• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

Ranjeet Kumar Jena

Editor

Posts by Ranjeet Kumar Jena

modi
ଟ୍ୱିଟରରେ ମୋଦିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୬୦ ମିଲିୟନ୍

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି। ପିଏମ୍ ମୋଦିଙ୍କର ଟ୍ୱିଟର ଆକାଉଣ୍ଟରେ ଫଲୋଅର୍ସଙ୍କ ସଂଖ୍ୟା ୬୦ ମିଲିୟନ୍ ଅର୍ଥାତ୍ ୬ କୋଟିରେ ପହଞ୍ଚିଛି। ବର୍ତ୍ତମାନ ମୋଦିଙ୍କୁ ଟ୍ୱିଟରରେ ୬ କୋଟି ଲୋକ ଫଲୋ କରୁଛନ୍ତି। ସେହିପରି ମୋଦି...

jayant
'ଓଡ଼ିଶାରେ ଆହୁରି ସାଂଘାତିକ ରୂପ ନେବ କରୋନା'

ଭୁବନେଶ୍ବର: ସାରା ଦେଶରେ କରୋନାର ପ୍ରକୋପ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ ଏହି ମହାମାରୀ ଆଗକୁ ଆହୁରି ସାଂଘାତିକ ରୂପ ନେଇପାରେ ବୋଲି ସ୍ୱାସ୍ଥ୍ୟ ବିଭାଗର ବୈଷୟକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି।...

prabhas
ଏକାଠି ଆସୁଛନ୍ତି ବାହୁବଳୀ ଷ୍ଟାର୍ ପ୍ରଭାସ ଓ ଦୀପିକା

ମୁମ୍ବାଇ: ବାହୁବଳୀ ଫିଲ୍ମ ଜରିଆରେ ସାରା ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ପ୍ରଭାସ ବଲିଉଡରେ ନିଜର ଯାଦୁ ଦେଖାଇ ସାରିଛନ୍ତି। ଶ୍ରଦ୍ଧା କପୁର, ପୂଜା ହେଗଡେଙ୍କ ପରେ ପ୍ରଭାସ ଏବେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ସ୍କ୍ରିନ୍ ଶେଆର୍ କରିବେ। ଉଭୟ ପ୍ରଭାସ ଓ...

comet
ଓଡ଼ିଶା ଆକାଶରେ ଦୃଶ୍ୟମାନ ହେଲା ଧୂମକେତୁ

ଭୁବନେଶ୍ୱର: ଓଡ଼ିଶା ଆକାଶରେ ଦିଶିଲା ଧୂମକେତୁ C-2020-F3 ବା ନିଓୱାଇଜ୍। ଗତ ୧୬ ତାରିଖରୁ ଭାରତର ମେଘ ମୁକ୍ତ ଥିବା ସ୍ଥାନରେ ଏହି ଧୂମକେତୁ ବା ଲଞ୍ଜାତାରା ଦୂରବୀକ୍ଷଣ ଯନ୍ତ୍ରରେ ଦେଖିବାକୁ ମିଳିଛି। ଧୂମକେତୁ ଦୃଶ୍ୟମାନ ହେଉଥିବାର ସୁନ୍ଦର ଫଟୋକୁ ଉଠାଇଛନ୍ତି କୋରାପୁଟ ଜୟପୁରର ମଳୟ ପାତ୍ର। ଗତ...

dance-in-covid-care
ନାଚି ନାଚି କୋଭିଡ୍ ବିରୋଧରେ ସଚେତନ କରାଇଲେ ଲକ୍ଷଣ ନଥିବା ରୋଗୀ

ବେଙ୍ଗାଲୁରୁ: ଗୋଟିଏ ପରେ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ କରୋନା ରୋଗୀଙ୍କୁ ଲୋକେ ଭିନ୍ନ ଏକ ଦୃଷ୍ଟିରେ ଦେଖନ୍ତି। କିନ୍ତୁ କର୍ଣ୍ଣାଟକସ୍ଥିତ ବେଲାରୀ ଜିଲ୍ଲାରେ ଥିବା ଏକ ସରକାରୀ ହସ୍ପିଟାଲରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ହସ୍ପିଟାଲର କେୟାର ସେଣ୍ଟରରେ କୋଭିଡ୍-୧୯...

kartik
ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିବା ଓଡ଼ିଆ କଳାକାର ବିକୁଛନ୍ତି ପିଆଜ

କରୋନା ଛଡ଼ାଇ ନେଇଛି ଜଣେ କଳାକାରଙ୍କ ମୁହଁରୁ ହସ। ବଲିଉଡରେ ଏଣ୍ଟ୍ରି ମାରି ସାରିବା ପରେ ବି ଶେଷରେ ପିଆଜ ବିକୁଛନ୍ତି ଜଣେ କଳାକାର। ତାଙ୍କ ନାଁ କାର୍ତ୍ତିକ ସାହୁ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅଞ୍ଚଳରେ। ଏହି ଓଡ଼ିଆ ପୁଅ କାର୍ତ୍ତିକ ବଲିଉଡରେ ଅନେକ...

cova
ଆରମ୍ଭ ହେଲା କରୋନା ଭ୍ୟାକସିନର ହ୍ୟୁମାନ୍ କ୍ଲିନିକାଲ୍ ଟ୍ରାଏଲ୍

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସରେ ସ୍ୱଦେଶୀ କରୋନା ଭ୍ୟାକସିନ୍ ‘କୋଭାକ୍ସିନ’ର ହ୍ୟୁମାନ କ୍ଲିନିକାଲ୍ ଟ୍ରାଏଲ ଆଜିଠାରୁ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷା ପାଇଁ ୧୧୨୫ଜଣ ସୁସ୍ଥ ଲୋକଙ୍କର ନମୁନା ସଂଗ୍ରହ କରାଯାଇଛି। ତେବେ ପ୍ରଥମେ ୩୭୫ ନମୁନା ଉପରେ ଅଧ୍ୟୟନ କରାଯିବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷାରେ ଅଂଶଗ୍ରହଣ କରିଥିବା...

t20
ଏ ବର୍ଷ ହେବନି ଟି-୨୦ ବିଶ୍ୱକପ୍

ଦୁବାଇ: ଶେଷରେ ଯାହା ଆଶଙ୍କା କରାଯାଉଥିଲା, ତାହା ହେଲା। କରୋନାଭାଇରସକୁ ଆଖି ଆଗରେ ରଖି ଆଇସିସି ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ପୁରୁଷ ଟି-୨୦ ବିଶ୍ୱକପକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ସୋମବାର ଟେଲିକନଫରେନ୍ସିଂ ଜରିଆରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନେଇଛି।...

russia
ଏପ୍ରିଲରୁ କରୋନା ଭ୍ୟାକସିନ୍ ନେଇସାରିଛନ୍ତି ରୁଷ୍‌ର ପ୍ରଭାବଶାଳୀ ବ୍ୟକ୍ତି!

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଏପର୍ଯ୍ୟନ୍ତ ଭ୍ୟାକସିନ୍ ବା ଟିକା ବାହାରି ନାହିଁ। କରୋନା ଭ୍ୟାକସିନ୍ ତିଆରି କରିବାରେ ଦୁନିଆର ଶତାଧିକ ବୈଜ୍ଞାନିକ ଲାଗିପଡ଼ିଛନ୍ତି। ତେବେ ରୁଷ ଦାବି କରିଛି ଯେ ସେମାନେ କରୋନା ଭାଇରସର ଭ୍ୟାକସିନର ହ୍ୟୁମାନ୍ ଟ୍ରାଏଲ୍ ପୂରା କରିସାରିଛନ୍ତି ଏବଂ ଖୁବଶୀଘ୍ର ଏହାକୁ ମାର୍କେଟରେ...

assam
ବନ୍ୟାରେ ଅସମ୍ଭାଳ ଆସାମ, ୭୦ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତରେ ବନ୍ୟା ବିଭୀଷିକା। ଆସାମ, ବିହାର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ପ୍ରକୃତି। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆସାମ। ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ଚିନ୍ତା ବଢାଉଛି ବାଦଲଫଟା ବର୍ଷା। ବିହାର ଓ ହିମାଚଳ ପ୍ରଦେଶରେ ମଧ୍ୟ ବନ୍ୟାର କରାଳ ରୂପ ଦେଖିବାକୁ...

indo-america
ଭାରତ-ଆମେରିକାର ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ: ଭାରତ ମହାସାଗରରେ ଭାରତ-ଆମେରିକା ମିଳିତ ନୌସମରାଭ୍ୟାସ। ଆଣ୍ଡାମାନ ଓ ନିକବର ଦୀପପୁଞ୍ଜ ନିକଟରେ ଏହି ସମରାଭ୍ୟାସ କରାଯାଇଛି। ଏଥିରେ ଆମେରିକାର ବିରାଟକାୟ ଯୁଦ୍ଧ ପୋତ USS ନିମିଜ୍ ଭାଗ ନେଇଥିଲା। ଗତକାଲି ପରମାଣୁ ଶକ୍ତି ଚାଳିତ ଏହି ଏୟାରକ୍ରାଫ୍ଟ କ୍ୟାରିୟର ଅନ୍ୟତମ ଯୁଦ୍ଧ ପୋତ USS ରୋନାଲ୍ଡ...

NEWS
୨ ଟଙ୍କାର ଖବରକାଗଜ ସହ ମାସ୍କ ଫ୍ରି'

ଶ୍ରୀନଗର: କରୋନାଭାଇରସରୁ ରକ୍ଷା ପାଇବା ପାଇଁ କେବଳ ସଚେତନତା ହିଁ ଏକମାତ୍ର ଚାବିକାଠି। ତା’ଛଡ଼ା ଦୁଇ ଗଜର ଦୂରତା ଓ ମାସ୍କ ଏହି ଭାଇରସରୁ ବଞ୍ଚିବା ପାଇଁ ନିହାତି ଜରୁରୀ। ତେବେ ଏହି ମହାମାରୀରୁ ଲୋକଙ୍କୁ ସଚେତନ କରାଇବା ଲାଗି ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଥିବା ଦେଖିବାକୁ ମିଳିଛି।...

justice
କରୋନା ପ୍ରଭାବ: ନିଜ ରାୟ ନିଜେ ଟାଇପ୍ କଲେ ସୁପ୍ରିମ୍ କୋର୍ଟ ବିଚାରପତି

ନୂଆଦିଲ୍ଲୀ: କରୋନାରେ ହୁଏତ ଲୋକେ ଅଧିକ ଆତଙ୍କିତ ହୋଇଥାଇପାରନ୍ତି, କିନ୍ତୁ ଏହାର ସାଇଡ୍ ଇଫେକ୍ଟ ଦ୍ୱାରା କିଛି ଫାଇଦା ମଧ୍ୟ ମିଳୁଛି। ଏହାର ଜ୍ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ସୁପ୍ରିମ କୋର୍ଟ ଜଷ୍ଟିସ୍ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼। ଜଷ୍ଟିସ୍ ୱାଇ ଚନ୍ଦ୍ରଚୂଡ଼ ଭର୍ଚ୍ୟୁଆଲ୍ ଶୁଣାଣି ସମୟରେ ନିଜର ଅନୁଭୂତି ବର୍ଣ୍ଣନା...

sachin
ପାଇଲଟଙ୍କୁ ମିଳିଲା ସାମୟିକ ଆଶ୍ୱସ୍ତି

ଜୟପୁର: ରାଜସ୍ଥାନରେ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ୍ ଏବଂ ତାଙ୍କ ଗୋଷ୍ଠୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ବାଚସ୍ପତି ତିନି ଦିନ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବନି। ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ ମାମଲାରେ ଶୁଣାଣି କରି ଆଜି ରାଜସ୍ଥାନ ହାଇକୋର୍ଟ ସଚିନ ପାଇଲଟ ଓ...

rahul
ମୋଦି ସରକାରଙ୍କ ୬ ଉପଲବ୍ଧି ଦର୍ଶାଇଲେ ରାହୁଲ୍ ଗାନ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ଟପିଲାଣି। କରୋନା ସଂକ୍ରମଣ ବ୍ୟାପିବାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାର କରୋନା ମୁକାବିଲାରେ ବିଫଳ ହୋଇଥିବା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଏମିତି କି, ରାହୁଲ୍ କଟାକ୍ଷ...

amaranath
ବିଶ୍ୱପ୍ରସିଦ୍ଧ ଅମରନାଥ ଯାତ୍ରା ବାତିଲ୍

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ଯୋଗୁ ବିଶ୍ୱପ୍ରସିଦ୍ଧ ଅମରନାଥ ଯାତ୍ରା-୨୦୨୦କୁ ବାତିଲ୍ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଶ୍ରୀ ଅମରନାଥଜୀ ଧାର୍ମିକ ବୋର୍ଡର ୩୯ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ଅମରନାଥ ଯାତ୍ର ଜୁନ୍ ୨୩ ଏବଂ ଏହା ପରେ ଜୁଲାଇ ୨୧ରୁ ଆରମ୍ଭ...

vaccine
ହଜାରେ ଟଙ୍କାରେ ମିଳିବ କରୋନା ଭ୍ୟାକସିନ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ଏବେ ଆଶ୍ୱସ୍ତି ମିଳିବାକୁ ଯାଉଛି। ଅକ୍ସଫୋର୍ଡ ୟୁନିଭର୍ସିଟି ଯେଉଁ କରୋନା ଭ୍ୟାକସିନର ଟ୍ରାଏଲ୍ କରିଥିଲା, ତାହା ପ୍ରାୟତ ସଫଳ ହୋଇଛି। କେବଳ ଏତିକି ନୁହେଁ, ଏହି ଭ୍ୟାକସିନର ଉତ୍ପାଦନର ପ୍ରସ୍ତୁତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ଅକ୍ସଫୋର୍ଡ ୟୁନିଭର୍ସିଟି...

manodarpan
ଆରମ୍ଭ ହେଲା 'ମନୋଦର୍ପଣ' କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ମନସ୍ତାତ୍ତ୍ୱିକ ସହାୟତା ଦେବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଆରମ୍ଭ କରିଛନ୍ତି ‘ମନୋଦର୍ପଣ’ କାର୍ଯ୍ୟକ୍ରମ। ଏହାସହ ଏକ ଜାତୀୟ ଟୋଲ ଫ୍ରି ହେଲପ ଲାଇନ୍ ନମ୍ବର ଜାରି ହୋଇଛି। ଏହି ଟୋଲ ଫ୍ରି ନମ୍ବର ହେଲା ୮୪୪୮୪୪୦୬୩୨। ଏହି ହେଲ୍ପ...

avi
କଟକର ସମାଜସେବୀ ଅଭିମନ୍ୟୁଙ୍କୁ କ୍ରିକେଟର୍ ମହମ୍ମଦ କୈଫଙ୍କ ପ୍ରଶଂସା

ଭୁବନେଶ୍ୱର: ମାଆ କ୍ୟାନସର ଯୁଦ୍ଧରେ ହାରିଗଲେ। ଏପରିକି ପରିବାରର ଅନ୍ୟ ସଦସ୍ୟ ଏବଂ ସମ୍ପର୍କୀୟ ମଧ୍ୟ ଆଖି ବୁଜିଲେ। ମାଆ ଓ ସମ୍ପର୍କୀଙ୍କ ମୃତ୍ୟୁରେ ସେ ମନ କଷ୍ଟ ନକରି କ୍ୟାନସର ରୋଗୀଙ୍କ ସେବା କରିବା ପାଇଁ ମନବଳାଇ ଥିଲେ। ଆଉ ଆଜି ତାଙ୍କର ଏହି ମହତ କାମକୁ...

nag-missile
'ନାଗ୍'ର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଚୀନ୍ ସହ ସୀମାରେ ଉତ୍ତେଜନା ଭିତରେ ନିଜ ସାମରିକ କ୍ଷମତା ବଢ଼ାଇ ଚାଲିଛି ଭାରତ। ଡିଆରଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଶକ୍ତିଶାଳୀ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ଧ୍ରୁବାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ୱର ଆଇଟିଆରରେ ଗତ ୧୫ ଓ ୧୬ ତାରିଖରରେ ଏହି କ୍ଷେପଣାସ୍ତ୍ରର ବ୍ୟବହାରିକ...