• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Snake In Temple
ଶିବ ମନ୍ଦିରରେ ସାପ ବର୍ଷା !

ଆଜି ସକାଳେ ହଠାତ୍‌ ଭୁବନେଶ୍ୱର ନୀଳାଦ୍ରି ବିହାରସ୍ଥିତ ଇସାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ବଉଳ ଗଛ ଉପରୁ ଗୋଟେ ପରେ ଗୋଟେ ସାପ ଛୁଆ ତଳକୁ ପଡ଼ିବାରେ ଲାଗିଲା । ହଠାତ୍‌ ଏତେ ମାତ୍ରାରେ ସାପ ମନ୍ଦିରକୁ କେମିତି ଆସିଲେ ତାହାକୁ ନେଇ ଚହଳ ପଡ଼ିଗଲା ।...

Ganesh Puja
ଏଥର ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ରେ ନୁହେଁ ମାଟିରେ ତିଆରି ଗଜାନନଙ୍କ ମୂର୍ତ୍ତି

ପାଖେଇ ଆସୁଛି ଗଣେଷ ପୂଜା । ଗାଁ ଗାଁରେ, ଛକ ଛକରେ ପୂଜାକୁ ଜାକ ଯମକରେ କରିବାକୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଲାଣି । ହେଲେ ଏଥର ପ୍ଲାଷ୍ଟର ଅଫ୍‌ ଫ୍ୟାରିସ କି କସମେଟିକ୍‌ ରଙ୍ଗରେ ନୁହେଁ ବରଂ ମାଟିରେ ଏବଂ ପ୍ରାକୃତିକ ରଙ୍ଗରେ ମୂର୍ତ୍ତି ତିଆରି କରିବାକୁ...

Sambalpuri Sarees
ଦୁର୍ଦ୍ଦିନରେ ବୁଣାକାର ପରିବାର । ସାହାଯ୍ୟ ନମିଳିଲେ ବୁଡିଯିବ କୂଳ ବେଉସା !

ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଚାଂୟତ ବଡ ନୁଆଁପାଲି ଗାଁରେ ଏବେ କାରିଗରଙ୍କ ସମସ୍ୟା କହିନେ ନସରେ । ଏଠାରେ ସୁକ୍ଷ୍ମ ସୂତାର ନିଖୁଣ କାରିଗରୀରେ ସମ୍ବଲପୁରୀ ଶାଢୀ ଓ ଡ୍ରେସ କପଡା ତିଆରି କରୁଛନ୍ତି ହରିଜନ ସମ୍ପ୍ରଦାୟର ଲୋକେ

 teachers Problem
ଗଣଶିକ୍ଷା ମନ୍ତ୍ରୀଙ୍କ ଇଲାକାରେ ଶିକ୍ଷକ ଅଭାବ...ପିଲାଙ୍କୁ ଗାଁ ଲୋକ ପଢାଉଛନ୍ତି ପାଠ

ସପ୍ତାହେରୁ ଅଧିକ ସମୟ ହେଲାଣି ନିଜ ଦାବି ପୂରଣ ଲାଗି ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ତେଣୁ କେଉଁଠି ସ୍କୁଲରେ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ତ କେଉଁଠି ପାଠପଢା ପୂରା ଠପ୍‌ ହୋଇଗଲାଣି । କେମିତି ପିଲାମାନେ ଭଲରେ ପାଠ ପଢିବେ ସେନେଇ ଖୋଦ୍‌ ଗଣଶିକ୍ଷା ମନ୍ତ୍ରୀଙ୍କ...

Class 8th students
ଦିଦି ଯାଇଛନ୍ତି ଆନ୍ଦୋଳନକୁ...ପିଲାଙ୍କୁ ପାଠ ପଢାଉଛନ୍ତି ପିଲା

ସପ୍ତମ ଶ୍ରେଣୀର ପିଲାଙ୍କୁ ପାଠ ପଢାଉଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ରୀ । କଥାଟା ଶୁଣିବାକୁ ଟିକିଏ ଅବାସ୍ତବ ଲାଗୁଥିଲେ ବି ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ଶିକ୍ଷା ସର୍କଲ ଅଧିନ ପାରାପୋଖରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ

School Problem
ଓଡ଼ିଆ ପିଲା...ଏଇଠି ସ୍କୁଲ ନାହିଁ...ପାଠ ପଢିବାକୁ ଯାଉଛନ୍ତି ଝାଡଖଣ୍ଡ

ଓଡ଼ିଶାର ପିଲା, ଓଡ଼ିଆ ସ୍କୁଲରେ ପଢିବେ...ହେଲେ ଇଏ ଏମିତି ସ୍କୁଲ ଯେଉଁଠି ଘର ନାହିଁ ଶିକ୍ଷକ ଶିକ୍ଷୟିତ୍ରୀ ବି ନାହାନ୍ତି । ପାଠ ପଢିବାକୁ ହେଲେ ପଡୋଶୀ ଝାଡଖଣ୍ଡ ଯାଉଛନ୍ତି ଶହଶହ ପିଲା

Divyang woman
ଦିବ୍ୟାଙ୍ଗଙ୍କ ଛେଳି ଚାଷ : ରୋଜଗାର କରି ଚଳାଉଛନ୍ତି ପରିବାର

ସେ ଦିବ୍ୟାଙ୍ଗ ହେଲେ ବି ସକ୍ଷମ । କହିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି...ହାର୍‌ ମାନିନାହାନ୍ତି ବରଂ ନିଜେ ରୋଜଗାର କରି ବଞ୍ଚିବାର କଳା ଜାଣିଛନ୍ତି । ସେଇଥି ଲାଗି ତ ଲୋନ୍‌ କରି ଛେଳି ଚାଷ କଲେ ଏବେ ରୋଜଗାର ବଢିଆ

Ganesh Chaturthi
ଆଶ୍ଚର୍ଯ୍ୟ ! ଏଥର ରାମ ମନ୍ଦିରରେ ପୂଜା ପାଇବେ ଶ୍ରୀଗଣେଶ

ପାଖେଇ ଆସୁଛି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶ ଚତୁର୍ଥୀ । ପୂଜା ଲାଗି ଚଳଚଂଚଳ ହେଲାଣି ଗାଁଠୁ ସହର । ନିଜ ନିଜ ପୂଜା ମଣ୍ଡପକୁ ଆକର୍ଷଣୀୟ ଢଙ୍ଗରେ ସଜେଇବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ହେଲେ ବ୍ରହ୍ମପୁର ସାନକୁଶସ୍ଥଳୀ ଗାଁର ପୂଜାକୁ ନେଇ ଏବେ...

pension
ବିଚିତ୍ର ନିୟମ ! ବୋହୂ କଲା ଲୋନ୍‌, ଶାଶୂର ପେନସନ୍‌ ବନ୍ଦ

ନୀଳଗିରି ବ୍ଲକ୍‌ ପୋଡାଶୂଳ ଗାଁର ସୁଲୋଚନା ବେହେରା । ବୟସ ୯୦ ପାର ହେଲାଣି । ସ୍ୱାମୀ ସରକାରୀ ଚାକିରି କରିଥିଲେ...ମାସକୁ ଦରମା ଟଙ୍କାରେ ଏମାନେ ବେଶ୍‌ ଭଲରେ ଚଳୁଥିଲେ । ସ୍ୱାମୀଙ୍କ ଅବର୍ତ୍ତମାନରେ ନିୟମ ଅନୁସାରେ ସୁଲୋଚନାଙ୍କୁ ପେନସନ ମିଳୁଥିଲା

Awas Yojna
ଓଃ କି ଦୁଃଖ ! ଯେଉଁ ଘରେ ମଣିଷ, ସେହି ଘରେ ଛେଳି

ସ୍ୱାମୀ ପର ଘରେ ମଜୁରୀ ଖଟିଲେଏ ଘରେ ଚୁଲି ଜଳିବ । ସେଇଠି ନୂଆ ଘର କଥା ପଚାରେ ବା କିଏ ? ସେଇଥି ଲାଗି ତ ପଲିଥିନ୍‌ ତଳେ ବିତୁଛି ଜୀବନ । ପୂରା ଜୀବନଟା ସେହି ଘରେ କଟିଗଲାଣି । ଭାବିଥିଲେ ବୟସର ଅପରାହ୍ନରେ ପହଞ୍ଚିବା...

Ganesh Chaturthi
ଏଥର ଜୋରଦାର କମ୍ପିଟିସନ୍‌ : ଟୋକା ଗଣେଶକୁ ବୁଢା ଗଣେଶ

ଜମିବ ଗଣେଶ ପୂଜା । ମାସେ ଯାଏଁ ପୂଜା ପାଇବେ ବୁଢା ଗଣେଶ । ଚାନ୍ଦିର ତାରକସି କାମରେ ଚିକମିକ କରିବ ପୂଜା ପେଣ୍ଡାଲ । ଆଉ ଭସାଣୀରେ ତ ପୂରା ବୋବାଲିଆ ଡ୍ୟାନ୍ସ ହେବ

Kerala High Court
କୋର୍ଟଙ୍କ ବଡ଼ ରାୟ : ଏଣିକି ପିଲାଙ୍କୁ ମାଆ ଦେବେ ଘର ତିଆରି ଖାଦ୍ୟ

ସ୍ୱିଗି କି ଜୋମାଟୋ ନୁହେଁ...ଘରେ ତିଆରି ହେଉଥିବା ସ୍ୱାଦିଷ୍ଟ ଖାଦ୍ୟ ପିଲାଙ୍କୁ ଦେବେ ମାଆ । ଅନଲାଇନ୍‌ କି ଅଫ୍‌ ଲାଇନ୍‌ରେ ବି ଅର୍ଡର କରିବାକୁ ମନା କଲେ କୋର୍ଟ । ଜାଣନ୍ତୁ ଏମିତି ରାୟ କାହିଁକି ଦେଇଛନ୍ତି କୋର୍ଟ

construction of Railway Bridge
ଏଇଟା ରେଲୱେ ପୋଲ ଅଣ୍ଡରପାସ୍‌ ନା ସ୍ୱିଇମିଂପୋଲ୍‌

ଲୋକଙ୍କ ସୁବିଧା ଲାଗି ତିଆରି ହେଲା ରେଲୱେ ଭୂତଳ ପୋଲ । ହେଲେ ଘଂଟାଏ ବର୍ଷା ହେଲା ଜମୁଛି ଅଂଟାଏ ଲେଖାଏଁ ପାଣି । ଟିକିଏ ଅସାବଧାନ ହେଲେ ବୁଡ଼ିଯିବାର ବି ଭୟ ରହିଛି

Helpless Family
ମିଳୁନି ଘର ! ଖୋଲା ଆକାଶ ତଳେ ବିତୁଛି ଜୀବନ

ନୁଆଣିଆ ଭଙ୍ଗା ଘର । ଆଉ ତା’ରି ଭିତରେ ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ଗୋଟିଏ କି ଦୁଇଟି ନୁହେଁ ବରଂ ତିନି ତିନୋଟି ପରିବାର ରହୁଛନ୍ତି ଏହି ଘରେ । ସେଇଠି ଖାଇବା ପୁଣି ସେଇଠି ଶୋଇବା । ଏହି ଘରେ ପାଦେ ପାଦେ ବିପଦ...

satapuri amabsya
କୁଣ୍ଢାକୁଣ୍ଢି ଅମାବାସ୍ୟା : ସାତପୁରୀ ଅମାବାସ୍ୟାକୁ କାହିଁକି ଏମିତି ଗୋଟେ ନାଁ ଦିଆଯାଇଛି ?

ବାସ୍ତବରେ ସମଗ୍ର ଓଡ଼ିଶାରେ ଏହାର ମୂଳ ନାଁ ସପ୍ତପୁରୀ ଅମାବାସ୍ୟା । ବାର ମାସରେ ତେର ପର୍ବ ଆଧାରରେ ଏହା ମଧ୍ୟ ଗୋଟିଏ ପର୍ବ । ଭାଦ୍ରବ ଅମାବାସ୍ୟା ଯାହା ଉପକୂଳ ଓଡିଶାରେ ସପ୍ତପୁରୀ ଅମାବାସ୍ୟା ରୁପେ ପରିଚିତ । ଏହି ଦିନ ଆମ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ...

Youth seeks financial assistance
ମେଡିକାଲରେ ବାପା ଆଣି ପକାଇ ଦେଇଛନ୍ତି..ଚିକିତ୍ସା ପାଇଁ ଗୁହାରି କରୁଛନ୍ତି ଅସହାୟ ଯୁବକ

ଦୁର୍ଘଟଣା ପରେ ୩ ଥର ଅପରେସନ୍‌ ହେଲାଣି । ସରକାରୀ ମେଡିକାଲରେ ବାପା ଆଣି ପକାଇ ଦେଇଛନ୍ତି...ଚିକିତ୍ସା ମିଳୁନି କି କେହି ପାଖକୁ ଆସୁନାହାନ୍ତି । ବିଛଣାରେ ଝାଡା ପରିସ୍ରା କରୁଛନ୍ତି , ଚିକିତ୍ସା ପାଇଁ କରୁଛନ୍ତି ନିବେଦନ

Road Problem
‘ଭୋଟ୍‌ ବେଳେ ଆମ ପାଖକୁ ଧାଉଁଛନ୍ତି, ପରେ ଭୁଲି ଯାଉଛନ୍ତି’

ଆମ୍ବୁଲାନ୍ସ କି ଦମକଳ..ଫୋନ୍‌ କରି ଗାଁ ନା କହିଲା ମାତ୍ରେ ଆସିବାକୁ ଅରାଜି ହେଉଛନ୍ତି । ଯଦି ଆସୁଛନ୍ତି ଫେରିବା କଷ୍ଟକର । ରାସ୍ତା ତ ନୁହେଁ ବିଲଠୁ ହୀନ । ଭୋଟ୍‌ ବେଳେ ଆସୁଛନ୍ତି, ନିର୍ବାଚନ ପରେ ମୁହଁ ମୋଡୁଛନ୍ତି

Rice issue
ପିଲାଙ୍କ ପାଇଁ ସରକାର ଦେଲେ ଜୋତା, ଡ୍ରେସ୍‌ ସହ ଚାଉଳ, ହେଲେ କିଛି ନଦେଇ ପ୍ରଧାନ ଶିକ୍ଷକ..

ପିଲାଙ୍କ ପଢିବା ଲାଗି ଜୋତା, ଡ୍ରେସ୍‌ ସହ ଚାଉଳ ଦେଇଥିଲେ ସରକାର । ଛାତ୍ରଛାତ୍ରୀଙ୍କୁ ତ ଦେଲେନି ବରଂ ନିଜେ ଖାଇଦେଲେ ପ୍ରଧାନ ଶିକ୍ଷକ । ଅଭିଯୋଗ ହେବା ପରେ ଏବେ କାର୍ଯ୍ୟାନୁଷ୍ଠାନ କଥା କହୁଛନ୍ତି ବାବୁ

5T secy
ମଂଚରେ କଥା ଦେଇଥିଲେ...ଏବେ ପାଣ୍ଡିଆନ୍‌ ବାବୁ ଆମକୁ ଠକିଦେଲେ

ଜିଲ୍ଲାୱାରି ଗସ୍ତ କରିଥିଲେ ପାଣ୍ଡିଆନ୍‌ । ସେବାୟତଙ୍କ ଦାବି ନେଇ ସପ୍ତାହେ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୭ ଦିନ ବଦଳରେ ମାସେ ଗଡିଲାଣି ହେଲେ ଦାବି ପୂରଣ ହେଲାନି । ସେବାୟତ କହିଲେଣି ସଚିବ ଆମକୁ ଠକିଦେଲେ

Wine Viral Video
ରାସ୍ତାରେ ବୋହିଲା ମଦ..ଭାଇରାଲ ହେଲା ଭିଡିଓ

ଥିଲା ଥିଲା....ରାସ୍ତାରେ ନାଲି ୱାଇନ୍‌ ବର୍ଷା ହେଲା । ହଠାତ୍‌ ଏତେ ମାତ୍ରାରେ ମଦ ଆସିଲା କେଉଁଠୁ ? ଭାଇରାଲ ହେଲା ଭିଡିଓ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି