• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

Ranjeet Kumar Jena

Editor

Posts by Ranjeet Kumar Jena

ajit-doval
ଚୀନର ପଛଘୁଞ୍ଚା ପଛର ମାଷ୍ଟରମାଇଣ୍ଡ କିଏ?

ନୂଆଦିଲ୍ଲୀ: କାମ ଦେଲା ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ। ସଫଳ କୂଟନୀତି ଓ ଘେରାବନ୍ଦୀ ଆଗରେ ହାର୍ ମାନିଲା ଡ୍ରାଗନ୍। ଶେଷରେ ଗଲୱାନ୍ ଘାଟିରେ ପଛକୁ ହଟିଛି ଚୀନ୍। ମାସେରୁ ଅଧିକ ସମୟ ଧରି ଲଦାଖ ସୀମାରେ ଉତ୍ତେଜନା ପରେ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ପଛକୁ ହଟିଛି।...

sachin-and-ganguly
ସଚିନଙ୍କ ବଡ଼ ରହସ୍ୟ ଖୋଲିଦେଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଓ ସଚିନ୍ ତେନ୍ଦୁଲକରଙ୍କ ଓପନିଂ ଯୋଡ଼ି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଅନେକ ସ୍ମରଣୀୟ ପାର୍ଟନରଶିପ୍ କରିଛନ୍ତି। ରନ୍ ମାମଲାରେ ଦୁହେଁ ବିଶ୍ୱର ଏକ ନମ୍ବର ଓପନିଂ ଯୋଡ଼ି। ତେବେ ଏହି ଯୋଡ଼ିକୁ ନେଇ ସବୁବେଳେ ଗୋଟିଏ କଥା କୁହାଯାଉଥିଲା...

bara-2
କନ୍ୟା ଲାପଟପ୍‌ ଧରି ଅଫିସ୍ କାମରେ ବ୍ୟସ୍ତ, ପାଖରେ ବୋର୍ ହେଉଛି ବର: ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ସମସ୍ତଙ୍କୁ ନିଜ ଘର ଭିତରେ ରହିବାକୁ ବାଧ୍ୟ କରିଛି। କର୍ମଚାରୀମାନେ ଘରେ ରହି କାମ କରିବାକୁ କମ୍ପାନୀଗୁଡ଼ିକ କହିଛନ୍ତି। ସାମାଜିକ ଦୂରତା ନିୟମକୁ ପାଳନ କରି ସଂକ୍ରମଣର ବିପଦକୁ ଦୂର କରିବା ପାଇଁ ବିଭିନ୍ନ କାର୍ଯ୍ୟଠାରୁ ଆରମ୍ଭ କରି ବିବାହ, ବ୍ରତଘର ପର୍ଯ୍ୟନ୍ତ...

arati
୧୧ ଦିନ ହେବ ଖୋଜ ଖବର ନାହିଁ, ଆରତୀଙ୍କୁ ଝୁରୁଛନ୍ତି ପରିବାର ଲୋକ

ଭୁବନେଶ୍ୱର: ୧୧ଦିନ ହେବ ଖୋଜ୍ ଖବର ନାହିଁ। ଏଣେ ଖୋଜି ଖୋଜି ନୟାନ୍ତ ହେଲେଣି ପରିବାର। ଆମେ କହୁଛୁ କଟକ ନୂଆବଜାର ଅଞ୍ଚଳର ଆରତୀ ଦତ୍ତଙ୍କ କଥା, ଯିଏ ଗତ ବୁଧବାରଠାରୁ ନିଖୋଜ ଅଛନ୍ତି। ଗତ ବୁଧବାର ଅର୍ଥାତ୍ ଜୁନ୍ ୨୪ ତାରିଖ ଅପରାହ୍ନରେ ଆରତୀ ହଠାତ୍ ଘରୁ...

snake
ରୋଷେଇ ଘରୁ ବାହାରିଲା ୧୪ ନାଗ ସାପ ଛୁଆ

ଭୁବନେଶ୍ୱର: ପୁଣି ଘରୁ ବାହାରିଲା ମାଳମାଳ ସାପ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସାରଙ୍ଗପୁର ଗାଁର ପଦ୍ମଲୋଚନ ମହାନ୍ତଙ୍କ ଘରୁ ୧୪ ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ତେବେ ବାରମ୍ବାର ଘରୁ ନାଗ ସାପ ଛୁଆ ବାହାରିବାରୁ ପଦ୍ମଲୋଚନ ସ୍ନେକ ହେଲପଲାଇନ୍ ସଦସ୍ୟ ସୌମ୍ୟଜିତ୍ ବେହୁରାଙ୍କୁ ଯୋଗାଯୋଗ...

aparajita
ଅପରାଜିତାଙ୍କ ନାଁରେ ମାମଲା ପଛରେ ରାଜନୀତିର ଗନ୍ଧ!

ଭୁବନେଶ୍ୱର: କୋଭିଡ୍ ନିୟମ ଭାଙ୍ଗି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଥାନାରେ ମାମଲା ପ୍ରସଙ୍ଗକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଅପରାଜିତାଙ୍କ ବିରୋଧରେ କି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ନେଇ କମିଶନରେଟ୍ ପୋଲିସକୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛି ବିଏମସି। ଅପରାଜିତା କୋଭିଡ୍ କଟକଣା...

bsf
୩୬ ବିଏସଏଫ୍ କର୍ମଚାରୀଙ୍କୁ କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହି ମହାମାରୀରେ ପ୍ରଭାବିତ ହୋଇଛନ୍ତି ବିଏସଏଫର କର୍ମଚାରୀ। ଗତ ୨୪ ଘଣ୍ଟାରେ ବିଏସଏଫର ୩୬ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। In the last 24 hours, 36 more Border Security Force (BSF) personnel...

pubg
'ପବ୍‌ଜୀ' ନିଶା: ବାପା ଆକାଉଣ୍ଟରୁ ୧୬ ଲକ୍ଷ ଟଙ୍କା ଉଡ଼ାଇଦେଲା ପୁଅ

ଦିଲ୍ଲୀ/ଚଣ୍ଡିଗଡ଼: ବର୍ତ୍ତମାନ ପିଢିର ପିଲାମାନଙ୍କ ଉପରେ ଅନଲାଇନ୍ ଗେମର ନିଶା ଖୁବ୍ ଚଢ଼ିବାରେ ଲାଗିଛି। ଏହି ଅନଲାଇନ୍ ଗେମ୍ ମଧ୍ୟରୁ ପବ୍‌ଜୀ (PUBG) ଏବେ ସମସ୍ତଙ୍କ ପ୍ରିୟ ହୋଇଛି। କିନ୍ତୁ ଏହି ଖେଳ ଯେ ଜଣଙ୍କୁ କାଙ୍ଗାଳ କରିଦିଏ, ତା’ର ଜ୍ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବରେ। ପଞ୍ଜାବର...

india-air-force
ସୀମାରେ ଦମ୍ ଦେଖାଇଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ସୀମାରେ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ଭାରତୀୟ ବାୟୁସେନା ପକ୍ଷରୁ ଜୋରଦାର ପ୍ରସ୍ତୁତି ଦେଖିବାକୁ ମିଳିଛି। ଭାରତ-ଚୀନ୍ ସୀମାରେ ଗତକାଲି ଏକାଧିକ ଲଢ଼ୁଆ ଯୁଦ୍ଧ ବିମାନ ଉଡ଼ାଇ ଏହି ସଙ୍କେତ ଦେଇଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲଦାଖ ଗସ୍ତର ଦୁଇ ଦିନ ପରେ ଭାରତ-ଚୀନ ସୀମାର...

covaxin
କରୋନା ଭାକସିନ୍ ବିବାଦ, ସ୍ପଷ୍ଟୀକରଣ ଦେଲା ଆଇସିଏମ୍‌ଆର୍

ନୂଆଦିଲ୍ଲୀ: ଅଗଷ୍ଟ ୧୫ ସୁଦ୍ଧା କରୋନା ଭାକସିନ୍ ‘କୋଭାକ୍ସିନ’ର ଲୋକାର୍ପଣ ଲାଗି ଆଇସିଏମ୍ଆରର ନିଷ୍ପତ୍ତିକୁ ନେଇ ବିବାଦ ଦେଖା ଦେଇଛି। ତେବେ ବିବାଦ ଅଧିକ ଘନେଇବାରୁ ଆଇସିଏମ୍ଆର ଏନେଇ ସ୍ପଷ୍ଟୀକରଣ ଦେଇଛି। ଆଇସିଏମ୍ଆର କହିଛି ଯେ ‘କୋଭାକ୍ସିନ’ ଲୋକାର୍ପଣ ପୂର୍ବରୁ ମାନବିକ ସୁରକ୍ଷାକୁ ସର୍ବୋପରି ପ୍ରାଧାନ୍ୟ ଦିଆଯାଇଛି। ମାନବିକ...

corina
୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ରବିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ ୨୪,୮୫୦ ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଯାହାକି କୌଣସି ଗୋଟିଏ ଦିନରେ ଭାରତରେ ସର୍ବାଧିକ ପଜିଟିଭ୍ ଚିହ୍ନଟ...

indvssl
ପ୍ରମାଣ ଅଭାବରୁ ୨୦୧୧ ବିଶ୍ୱକପ୍ ଫାଇନାଲ୍‌ ଫିକ୍ସିଂର ଅଭିଯାେଗର ତଦନ୍ତ ବନ୍ଦ

ନୂଆଦିଲ୍ଲୀ: ପ୍ରମାଣ ଅଭାବରୁ ୨୦୧୧ ବିଶ୍ୱକପ୍ ଫାଇନାଲ୍ ଫିକ୍ସିଂ ଅଭିଯୋଗକୁ ନେଇ ଚାଲିଥିବା ତଦନ୍ତକୁ ଶ୍ରୀଲଙ୍କା ପୋଲିସ୍ ରୋକି ଦେଇଛି। ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର୍ କୁମାର ସାଙ୍ଗାକାରା ଓ ମାହେଲା ଜୟବର୍ଦ୍ଧନେଙ୍କ ବୟାନ୍ ରେକର୍ଡ କରିବା ପରେ ୨୦୧୧ ବିଶ୍ୱକପ୍ ଫାଇନାଲ୍ ଫିକ୍ସିଂ ଅଭିଯୋଗର କୌଣସି ପ୍ରମାଣ ମିଳିନାହିଁ।...

pak
ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ସର୍ବଦା ଭାରତ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିବା ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ୍ କ୍ୟୁରେଶି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର କ୍ୟୁରେଶିଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଯାହା ପରେ ସେ ନିଜକୁ ହୋମ୍ କ୍ୱାରେଣ୍ଟିନରେ ରଖିଛନ୍ତି। ଏ ନେଇ ଖୋଦ୍ କ୍ୟୁରେଶି ଟ୍ୱିଟ୍ କରି...

archer
ଗାର୍ଲଫ୍ରେଣ୍ଡଙ୍କ ପାଇଁ କୋଭିଡ୍ ନିୟମ ଭାଙ୍ଗିଲେ ଏହି କ୍ରିକେଟର୍!

ଲଣ୍ଡନ: ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର ଜୋଫ୍ରା ଆର୍ଚର୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ୟ ଟେଷ୍ଟ ପୂର୍ବରୁ ଜୈବ ସୁରକ୍ଷିତ କୋଭିଡ୍-୧୯ ନିୟମ ଉଲ୍ଲଙ୍ଘନ କରି ଦଣ୍ଡିତ ହୋଇଛନ୍ତି। ଏହି କାରଣରୁ ତାଙ୍କୁ ୨ୟ ଟେଷ୍ଟରୁ ବାଦ୍ ଦିଆଯାଇଛି। ଏବେ ଆର୍ଚର ୫ ଦିନିଆ ଆଇସୋଲେସନରେ ରହିଛନ୍ତି। ପ୍ରଥମ ଟେଷ୍ଟ...

eng
ସିବଲେ ଓ ଷ୍ଟୋକ୍ସଙ୍କ ଶତକ, ବଡ଼ ସ୍କୋର ଅଭିମୁଖେ ଇଂଲଣ୍ଡ

ମାଞ୍ଚେଷ୍ଟର: ଓପ୍ନର ଡମ୍ ସିବଲେ ଓ ବେନ୍ ଷ୍ଟୋକ୍ସଙ୍କ ଦମଦାର ଶତକ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ୟ ଟେଷ୍ଟରେ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହୋଇଛି। ରିପୋର୍ଟ ଲେଖା ହେଲା ବେଳକୁ ଇଂଲଣ୍ଡ ୩ ୱିକେଟ୍‌ ହରାଇ ୩୧୦ ରନ୍ କରିଛି। ଏହି ସମୟରେ...

rape
କ୍ୱାରେଣ୍ଟିନ୍ ସେଣ୍ଟରରେ ମହିଳାଙ୍କୁ ଦୁଷ୍କର୍ମ! ଅଭିଯୁକ୍ତ କରୋନାରେ ଆକ୍ରାନ୍ତ

ନଭି ମୁମ୍ବାଇ: ମହାରାଷ୍ଟ୍ରର ପନଭେଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାକାର କୋନ୍ ଗ୍ରାମରେ ଥିବା ଏକ କ୍ୱାରେଣ୍ଟିନ ସେଣ୍ଟରରେ ଜଣେ ୪୦ ବର୍ଷୀୟ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି। ଖୋଦ୍ ପୀଡ଼ିତା ହିଁ ଏହି ଅଭିଯୋଗ ଆଣିଛନ୍ତି। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି,...

MODI
ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦବୋଧନ; 'ଭାରତରେ କରୋନା ସୁସ୍ଥ ହାର ଅଧିକ'

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ୍ ବା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତିସଂଘରେ ଅର୍ଥନୀତି ଓ ସାମାଜିକ ପରିଷଦରେ ଉଦବୋଧନ ଦେଇଛନ୍ତି। ନ୍ୟୁୟର୍କରେ ଆୟୋଜିତ ଜାତିସଂଘର ୭୫ତମ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଛନ୍ତି। ଜାତିସଂଘରେ ମୋଦି କରୋନା ଲଢ଼େଇରେ ଭାରତର ଭୂମିକା...

ial
ଜେଲରେ ୮୬ଜଣ କଏଦୀଙ୍କୁ କରୋନା

ଶ୍ରୀନଗର: ଜେଲରେ ପଶିଲା କରୋନା ଏବଂ ଏଥିରେ ୮୬ଜଣ କଏଦୀଙ୍କୁ କରୋନା ହୋଇଛି। ଏମିତି ଘଟଣା ଦେଖିବାକୁ ମିଳିଛି ଜମ୍ମୁ ଓ କଶ୍ମୀରର ଅନନ୍ତନାଗରେ ଥିବା ଏକ ଜେଲରେ, ଯେଉଁଠାରେ କରୋନା ଭାଇରସ ଏଣ୍ଟ୍ରି କରିଛି। ଜେଲର ଅଧାରୁ ଅଧିକ କଏଦୀ କରୋନାରେ ଆକ୍ରାନ୍ତ ହୋଇଥିବା ଜେଲ୍ ଅଧୀକ୍ଷକ...

leo-pard
ଘର ଭିତରେ ପଶି କୁକୁରକୁ ଝାମ୍ପିନେଲା କଲରାପତରିଆ ବାଘ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଘର ଭିତରେ ପଶି କୁକୁରକୁ ଝାମ୍ପିନେଲା କଲରାପତରିଆ ବାଘ। ଉତ୍ତରାଖଣ୍ଡ ନୈନିତାଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କୁକୁରକୁ ଝାମ୍ପି ନେବାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଶନିବାର ରାତିରେ ନୈନିତାଲର ତାଲ୍ଲିତାଲରେ ଗୋଟିଏ ଘର ଭିତରକୁ କଲରାପତରିଆ ବାଘଟି ପଶି ଆସିଥିଲା। ଘରେ ଥିବା...

man
ଅଣ୍ଡରୱେର ଛୋଟ କରିବାରୁ ଟେଲର୍ ନାଁ ଥାନାରେ ଅଭିଯୋଗ କଲେ ବ୍ୟକ୍ତି

ନୂଆଦିଲ୍ଲୀ: ଅଣ୍ଡରୱେର୍ ସିଲେଇ ଛୋଟ କରିବା ଜଣେ ଟେଲର୍ ବା ଦର୍ଜୀଙ୍କୁ ମହଙ୍ଗା ପଡ଼ିଛି। ଏହି କାରଣରୁ ମଧ୍ୟ ତାଙ୍କ ନାଁରେ ପୁଲିସ୍ ଷ୍ଟେସନରେ ଏକ ମାମଲା ମଧ୍ୟ ଦାୟର କରାଯାଇଛି। ମାମଲା ଦାୟର କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭୋପାଳର କ୍ରିଷ୍ଣା କୁମାର ଦୁବେ। ଏହି ମାମଲାର...