• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Offline Matric Exams
ମାଟ୍ରିକ ଅଫଲାଇନ ପରୀକ୍ଷାରେ ତ୍ରୁଟି ଅଭିଯୋଗ,ରେଗୁଲାର ପିଲାଙ୍କୁ ଏକ୍ସ-ରେଗୁଲାର ପିଲାଙ୍କ ପ୍ରଶ୍ନ

ମାଟ୍ରିକ ଅଫଲାଇନ ପରୀକ୍ଷାରେ ତ୍ରୁଟି ଅଭିଯୋଗ ହୋଇଛି। କଟକ ବୋର୍ଡ ହାଇସ୍କୁଲରେ ଚାଲିଥିବା ପରୀକ୍ଷାରେ ତ୍ରୁଟି ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ରେଗୁଲାର ପିଲାଙ୍କୁ ୨୦୧୪ର ଏକ୍ସରେଗୁଲାର ପିଲାଙ୍କ ପ୍ରଶ୍ନ ଦିଆଯାଇଥିବା ନେଇ ହୋଇଛି ଅଭିଯୋଗ। ତେବେ ପିଲାଙ୍କୁ ପ୍ରଶ୍ନପତ୍ର ଦେବା ପରେ ଏକ୍ସରେଗୁଲାର ପ୍ରଶ୍ନପତ୍ର ମିଳିଥିବାରୁ ସଂଶୟରେ...

corona virus
ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୩୦,୫୪୯ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ଧୀରେ ଧୀରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ୪୨୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦,୫୪୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୧୭ ଲକ୍ଷ ୨୬ ହଜାର ୫୦୭ ରେ ପହଞ୍ଚିଛି। ସେହିପରି...

pv sindhu
ସିନ୍ଧୁଙ୍କ ସଂଘର୍ଷର ଯାତ୍ରା: ସଫଳତାର ଶୀର୍ଷରେ ପହଂଚିବା ଲାଗି କରୁଛନ୍ତି ଉଦ୍ୟମ

କ୍ରୀଡାବିତ୍ ପରିବାରରେ ଜନ୍ମ ନେଇଥିବା ସିନ୍ଧୁଙ୍କ ପିଲାଦିନୁ ଖେଳ ପ୍ରତି ବେଶ୍ ରୁଚି ଥିଲା । ବାପା ପି.ଭି. ରମନ୍ନା ଓ ମାଆ ପି. ବିଜୟା ଭାରତ ପାଇଁ ପ୍ରତିନିଧିତ୍ୱ କରିଥିବାରୁ ଏହାର ପ୍ରଭାବ ସିନ୍ଧୁଙ୍କ ଉପରେ ପଡିଥିଲା । ବ୍ୟାଡ୍‌ମିଣ୍ଟନ ଷ୍ଟାର୍ ପୁଲେଲା ଗୋପିଚାନ୍ଦଙ୍କ ଏକାଡେମୀରୁ ସିନ୍ଧୁ...

raj kundra
କୁନ୍ଦ୍ରାଙ୍କର ବଢୁଛି ଅଡ଼ୁଆ: ରାୟ ସଂରକ୍ଷଣ ରଖିଛନ୍ତି ହାଇକୋର୍ଟ

ଇମେଲ୍, ବ୍ରାଉଜିଂ ହିଷ୍ଟ୍ରି ଓ ଫେସ୍ଟାଇମ୍ ଡିଟେଲ୍ସ ମଧ୍ୟ ପୋଲିସ ହାତରେ ଲାଗିଛି । ସେପଟେ ୨୦୨୦ର ଏକ ସାଇବର୍ କ୍ରାଇମ୍ ମାମଲାରେ ଆଗୁଆ ଜାମିନ ଆବେଦନର ଶୁଣାଣିକୁ ଆସନ୍ତା ୭ ତାରିଖ ଯାଏଁ ଘୁଞ୍ଚାଇ ଦେଇଛନ୍ତି କୋର୍ଟ । କୁନ୍ଦ୍ରାଙ୍କ ଉପରେ ସେବି ମଧ୍ୟ ଇନ୍ସାଇଡର୍ ଟ୍ରେଡିଂ...

matric exam
ମାଟ୍ରିକ୍‌ ପରୀକ୍ଷାରେ ତ୍ରୁଟି: ଅଭିଯୋଗକୁ ସ୍ୱୀକାର କଲେ ସ୍କୁଲ କର୍ତ୍ତୃପକ୍ଷ

ତେବେ ଅସନ୍ତୁଷ୍ଟଙ୍କ ପାଇଁ ଏହା ଶେଷ ସୁଯୋଗ କୁହାଯାଉଛି । ୩୦ ଜୁଲାଇରୁ ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା ଆରମ୍ଭ ହୋଇଛି । ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ ରାଜ୍ୟର ୧୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି

CBSE Result
ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ

ପ୍ରକାଶ ପାଇଛି କେନ୍ଦ୍ରୀୟ ପ୍ରାଥମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୦ମ ପରୀକ୍ଷା ଫଳ। ମଧ୍ୟାହ୍ନ ୧୨ରେ ସିବିଏସ୍‌ଇର ଅଫିସିଆଲ ସାଇଟ୍‌ cbseresults.nic.inରେ ପ୍ରକାଶ ପାଇଛି ଫଳାଫଳ। ୧୮ ଲକ୍ଷ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଥିଲେ । ୧୮ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ...

Nandankanan  Reopens
ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ,ନିୟମ ମାନିବାକୁ ନିବେଦନ

ବହୁ ଦିନର ପ୍ରତୀକ୍ଷା ପରେ ଆଜିଠୁ ଖୋଲିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ରାଜ୍ୟ ସରକାରଙ୍କ ଅଗଷ୍ଟ ଗାଇଡଲାଇନ୍‌ରେ ପର୍ଯ୍ୟଟନୀ ସ୍ଥଳ ଓ ପ୍ରାଣୀ ଉଦ୍ୟାନ ଖୋଲିବା ନେଇ ନିଷ୍ପତ୍ତି ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନନ୍ଦନକାନନ ଭିତରକୁ ଛଡ଼ାଯିବ।...

NGMA
ଓଡ଼ିଶାରେ ଖୋଲିବ ନ୍ୟାସନାଲ ମର୍ଡନ ଆର୍ଟ ଗ୍ୟାଲେରୀର ଶାଖା

ଓଡ଼ିଶାରେ ଖୋଲିବ ନ୍ୟାସନାଲ ମର୍ଡନ ଆର୍ଟ ଗ୍ୟାଲେରୀର ଶାଖା । ଏନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ହେବା ପରେ ଜମି ହସ୍ତାନ୍ତର ପ୍ରକ୍ରିୟା ଖୁବଶୀଘ୍ର ହେବ ବୋଲି ବାକି ରହିଛି । ଏନେଇ ନ୍ୟାସନାଲ ମର୍ଡନ ଆର୍ଟ ଗ୍ୟାଲେରୀର ଡିଜି ଆଦିତ୍ୟ ଗଡ଼ନାୟକ...

Man Arrested
ନିଜ ଘରେ ଚୋରି କରି ଥାନାରେ ଅଭିଯୋଗ

ନିଜ ଘରୁ ଚୋରି ହୋଇଥିବା ଅଭିଯୋଗ କରି ପୋଲିସ ଫାସରେ ପଡ଼ିଛନ୍ତି ଜଣେ ବ୍ୟକ୍ତି। ରେଡ୍ କରି ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିବା ଟଙ୍କା ଓ ସୁନା ଗହଣା ଜବତ କରିଛି। ପୋଲିସର ସୂଚନା ଅନୁସାରେ, ଗତ ୩୧ ତାରିଖରେ ରାୟଗଡା ରୟତ କଲୋନୀରେ...

corona death
ଆଖି ବୁଜିଲେ ୬୯ ଜଣ କରୋନା ରୋଗୀ,୧,୧୨୯ କରୋନା ସଂକ୍ରମିତ ଚିହ୍ନଟ

ଆଜି ରାଜ୍ୟରୁ ୧,୧୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୬୫୭ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ୍‌ ୪୭୨ ଥିବା ଜଣାଯାଇଛି। ୨୪ ଘଣ୍ଟାମ ମଧ୍ୟରେ ୧୭୮୫ ଜଣ ରୋଗୀ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ସେହିପରି ରାଜ୍ୟରୁ ପୁଣି ୬୯...

Damaged Ratha Chaka
ରଥ ଚକରେ ଲାଗି ଗଲାଣି ଉଇ ! ଭାଇରାଲ ହେଲା ଫଟୋ

ଗୁଣ୍ଡିଚା ମନ୍ଦିରରେ ଥିବା ରଥ ଚକରେ ଲାଗି ଗଲାଣି ଉଇ । ଏହିଭଳି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ,ହେଲେ ଏହା କେବେକାର ଫଟୋ ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ଜଣା ପଡିବା ପରେ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।...

Indian Men's Hockey Team
ହକି ସେମିରେ ହାରିଲା ଭାରତ,ମଉଳିନି ପଦକ ଆଶା

ଟୋକିଓ ଅଲିମ୍ପିକ୍ସରେ ଭାରତ-ବେଲଜିୟମ ମଧ୍ୟରେ ଚାଲିଥିବା ଟକ୍କରରେ ଭାରତ ପରାସ୍ତ ହୋଇଛି। ବେଲଜିୟମ ଠାରୁ ୫-୨ ଗୋଲ୍‌ରେ ହାରିଲା ଭାରତ।ଭାରତକୁ ହରାଇ ଫାଇନାଲରେ ବେଲଜିୟମ ପହଞ୍ଚିଛି। ଏହି ମ୍ୟାଚରେ ପ୍ରତି ମୁହୂର୍ତ୍ତରେ ଖେଳର ମୋଡ ବଦଳିଥିଲା। ପ୍ରଥମ କ୍ୱାର୍ଟରରେ ଟିମ୍ ଇଣ୍ଡିଆ ପ୍ରଭାବ ବିସ୍ତାର କରି ଖେଳିଥିଲା। ଏଥିରେ...

Malls, Parks Reopen, Life Limping Back To Normalcy In Odisha
ନୂଆ ଗାଇଡ୍ ଲାଇନରେ ଖୋଲିଛି ମଲ୍, ଆସିଲେଣି ଗ୍ରାହକ

ନୂଆ ଗାଇଡ୍ ଲାଇନରେ ଖୋଲିଛି ମଲ୍, ଆସିଲେଣି ଗ୍ରାହକ। ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଲାଗିଲାଣି ଭଳିକି ଭଳି ଅଫର୍। କୋଭିଡ୍ ଗାଇଡ୍ ଲାଇନ୍ ହେଉଛି ଯାଞ୍ଚ୍। ଦେଖନ୍ତୁ ସ୍ମାର୍ଟସିଟିର ବଡ ବଡ ମଲର ଏ ଦୃଶ୍ୟ

Ambulance Scam
୧୦୮ ଆମ୍ବୁଲାନ୍ସ ସେବା ନାଁରେ ହରିଲୁଟ୍ ଖବର ଚର୍ଚ୍ଚା ହେବା ପରେ କାହିଁକି ତୁଣ୍ଡିବାନ୍ଧି ବସିଛି ଆମ୍ବୁଲାନ୍ସ ସେବା ଯୋଗାଉଥିବା ଜିକିତ୍ସା ହେଲ୍ଥ କେୟାର୍?

୧୦୮ ଆମ୍ବୁଲାନ୍ସ ସେବା ନାଁରେ ହରିଲୁଟ୍ ଖବର ଚର୍ଚ୍ଚା ହେବା ପରେ କାହିଁକି ତୁଣ୍ଡିବାନ୍ଧି ବସିଛି ଆମ୍ବୁଲାନ୍ସ ସେବା ଯୋଗାଉଥିବା ଜିକିତ୍ସା ହେଲ୍ଥ କେୟାର୍?

Biranchi Sahoo
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନରେ କିରାଣୀରୁ କୋଟିପତି ପିଏସ୍ ବନିଥିବା ବିରଞ୍ଚି ସାହୁ ସସ୍ପେଣ୍ଡ

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନରେ କିରାଣୀରୁ କୋଟିପତି ପିଏସ୍ ବନିଥିବା ବିରଞ୍ଚି ସାହୁ ସସ୍ପେଣ୍ଡ। ଦୀର୍ଘ ୨୬ ବର୍ଷ ଧରି ଚାକିରୀ କରିବା ପରେ ଶେଷରେ କାଳ ହେଲା ସଂପତ୍ତି ଠୁଳ ମୋହ। ଅବସରର ୬ ମାସ ପୂର୍ବରୁ ସସ୍ପେଣ୍ଡ ହୋଇଗଲେ

Pradhan Mantri Awas Yojana
ଯେତେ ଖୋଳିଲେ ସେତେ ବାହାରୁଛି, କେତେ ବାଟ ଲମ୍ବିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିର ଚେର?

ରାଜ୍ୟରେ ଆବାସ କେଳେଙ୍କାରୀକୁ ନେଇ ରାଜନୀତି ଯେତିକି ଜୋର ଧରିଛି, ଗ୍ରାଉଣ୍ଡ ଜିରୋରୁ ବାଟବଣା ଯୋଜନାର ଆଖିତରାଟିଲା ଭଳି, ସେତିକି ନୂଆ ନୂଆ ଚିତ୍ର ବି ସାମ୍ନାକୁ ଆସିଛି। କେଉଁଠି ଯୋଗ୍ୟ ହିତାଧିକାରୀ ଘର ନପାଇ ଗୁହାଳଘରେ ରହୁଛନ୍ତି ତ କେଉଁଠି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ବି ଅଧାପନ୍ତରିଆ...

India Hockey
୪୯ ବର୍ଷର ରେକର୍ଡ ଭାଙ୍ଗିଲା ଭାରତୀୟ ପୁରୁଷ ହକି ଟିମ୍‌, ସେପଟେ ଅଲମ୍ପିକ୍ସ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ମହିଳା ଦଳ

ଟୋକିଓରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ୍। ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ଲାଗି ଅଲମ୍ପିକ୍ସ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ମହିଳା ଦଳ। ସେହିପରି ଦୀର୍ଘ ୪୯ ବର୍ଷ ପରେ ସେମି ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ପୁରୁଷ ଦଳ ବେଲଜିୟମକୁ ହରାଇ...

Shilpa-Shetty-pregnant-750x430
ମୁହଁ ଖୋଲିଲେ ଶିଳ୍ପା:ଟ୍ୱିଟରରେ ଲେଖିଲେ ଏମିତି କଥା

ଟ୍ରୋଲର ସାମ୍ନା କରିକରି ଭାଙ୍ଗି ପଡ଼ିଛନ୍ତି ଶିଳ୍ପା ସେଟ୍ଟି । ସତେ ଯେମିତି ସେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି, ବିଚଳିତ ହୋଇପଡ଼ିଛନ୍ତି । କହିଲେ, ପିଲାଙ୍କ ମୁହଁକୁ ଚାହିଁ ଆମ ପ୍ରାଇଭେସିକୁ ଦିଅନ୍ତୁ ସମ୍ମାନ। ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ସୁଟିଂ ଅଭିଯୋଗ ମାମଲାରେ ସ୍ୱାମୀ ରାଜ୍ କୁନ୍ଦ୍ରା ଗିରଫ...

India Hockey
୪୯ ବର୍ଷର ରେକର୍ଡ ଭାଙ୍ଗିଲା ଭାରତୀୟ ପୁରୁଷ ହକି ଟିମ୍‌, ସେପଟେ ଅଲମ୍ପିକ୍ସ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ମହିଳା ଦଳ

ଟୋକିଓରେ ଚମକିଲା ଭାରତୀୟ ମହିଳା ହକି ଦଳ। ଅଲମ୍ପିକ୍ କ୍ରୀଡ଼ା ଇତିହାସରେ ଯୋଡିଲା ନୂଆ ଅଧ୍ୟାୟ। ପ୍ରଥମ ଥର ପାଇଁ ସେମି ଫାଇନାଲରେ ପହଞ୍ଚିଛି ମହିଳା ଟିମ୍। ତାହା ପୁଣି ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରି ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ...

Pradhan Mantri Awas Yojana
ଯେତେ ଖୋଳିଲେ ସେତେ ବାହାରୁଛି, କେତେ ବାଟ ଲମ୍ବିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିର ଚେର?

ଥିଲା ବାଲାଙ୍କୁ ସରକାରୀ ଘର, ନଥିଲା ବାଲାଙ୍କୁ ପର। ଏବେ ଯାହାକୁ ନେଇ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଫିସରେ କୁବେରା ପଞ୍ଚାୟତରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀକୁ ନେଇ ବିଜେପି କର୍ମୀ ଓ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଯାହା କରିଛନ୍ତି...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି