• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

Ranjeet Kumar Jena

Editor

Posts by Ranjeet Kumar Jena

sunita
ନିୟମ ଉଲ୍ଲଙ୍ଘନ କଲେ ମନ୍ତ୍ରୀଙ୍କ ପୁଅ, ଚାକିରି ଛାଡ଼ିଲେ ମହିଳା କନଷ୍ଟେବଳ!

ମହିଳା କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଲା ମନ୍ତ୍ରୀ ପୁଅଙ୍କୁ ତାଗିଦ୍। କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ କୁମାର କନନୀଙ୍କ ପୁଅ ପ୍ରକାଶ କନନୀ ଓ ତାଙ୍କୁ ଦୁଇ ସାଙ୍ଗ ଗିରଫ ହେବା ପରେ ସେମାନଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳା କନଷ୍ଟେବଳ ସୁନୀତା ଯାଦବଙ୍କୁ ପୋଲିସ...

ashok
ନିର୍ଣ୍ଣାୟକ ମୋଡ଼ରେ ଗେହଲଟ୍-ପାଇଲଟ୍ ଯୁଦ୍ଧ!

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ରାସ୍ତାରେ ରାଜସ୍ଥାନ ରାଜନୈତିକ ଡ୍ରାମା। ଉପ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ପିସିସି ସଭାପତି ସଚିନ ପାଇଲଟଙ୍କ ବିଦ୍ରୋହ ଘୋଷଣା ପରେ ସରକାର ବଞ୍ଚାଇବାକୁ ଲାଗି ପଡିଛି କଂଗ୍ରେସ। ସୋନିଆ ଓ ରାହୁଲ, ସଚିନଙ୍କ ସହ ସିଧାସଳଖ କଥା ହୋଇନଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ରଖାଯାଇଥିବା...

doctor
କେହି ଛୁଇଁଲେନି, ଶେଷରେ କରୋନା ମୃତକଙ୍କୁ ଶ୍ମଶାନ ନେଲେ ଡାକ୍ତର

ହାଇଦ୍ରାବାଦ: ଭୟରେ କେହି ଛୁଇଁଲେନି। ଶେଷରେ କରୋନା ମୃତକଙ୍କୁ ଶ୍ମଶାନ ନେଲେ ଡାକ୍ତର। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ପେଡ୍ଡାପଲୀ ଜିଲ୍ଲାରେ। ଜିଲ୍ଲାର ସରକାରୀ ହସ୍ପିଟାଲରେ ଜଣେ କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହେବା ପରେ ତାଙ୍କର ମୃତଦେହ ସେଠାରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା।...

covid
୨୪ ଘଣ୍ଟାରେ ୨ଲକ୍ଷରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: କରୋନା ମହାମାରୀ ଥମିବାର ନାଁ ନେଉନାହିଁ। ସାରା ଦୁନିଆରେ ଏହି ମହାମାରୀ ତା’ର କାୟା ବିସ୍ତାର କରିବାରେ ଲାଗିଛି ଏବଂ ୨୪ ଘଣ୍ଟାରେ ପୁଣିଥରେ ରେକର୍ଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅନୁଯାୟୀ, ଦିନକ ମଧ୍ୟରେ ସମଗ୍ର ବିଶ୍ୱରେ ୨ଲକ୍ଷ ୩୦ହଜାର କରୋନାରେ...

google
ଭାରତରେ ୭୫ହଜାର କୋଟି ଟଙ୍କା ନିବେଶ କରିବ ଗୁଗଲ୍

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଦେଶରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। କିନ୍ତୁ ଏହା ମଧ୍ୟରେ ଗୁଗଲ୍ ବଡ଼ ପଦକ୍ଷେପ ଉଠାଇ ଭାରତରେ ୧୦ ବିଲିୟନ୍ ଡଲାର୍ ଅର୍ଥାତ୍ ୭୫ହଜାର କୋଟି ଟଙ୍କାର ନିବେଶ କରିବା ନେଇ ଘୋଷଣା କରିଛି। ଗୁଗଲର ସିଇଓ ସୁନ୍ଦର ପିଚାଇ ସୋମବାର...

fabi-flu
କମିଲା ଫାବି ଫ୍ଲୁ ମେଡିସିନ୍ ଦର

ନୂଆଦିଲ୍ଲୀ: ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ପକ୍ଷରୁ ଫାବି ଫ୍ଲୁ ମେଡିସିନର ମୂଲ୍ୟ ହ୍ରାସ କରାଯାଇଛି। କମ୍ପାନୀ ପକ୍ଷରୁ ଫାବି ଫ୍ଲୁ ମେଡିସିନର ମୂଲ୍ୟରେ ୨୭ ପ୍ରତିଶତ କମାଇ ଦିଆଯାଇଛି। ପୂର୍ବରୁ ଗୋଟିଏ ଟାବ୍ଲେଟର ଦାମ୍ ୧୦୩ ଟଙ୍କା ଥିବା ବେଳେ ଏବେ ଏହା ୭୫ ଟଙ୍କାକୁ କମି ଆସିଛି। ଏହି...

modi
ଗୁଗଲ୍ ସିଇଓଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଗୁଗଲ୍ ସିଇଓ ସୁନ୍ଦର ପିଚାଇଙ୍କ ସହ ଭିଡିଓ କନଫରେନ୍ସି କରିଛନ୍ତି। ପିଚାଇଙ୍କ ସହ କଥାବାର୍ତ୍ତା ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟରରେ ଲେଖିଛନ୍ତି, ‘ଆଜି ସକାଳେ ସୁନ୍ଦର ପିଚାଇଙ୍କ ସହ ଏକ ସଫଳ ଆଲୋଚନା...

wi1
ଇଂଲିଶ୍ ଟିମ୍‌କୁ ତା' ଘରେ ଧୂଳି ଚଟାଇଲା ୱେଷ୍ଟଇଣ୍ଡିଜ୍

ସାଉଥମ୍ପଟନ୍: ଦମଦାର ବୋଲିଂ ଓ ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜ୍ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଆୟୋଜକ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। କରୋନା ମହାମାରୀ ଯୋଗୁ ବିନା ଦର୍ଶକରେ ଖେଳାଯାଉଥିବା ଏହି ମ୍ୟାଚରେ ଇଣ୍ଡିଜ୍ ସବୁ ବିଭାଗରେ...

vaccine
ସଫଳ ହେଲା କରୋନା ଭ୍ୟାକସିନ୍ କ୍ଲିନିକାଲ୍ ଟ୍ରାଏଲ୍!

କରୋନା ଟିକାକୁ ନେଇ ବଢ଼ୁଛି ଆଶା। ପ୍ରଥମ ସମ୍ଭାବ୍ୟ ଭ୍ୟାକସିନ୍ ଭାବେ କ୍ଲିନିକାଲ୍ ଟ୍ରାଏଲ୍ ସଫଳ ହୋଇଥିବା ଦାବି କଲା ଋଷ୍‌ର ସେଚେନୋଭ୍ ବିଶ୍ୱବିଦ୍ୟାଳୟ। ଏହା ମଣିଷର ସ୍ୱାସ୍ଥ୍ୟ ପ୍ରତି ନିରାପଦ ବୋଲି ସୁନିଶ୍ଚିତ ହୋଇଥିବା ଦାବି କରାଯାଇଛି। ଏନେଇ ଦିଲ୍ଲୀ ସ୍ଥିତ ଋଷ ଦୂତାବାସ ପକ୍ଷରୁ ମଧ୍ୟ...

sachin
ସିନ୍ଧିଆଙ୍କ ବାଟରେ ପାଇଲଟ୍!

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଛି ହାଇ ପଲିଟିକାଲ ଡ୍ରାମା। ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସଚିନ ପାଇଲଟ ସାକ୍ଷାତ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଉଭୟଙ୍କ ମଧ୍ୟରେ ୪୦ ମିନିଟ ଧରି ଆଲୋଚନା ହୋଇଥିବା ସୂଚନା ମିଳିଛି। ଏହି ସାକ୍ଷାତକାରର ଅନେକ ଅର୍ଥ ବାହାରିବାରେ ଲାଗିଛି। କୁହାଯାଉଛି ଯେ...

Untitled-1
ମୋ ପୁଅକୁ ବେଡ୍ ଦିଅ, ନହେଲେ ଆତ୍ମହତ୍ୟା କରିବି

କୋଲକାତା: ଦିନକୁ ଦିନ କରୋନା ମହାମାରୀ ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ଏତେ ପରିମାଣରେ ବଢ଼ି ବଢ଼ି ଚାଲିଛି ଯେ ଗୋଟେ ଗୋଟେ ରାଜ୍ୟରେ ରୋଗୀଙ୍କ ଚିକିତ୍ସା ପାଇଁ ବେଡ୍ ମଧ୍ୟ ମିଳୁନାହିଁ। ଶେଷରେ ଚିକିତ୍ସା ନପାଇ ରୋଗୀ ମୃତ୍ୟୁବରଣ କରୁଛନ୍ତି। ଏହିପରି ଏକ ଘଟଣା...

shindia
'ସଚିନଙ୍କୁ କୋଣଠେସା କରାଯାଇଛି'

ନୂଆଦିଲ୍ଲୀ: ରାଜସ୍ଥାନରେ ରାଜନୀତିକ ସଙ୍କଟ ତେଜିବାରେ ଲାଗିଛି। ବିପଦରେ ରାଜ୍ୟର ଗେହଲଟ୍ ସରକାର। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ନିଜର କିଛି ବିଧାୟକଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଛନ୍ତି। କଂଗ୍ରେସରେ ଚାଲିଥିବା ଏହି ଗୋଷ୍ଠୀକନ୍ଦଳର ଫାଇଦା ଉଠାଇବାରେ ଲାଗି ପଡ଼ିଛି ବିଜେପି। ବିଜେପି ପକ୍ଷରୁ ଏବେ ମଇଦାନକୁ ଓହ୍ଲାଇଛନ୍ତି ଜ୍ୟୋତିରାଦିତ୍ୟ...

boy
ମୃତ୍ୟୁ ପରେ ଚର୍ଚ୍ଚାରେ ବାଳକ

ନୂଆଦିଲ୍ଲୀ: ସ୍ୱାର୍ଥପର ଏଇ ଦୁନିଆରେ ମୃତ୍ୟୁ କେତେବେଳେ ଯେ ଆସିଯିବ, ତାହା କାହାକୁ ବି ଜଣାନାହିଁ। ଅଜବ ଏ ଦୁନିଆ। ଏଠି ହୁଏତ କିଏ ଜୀବିତ ଥିବାବେଳେ ଚର୍ଚ୍ଚାର ପରିସରକୁ ଆସିଯାଏ ତ ଆଉ କିଏ ମୃତ୍ୟୁ ପରେ ଚର୍ଚ୍ଚିତ ହୋଇଯାଏ। ଏହିପରି ଏକ ଭିଡ଼ିଓ ଏବେ ଇଣ୍ଟରନେଟରେ...

chetan1
ଗାଭାସ୍କରଙ୍କ ସାଥୀ କ୍ରିକେଟର୍ କରୋନରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର୍ ଓ ଉତ୍ତର ପ୍ରଦେଶର କ୍ୟାବିନେଟ୍‌ ମନ୍ତ୍ରୀ ଚେତନ୍ ଚୌହାନଙ୍କ କରୋନାରେ ଆକ୍ରାନ୍ତ ହୋଇଛି। ଶନିବାର ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି, ତାହା ପରେ ତାଙ୍କୁ ଲକ୍ଷ୍ନୌସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ପୂରା ପରିବାରର କରୋନା ଟେଷ୍ଟ କରାଯାଉଛି। ଶୁକ୍ରବାର...

up
ଏବେ ପ୍ରତି ଶନିବାର ଓ ରବିବାର ଅଫିସ୍, ଦୋକାନ ବନ୍ଦ

ଲକ୍ଷ୍ନୌ: କରୋନାଭାଇରସ୍ ଲଗାତର ବଢ଼ୁଥିବାରୁ ଯୋଗୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଉତ୍ତର ପ୍ରଦେଶ ସରକାର କରୋନା ବିରୋଧରେ ଲଢ଼େଇ ପାଇଁ ସପ୍ତାହାନ୍ତ ଲକଡାଉନ୍ ଫର୍ମୂଲା ଲାଗୁ କରିବାକୁ ଯାଉଛନ୍ତି। ଅର୍ଥାତ୍ ଉତ୍ତର ପ୍ରଦେଶରେ ଏବେ ପ୍ରତି ସପ୍ତାହର ଶନିବାର ଓ ରବିବାର ଲକଡାଉନ୍ ରହିବ। ଲକଡାଉନ୍ ସମୟରେ...

bjp
ବିଚ୍ ବଜାରରେ ବିଜେପି ନେତାଙ୍କୁ ହତ୍ୟା

ଗୟା: ବିହାରର ଗୟା ଅଞ୍ଚଳରେ ସିଭିଲ୍ କୋର୍ଟ ଓକିଲ ଓ ବିଜେପି ନେତା ରଞ୍ଜିତ କୁମାର ସିଂହଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ୱଜିରଗଞ୍ଜ ଥାନା ନିକଟରେ ଏହି ଘଟଣା ଘଟିଛି। ମୃତକ ରଞ୍ଜିତ କୁମାର ବିହାର ବିଧାନ ପରିଷଦ ଅଧ୍ୟକ୍ଷ ଅୱଦେଶ ନାରାୟଣ ସିଂହଙ୍କ ପ୍ରଥମ କାର୍ଯ୍ୟାଳୟରେ...

AIIMS
୧୦ ମହଲା ଛାତରୁ ଡେଇଁ ପଡ଼ିଲେ ଏମ୍ସ ଡାକ୍ତର

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଘଟିଲା ଅଘଟଣ। ଅନୁରାଗ କୁମାର ନାମକ ଜଣେ ୨୫ ବର୍ଷୀୟ ଜୁନିୟର ଡାକ୍ତର ହସ୍ପିଟାଲର ୧୦ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବର୍ତ୍ତମାନ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। A 25-year-old junior resident doctor...

dada
ଶାହରୁଖ୍‌ ଖାନ୍‌ଙ୍କ ବିରୋଧରେ ବଡ଼ ବୟାନ ଦେଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ‘ପ୍ରିନ୍ସ ଅଫ୍ କୋଲକାତା’ ଭାବେ ଚର୍ଚ୍ଚିତ ସୌରଭ ଗାଙ୍ଗୁଲି ଏଭଳି ଜଣେ କ୍ୟାପଟେନ୍, ଯିଏ ଭାରତୀୟ କ୍ରିକେଟ୍ ଟିମକୁ ନୂଆ ଶିଖରରେ ପହଞ୍ଚାଇବାରେ ନିର୍ଣ୍ଣାୟକ ଭୂମିକା ବହନ କରିଛନ୍ତି। ଜଣେ କ୍ୟାପଟେନ୍ ଭାବେ ଗାଙ୍ଗୁଲି ସର୍ବଦା ଖେଳାଳିମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେଉଥିଲେ। କିନ୍ତୁ ତାଙ୍କ ପକ୍ଷେ ସେଭଳି...

co
ଭାରତରେ କମୁଛି କରୋନା ମୃତ୍ୟୁହାର

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପି ଚାଲିଛି। କିନ୍ତୁ ଏହା ମଧ୍ୟରେ ଆଶ୍ୱସ୍ତିକର କଥା ହେଉଛି ଯେ ଦେଶରେ କରୋନା ମୃତ୍ୟୁ ହାର ହ୍ରାସ ପାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ମାସକ ତଳେ ଦେଶରେ...

icse
ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ: କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍‌ଜାମିନେସନ୍ (CISCE) ପକ୍ଷରୁ ଦଶମ (ICSE) ଓ ଦ୍ୱାଦଶ (ISC) ପରୀକ୍ଷା ଫଳ ଘୋଷଣା କରାଯାଇଛି। ଶୁକ୍ରବାର ଅପରାହ୍ଣ ୩ଟା ବେଳେ CISCE ନୋଟିଫିକେସନ୍ ଜାରି କରି ରେଜଲ୍ଟର ଘୋଷଣା କରିଛି। ଚଳିତ ଥର ICSEରେ ୯୯.୩୩ ପ୍ରତିଶତ...