• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

Ranjeet Kumar Jena

Editor

Posts by Ranjeet Kumar Jena

eng-vs-wi
୨୦୪ ରନରେ ଆଣ୍ଠେଇଲା ଇଂଲଣ୍ଡ

ସାଉଥମ୍ପଟନ୍: ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଦଳର ବୋଲରମାନେ ଚମତ୍କାର ବୋଲିଂ କରିଛନ୍ତି। କ୍ୟାପଟେନ୍ ଜେସନ୍ ହୋଲ୍ଡର ଓ ଶାନନ୍ ଗାବ୍ରିଏଲଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଇଂଲଣ୍ଡ ଟିମ୍ ପ୍ରଥମ ଇନିଂସରେ ୨୦୪ ରନରେ ଅଲଆଉଟ୍...

modi
'ବିଶ୍ୱରେ ଭାକସିନ୍ ଚାହିଦା ପୂରଣ କରିବାରେ ଭାରତ ସଫଳ ହେବ'

ନୂଆଦିଲ୍ଲୀ: କରୋନାର ମୁକାବିଲା ଲାଗି ଭାକସିନ ପ୍ରସ୍ତୁତ କରିବା ସହ ବିଶ୍ୱରେ ଭାକସିନ ଚାହିଦା ପୂରଣ କରିବାରେ ବି ଭାରତ ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭାକସିନ ପ୍ରସ୍ତୁତ କ୍ଷେତ୍ରରେ ଭାରତ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ଭାକସିନ...

nepal
ନେପାଳରେ ବ୍ୟାନ୍ ହେଲା ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ୍!

କାଠମାଣ୍ଡୁ: ସୀମା ବିବାଦ ପରେ ନେପାଳ କଡ଼ା କାର୍ଯ୍ୟାନୁଷ୍ଠାନ ପୂର୍ବକ ଭାରତୀୟ ଘରୋଇ ନ୍ୟୁଜ୍ ଟିଭି ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିବା ଏଏନଆଇ ଟ୍ୱିଟ୍‌ରୁ ଜଣାପଡ଼ିଛି। ଏଏନଆଇ ଟ୍ୱିଟ୍ କରିଛି ଯେ, ନେପାଳର କେବୁଲ୍ ଟିଭି ଅପରେଟରମାନେ ଭାରତୀୟ ନ୍ୟୁଜ୍ ଚ୍ୟାନେଲର ପ୍ରସାରଣ ବନ୍ଦ କରିଦେଇଛନ୍ତି। ତେବେ...

vikas
ଗ୍ୟାଙ୍ଗଷ୍ଟାର୍ ବିକାଶର ପତ୍ନୀ ଓ ପୁଅ ଗିରଫ

ଲକ୍ଷ୍ନୌ: କାନପୁରରେ ୮ଜଣ ପୁଲିସକର୍ମୀଙ୍କୁ ନିର୍ମମ ହତ୍ୟା କରିବା ପରେ ଉଜ୍ଜୈନରେ ଗିରଫ ହୋଇଥିବା ବିକାଶ ଦୁବେର ପତ୍ନୀ ଓ ପୁଅକୁ ମଧ୍ୟ ପୁଲିସ୍ ହେପାଜତକୁ ନେଇଛି। ମିଳିଥିବା ସୂଚନା ଅନୁଯାୟୀ, ପୁଲିସ୍ ବିକାଶର ପତ୍ନୀ ରିଚା ଦୁବେ ଓ ତା’ର ପୁଅକୁ ଲକ୍ଷ୍ନୌର କ୍ରିଷ୍ଣାନଗର ଅଞ୍ଚଳରୁ ଗିରଫ...

lockdown
ଲକଡାଉନରେ ବଢ଼ିଛନ୍ତି ଶିଶୁ ଶ୍ରମିକ

ବେଙ୍ଗାଲୁରୁ: କରୋନା ଭାଇରସ୍ ଯୋଗୁ ହୋଇଥିବା ଲକଡାଉନରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ। ଲକଡାଉନ୍ ସମୟରେ କର୍ଣ୍ଣାଟକରେ ଏକ ସର୍ଭେ କରାଯାଇଛି, ଯେଉଁଥିରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢ଼ିଥିବା ଜଣାପଡ଼ିଛି। ଜୁନ୍ ମାସରେ ସ୍ୱାମୀ ବିବେକାନନ୍ଦ ୟୁଥ୍ ମୁଭମେଣ୍ଟ୍ (ଏସଭିୱାଇଏମ୍) ପକ୍ଷରୁ କରାଯାଇଥିବା ସର୍ଭେରେ ରାଜ୍ୟର...

rail
ବିନା ଡିଜେଲ୍ ଓ ଇଲେକ୍ଟ୍ରିରେ ଚାଲିଲା ଟ୍ରେନ୍

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ବ୍ୟାପିବାରେ ଲାଗିଥିବା ବେଳେ ଅନ୍ୟପଟେ ଭାରତୀୟ ରେଲୱେ ଗୋଟିଏ ପରେ ଗୋଟିଏ ନୂଆ ଉପଲବ୍ଧି କରିଚାଲିଛି। ଏବେ ରେଲୱେ ଟ୍ରେନ୍ ଇଞ୍ଜିନକୁ ଚଲାଇବା କ୍ଷେତ୍ରରେ ଆଉ ପାଦେ ଆଗେଇଛି। ଭାରତୀୟ ରେଲୱେ ଏବେ ବ୍ୟାଟେରୀ ଚାଳିତ ଟ୍ରେନ୍ ଇଞ୍ଜିନ୍ ପ୍ରସ୍ତୁତ କରିଛି...

cabinet
ଗରିବ ଓ ଦିନ ମଜୁରିଆଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କରୋନା ଯୋଗୁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ତେବେ ଏହି ମହାମାରୀରେ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଓ ଦିନ ମଜୁରିଆ। ତେଣୁ ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ହୋଇଥିବା କ୍ୟାବିନେଟ୍‌ ଓ ସିସିଇଏ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ...

INDCHI
ଘାଟିରେ କମୁଛି ଟେନସନ୍, ପଛକୁ ହଟୁଛି ଚୀନ୍

ନୂଆଦିଲ୍ଲୀ: ଭାରତ ଓ ଚୀନର ସୀମାରେ ଲାଗି ରହିଥିବା ଟେନସନ୍ ଏବେ କମିବାରେ ଲାଗିଛି। ଏଲ୍ଏସି ନିକଟ ଗଲୱାନ୍ ଅଞ୍ଚଳରୁ ଚୀନ୍ ପଛକୁ ହଟିଥିବା ନୂଆ ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହୋଇଛି। ଜୁନ୍ ୨୮ ତାରିଖରେ ଆସିଥିବା ସାଟେଲାଇଟ୍ ଚିତ୍ରରେ ଚୀନ୍ ସେନାର ଉପସ୍ଥିତି ଦେଖିବାକୁ ମିଳିଥିଲା। ତେବେ...

gandhi
ଚିନ୍ତାରେ କଂଗ୍ରେସ, ଗାନ୍ଧି ପରିବାର ନାଁରେ ଥିବା ୩ଟି ଟ୍ରଷ୍ଟର ହେବ ତଦନ୍ତ

ନୂଆଦିଲ୍ଲୀ: ଗାନ୍ଧି ପରିବାର ଦ୍ୱାରା ପରିଚାଳିତ ତିନିଟି ଟ୍ରଷ୍ଟର ଆୟବ୍ୟୟର ତଦନ୍ତ କରାଯିବ। ଏଥିପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ନିର୍ଦ୍ଦେଶକ ଏହି କମିଟିର ଅଧ୍ୟକ୍ଷ ରହିବେ। ରାଜୀବ ଗାନ୍ଧି ଫାଉଣ୍ଡେସନ, ରାଜୀବ ଗାନ୍ଧି ଚାରିଟେବଲ ଟ୍ରଷ୍ଟ, ଇନ୍ଦିରା ଗାନ୍ଧି ମେମୋରିଆଲ ଟ୍ରଷ୍ଟ ଦ୍ୱାରା...

sahana
ଦୁନିଆ ଦେଖିପାରୁନି, କିନ୍ତୁ ହାତ ତାଙ୍କର କରୁଛି କମାଲ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କୁହାଯାଏ ଭଗବାନ ଯଦି କାହାର କିଛି ଅଭାବ କରିଥାନ୍ତି, ତା’ ପାଇଁ ନିଶ୍ଚୟ ଅନ୍ୟ ବାଟ କାଢ଼ିଥାନ୍ତି। ଠିକ୍ ଏମିତି କିଛି ଦେଖିବାକୁ ମିଳିଛି କୁନି ଝିଅ ସାହାନା ନିରେନିଙ୍କ ପକ୍ଷେ। ଜନ୍ମରୁ ସିନା ଭଗବାନ ତାଙ୍କୁ ଆଖି ଦେଇନାହାନ୍ତି, କିନ୍ତୁ ହାତରେ ରହିଛି ଅଦ୍ଭୁତ ଯାଦୁ।...

amar-dubey
ବିକାଶର ସହଯୋଗୀକୁ ଏନକାଉଣ୍ଟର୍

ଲକ୍ଷ୍ନୌ: ଉତ୍ତରପ୍ରଦେଶ କାନପୁର ଚୌବେପୁରରେ ୮ ପୋଲିସ କର୍ମୀଙ୍କୁ ନିର୍ମମ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେର ଜଣେ ସହଯୋଗୀକୁ ଏନକାଉଣ୍ଟର କରାଯାଇଛି। ବିକାଶର ସହଯୋଗୀ ଅମର ଦୁବେ ହମିରପୁର ନିକଟରେ ଥିବା ଖବର ପାଇ ଏସଟିଏଫ୍ ପକ୍ଷରୁ ଚଢଉ କରାଯାଇଥିଲା। ଅଭିଯୁକ୍ତ ଅମର ଦୁବେ ପାଲଟା...

ganguly
'ପ୍ରିନ୍ସ ଅଫ୍ କୋଲକାତା' @୪୮

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ଏବଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ୪୮ ବର୍ଷରେ ପାଦ ଥାପିଛନ୍ତି। ‘ପ୍ରିନ୍ସ ଅଫ୍ କୋଲକାତା’ ଓ ‘ରୟାଲ୍ ବେଙ୍ଗଲ୍ ଟାଇଗର୍’ ନାମରେ ପରିଚିତ ଗାଙ୍ଗୁଲି ନିଜର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ଅନେକ ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। ଗାଙ୍ଗୁଲିଙ୍କ କ୍ୟାପଟେନ୍ସି...

corona
ଦେଶରେ କରୋନା ସ୍ଥିତି ଅଣାୟତ, ଦିନକରେ ୨୨,୭୫୨ ପଜିଟିଭ୍

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି କରୋନାଭାଇରସ୍। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପାଖାପାଖି ୨୩ହଜାର ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଦିନକରେ ମୋଟ ୨୨,୭୫୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୨୪...

brazil
ବ୍ରାଜିଲ୍ ରାଷ୍ଟ୍ରପତିଙ୍କୁ କରୋନା

ବ୍ରାସିଲିଆ: ବ୍ରାଜିଲରେ କରୋନାଭାଇରସ୍ ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହିକ୍ରମରେ ବ୍ରାଜିଲର ରାଷ୍ଟ୍ରପତି ଜାଇର୍ ବୋଲସୋନାରୋ କରୋନାରେ ସଂକ୍ରମିତ ହୋଇଛନ୍ତି। ଏକ ଟେଲିଭିଜନରେ ସାକ୍ଷାତକାର ଅବସରରେ ବୋଲସୋନାରୋ ଏହି ମହାମାରୀରେ ଆକ୍ରାନ୍ତ ଥିବା ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ...

testing
ଲଞ୍ଚ୍ ହେଲା ଭାରତର ପ୍ରଥମ ଅଟୋମେଟିକ୍ କରୋନା ଟେଷ୍ଟିଂ ସିଷ୍ଟମ୍

ମୁମ୍ବାଇ: ମହାରାଷ୍ଟ୍ରର ପୁନେ ସହରର ଏକ କମ୍ପାନୀ ଭାରତର ପ୍ରଥମ ଅଟୋମେଟିକ୍ କରୋନା ଟେଷ୍ଟିଂ ସିଷ୍ଟମ୍ ଲଞ୍ଚ୍ କରିଛି। ମାଇଁଲ୍ୟାବ୍ ଡିକ୍ସଭରୀ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ଆଣ୍ଡ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଲଞ୍ଚ୍ କରାଯାଇଥିବା ଏହି ଟେଷ୍ଟିଂ ଉପକରଣରେ ଦିନକରେ ୪୦୦ରୁ ଅଧିକ ଟେଷ୍ଟ କରାଯାଇପାରିବ...

cricket
୧୧୭ ଦିନର ବିରତି ପରେ ପଡ଼ିଆକୁ ଫେରିବ କ୍ରିକେଟ୍

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ଯୋଗୁ ସାରା ବିଶ୍ୱରେ କ୍ରୀଡ଼ା ଗତିବିଧି ବନ୍ଦ ରହିଛି। ଏଥିରୁ ମଧ୍ୟ ବାଦ୍ ପଡ଼ିନି କ୍ରିକେଟ୍। କିନ୍ତୁ ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବୁଧବାରଠାରୁ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ସହ ୧୧୭ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟର...

mask
ମାସ୍କ ଓ ସାନିଟାଇଜର୍ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ୍

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଲଗାତାର ବଢ଼ୁଥିବାରୁ କେନ୍ଦ୍ର ସରକାର ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀରେ ସାମିଲ୍ କରିଥିଲେ। କିନ୍ତୁ ଏବେ ସରକାର ଏଥିରେ ସଂଶୋଧନ କରି ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ହଟାଇ ଦେଇଛନ୍ତି। କେନ୍ଦ୍ର ଖାଦ୍ୟ ଓ ଘାଉଟୀ ବ୍ୟାପାର ମନ୍ତ୍ରୀ ରାମବିଳାସ...

joined
ପରଲୋକରେ ବିଶ୍ୱର ସବୁଠାରୁ ବୟୋଜ୍ୟେଷ୍ଠ ଯୋଡ଼ା ମଣିଷ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥିବା ଯାଆଁଳା ଯୋଡ଼ା ଭାଇଙ୍କର ୬୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ରୋନୀ ଓ ଡନି ଗେଲନ୍ ନାମକ ଏହି ଦୁଇ ଭାଇ ୨୮ ଅକ୍ଟୋବର, ୧୯୫୧ରେ ଜନ୍ମ ଗ୍ରହଣ କରିଥିଲେ। ଦୁହେଁ ଆମେରିକାର ଏକ ହସ୍ପିଟାଲରେ ଶେଷ...

nitish
ବିହାର ମୁଖ୍ୟମନ୍ତ୍ରୀଙ୍କ ଭାଣିଜି କରୋନାରେ ଆକ୍ରାନ୍ତ

ପାଟଣା: ବିହାରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କରୋନା ଏଣ୍ଟ୍ରି କରିସାରିଛି। ଏହିକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭାଣିଜିଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି, ଯାହାକୁ ନେଇ ସବୁ ଚିନ୍ତାରେ ପଡ଼ିଯାଇଛନ୍ତି। ବର୍ତ୍ତମାନ ତାଙ୍କର ଏମ୍ସ ହସ୍ପିଟାଲରେ ଚିକିତ୍ସା...

journalist
ଛାତରୁ ଡେଇଁ ପଡ଼ିଲେ କରୋନା ସଂକ୍ରମିତ ସାମ୍ବାଦିକ

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସ ଟ୍ରମା ସେଣ୍ଟରରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଚାରି ମହଲା ବିଶିଷ୍ଟ କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ପେସାରେ ସାମ୍ବାଦିକ ବୋଲି କୁହାଯାଉଛି। ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ବେଳେ ତାଙ୍କର...