• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Offline Class 10 Exams End
ସରିଲା ମାଟ୍ରିକ ପରୀକ୍ଷା,‘ଉଚିତ ପଦକ୍ଷେପ ନେଇ ମାର୍କ ଦିଅ’

ସରିଲା ମାଟ୍ରିକ୍‌ ଅଫଲାଇନ ପରୀକ୍ଷା। ଆସନ୍ତା ୧୨ରୁ ଖାତା ଦେଖା ହେବ। ବୋର୍ଡ ସଭାପତି ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି। ୯ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାଯିବ। ୩ରୁ ୪ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ, ପ୍ରଶ୍ନପତ୍ର ବଦଳରେ...

Water Probelm
୫୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହେଲା ଓଭରହେଡ୍ ଟ୍ୟାଙ୍କ୍ କିନ୍ତୁ ଏବେ ବି ପାଣି ପାଉନାହାନ୍ତି ଲୋକେ

କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଏମିତି ଦୃଶ୍ୟ ଢେଙ୍କାନାଳ ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୫ କିଲୋମିଟର ଦୂର ସଦାଶିବପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ଗାଁରେ ପାଇପ୍ ଲାଇନ୍ ପଡ଼ିଛି, ମାତ୍ର ସେଥିରୁ ଯେଉଁ ପାଣି ବାହାରୁଛି ତାହା ପିଇବା ଯୋଗ୍ୟ ନୁହେଁ। ବାଧ୍ୟ ହୋଇ ମାଇଲ...

congress
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ ଦୁର୍ନୀତି: ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ୍‌

କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ପଦବୀରୁ ତଡ଼ା ଖାଇଥିବା କରିତକର୍ମା କୋଟିପତି ବିରଞ୍ଚି ସାହୁ କେବଳ ଜଣେ ନୁହଁନ୍ତି, ଦୀର୍ଘଦିନ ଧରି ଅନେକ ଲୋକଙ୍କ ସଂପୃକ୍ତିରେ ଏ ଦୁର୍ନୀତି ଚାଲିଥିବା ଅଭିଯୋଗ ଉଠିଛି । ଜଣଙ୍କ ପରେ ଜଣେ ଚାକିରି ଆଶାୟୀ ସାମ୍ନାକୁ ଆସି ବିଷୋଦଗାର୍ କରୁଛନ୍ତି ।...

College Student Found Dead
ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର,ପ୍ରେମ ବ୍ୟାପାରକୁ ନେଇ ହତ୍ୟ ସନ୍ଦେହ

କଟକ ମହାନଦୀ ଜୋବ୍ରା ଆନିକଟରୁ ଜଣେ ନିଖୋଜ ଛାତ୍ରଙ୍କ ମୃତଦେହ ମିଳିଛି। କିଛି ଦିନ ପୂର୍ବେ ଛାତ୍ର ଜଣକ ନିଖୋଜ ଥିବାବେଳେ ଆଜି ତାଙ୍କ ମୃତଦେହକୁ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ଆନିକଟରୁ ଉଦ୍ଧାର କରିଛନ୍ତି। ମୃତ ଛାତ୍ର ହେଲେ ତୁଷାରକାନ୍ତ ସାହୁ। ସେ ଖ୍ରୀଷ୍ଟ କଲେଜରେ ପଢ଼ୁଥିଲେ।...

PM Modi Congratulates
ଭାରତୀୟ ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୋଦି

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ଏଥିପାଇଁ ସାରା ଭାରତରେ ଉତ୍ସବର ମାହୋଲ । ଭାରତୀୟ ପୁରୁଷ ହକି ଟିମ୍‌ର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ସେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ମନପ୍ରୀତ, ମୁଖ୍ୟ...

hocky
ହକି ଖେଳାଳିଙ୍କ ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ସରକାର

ଭାରତୀୟ ହକି ଲାଗି ଅବିସ୍ମରଣୀୟ ଦିନ। ପଞ୍ଜାବରୁ ସାମିଲ ହୋଇଥିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ନଗଦ ୧ କୋଟି ଲେଖାଏଁ ଅର୍ଥରାଶି ପୁରସ୍କାର ଘୋଷଣା କରି ମୁଁ ଆନନ୍ଦିତ ହୋଇଛି । ଏହାସହ ସେ ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଆସିବା ବାଟକୁ ପୂରା ଦେଶ ଚାହିଁବସିଛି...

kIDNAPING
ଟଙ୍କା ପାଇଁ ନିଜେ ନିଜକୁ ଅପହରଣ କଲେ, ଘରକୁ ଫୋନ୍‌ କରି କହିଲେ...ଲକ୍ଷେ ଟଙ୍କା ଦିଅ ନଚେତ୍‌.....

ମଧ୍ୟପ୍ରଦେଶର ଇନ୍ଦୋରରେ ଦ୍ୱାଦଶ ଶ୍ରେଣୀର ଛାତ୍ର ନିଜକୁ ଅପହରଣ କରିବାର ଯୋଜନା ପ୍ରସ୍ତୁତ କରିଥିଲେ। ପରିବାର ସଦସ୍ୟଙ୍କଠାରୁ ଟଙ୍କା ଆଦାୟ ପାଇଁ ସେ ଇଣ୍ଟରନେଟରୁ କଟିଯାଇଥିବା ହାତର ଫଟୋ ବାହାର କରି ହ୍ୱାସଆପ୍‌ରେ ଘରକୁ ପଠାଇଥିଲେ।। କେବଳ ଏତିକି ନୁହେଁ, ଯଦି ଟଙ୍କା ନ ପାଆନ୍ତି ତେବେ ହତ୍ୟା...

Navjot Singh Sidhu
“କେନ୍ଦ୍ରର ଆଇନ କଳା ଆଇନ, ପଞ୍ଜାବରେ ତାହାକୁ ଆମେ ଲାଗୁ କରିବୁ ନାହିଁ”

ଏହାସହ ସିଦ୍ଧୁ କହିଛନ୍ତି ଯେ ଜନତାଙ୍କ କଥା ଶୁଣିବା ଏବଂ ତାହାକୁ କାର୍ଯ୍ୟକାରୀ କରିବା ଆମର ପ୍ରାଥମିକତା। ଏଥିପାଇଁ ସିଏମ ଅମରିନ୍ଦରଙ୍କ ସହ ବୈଠକ ହେଉଛି। ଯେତେ ବଡ଼ ସମସ୍ୟା ହେଲେ ବି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ତାହାର ସମାଧାନ ହେବ।

drunk-girl
ଟାଙ୍କେ ମଦ ପିଇ ରାସ୍ତା ଉପରେ ଡ୍ରାମା କଲେ ଯୁବତୀ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ

ଆଉ ମାତାଲ ଯୁବତୀ ଜଣକ ରାସ୍ତା ଉପରେ ଯେଉଁ ହରକତ୍‌ କରିବା ଆରମ୍ଭ କଲେ ତାହା ଆହୁରି ଚିନ୍ତା ଜନକ ଥିଲା। କେତେବେଳେ ରାସ୍ତା ଉପରେ ବସିପଡ଼ୁଥିଲେ ପୁଣି କେତେବେଳେ ଶୋଇ ପଡ଼ୁଥିଲେ। କେବଳ ଏତିକି ନୁହେଁ ବରଂ ରାସ୍ତାରେ ଯାଉଥିବା ଗାଡ଼ି ଗୁଡ଼ିକୁ ଅଟକାଇବା ଲାଗି ଚେଷ୍ଟା...

Drainage Issues
ବାଲେଶ୍ୱର ୧୯ ନମ୍ବର ଓ୍ୱାର୍ଡରେ ରାସ୍ତାରେ ଜମୁଛି ପାଣି,ସାମାନ୍ୟ ବର୍ଷାରେ ଢେଉ ଭାଙ୍ଗୁଛି ପାଣି

ସାମାନ୍ୟ ବର୍ଷାରେ ଢେଉ ଭାଙ୍ଗୁଛି ପାଣି । ତା ସାଙ୍ଗକୁ କାଦୁଅ ପଚପଚ୍ ରାସ୍ତା । ବାଲେଶ୍ୱର ଜିଲ୍ଲା ମୁନସିପାଲଟି ୧୯ ନମ୍ବର ଲେନ୍ ରାସ୍ତାର ଦୁର୍ଦଶା କହିଲେ ନସରେ । ସାମାନ୍ୟ ବର୍ଷା ହେଲେ ଏଠି ଆଣ୍ଠୁଏ ଆଣ୍ଠୁଏ ପାଣି । ହୋଲ୍ଡଂ ଟ୍ୟାକ୍ସ ଦେବା ସତ୍ୱେ...

corona virus
ଦେଶରେ ପୁଣି ବଢିଲା ସଂକ୍ରମଣ: ୨୪ ଘଣ୍ଟାରେ ୪୨,୯୮୨ ଆକ୍ରାନ୍ତ ହେଲେ ଚିହ୍ନଟ

ଏପଟେ, ଗତ ୨୪ ଘଂଟାରେ ରାଜ୍ୟରେ ୧୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୭୭୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୫୬୭ରହିଛି। ତେବେ କଟକରେ ଧୀରେ ଧୀରେ ସଂକ୍ରମଣ କମୁଥିବା ବେଳେ ଖୋର୍ଦ୍ଧାରେ ସଂକ୍ରମଣ କମୁନାହିଁ। ସର୍ବାଧିକ ଆକ୍ରାନ୍ତ...

Celebrates India's Victory
ଭାରତର ଐତିହାସିକ ବିଜୟ ପାଇଁ ସବୁଠି ଖୁସିର ମାହୋଲ

ଭାରତର ଐତିହାସିକ ବିଜୟ । ଟୋକିଓ ଅଲିମ୍ବିକ୍ସରେ ଭାରତ ପାଇଁ ଆଉ ଏକ ପଦକ ଆଣି ଦେଇଛି ଭାରତର ପୁରୁଷ ହକି ଟିମ୍‌। ଏଥି ସହିତ ପୁଣି ଏକ ବ୍ରୋଞ୍ଜ ପଡିଛି ଭାରତ ଖାତାରେ । ଏହାକୁ ମିଶାଇ ଭାରତ ପଦକ ସଂଖ୍ୟା ୪ରେ ପହଞ୍ଚିଛି। ...

Indian hockey team
୪୧ ବର୍ଷ ପରେ ହକିରେ ଭାରତର ଐତିହାସିକ ବିଜୟ

ହକିରେ ଭାରତକୁ ଐତିହାସିକ ବ୍ରୋଞ୍ଜ ।୪୧ ବର୍ଷ ପରେ ହକିରେ ଇତିହାସ ରଚିଲା ଭାରତ। ଟୋକିଓ ଅଲମ୍ପିକରେ ପୁରୁଷ ହକିର ଐତିହାସିକ ବିଜୟ। ଭାରତ ପାଇଁ ଆଉ ଏକ ପଦକ ଆଣି ଦେଇଛି ଭାରତର ପୁରୁଷ ହକି ଟିମ୍‌। ଏଥି ସହିତ ପୁଣି ଏକ ବ୍ରୋଞ୍ଜ...

Irregularities In Irrigation Works
ଅଚଳ ପଡିଛି ଡ୍ୟାମ୍,ନିମ୍ନମାନର କାମ ନେଇ ଅଭିଯୋଗ

ଚାଷ ଜମିକୁ ଜଳସେଚନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏବେ ବି ଅନେକ ଜମିକୁ ଜଳ ଯୋଗାଣର ଅସୁବିଧା ନଥିବା କାରଣରୁ ଶହ ଶହ ଚାଷ ଜମି ପଡିଆ ପଡିଛି । ଗଞ୍ଚାମ ଜିଲ୍ଲା ରଙ୍ଗମେରୁ ଅଞ୍ଚଳରେ ଅଚଳ ହୋଇ ପଡିରହିଛି ଚେକ୍...

NaveenPatnaik On Corona
ରାଜ୍ୟବାସୀଙ୍କୁ ପୁଣି ସତର୍କବାଣୀ ଶୁଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟବାସୀଙ୍କୁ ପୁଣି ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିୟମ ନମାନିଲେ ପୁଣି ଲକଡାଉନ କରାଯିବ ବୋଲି ସତର୍କ କଲେ । ଦେଶର ଅନ୍ୟ ରାଜ୍ୟରେ କୋଭିଡ଼ କେସ୍ ବଢୁଛି । ଭୁବନେଶ୍ୱରରେ କୋଭିଡ୍‌ କେସ୍ ସ୍ଥିର ରହିଛି । ଓଡ଼ିଶା ଧିରେ ଧିରେ ଅନ୍‌ଲକ୍‌ ହେଉଛି

OSSC Emplyee\'s Arrest On DA Case - ED Takes Over Probe
OSSC ବିରୋଧରେ ତେଜୁଛି ଅସନ୍ତୋଷ, କେବେ ଗିରଫ ହେବେ ବିରଞ୍ଚିଙ୍କ ଗଡ୍‌ଫାଦର ?

ଷ୍ଟାଫ୍ ସିଲେକ୍ସନ୍ କମିଶନ୍‌ରେ ନିଯୁକ୍ତି କେଳେଙ୍କାରୀକୁ ନେଇ ତେଜୁଛି ଅସନ୍ତୋଷ । କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ପଦବୀରୁ ତଡ଼ା ଖାଇଥିବା କରିତକର୍ମା କୋଟିପତି ବିରଞ୍ଚି ସାହୁ କେବଳ ଜଣେ ନୁହଁନ୍ତି, ଦୀର୍ଘଦିନ ଧରି ଅନେକ ଲୋକଙ୍କ ସଂପୃକ୍ତିରେ ଏ ଦୁର୍ନୀତି ଚାଲିଥିବା ଅଭିଯୋଗ ଉଠିଛି

PMAY Scam
ଯୋଜନା ଆସୁଛି କାହା ପାଇଁ ଆଉ ପାଉଛି କିଏ?

ରାଜ୍ୟରେ ଆବାସ କେଳେଙ୍କାରୀର ଗୋଟିକ ପରେ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସୁଛି। ଏତେ ଫର୍ଦ୍ଦ ଯେ, ସବୁ ଯୋଡ଼ିଲେ ଗୋଟିଏ ପୋଥି ହୋଇଯିବ। କେଉଁଠି ଯୋଗ୍ୟଙ୍କୁ ଘର ମିଳୁନି, ଆଉ କେଉଁଠି ଅଯୋଗ୍ୟ ମାଲାମାଲ୍। ତେବେ ବାଲେଶ୍ୱର ବସ୍ତାରେ ଜଣେ ଲକ୍ଷପତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ ମହଲା...

Odisha At 4th Place In Child Abuse - OTV Report
ଶିଶୁ ଯୌନ ଉତ୍ପୀଡ଼ନରେ ଓଡ଼ିଶା ଦେଶରେ ଚତୁର୍ଥ

ଶିଶୁ ଯୌନ ଉତ୍ପୀଡ଼ନରେ ଓଡ଼ିଶା, ଦେଶରେ ଚତୁର୍ଥ ସ୍ଥାନରେ ରହିଛି। ଗତ ୧୦ ବର୍ଷ ଭିତରେ ରାଜ୍ୟରେ ଶିଶୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଭଳି ମାମଲା ୧୮ ଗୁଣା ବଢ଼ିଯାଇଛି। ଯାହାକି ଜାତୀୟ ହାରଠାରୁ ଢେର୍ ଅଧିକ। ନିକଟରେ ଲୋକସଭାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ...

BMC
ଶତ ପ୍ରତିଶତ ପଛର ସତ

ଜୁଲାଇ ଶେଷ ସୁଦ୍ଧା ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱର ଶତ ପ୍ରତିଶତ କୋଭିଡ୍ ଟିକାକରଣ ଲକ୍ଷ୍ୟ ହାସଲ କରି ନେଇଛି। ଏକଥା ଆମେ ନୁହେଁ, ଖୋଦ ବିଏମସି ଦାବି କରୁଛି। ହେଲେ ଟିକାକେନ୍ଦ୍ରରେ ଲମ୍ବା ଲାଇନ୍ ଓ ୨ ଲକ୍ଷରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ପାଇ...

Crime
ନାବାଳିକାଙ୍କ ହାତ ଧରିବା କିମ୍ବା ପ୍ରେମ ନିବେଦନ କରିବାର ଅର୍ଥ ନୁହେଁ ଯୌନ ଉତ୍ପୀଡ଼ନ

ନାବାଳିକାଙ୍କ ହାତ ଧରିବା କିମ୍ବା ପ୍ରେମ ନିବେଦନ କରିବାର ଅର୍ଥ ନୁହେଁ ଯୌନ ଉତ୍ପୀଡ଼ନ। ଏମିତି ରାୟ ଶୁଣାଇଲେ ବମ୍ବେ ହାଇକୋର୍ଟ....ଏହାସହ ଦୋଷୀଙ୍କୁ ନିର୍ଦ୍ଦୋଷରେ କଲେ ଖଲାସ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି