• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

ଶୁଭଲକ୍ଷ୍ମୀ ସୁଇସାଇଡ୍ ପରେ ଚେଇଁଲା ଅବକାରୀ ବିଭାଗ
ଶୁଭଲକ୍ଷ୍ମୀ ସୁଇସାଇଡ୍ ପରେ ଚେଇଁଲା ଅବକାରୀ ବିଭାଗ

ଶୁଭଲକ୍ଷ୍ମୀ ସୁଇସାଇଡ୍ ପରେ ଚେଇଁଲା ଅବକାରୀ ବିଭାଗ । ରାଜଧାନୀରେ ୮ରୁ ଅଧିକ ଡ୍ୟାନ୍ସ ବାର ଉପରେ ଅତର୍କିତ ରେଡ୍, ସମସ୍ତଙ୍କୁ ମାଗିଲା ମାସକର ସିସିଟିଭି ଫୁଟେଜ । ତେଣେ ବାର ମାଲିକ ସଂଘର ସଫେଇ, କିଛି ନିୟମ ଉଲଂଘନ କରିନୁ

Man jumps into river in Cuttack
ପାରିବାରିକ କଳହର କରୁଣ ପରିଣତି: ୯ ମାସର କୁନି ଝିଅକୁ ଧରି ନଦୀକୁ ଡେଇଁପଡ଼ିଲା ବାପା

ବାପା-ମାଆ ଝଗଡ଼ା କଲେ। ନିଇତି ପାଟିତୁଣ୍ଡ, ମାରପିଟ୍ ବି ହେଲା। ପାରିବାରିକ କଳହ ଦିନକୁ ଦିନ ବଢିବାରେ ଲାଗିଲା। ଆଉ ଶେଷରେ ଏହି କଳହର କରୁଣ ପରିଣତି ଭୋଗୁଛି ୧୦ ମାସର କଅଁଳ ଶିଶୁ। କଟକରେ ୯ ମାସର ନିଷ୍ପାପ ଶିଶୁକୁ ଧରି ନଦୀକୁ ଡେଇଁ ପଡିଛି ବାପା।...

Sarve Bhabantu Sukhinah
ଜାଣନ୍ତୁ ନିସଙ୍ଗତା ଶିଶୁ ପାଇଁ କେତେ କ୍ଷତିକାରୀ?

କର୍ମଜୀବୀ ପିତାମାତାଙ୍କ କ୍ଷେତ୍ରରେ ପିଲାଙ୍କୁ ସମୟ ଦେବା ଟିକେ କଷ୍ଟ ହୋଇଯାଏ । ଏପରି କ୍ଷେତ୍ରରେ ଶିଶୁ ନିସଙ୍ଗତାର ଶିକାର ହୁଏ । ତେବେ ଜାଣନ୍ତୁ ନିସଙ୍ଗତା ଶିଶୁ ପାଇଁ କେତେ କ୍ଷତିକାରୀ?

77th Independence day
ସ୍ୱାଧୀନତା ଦିବସକୁ ନେଇ ଗାଁଠାରୁ ସହର ସବୁଠି ଉତ୍ସବମୁଖର

ସ୍ୱାଧୀନତା ଦିବସକୁ ନେଇ ଗାଁଠାରୁ ସହର ସବୁଠି ଉତ୍ସବମୁଖର । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି ।ବୀରମହାରାଜପୁର ଚିତ୍ରତ୍ପୋଳା ବ୍ଲକସ୍ତରୀୟ ମହାସଂଘର କର୍ମକର୍ତ୍ତାମାନେ ଏକ ସପ୍ତାହ ମଧ୍ୟରେ ୧୦ ହଜାର ପତାକା ତିଆରି କରିଛନ୍ତି

Vendor sells gupchup
ଦାସକାଠିଆ ବଜାଇ ଗାଁକୁ ଗାଁ ବୁଲି ଗୁପଚୁପ ବିକ୍ରି କରୁଛନ୍ତି ଇଏ

ଦାସକାଠିଆ ବଜାଇ ଗାଁକୁ ଗାଁ ବୁଲି ଗୁପଚୁପ ବିକ୍ରି କରୁଛନ୍ତି ବୌଦ୍ଧ ଜିଲ୍ଲା ପିଙ୍ଗିଲାପଡ଼ା ଗାଁର କମ୍ଭୁଧର । କମ୍ଭୁଧରଙ୍କ ଦାସକାଠିଆ ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି

serious allegations
ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ। ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳରୁ ଆସିଛି ଏଭଳି ଘଟଣା। କାମାକ୍ଷାନଗର ପଥରଖମ୍ବ ଗାଁର ଯୁବକ ମନୀଷ ଦେହୁରୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ...

Man jumps into Sidua river
୯ ମାସର ଛୁଆକୁ ଧରି ନଦୀକୁ ଡେଇଁପଡ଼ିଲା ବାପା

୯ମାସର ଛୁଆକୁ ଧରି ନଦୀକୁ ଡେଇଁପଡ଼ିଲା ବାପା । କଟକ ଜିଲ୍ଲା ସଦର ଥାନା ସଇଁନ୍ଦା ନିକଟରେ ଥିବା ସିଢ଼ୁଆ ନଦୀରେ ଏହି ଅଘଟଣ ଘଟିଛି । ପାରିବାରିକ କଳହରୁ ବାପା ଛୁଆକୁ ଧରି ନଦୀକୁ ଡେଇଁପଡ଼ିଥିବା ସୂଚନା ମିଳିଛି । ଏ ନେଇ ସ୍ଥାନୀୟ ଲୋକ ପ୍ରଥମେ...

Politics
ମେଣ୍ଟ, ବୁଝାମଣା ନା ଫ୍ରେଣ୍ଡଲି ମ୍ୟାଚ୍

ମେଣ୍ଟ, ବୁଝାମଣା ନା ଫ୍ରେଣ୍ଡଲି ମ୍ୟାଚ୍ । ବଢୁଥିବା ଶଙ୍ଖ-ପଦ୍ମ ମଧୁର ସଂପର୍କ ଭିତରେ ମେଣ୍ଟ ଚର୍ଚ୍ଚାରେ ପାଣି ଢାଳିଦେଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର, କହିଲେ ୨୪ରେ ରାଜ୍ୟରେ ଏକାକି ସରକାର ଗଢ଼ିବ ବିଜେପି । ହେଲେ ଦ୍ୱନ୍ଦ୍ୱରେ ଉଭୟ ଦଳର ନେତା-କର୍ମୀ

World Elephant Day
ସଂକଟରେ ଗଜରାଜ; ବିଶ୍ୱ ହାତୀ ଦିବସରେ ହାତୀ ସୁରକ୍ଷା ଚିନ୍ତା

ହାତୀ ଦିବସରେ ହାତୀ ସୁରକ୍ଷା ଚିନ୍ତା। ଅକ୍ଟୋବରରୁ ରାଜ୍ୟରେ ଆରମ୍ଭ ହେବ ବର୍ଷବ୍ୟାପୀ ଗଜ ଉତ୍ସବ। ବିଶ୍ୱ ହାତୀ ଦିବସରେ ଭୁବନେଶ୍ୱର ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ଡିସେମ୍ବର ମାସରେ ନୂଆ ହାତୀ ଗଣନା ରିପୋର୍ଟ ଆସିବ ବୋଲି...

Bar in Bhubaneswar
ବାର୍‌ର ଅନ୍ଧାର ଗଳିରେ ହଜି ଯାଉଛନ୍ତି କଅଁଳ କନ୍ୟା ?

ଶୁଭଲକ୍ଷ୍ମୀ ଆତ୍ମହତ୍ୟା ଘଟଣା ପରେ ପୋଲିସଠୁ ଆରମ୍ଭ କରି ଅବକାରୀ ବିଭାଗ, ମହିଳା କମିଶନଙ୍କ ଠାରୁ ଶିଶୁ କମିଶନ- ସମସ୍ତେ ତତ୍ପର। ବାରରେ କିଭଳି ନାବାଳିକାମାନଙ୍କୁ କାମରେ ଲଗାଯାଉଛି ସାମ୍ନାକୁ ଆସିବା ପରେ ଏବେ ଫୋକସରେ ରାଜଧାନୀର ସବୁ ବାର। ତେଣୁ ଖୁବଶୀଘ୍ର ରାଜଧାନୀର ସବୁ ବାର ଉପରେ...

Martyr CRPF jawan Sushant Khuntia
ଲୁହରେ ଭିଜିଲା ବୀରମାଟି

ଲୁହରେ ଭିଜିଲା ବୀରମାଟି । ଜନ୍ମଭୂମି ଆନନ୍ଦପୁର ନନ୍ଦିସାହିରେ ଜଳିଲା ଛତିଶଗଡ଼ ମାଓ ହମଲାରେ ସହିଦ ସୁଶାନ୍ତଙ୍କ ଚିତା । ରାଷ୍ଟ୍ରୀୟ ମର୍ଯାଦା ସହ ଶୋକାକୁଳ ପରିବେଶରେ ସରିଲା ଶେଷକୃତ୍ୟ । ୫ କିଲୋମିଟର ବ୍ୟାପି ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ଜନତା

Naxal camp
ଝାଡ଼ଖଣ୍ଡ ୱେଷ୍ଟସିଂଭୂମରେ ଭୁଶୁଡ଼ିଲା ମାବାଦୀଙ୍କ ଗୁପ୍ତ ଆଡ୍ଡା

ଝାଡ଼ଖଣ୍ଡ ୱେଷ୍ଟସିଂଭୂମରେ ଭୁଶୁଡ଼ିଲା ମାବାଦୀଙ୍କ ଗୁପ୍ତ ଆଡ୍ଡା: ୧୧ ବଙ୍କର ସହ ଧ୍ୱସବିଧ୍ୱସ୍ତ ଲାଲ୍ ଶିବିର, କେମିତି ନକ୍ସଲବାଦର ଗୋଟି ଚଳାଉଥିଲା ମୋଷ୍ଟୱାଣ୍ଟେଡ୍ ମିଶିର, ସାମ୍ନାକୁ ଆସିଲା ତଥ୍ୟ, ମିଶିରକୁ ଧରିବାକୁ ସର୍ଚ୍ଚ ଅପରେସନ୍ ଜୋରଦାର

Netaji Bus Terminal
କଟକରେ ଖୋଲିବ ରାଜ୍ୟର ସବୁଠୁ ହାଇପ୍ରୋଫାଇଲ ଆହାର କେନ୍ଦ୍ର : ଫାଇଭ୍‌ଷ୍ଟାର ହୋଟେଲର ଦେବ ଫିଲ୍‌

ବାହାରୁ ଦେଖିଲେ ସାଧାରଣ ଆହାର କେନ୍ଦ୍ର । କିନ୍ତୁ ଭିତରକୁ ଗଲେ ଲାଗିବ ଆପଣ କାଳେ ଭୁଲରେ କେଉଁ ପଞ୍ଚତାରକା ହୋଟେଲରେ ପ୍ରବେଶ କରିଛନ୍ତି । କଟକ ଖାନନଗର ସ୍ଥିତ ନେତାଜୀ ବସ ଟର୍ମିନାଲରେ ଲୋକାର୍ପଣ ଅପେକ୍ଷାରେ ଥିବା ସିଏମସିର ନୂଆ ଆହାର କେନ୍ଦ୍ରର ପରିବେଶ କିଛି ଏମିତି...

ପୁରୀ ବଡ଼ଓଡ଼ିଆ ମଠ ଜମି ଅନ୍ୟ ହାତରେ ଟେକିଦେବାକୁ ଷଡ଼ଯନ୍ତ୍ର
ପୁରୀ ବଡ଼ଓଡ଼ିଆ ମଠ ଜମି ଅନ୍ୟ ହାତରେ ଟେକିଦେବାକୁ ଷଡ଼ଯନ୍ତ୍ର !

ପୁରୀ ବଡ଼ଓଡ଼ିଆ ମଠ ଜମି ଅନ୍ୟ ହାତରେ ଟେକିଦେବାକୁ ଷଡ଼ଯନ୍ତ୍ର । ଖୋଦ୍ ଶ୍ରୀମନ୍ଦିର ପ୍ରଶାସନ କାରସାଦି କରୁଥିବା ତଥ୍ୟ ପ୍ରମାଣ ସହ ମଠାଧୀଶଙ୍କ ସଂଗୀନ ଅଭିଯୋଗ, ରୋକିବାକୁ ଗଜପତି ମହାରାଜା ଓ ମୁଖ୍ୟ ପ୍ରଶାସକଙ୍କୁ ଚିଠି, ନହେଲେ ଚରମ ନିଷ୍ପତ୍ତି ଧମକ

CM Naveen Patnaik’s cousin brother
ବାର୍ଦ୍ଧକ୍ୟ ଭତ୍ତା ମାଗିଲେ ବିଜୁ ବାବୁଙ୍କ ପୁତୁରା, ଲୁହଭିଜା ଆଖିରେ ବଖାଣିଲେ ଯନ୍ତ୍ରଣା

ପରିଣତ ବୟସରେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପୁତୁରା ଦିଲ୍ଲୀପ ପଟ୍ଟନାୟକ ଶେଷରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି। ନିଜକୁ ଅସହାୟ ବୃଦ୍ଧ ଦର୍ଶାଇ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନା ଓ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା...

Miscreants Attack Youth
ରାଜଧାନୀରେ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା; ଚୋରି ଜିନିଷ ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ!

ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା । ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଆକ୍ରମଣ ହୋଇଛି । ସୂଚନା ଅନୁଯାୟୀ ୪ଜଣ ଯୁବକ ଆସି ଅନ୍ୟ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।

Lightening, Kendrapada
ସ୍କୁଲରେ ବଜ୍ରପାତ; ୧୬ ପିଲା ଆହତ

ସ୍କୁଲରେ ବଜ୍ରପାତ ଘଟି ୧୬ ପିଲା ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଗରଦପୁର ବ୍ଲକ୍ କୁଦାନଗରୀ ହାଇସ୍କୁଲରେ ବଜ୍ରପାତ ହୋଇଛି। ସମସ୍ତେ ପାଟକୁରା ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ହାଇସ୍କୁଲ୍ରେ ଅସ୍ଥାୟୀ ଭାବେ ଚାଲିଥିଲା ଆଦର୍ଶ ବିଦ୍ୟାଳୟ।

Mahanadi river tribunal
ଘୁଞ୍ଚିଲା ମହାନଦୀ ଜଳବିବାଦ ଶୁଣାଣି

ଆସନ୍ତା ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ମହାନଦୀ ଜଳବିବାଦ ପ୍ରସଙ୍ଗର ଶୁଣାଣି । କମନ୍ ଇଫର୍ମେସନ ଫର୍ମାଟ୍ ଚୂଡ଼ାନ୍ତ ପାଇଁ ଶେଷ ସୁଯୋଗ ଦେଲେ ଟ୍ରିବ୍ୟୁନାଲ ।

 wrong treatment
ଅଙ୍ଗୁଳି ଯୋଡ଼ିବାକୁ କହି କାଟିଦେଲା ଘରୋଇ ହସପିଟାଲ୍

କଟି ଯାଇଥିବା ବୁଢ଼ା ଅଙ୍ଗୁଳିକୁ ଯୋଡ଼ିବା ପାଇଁ କହି ରାୟପୁରର ଏକ ହସପିଟାଲ ସମ୍ବଲପୁର ହୀରାକୁଦର ଜଣେ ଯୁବକଙ୍କ ଅଙ୍ଗୁଳି କାଟିଦେଇଥିବା ଅଭିଯୋଗ ହୋଇଛି । ଏହାସହ ସଂପୃକ୍ତ ହସପିଟାଲ ୩ଲକ୍ଷ ୫୦ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି

Odisha villagers
ହାତ ମାରିଦେଲେ ଫଡ଼ା ଫଡ଼ା ଉଠିଯାଉଛି..

୩ ମାସ ହେବ ନୂଆ ରାସ୍ତା ତିଆରି ହୋଇଛି.. ହେଲେ ଏବେ ଟିକେ ଦେଖନ୍ତୁ.. ହାତ ମାରିଦେଲେ ପିଚୁ ଉଠିଯାଉଛି..

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି