିରେ ମହାପ୍ରଭୁଙ୍କୁ ସ୍ଵାଗତ,ବେଳାଭୂମୀରେ ତିଆରି ହୋଇଛି ବାଲି ରଥ

ପୁରୀ ବେଳାଭୂମୀରେ ତିଆରି ହୋଇଛି ବାଲି ରଥ । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲିରେ ନନ୍ଦିଘୋଷ ରଥ ଓ ମହାପ୍ରଭୁଙ୍କୁ ନିର୍ମାଣ କରିଛନ୍ତି ।

2 Non-Servitors
ରଥ ଉପରେ ଅଣ ସେବାୟତ !

ବଡ଼ ଠାକୁର ବଳଭଦ୍ରଙ୍କ ରଥ ଉପରେ ଅଣ ସେବାୟତ ! ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଫଟୋ । ନିଜ ସୋସିଆଲ ସାଇଡରେ ଫଟୋ ଅପଲୋଡ କରିଛନ୍ତି ୨ ଜଣ ବ୍ୟକ୍ତି । ଏହି ୨ ଜଣ ବ୍ୟକ୍ତି ମାସ୍କ ପିନ୍ଧି ଥିବାରୁ ଏହି ଫଟୋ ଚଳିତ ବର୍ଷର...

Odia IFS Officer
ଓଡ଼ିଆ ପୁଅ ହେଲେ ତାଂଜାନିଆ ହାଇକମିଶନର

ଦକ୍ଷିଣ ଆଫ୍ରିକାର ତାଂଜାନିଆର ହାଇକମିଶନର ଭାବେ ନିଯୁକ୍ତ ହେଲେ ଓଡ଼ିଆ ଆଇ.ଏଫ୍.ଏସ୍. ଅଫିସର ବିନୟ ଶ୍ରୀକାନ୍ତ ପ୍ରଧାନ । ତାଙ୍କୁ ଭାରତ ସରକାର ଏହି ପଦବୀରେ ନିଯୁକ୍ତ କରିଛନ୍ତି। ଏନେଇ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । 

corona
ପୁଣି ଆଖି ବୁଜିଲେ ୬୯ କରୋନା ରୋଗୀ,ଖୋର୍ଦ୍ଧାରେ ସର୍ବାଧିକ ସଂକ୍ରମିତ

ରାଜ୍ୟରେ ପୁଣି ୬୯ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୨୪୧କୁ ବୃଦ୍ଧି ପାଇଛି। ତାଲିକାରେ ଆଜି ଖୋର୍ଦ୍ଧା ଜିଲ୍ଲା ଉପରେ ରହିଛି।

Bhimatangi Murder Case
ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟା ମାମଲା:ଅଭିଯୁକ୍ତ ଜଗନ୍ନାଥ ପ୍ରଧାନକୁ ଜେରା

ଭୁବନେଶ୍ୱର ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟା ମାମଲା । ଭୁବନେଶ୍ୱର ଏମସରୁ ଡିସଚାର୍ଜ ହେଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ।

Train
ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍

ସେପ୍ଟେମ୍ବରରେ ଚାଲିବ ସ୍ୱତନ୍ତ୍ର ଟ୍ରେନ। ସ୍ୱତନ୍ତ୍ର ଭାବେ ତୀର୍ଥଯାତ୍ରୀଙ୍କ ପାଇଁ ଏହି ଟ୍ରେନ ଗଡ଼ିବ। ପିତୃପକ୍ଷ ସମୟରେ ତୀର୍ଥ ଯାତ୍ରୀଙ୍କ ଯାତାୟାତ ସୁବିଧା ଯୋଗାଇ ଦେବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ଏହି ପିଲଗ୍ରୀମ ସ୍ପେଶାଲ ଟୁରିଷ୍ଟ ଟ୍ରେନ ସେପ୍ଟେମ୍ବର ୨୫ରୁ ସିକନ୍ଦରାବାଦରୁ...

Lord Jagannath
ମହଣ ମହଣ ସୁନାରେ ସଜେଇ ହେବେ ମହାପ୍ରଭୁ

ଆଜି ଶ୍ରୀଜିଉଙ୍କ ସୁନାବେଶ । ରଥ ଉପରେ ସୁନାବେଶରେ ଦର୍ଶନ ଦେବେ ତିନି ଠାକୁର । ମହଣ ମହଣ ସୁନାରେ ସଜେଇ ହେବେ ମହାପ୍ରଭୁ । ଏତର ବି ବିନା ଭକ୍ତରେ ବିନା ଭକ୍ତୁ ମହାପ୍ରଭୁଙ୍କୁ ସୁନାବେଶ ହେଉଛି ।

bahuda jatra
ଆହା କି ବର୍ଷାରେ କାଳିଆ,ବର୍ଷା ନୁହେଁ ଅମୃତ ଧାରା

ଆହା କି ବର୍ଷାରେ କାଳିଆ । ତୋ ଦାଣ୍ଡରେ ଏ ବର୍ଷା ନୁହେଁ ଯେ । ୟେ ଅମୃତ ଧାରା ।

ratha
ଆକାଶରୁ ଅମୃତ ବୃଷ୍ଟି :ତିନ୍ତି ତିନ୍ତି ଯାଉଛି କାଳିଆ ଠାକୁର

ଆଜି ବାହୁଡା ଯାତ୍ରା। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ଶ୍ରୀଜୀଉ। ଜନ୍ମବେଦୀରେ ଲୀଳାଖେଳା ସାରି ଏବେ କର୍ମବେଦୀ ଅଭିମୁଖେ ତିନି ଠାକୁର। ଏବେ ବୃଷ୍ଟିମୟ ବଡ଼ଦାଣ୍ଡ ।

Little Debadasi
କୁନି ଭକତର ମାହାରୀ ନୃତ୍ୟ

ବାହୁଡ଼ୁଛନ୍ତି ଶ୍ରୀଜିଉ। ସବୁଠି ଜଗନ୍ନାଥମୟ ପରିବେଶ । ଜଗାକୁ ଦର୍ଶନ କରିବା ପାଇଁ  ଭକ୍ତ ଛଟପଟ । କୁନି ଭକତର କୁନି ପ୍ରୟାସ ।  ପୁରୀର ଏ କୁନି ଭକ୍ତଙ୍କୁ ବଡ଼ଦାଣ୍ଡ ଯାଇ ତିନି ଦିଅଁଙ୍କ ଦର୍ଶନ କରିବା ମନା। ହେଲେ ଭକ୍ତଙ୍କ ଭାବକୁ କ’ଣ ଅଟକାଇ ହେବ।

Dr Bijay Mohapatra
ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ, ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

Paralakhemundi ACF Death
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା,ପୋଲିସର ତନାଘନା

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତକୁ ଜୋରଦାର କରିଛି ପାରଳାଖେମୁଣ୍ଡି ପୋଲିସ।

ACF death
ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଶେଷ ଅଡିଓ ବାର୍ତ୍ତାଳାପ

ଏସିଏଫ୍ ସୋମ୍ୟରଞ୍ଜନ ମୃତ୍ୟ ରହସ୍ୟ ଦିନକୁ ଦିନ ନୂଆ ମୋଡ଼ ନେଉଛି । ପଦାକୁ ଆସିଲା ପତି-ପତ୍ନୀଙ୍କ କଥାବାର୍ତ୍ତାର ଅଡିଓ । ପତ୍ନୀ ବିଦ୍ୟାଭାରତୀଙ୍କ ସହ ଏସିଏଫ୍ ସୋମ୍ୟରଞ୍ଜନଙ୍କ କଥାବାର୍ତ୍ତା ଏବେ ପଦାକୁ ଆସିଛି ।

ACF death
ବିଦ୍ୟାଭାରତୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ସୋମ୍ୟଙ୍କ ମା'

ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁକୁ ନେଇ ବଢୁଛି ସସ୍‌ପେନ୍ସ। ସୌମ୍ୟଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ଆସୁଥିବାବେଳେ ଘଟଣା ଉପରେ ମୁହଁ ଖୋଲିଛନ୍ତି ବିଦ୍ୟାଭାରତୀ ।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି