• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

VK Pandian
5T ସଚିବଙ୍କୁ କାଳିମାଡ଼ ପ୍ରାୟୋଜିତ ନା ବିଜେଡି ଆଭ୍ୟନ୍ତରୀଣ ବିବାଦର ପ୍ରତିଫଳନ ?

5T ସଚିବ ଭି.କେ.ପାଣ୍ଡିଆନଙ୍କୁ କାଳିମାଡ଼ । କେବଳ ପାଣ୍ଡିଆନ୍ ନୁହଁନ୍ତି, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ବି ପଡ଼ିଛି କାଳିଛିଟା । ପୁରୀ ସତ୍ୟବାଦୀରେ ଭାସ୍କର ସାହୁ ନାମକ ଜଣେ ଯୁବକ କାଳିମାଡ଼ କରିଥିବା କୁହାଯାଉଛି । ତେବେ ଅସମ୍ଭବ ସୁରକ୍ଷା ବ୍ୟବସ୍ଥା ଭିତରେ ସେ କେମିତି...

Elderly woman
ଏ କେମିତିକା ବ୍ୟବସ୍ଥା? ୫୦୦ ଟଙ୍କା ଭତ୍ତା ଲାଗି ଟ୍ରଲିରେ ବୁହା ହେଲେ ବୃଦ୍ଧା

ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ । ୧୨ ନମ୍ବର ୱାର୍ଡର ଲବଙ୍ଗ ଗୟା । ବୟସ ୯୫ ହେଲାଣି । ସରକାରୀ ନିୟମ ଅନୁସାରେ ତାଙ୍କୁ ୭୦୦ ଟଙ୍କା ଭତ୍ତା ମିଳିବାର କଥା । ହେଲେ ୭ ଶହ ତ ଦୂରର କଥା ୫୦୦ ଟଙ୍କା ଭତ୍ତା...

No industries in industrial hub
ଶିଳ୍ପଶୂନ୍ୟ ସ୍ଥିତିକୁ ଆସିଯିବନି ତ ଦାଦନ ବହୁଳ ଗଞ୍ଜାମ ?

ରେଶମ ସହର ବ୍ରହ୍ମପୁର ଦିନେ ଥିଲା ଇଣ୍ଡଷ୍ଟ୍ରୀ ହବ୍। ୬୦ ବର୍ଷ ତଳେ ଗଢି ଉଠିଥିବା ଶିଳ୍ପାଂଚଳ ବେଶ୍ ନାଁ କରିଥିଲା। ୫୦ରୁ ଅଧିକ କମ୍ପାନୀ, କାରଖାନା ଏବଂ ଫ୍ୟାକ୍ଟ୍ରିରେ ଶହ ଶହ କର୍ମଚାରୀ ଚାକିରି କରି ପରିବାର ପୋଷୁଥିଲେ। ହେଲେ ଏବେ ସେ ଶିଳ୍ପାଞ୍ଚଳ ଶ୍ରୀହୀନ। ବଞ୍ଚିଥିବା...

BJD MLA Soumya Ranjan Patnaik
ସୌମ୍ୟରଞ୍ଜନଙ୍କ ସଂପାଦକୀୟ ପ୍ରହାର ଝଡ଼: 5T ସଚିବଙ୍କୁ ନିଶାନା, ଶାସନ ବ୍ୟବସ୍ଥାକୁ ଟାର୍ଗେଟ୍

ଜନ୍ମ ଦିନରେ ସୌମ୍ୟଙ୍କ ଅନୁଚିନ୍ତାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼। ନିଜ ଦୈନିକ ଖବର କାଗଜରେ ଜନ୍ମଦିନର ଅନୁଚିନ୍ତା ଶୀର୍ଷକ ଲେଖାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପୁଣି ଫାଇଭଟି ସଚିବଙ୍କୁ ନିଶାନା କରିଛନ୍ତି। ଶାସନ ବ୍ୟବସ୍ଥା ଉପରେ ତୀବ୍ର ହମଲା କରି, ୩୦୦ କୋଟି ଖର୍ଚ୍ଚରେ ଫାଇଭ...

low pressure
୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ: ୨୫ରୁ ପୁଣି ଏକ ଘୂର୍ଣ୍ଣିବଳୟ !

୧୦ ଦିନ ହେଲା ଟାଇଁ ଟାଇଁ ଖରା ଥିଲା, ହେଲେ ଲଘୁଚାପ ଫଳରେ ଦୁଇ ଦିନ ହେଲା ରାଜ୍ୟବ୍ୟାପୀ ବର୍ଷା। କେଉଁଠି ଝିପିଝିପି ତ କେଉଁଠି ଢାଳୁଛି। ତେଲକୋଇରେ ସର୍ବାଧିକ ୧୮୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଫୁଲବାଣୀରେ ସାଲୁଙ୍କି ନଦୀ ଫୁଲୁଥିବା ଖବର ଆସିଛି। ଏପଟେ ଆସନ୍ତାକାଲି...

CNG crematorium
କାଠରେ ନୁହେଁ, CNG ରେ ଦାହ କରାଯିବ ମୃତଦେହ

ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ପ୍ରାକୃତିକ ଗ୍ୟାସ ବ୍ୟବହୃତ ଶବଦାହ ଗୃହ । ଅର୍ଥାତ ସିଏନଜି ଗ୍ୟାସ ବ୍ୟବହାର କରି ମୃତଦେହ ଗୁଡିକୁ ଦାହ କରାଯିବ । ଖଣ୍ଡଗିରି ଧର୍ମବିହାର ଠାରେ ଆଜି ଏଇ ପ୍ରଦୂଷଣ ବିହୀନ ଶବଦାହ କେନ୍ଦ୍ର ଉଦଘାଟିତ ହୋଇଥିବା ବେଳେ ଖୁବଶୀଘ୍ର...

Unclaimed Deposits
ଆଉ ଅଛପା ରହିବନି ବ୍ୟାଙ୍କର ଅନକ୍ଲେମଡ ଡିପୋଜିଟ୍

ଆପଣଙ୍କର କୌଣସି ବ୍ୟାଙ୍କରେ ଟଙ୍କା ଜମା ଅଛି, ହେଲେ ଆଉ ମନେ ନାହିଁ । କେହି ସଂପର୍କୀୟ ବ୍ୟାଙ୍କରେ ଟଙ୍କା ରଖିଥିଲେ କିନ୍ତୁ ତାଙ୍କ ଦେହାନ୍ତ ପରେ କେତେ ଟଙ୍କା ଅଛି ଜାଣି ପାରୁନାହାନ୍ତି । ସେଭଳି କ୍ଷେତ୍ରରେ ଜମା ରାଶିର ତଥ୍ୟକୁ ସହଜରେ ଜଣାଇବାକୁ ରିଜର୍ଭ ବ୍ୟାଙ୍କ...

Minor Girl Death
ମାହାଙ୍ଗା ଛାତ୍ରୀ ମୃତ୍ୟୁ ମାମଲା; ହାତେ ମାପି ଚାଖଣ୍ଡେ ଚାଲୁଛି କି ପୋଲିସ ?

ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ପଛରେ କିଏ ? ନାବାଳିକାଟି ଆତ୍ମହତ୍ୟା କଲା ନା ରାଜନେତାଙ୍କୁ ଢାଲ କରି ମାରିଦିଆଗଲା ? ଆଜିକୁ ଠିକ୍ ଦୁଇ ମାସ ତଳର ସମ୍ବେଦନଶୀଳ ମାମଲାର ସତ କାହିଁକି ସାମ୍ନାକୁ ଆଣୁନି ପୋଲିସ ?

+2 exam
ମାଟ୍ରିକ୍ ପରେ ପ୍ଲସ୍ ଟୁ

ମାଟ୍ରିକ୍ ପରେ ପ୍ଲସ୍ ଟୁ । ନିର୍ବାଚନୀ ବର୍ଷର ଆରମ୍ଭ ଫେବ୍ରୁଆରୀରେ ହେବ ଦୁଇ ଦୁଇଟି ବୋର୍ଡ ପରୀକ୍ଷା । ୬ ମାସ ଆଗରୁ ଟାଇମଲାଇନ୍ ଘୋଷଣାକୁ ଛାତ୍ରଛାତ୍ରୀଙ୍କ ସ୍ବାଗତ, ହେଲେ ଆନ୍ଦୋଳନରତ ଅଧ୍ୟାପକଙ୍କ ପରୀକ୍ଷା ବର୍ଜନ ଚେତାବନୀକୁ ନେଇ ବଢୁଛି ଚିନ୍ତା

ଫଳକ ମାରି ହରିଲୁଟ୍‌ : ମୁକ୍ତା ଯୋଜନା ପୂରା ଫେଲ୍‌
ଫଳକ ମାରି ହରିଲୁଟ୍‌ : ମୁକ୍ତା ଯୋଜନା ପୂରା ଫେଲ୍‌

ଫଳକ ମାରି ହରିଲୁଟ୍‌ : ମୁକ୍ତା ଯୋଜନା ପୂରା ଫେଲ୍‌

ଶକ୍ତି ବିଭାଗକୁ ଘାରିଛି ବିଜୁଳି ସଞ୍ଚୟ ଚିନ୍ତା
ବଦଳିବ ସବୁ ସରକାରୀ ଅଫିସ୍‌ର ଫ୍ୟାନ୍: ୫ ବର୍ଷ ପୁରୁଣା ଫ୍ୟାନ୍ ଓ AC ବଦଳାଇବାକୁ ପ୍ରସ୍ତାବ

ଶକ୍ତି ବିଭାଗର ଏଭଳି ନିଷ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନ। କାହିଁକି ନା ଓଡିଶା ହେଉଛି ବିଜୁଳି ବଳକା ରାଜ୍ୟ। ତଥାପି କାହିଁକି ଶକ୍ତି ବିଭାଗକୁ ଘାରିଲା ସରକାରୀ କାର୍ଯ୍ୟାଳୟରେ ବିଜୁଳି ବଞ୍ଚାଇବା ଚିନ୍ତା। ଆଉ ମାତ୍ର ୫ ବର୍ଷର ଫ୍ୟାନ, ଏସି ଖୋଲି ନୂଆ ଲାଗିଲେ କେତେ...

Metro Rail Project
କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ..ଦିନକ ପରେ DPR ଦେଲେ ସରକାର

ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ମେଟ୍ରୋ ପ୍ରକଳ୍ପକୁ ନେଇ କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଏହାର ଦିନକ ପରେ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପର ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ବା DPR ସାମ୍ନାକୁ ଆଣିଥିଲେ ରାଜ୍ୟ ସରକାର ।

Minor Girl Death
ଘନଉଛି ମାହାଙ୍ଗା ଛାତ୍ରୀ ମୃତ୍ୟୁ ରହସ୍ୟ: ଆତ୍ମହତ୍ୟା ନା ଅନରକିଲିଂ ?

ଘନଉଛି ମାହାଙ୍ଗା ଛାତ୍ରୀ ମୃତ୍ୟୁ ରହସ୍ୟ: ଆତ୍ମହତ୍ୟା ନା ଅନରକିଲିଂ, ଜାଣିବାକୁ କ୍ରୀଡ଼ା ଶିକ୍ଷକ ଓ ମାଆଙ୍କ ବୟାନ ରେକର୍ଡ । ବିଜେଡି ନେତାଙ୍କ ମାମଲା ରଫାଦଫା ଉଦ୍ୟମକୁ ନେଇ ପ୍ରଶ୍ନ । ଏଣେ ମହିଳା କମିଶନ ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗ ରୁଜୁ କଲେ...

Low Pressure over Bay of Bengal
ମାତ୍ର ଅଧଘଣ୍ଟା ନବର୍ଷୁଣୁ ସ୍ମାର୍ଟସିଟି ବେହାଲ୍

ବଙ୍ଗୋପ ସାଗରରେ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ବର୍ଷା । ମାତ୍ର ଅଧଘଣ୍ଟା ନବର୍ଷୁଣୁ ସ୍ମାର୍ଟସିଟି ବେହାଲ୍, ତଳିଆ ଅଞ୍ଚଳ ଜଳମଗ୍ନ ସାଙ୍ଗରୁ ରାସ୍ତା-ଡ୍ରେନ୍ ଏକାକାର । ୩ ଦିନ ଛେଚିବା ସହ କାଲି ସକାଳ ଯାଏଁ ୧୫ ଜିଲ୍ଲାକୁ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ

Viral Video
ଆଶ୍ଚର୍ଯ୍ୟ ! ଅହିରାଜକୁ ଦେଲେ କିସ୍‌

ଭୟଙ୍କର ଦୃଶ୍ୟ...ଜଙ୍ଗଲ ଭିତରେ ବୁଲୁଥିଲା ଅହିରାଜ । କିସ୍‌ କରିଦେଲେ ଏହି ଯୁବକ । ପୁଣି କିସ୍‌ ସମୟର ଭିଡିଓ କଲେ ଭାଇରାଲ

Army Jawan yet to return from Pakistan
୫୦ ବର୍ଷ ବିତିଗଲାଣି...ପାକିସ୍ତାନ ସହ ଯୁଦ୍ଧ କରୁ କରୁ ନିଖୋଜ ହୋଇଗଲେ ଯେ ଏଯାଏଁ ଫେରିଲେନି

ପାକିସ୍ତାନ ସହ ଯୁଦ୍ଧ କରିବାକୁ ବାହାରିଯାଇଥିଲେ । ଏହାରି ଭିତରେ ବିତିଗଲାଣି ୫୦ ବର୍ଷ..ଖବର କାଗଜରେ ଫଟୋ ବାହାରିଲା, ଜେଲରୁ ମୁକୁଳେଇବା ଲାଗି ୱାଘା ବର୍ଡର ଗଲେ ପରିବାର ଲୋକେ, ହେଲେ ବି ଆନନ୍ଦଙ୍କର ମିଳୁନି ଅତ୍ତାପତ୍ତା

Elderly man
କେହି ପଚାରୁନାହାନ୍ତି...ଠାକୁରଙ୍କ ଭରସାରେ ଡ଼ାଙ୍ଗଧର

କାଦୁଅରେ ଶୋଉଛନ୍ତି ଡାଙ୍ଗଧର । ଖାଇବାକୁ ନାହିଁ କି ଘର ନାହିଁ...ସମସ୍ତେ ଭତ୍ତା ଲାଗି ଯୋଗ୍ୟ ପରେ ବି କାହାକୁ ମିଳୁନି । ସରକାର ନୁହେଁ ବରଂ ଠାକୁର ହିଁ ସାହାଭରସା ବୋଲି କହୁଛନ୍ତି।

Road Problem
ଏମିତି ରାସ୍ତା ରାଜ୍ୟରେ ନାହିଁ : ସାଇକେଲ କାନ୍ଧେଇ ଘରକୁ ଯାଉଛନ୍ତି ଲୋକେ

ବିଚିତ୍ର ରାସ୍ତା ! ପଚପଚ୍‌ କାଦୁଅରେ ପୂରା ଭର୍ତ୍ତି...ଗାଁ ନା ଶୁଣିଲେ ଯିବାକୁ ଅରାଜି ହେଉଛନ୍ତି ଗାଡିବାଲା । ପୁଣି ସାଇକେଲ୍‌ରେ ଲୋକେ ନୁହେଁ ବରଂ ସାଇକେଲ କାନ୍ଧେଇ ଯିବାକୁ ପଡ଼ୁଛି ଘରକୁ

school building
ସ୍କୁଲ କରିବନି ଯଦି ଆମକୁ ଦେଇ ଦିଅ, କୁକୁଡ଼ା ଫାର୍ମ କରିଦେବୁ

କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲ ତିଆରି କରିଦେଲେ ହେଲେ କାମରେ ଆସିଲାନି । ତାତିଲେଣି ଲୋକେ...ସିଧା ସିଧା କହୁଛନ୍ତି ସ୍କୁଲ କରିବନି ଯଦି ଆମକୁ ଦିଅ...ଆମେ ଛେଳି କି କୁକୁଡ଼ା ଫାର୍ମ କରିଦେବୁ।

Meritorious student Need Help
ଓଃ କି ଦୁଃଖ ! ୬ ଥର ଅପରେସନ୍‌ ପରେ ବି ବିଛଣାରୁ ଉଠୁନି ଆଶିଷ

ଭଗବାନଙ୍କୁ ଡାକି ପୁଅ ପାଇଥିଲେ ବୋଲି ନା ଦେଇଥିଲେ ଆଶିଷ । ସ୍କୁଲରେ ବେହୋସ ହେବା ପରେ ମେଡିକାଲ ନେଇଥିଲେ ବାପା-ମାଆ । ବୁର୍ଲାଠୁ କଟକ...୬ ଥର ଅପରେସନ୍‌ ହେଲାଣି କିନ୍ତୁ ବିଛଣାରୁ ଉଠୁନି ବଢିଲା ପୁଅ ।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି