• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Child Crime
ଶିଶୁ ଯୌନ ଉତ୍ପୀଡ଼ନରେ ଓଡ଼ିଶା ଦେଶରେ ଚତୁର୍ଥ

ନୟାଗଡ଼ ନାବାଳିକା ପରୀ ଦୁଷ୍କର୍ମ ଓ ହତ୍ୟା, ସମ୍ବଲପୁର ବଡ଼ମାଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବଂ ନୟାଗଡ଼ରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ସହ ଭିଡିଓ ଭାଇରାଲ୍ ଘଟଣା ରାଜ୍ୟରେ ବଢିଚାଲିଥିବା ଶିଶୁ ଯୌନ ଉତ୍ପୀଡ଼ନର ଗୋଟିଏ ଗୋଟିଏ ନଗ୍ନ ଚିତ୍ର।

PMAY Scam
ଯୋଜନା ଆସୁଛି କାହା ପାଇଁ ଆଉ ପାଉଛି କିଏ?

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଦରଡ଼ା ପଞ୍ଚାୟତର ୨ଟି ଘର ଦେଖିବାକୁ ମିଳିଛି। ସରକାରଙ୍କ ଆଖିରେ ୨ ମହଲା କୋଠା ତୋଳୁଥିବା ସୁଜୟ ପଟ୍ଟନାୟକ ଆବାସ ଯୋଜନା ପାଇଁ ଯୋଗ୍ୟ, ହେଲେ ଆଜବେଷ୍ଟସ୍ ଓ ଜରିପାଲ ତଳେ ଥିବା କାଶୀନାଥ ରାଉଳ ଅଯୋଗ୍ୟ ହୋଇଛନ୍ତି। ପଲସିଆ ଗାଁର ସୁଜୟଙ୍କର...

puri
ଅପେକ୍ଷାରେ ହେଲା ଅନ୍ତ: ୧୬ ରୁ ଖୋଲିବ ଶ୍ରୀମନ୍ଦିର

ଆସନ୍ତା ୧୬ ତାରିଖ ଅର୍ଥାତ୍ ସୋମବାରରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ପାଞ୍ଚ ଦିନ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିବ । ସୂଚନା ଅନୁସାରେ, ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ୨୧, ୨୨ ତାରିଖ ସଟଡାଉନ ଥିବାରୁ...

Paik Rebellion
ପାଇକ ବିଦ୍ରୋହ- ସ୍ୱାଧୀନତା ସଂଗ୍ରାମର ପ୍ରଥମ ସ୍ଫୁଲିଙ୍ଗ

ଶେଷରେ ବିଶାଳ ବ୍ରିଟିଶ ବାହିନୀ ବିଦ୍ରୋହ ଦମନ କରିବାରେ ସଫଳ ହୋଇଥିଲେ ବି ବିଦ୍ରୋହୀ ନେତାମାନଙ୍କ ସହ ସନ୍ଧି କରିବାକୁ ବାଧ୍ୟ ହୋଇଥିଲେ। ତାହା ଥିଲା ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସ୍ଫୁଲିଙ୍ଗ, ଯାହା ଭାରତର ବିଭିନ୍ନ ପ୍ରାନ୍ତରେ ବ୍ରିଟିଶ ବିରୋଧୀ ସଶସ୍ତ୍ର ସଂଗ୍ରାମ ଚଳାଇବାକୁ ବିଦ୍ରୋହୀମାନଙ୍କୁ ଦେଇଥିଲା...

Congress-BJD
ଯେଉଁଠି କଂଗ୍ରେସ ବିକ୍ଷୋଭ କରୁଥିଲା ସେଇଠି ଗୋବର ପାଣି ପକାଇଲା ବିଜେଡ଼ି

ହେଲେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆ ନଯିବାର ଅଭିଯୋଗ ଆଣି ଗତକାଲି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବାଘମାରି ପଞ୍ଚାତ ଅଫିସ୍ ସାମ୍ନାରେ ଅନଶନରେ ବସିଥିଲେ। ତେବେ ଅନଶନ ଭାଙ୍ଗିବା ପରେ ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରା ଯାଇ ବାଘମାରି ପଞ୍ଚାୟତ ଅଫିସ୍ ସାମ୍ନାରେ ପହଞ୍ଚିଥିଲା।...

Balasore
ଥାନାରେ ଓକିଲଙ୍କୁ ଥାର୍ଡ଼ ଡିଗ୍ରୀ ଅଭିଯୋଗ

ଥାନାରେ ଓକିଲଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ଥାନାରେ ଜଣେ ଓକିଲଙ୍କୁ ପୋଲିସ ଅଫିସର ଜଣକ ମାଡ଼ ମାରୁଥିବା ଅଭିଯୋଗ ହୋଇଛି । ଘଟଣାକୁ ୧୦ ଦିନରୁ ଅଧିକ ସମୟ ହେଲାଣି। ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେଉଛି । ଘଟଣାକୁ ନେଇ...

Balasore
ଥାନାରେ ଓକିଲଙ୍କୁ ଥାର୍ଡ଼ ଡିଗ୍ରୀ ଅଭିଯୋଗ

ତେବେ ମାମଲାରେ କେବଳ ନୟାପଲ୍ଲୀ ଥାନାରୁ ଆସିଥିବା ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛି ଓକିଲ ସଂଘ। ତେବେ ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।

Tokyo Olympic
ସଫଳତା ପଛରେ ରହିଛି ହୃଦୟଥରା ସଂଘର୍ଷର କାହାଣୀ, ଅଲିମ୍ପିକ୍ସରେ ଭାଗ ନେବା ନଥିଲା ସହଜ କଥା

ରାନୀ ରାମପାଲ୍- ରାନୀଙ୍କ ନେତୃତ୍ୱରେ ଟୋକିଓରେ ଭାରତର ଟେକ ରଖିପାରିଛନ୍ତି ଭାରତୀୟ ମହିଳା ହକି ଦଳ । ହେଲେ ରାନୀଙ୍କ ପିଲାବେଳ ଖୁବ୍ କଷ୍ଟରେ କଟିଥିଲା। ୨ ଓଳି ୨ ମୁଠା ପେଟପୁରା ଖାଇବାକୁ ମିଳୁନଥିଲା, ବର୍ଷାଦିନେ ନର୍ଦ୍ଦମା ପାଣିରେ ଘର ଭରିଯାଉଥିବା ବୋଲି ନିଜେ କହିଛନ୍ତି ହରିୟାନା...

money
ଦାବିଦାର୍‌ ନାହାନ୍ତି, ଏହି ସବୁ ସଂସ୍ଥାରେ ପଡ଼ିରହିଛି ୯୫ ହଜାର କୋଟିରୁ ଅଧିକ ଟଙ୍କାର ବେନାମୀ ସମ୍ପତ୍ତି

ଅନେକେ ସମୟରେ ଲୋକମାନେ ସେମାନଙ୍କ ଉପାର୍ଜିତ ଅର୍ଥକୁ ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥା, ଯେପରିକି ବ୍ୟାଙ୍କ, ବୀମା, ପ୍ରୋଭିଡେଣ୍ଟ ଫଣ୍ଡ୍, ମ୍ୟୁଚୁଆଲ୍ ଓ ସେୟାର ବଜାର ଆଦିରେ ସଂଚୟ ବା ନିବେଶ ତ କରିଥାନ୍ତି ହେଲେ ସେମାନଙ୍କ ବ୍ୟତୀତ ଏହାର କେହି ଦାବିଦାର ନଥାନ୍ତି। ଅଥବା କୌଣସି କାରଣ ବଶତଃ...

terrorists
ତାଲିବାନକୁ ସହଯୋଗ ଲାଗି ଯାଉଛନ୍ତି ପାକିସ୍ତାନୀ ଯୁବକ

ମାତ୍ର ଇସଲାମାବାଦର ମୁଖା ଖୋଲିଦେଇଛି ସଦ୍ୟତମ ହସ୍ତଗତ ରିପୋର୍ଟ। ତାଲିବାନକୁ ଆଫଗାନିସ୍ତାନ ସରକାର ବିରୋଧୀ ଲଢେଇରେ ସହଯୋଗ ଲାଗି ପାକିସ୍ତାନ ମଦ୍ରାସା ଗୁଡ଼ିକରୁ ଶହ ଶହ ଯୁବକ ଯାଉଥିବା ଖବର ମିଳିଛି। ସେହିପରି ସେଠାରେ ଚାଲିଥିବା ଘମାଘୋଟ ସଂଘର୍ଷରେ ଅନେକ ପାକିସ୍ତାନ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଚମନ୍-ସ୍ପିନ୍...

Lovlina Borgohain
ବାପାଙ୍କ ସହ ବିଲରେ କାମ କରୁଥିଲେ, ଆଜି ଅଲିମ୍ପିକ୍ସରେ ମେଡ଼ାଲ ଜିତିଲେ

କଚା ରାସ୍ତାରେ ଏବେ ବି ନିଜ ଘରକୁ ଯାଉଛନ୍ତି ଶହଶହ ଲୋକ। କିନ୍ତୁ ଖୁସିର କଥା ହେଲା, ଲଭଲିନା ଗାଁକୁ ଫେରିବାର କଥା ଶୁଣିବା ପରେ ମାଟିକାଦୁଅ କଚ୍ଚାରାସ୍ତା ଏବେ ଯୁଦ୍ଧକାଳୀନ ଭିତିରେ ନିର୍ମାଣ ହେବାରେ ଲାଗିଛି। PWD ବିଭାଗର ପ୍ରତ୍ୟକ୍ଷତତ୍ୱାବଧାନରେ ରାସ୍ତା ନିର୍ମାଣ କରୁଛି ପ୍ରଶାସନ। ତେବେ...

Mountain Man
ମନ୍ତ୍ରୀ କହିଲେ ରାସ୍ତା ହୋଇପାରିବ ନାହିଁ...ନିଜ ଝୁଙ୍କ୍‌ ଲଗାଇଲେ, ପାହାଡ଼ ଚିରି ଗାଁକୁ ସବୁଦିନିଆ ରାସ୍ତା କଲେ

ବଡ଼ କାମଟିଏ ପାଇଁ ଅଣ୍ଟାରେ ଧନ ସିନା ନଥିଲା, ହେଲେ ମନ କିନ୍ତୁ ଥିଲା ପାହାଡ଼ଠୁ ବି ବଡ଼ ଆଉ ସେଇ ବଡ଼ ମନ ହିଁ ଏକ ବିରାଟ ପାହାଡ଼ର ଛାତି ଚିରି ଦୁର୍ଗମ ଗାଁକୁ ଫିଟାଇ ଦେଇଛି ସବୁ ଦିନିଆ ରାସ୍ତା। ଦୀର୍ଘ ୩୦ ବର୍ଷର ଅକ୍ଲାନ୍ତ...

pm-modi
ଅଗଷ୍ଟ ୧୫ରେ ଅଲିମ୍ପିଆନ୍ସଙ୍କୁ ଦିଲ୍ଲୀ ନିମନ୍ତ୍ରଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜୟିନୀ ପିଭି ସିନ୍ଧୁ ସ୍ୱଦେଶ ଫେରିଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ପିଭି ସିନ୍ଧୁଙ୍କୁ ବିପୁଳ ସମ୍ପର୍ଦ୍ଧନା ଦିଆଯାଇଛି । ସ୍ୱାଗତ ପରେ ଏହା ତାଙ୍କ ପାଇଁ ସବୁଠାରୁ ଖୁସିର ସମୟ ବୋଲି କହିଛନ୍ତି ସିନ୍ଧୁ । ବ୍ୟାଡମିଣ୍ଟନ ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ...

Matric Exam
ପିଲାଙ୍କ ଭବିଷ୍ୟତ ସହ ଖେଳ? ରେଗୁରାଲ୍‌ ପିଲାଙ୍କୁ କିଏ ଦେଲା ଏକ୍ସ-ରେଗୁରାଲ୍‌ ପ୍ରଶ୍ନପତ୍ର?

ପ୍ରଥମେ ପରୀକ୍ଷା ଫଳ, ପରେ ଆଡମିଟ୍ କାର୍ଡ ଆଉ ଏବେ ପ୍ରଶ୍ନପତ୍ର ବିଭ୍ରାଟ। ମହାମାରୀ ସମୟରେ ମାଧ୍ୟମିକ ଶିକ୍ଷା ବୋର୍ଡ ଆହୁରି ବିବାଦ ଭିତରକୁ ଠେଲି ହୋଇଯାଇଛି। ଆଜି ବିଜ୍ଞାନ ବିଷୟରେ ପରୀକ୍ଷା ଲାଗି କଟକ ବୋର୍ଡ ସ୍କୁଲକୁ ଯାଇଥିଲେ ପରୀକ୍ଷାର୍ଥୀ। ହେଲେ ବିଡମ୍ବନାର ବିଷୟ ହେଲା ରେଗୁଲାର...

rahul gandhi
ରଣହୁଙ୍କାର ଦେଲେ ରାହୁଲ, ବିଜେପି କହିଲା ଏବେ ହୋ-ହାଲ୍ଲା କରୁଛନ୍ତି, କିଛିଦିନ ପରେ ଉଭାନ୍‌ ହୋଇଯିବେ

ସାଇକେଲ୍ ରାଲି ପୂର୍ବରୁ ଆଜି ଦିଲ୍ଲୀର କନସିଷ୍ଟିସ୍ୟୁନ୍‌ କ୍ଲବରେ ବ୍ରେକଫାଷ୍ଟ ମିଟିଂର ଆୟୋଜନ କରିଥିଲେ ରାହୁଲ ଗାନ୍ଧି। ପେଗାସସ ବିବାଦ, କୋଭିଡ୍ ମ୍ୟାନେଜମେଣ୍ଟରେ ସରକାରଙ୍କ ବିଫଳତା ଅଭିଯୋଗ ଆଣି ପରବର୍ତ୍ତୀ ରଣନୀତି ପ୍ରସ୍ତୁତି ନେଇ ଏଥିରେ ଆଲୋଚନା ହୋଇଥିଲା। ସମସ୍ତ ବିରୋଧୀ ଦଳ ଏକ ଓ ଏକାଠି ହୋଇ...

PV sindhu
ପିଭି ସିନ୍ଧୁଙ୍କୁ ଜୋରଦାର ସ୍ୱାଗତ,ଦେଶବାସୀଙ୍କୁ ଦେଲେ ଧନ୍ୟବାଦ

ସ୍ୱଦେଶକୁ ଫେରିଲେ ପିଭି ସିନ୍ଧୁ । ଭାରତକୁ ଫେରିବା ପରେ ପିଭି ସିନ୍ଧୁଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ପ୍ରତିଟି ସମୟରେ ସାରାଭାରତ ତାଙ୍କ ସାଙ୍ଗରେ ରହିବା ପାଇଁ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପିଭି ସିନ୍ଧୁ । ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ପାଇଥିବା ସିନ୍ଧୁ ଟୋକିଓରେ ବ୍ରୋଞ୍ଜ...

National-Level Boxer
ବକ୍ସିଂ କରି ଗୋଲ୍ଡ ମେଡାଲ ପାଇଥିଲେ ଏବେ ଚା ବିକୁଛନ୍ତି

ଜୀବନର ବହୁ ମୂଲ୍ୟବାନ ସମୟ ସେ ବକ୍ସିଂ ପାଇଁ ଦେଇଥିଲେ। ସାରା ଦେଶରେ ନାଁ କରିଥିଲେ। ଜାତୀୟ ସ୍ତରରେ ଖେଳି ଗୋଲ୍ଡ ମେଡାଲ୍ ଜିତିଥିଲେ। ବେଷ୍ଟ ବକ୍ସର ଆୱାର୍ଡ ପାଇଥିଲେ। ହେଲେ ଆଜି ସେସବୁ ତୁଚ୍ଛ ! ଏବେ ସ୍ତ୍ରୀ ଶଯ୍ୟାଶାୟୀ, ଘରେ ଖାଇବାକୁ ବି ନାହିଁ,ଋଣ କରି...

NOBEL
ଯେତେ ଜୀବନ, ସେତେ ଉପନ୍ୟାସ

ଯେଉଁମାନେ ଲେଖକ, ସେମାନେ ଉପନ୍ୟାସ ଲେଖିବା ପୂର୍ବରୁ ଓ ପରେ ଏଇ ଜୀବନ ନିକଟରେ ହିଁ ଋଣ ସ୍ୱୀକାର କରିବାକୁ ବାଧ୍ୟ। କିଏ କିପରି ଭାବରେ ଜୀବନକୁ ଅନୁଭବ କରିଛନ୍ତି, ସେ ଅନୁଭବକୁ ଉପନ୍ୟାସ ରୂପେ ଫୁଟାଇବାକୁ ଯାଇ କାହାଣୀର କାୟାରେ ଛନ୍ଦି ହୋଇଛନ୍ତି କି ଚରିତ୍ରମାନଙ୍କ ମାୟାରେ...

sharad-pawar-meeting-with-amit-shah
ବଦଳିବ କି ଜାତୀୟ ରାଜନୀତିର ଚିତ୍ର? ଅମିତ୍‌ ଶାହାଙ୍କୁ ଭେଟିଲେ ଶରଦ ପାୱାର

ଏଠାରେ କହିରଖୁଛୁ ଯେ, ଗତ ମାସରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ଭେଟିଥିଲେ ଶରଦ ପାୱାର। ସେତେବେଳେ ଉଭୟ ନେତାଙ୍କ ମଧ୍ୟରେ ପାଖାପାଖି ୧ ଘଂଟା ଧରି ଆଲୋଚନା ହୋଇଥିଲା। କେବଳ ଚର୍ଚ୍ଚା ହୋଇଥିଲା ତାହା ନୁହେଁ ବରଂ କୁହାଯାଉଥିଲା ଯେ, ମହାରାଷ୍ଟ୍ରରେ ଖୁବଶୀଘ୍ର ଏକ ବଡ଼...

Lav Agarwal
ପୁଣି ଟେନସନ୍‌ ଦେଇପାରେ ମହାମାରୀ: ଦେଶରେ ବଢୁଛି ସଂକ୍ରମଣର ରିପ୍ରଡିଭିଟି ରେଟ୍

ଏହାସହ ଲବ୍‌ କହିଛନ୍ତି ଯେ, ଦେଶର ୪୪ ଜିଲ୍ଲାରେ କେସ୍ ପଜିଟିଭିଟି ୧୦ ପ୍ରତିଶତ ଉପରେ ରହିଛି, ଯାହାକୁ ନେଇ ଚିନ୍ତା ବଢିଛି । କେରଳରେ ସର୍ବାଧିକ ୧୦ ଜିଲ୍ଲାରେ ପଜିଟିଭିଟି ୧୦% ଉପରେ ରହିଛି ପଜିଟିଭିଟି ରେଟ୍‌ । ସେହିପରି ମଣିପୁରରେ ୯, ମିଜୋରାମରେ ୬, ନାଗାଲାଣ୍ଡର...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି