• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Brahmani River
ଡରି ଡରି ବଞ୍ଚୁଛୁ.. ଶୋଇଥିବୁ.. ଯଦି ମାଟି ଅତଡ଼ା ଖସିପଡ଼େ !

ନଦୀ, ଏକୁଳ ସେକୁଳ ଖାଉଛି.. ଖାଇ ଖାଇ ଏତେ ବାଟ ଆସିଗଲାଣି.. କାଳେ ଶୋଇଥିବା ବେଳେ ମାଟି ଅତଡ଼ା ଖସିଯିବ.. ଡରରେ ନିଦ ହଜିଯାଇଛି.. କେତେବେଳେ ଯେ ଆମକୁ ନଦୀ ମାଡ଼ି ଆସି ଗ୍ରାସ କରିଦେବ.. ଆଶଙ୍କାରେ ଆଖି ପଲକ ପଡ଼ିଲେ ଛାତି ଧଡ଼ ଧଡ଼ ହେଉଛି..

ଆଖିରେ ପଟି ବାନ୍ଧିଦେଲେ ବି ସବୁ ଦିଶୁଛି.. କେମିତି !
ଆଖିରେ ପଟି ବାନ୍ଧିଦେଲେ ବି ସବୁ ଦିଶୁଛି.. କେମିତି !

ଆପଣ ଆଖି ବନ୍ଦ କରି ବା ଆଖିରେ କଳା ପଟି ବାନ୍ଧି ପାଠ ପଢିପାରିବେ ? ମୋବାଇଲ୍ ବ୍ୟବହାର କରିପାରିବେ ? ବାଇକ୍ ଚଲାଇପାରିବେ ? ଆଜ୍ଞା ହଁ.. ଆଖି ବନ୍ଦ କରିଥିଲେ ବି ସବୁ ଦିଶିବ.. କେମିତି ? ଯେମିତି ଏଇ ପିଲାମାନେ କରୁଛନ୍ତି..

School Problem
ଗ୍ୟାରେଜ୍, ଷ୍ଟୋର୍ ରୁମ୍ ଭଳି ଆମ ବିଶ୍ୱସ୍ତରୀୟ ସ୍କୁଲ..

ଏମିତି ସରକାରୀ ସ୍କୁଲରେ ନେତା, ଜନପ୍ରତିନିଧୀ କି ପ୍ରଶାସନିକ ଅଧିକାରୀ ନିଜ ପିଲାଙ୍କୁ ପଢାଇବେ କି !

Fakir Mohan College
ବୁଢା କୁକୁରକୁ ଝୁରୁଛି ଫକୀର ମୋହନ କଲେଜ

ଚାଲିଗଲା ବୁଢା କୁକୁର.. ଛାଡ଼ିଗଲା ଅନେକ ସ୍ମୃତି.. ଏଇ କଲେଜକୁ ନିଜର ଘର, ଛାତ୍ରଛାତ୍ରୀ ଆଉ କର୍ମଚାରୀମାନଙ୍କୁ ନିଜର ପରିବାରର ସଦସ୍ୟ ବୋଲି ଭାବୁଥିଲା.. ବିନା ଦରମାରେ ସମସ୍ତଙ୍କୁ ଜଗୁଥିଲା.. ତାର ଏକାଦଶାହରେ ସାରା କଲେଜ ଆଜି ତାକୁ ଝୁରୁଛି..

Hare Ram Hare Krishna
୨୦ ବର୍ଷ ହେଲା ଦିନ ରାତି ଶୁଭୁଛି ହରେ ରାମ ହରେ କୃଷ୍ଣ

ଦିନ ରାତି ଅହର୍ନିଶି ଜପୁଛନ୍ତି ହରେ କୃଷ୍ଣ ହରେ ରାମ.. ମାସେ କି ବର୍ଷକର କଥା ନୁହେଁ..ଦୀର୍ଘ ୨୦ ବର୍ଷ ହେଲା ହରେ ରାମ ହରେ କୃଷ୍ଣ ନାମରେ କମ୍ପୁଛି ଏ ପରିବେଶ..

donates kidney
ବୋହୂକୁ କିଡନୀ ଦେଇଦେଲେ ଶାଶୂ

ଇଏ ବି ଜଣେ ଶାଶୂ । କାନ ଉଠିଲା ବେଳଠୁ ଆପଣ ଜାଣିଥିବେ ଏମାନଙ୍କର ଭିତରେ କେବେ ପଡେନି...ହେଲେ ଇଏ ନିଜ ବୋହୂକୁ ଦେଇ ଦେଲେ କିଡନୀ । ଆଉ ଏବେ..

Snake bite awareness programme
ସାପ କାମୁଡିଲେ ଏମିତି କରନ୍ତୁ, ବଞ୍ଚିଯିବ ଜୀବନ

ଯଦି କେବେ କାହାକୁ ସାପ କାମୁଡେ. ତେବେ ରୋଗୀକୁ ଚଲା ବୁଲା ନ କରାଇ, ସାପ କାମୁଡ଼ିଥିବା ଅଙ୍ଗରେ ଥିବା ଚୁଡି ମୁଦି ଆଦି ଖୋଲି ଦିଅନ୍ତୁ । କ୍ରେପ ବ୍ୟାଣ୍ଡେଜ୍ କିମ୍ବା ଗାମୁଛା ଦ୍ଵାରା ହାତ ବା ଗୋଡକୁ କ୍ଷତ ସ୍ଥାନର ଉପରକୁ ଗୁଡ଼େଇ ଗୁଡ଼େଇ ଏମିତି...

s
ଶପଥ ନେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଆଜି ଶପଥ ନେଇଛନ୍ତି। ହାଇକୋର୍ଟ ପରିସରରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କୁ ଶପଥ ପାଠ କରାଇଛନ୍ତି। ୩୩ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥ ଗ୍ରହଣ...

5T secretary
5ଟି ସଚିବଙ୍କୁ ବିରୋଧ, ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ୍

5ଟି ସଚିବ ଭି କେ ପାଣ୍ଡିଆନଙ୍କ ଆଠଗଡ ଗସ୍ତକୁ ବିରୋଧ କରିଛି ବିଜେପି ଯୁବମୋର୍ଚ୍ଚା

Will finds way
ଦିବ୍ୟାଙ୍ଗ ପୁଅ ବୋଲି ଚିନ୍ତାରେ ଥିଲେ ବାପା-ମାଆ, ଏବେ ସିଏ ଡାକ୍ତରୀ ପଢିଲେ

ପିଲାଟି ଦିନରୁ ସେ ଦିବ୍ୟାଙ୍ଗ । କିନ୍ତୁ ସେ ହାର ମାନିନଥିଲେ । ପାଠ ପଢା ନିଶା ଏମିତି ଥିଲା ଯେ ଘରେ ଅନଲାଇନ୍‌ରେ ପାଠ ପଢି ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ଏବେ ବ୍ରହ୍ମପୁରରେ ପଢୁଛନ୍ତି ଡାକ୍ତରୀ...ଭବିଷ୍ୟତରେ ଦୃଦରୋଗ ବିଭାଗର ଡାକ୍ତର ହେବାକୁ ଦେଖୁଛନ୍ତି ସ୍ୱପ୍ନ।

Road Problem
ବିଲରେ କମ୍‌ ରାସ୍ତାରେ ଅଧିକ କାଦୁଅ

ରାସ୍ତା ନୁହେଁ ବିଲ । ୪ କିମି ପର୍ଯ୍ୟନ୍ତ ଅବସ୍ଥା ପୂରା ଖରାପ । ଆମ୍ବୁଲାନ୍ସ ପଶିପାରୁନି କି ଗାଡି ବାହାରିପାରୁନି । ଭାରରେ ବୁହା ହେଉଛନ୍ତି ରୋଗୀ...ଅଭିଯୋଗ ହେଉଛି ହେଲେ ରାସ୍ତା ହେଉନି

s
‘ମୁଁ ଦିବ୍ୟାଙ୍ଗ ହୋଇଥିବାରୁ କେହି ଝିଅ ଦେଉ ନାହାନ୍ତି, ଜୀବନ ସାଥୀଟିଏ ଖୋଜି ଦିଅନ୍ତୁ’

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଜବ ଆବେଦନ। ନିଜ ପାଇଁ ଏକ ଜୀବନସାଥୀ ଖୋଜିଦେବା ପାଇଁ ଦରଖାସ୍ତ ଲେଖି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ଜଣେ ଦିବ୍ୟାଙ୍ଗ।ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଏହି ଘଟଣା ଦେଖିବାକୁ ମିଳିଛି। ଦିବ୍ୟାଙ୍କ ଯୁବକ...

signboards-in-odia-language
ଏଣିକି ଆଉ ଛାଡ଼ ନାହିଁ ! ଓଡ଼ିଆରେ ନାମଫଳକ ନଲେଖିଲେ ୨୫ ହଜାର ଟଙ୍କା ଯାଏ ଗଣିବେ ଫାଇନ୍‌

ଏଣିକି ଆଉ ଛାଡ଼ ନାହିଁ । ଓଡ଼ିଆରେ ନାମଫଳକ ନଲେଖିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଗଣିବାକୁ ପଡ଼ିବ। ଖାଲି ଏତିକି ନୁହେଁ କୋର୍ଟ ବି ଦୌଡ଼ିବାକୁ ପଡ଼ିବ। ଏଭଳି ଶୂନ୍ୟ ସହନଶୀଳତା ନୀତି ଆପଣାଇଛି ଓଡ଼ିଆ ଭାଷା ପ୍ରତିଷ୍ଠାନ। ଏପରିକି ରାଜ୍ୟର...

School Problem
ବତୁରା କାନ୍ଥ...କଳା ଧୂଆଁ..ଏମିତି ପରିବେଶରେ ପିଲା ପଢୁଛନ୍ତି ପାଠ

୧୦୦ ବର୍ଷ ହେଲା...ସ୍କୁଲର ଉନ୍ନତି ହେଲାନି । ଅସରେ ବର୍ଷାରେ କାନ୍ଥ ବତୁରିଯାଉଛି...ଟିଣରୁ ପାଣି ପଡୁଛି । କଳା ଧୂଆଁରେ ଆକ୍ତାମାକ୍ତ ପିଲା । ପୁଣି ଗୋଟିଏ ଶ୍ରେଣୀରେ ଦୁଇଟି କ୍ଲାସ୍‌ର ପିଲା । ଏମିତି ସ୍ଥିତିରେ ପାଠ ପଢା ହେବ କେମିତି?

Unique friendship
ଇଏ ହିଁ ପ୍ରକୃତ ସାଙ୍ଗ ! ଜଣଙ୍କୁ କାନ୍ଧରେ ବସାଇ ସ୍କୁଲ ନେଉଛି ଅନ୍ୟ ଜଣେ ସାଙ୍ଗ

ସାଙ୍ଗ ହେବ ତ ଏମିତି ! ଜଣେ ଦିବ୍ୟାଙ୍ଗ ହେବାରୁ ଅନ୍ୟ ଜଣେ କାନ୍ଧରେ ବସାଇ ନିଇତି ନେଉଛି ସ୍କୁଲ। ଖାଇବାଠୁ ପିଇବା...ବସିବାଠୁ ବୁଲିବା ସବୁ ଏକାଠି କରୁଛନ୍ତି ଏମାନେ। ଲୋକେ କହୁଛନ୍ତି, ଏମିତି ଦୋସ୍ତି କେବେ ଦେଖିନାହାଁନ୍ତି ..

Road Problem
ପାଦେ ପାଦେ ବିପଦ, ଶୋଚନୀୟ ରାସ୍ତା, ହେଲେ ଯିବାକୁ ବାଧ୍ୟ...

ସ୍ୱପ୍ନ ପାଲଟିଛି ପିଚୁ ରାସ୍ତା। କାଦୁଅ ରାସ୍ତାରେ ବର୍ଷ ବର୍ଷ ଧରି ଚାଲିବାକୁ ବାଧ୍ୟ ହେଉଛନ୍ତି ଲୋକେ। ଆସୁନି ଆମ୍ବୁଲାନ୍ସ କି ଗଡ଼ୁନି ଗାଡ଼ି। ଭାରରେ ବୁହାହୋଇ ମେଡିକାଲ ଯାଉଛନ୍ତି ଗର୍ଭବତୀ ମହିଳା

Handloom
ବିଦ୍ୟାବାଲାନ ଶାଢି ବୁଣୁଛନ୍ତି, ତଥାପି ଅବହେଳିତ ରହୁଛନ୍ତି

ବଜାର ସୁବିଧା ଭଲରେ ନାହିଁ । ଯଦି ବ୍ୟବସାୟ ପାଇଁ ସବୁ ସୁବିଧା କରାଯିବ ତାହାଲେ ଲାଭ ପାଇବେ ବୁଣାକାର ପରିବାର।

Cyber Crime
ସହାୟତା କରିଥିଲା ଓଟିଭି..ମିଛ କହି ସବୁ ନେଇଗଲା ସାଇବର ଠକ

ସ୍ୱାମୀର ଜୀବନ ବଞ୍ଚାଇବାକୁ ସାହାଯ୍ୟ ମାଗୁଥିଲା ସ୍ତ୍ରୀ । ଓଟିଭିର ଆପଣ ଏକାନୁହଁନ୍ତିରେ ଖବର ପ୍ରସାରଣ ପରେ ସାହାଯ୍ୟ କରୁଥିଲେ ବଦାନ୍ୟ ବ୍ୟକ୍ତି । ହେଲେ ସାଇବର ଠକଙ୍କ ଫୋନ୍‌ ଆସିଲା, ଆକାଉଣ୍ଟରୁ ୫୦ ହଜାର ଟଙ୍କା ଗାଏବ ହେଲା : ଏବେ କାନ୍ଦି କାନ୍ଦି ସ୍ତ୍ରୀ କହୁଛି...

Handloom
ପ୍ରୋତ୍ସାହନ ଅପେକ୍ଷାରେ ପ୍ରକୃତ ବୁଣାକାର, ପରିବାର ପ୍ରତିପୋଷଣ ପାଇଁ କରୁଛନ୍ତି ସଂଘର୍ଷ

କେବେ ଦୂର ହେବ ବୁଣାକାରଙ୍କ ଦୁଃଖ ? ନିଜେ ବୁଣୁଥିବା ଜିନିଷ ବଡ଼ ସହରରେ ବିକ୍ରି ହେଉଛି। ଅଥଚ ଦଦରା ଘରେ ଦୟନୀୟ ଭାବେ ବଞ୍ଚୁଛି ବୁଣାକାର।

friendship
ମଣିଷ ସହ ମିତ ବସିଛି ବାଛୁରୀ କପିଳା

ମଣିଷ ସହ ମିତ ବସିଛି ବାଛୁରୀ। କପିଳା ଡାକିଲେ ବନ୍ଧୁଙ୍କ ପାଖକୁ ଦୌଡ଼ି ଆସୁଛି। ସାଙ୍ଗରେ ଯିବାକୁ ଜିଦ୍ ଧରୁଛି...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି