• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

Ranjeet Kumar Jena

Editor

Posts by Ranjeet Kumar Jena

naveen
ଓଡ଼ିଶାକୁ ଆଗ ମିଳିବ କରୋନା ଟିକା!

ଭୁବନେଶ୍ୱର: କରୋନା ଟିକା ପ୍ରସ୍ତୁତିରେ ସେରମ ଇନଷ୍ଟିଚ୍ୟୁଟର ସଫଳତା ପରେ ସିଇଓ ଆଦର ପୁନାୱାଲାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଭିଡିଓ କନଫରନେସିଂ ମାଧ୍ୟମରେ ଏହି ଆଲୋଚନା ହୋଇଥିଲା। ଟିକା ପ୍ରସ୍ତୁତିରେ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ପୁନାୱାଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟିକା ପ୍ରସ୍ତୁତି ପରେ ଅଗ୍ରାଧିକାର...

rajyasabha1
ଶପଥ ନେଲେ ଓଡ଼ିଶାର ୪ ନବନିର୍ବାଚିତ ରାଜ୍ୟସଭା ସଦସ୍ୟ

ଭୁବନେଶ୍ୱର: ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୪ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ମୁନ୍ନା ଖାଁ, ସୁଜିତ୍ କୁମାର, ମମତା ମହନ୍ତ, ସୁବାସ ସିଂହ ଆଜି ରାଜ୍ୟସଭା ସଭ୍ୟ ଭାବେ ଶପଥ ନେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ସେମାନଙ୍କୁ ପଦ ଓ ଗୋପନୀୟତାର...

jay-panda
ପାକ୍ ସେନା ଓ ଆଇଏସ୍‌ଆଇ ସହ ବଲିଉଡ୍ ଲିଙ୍କ୍!

ଭୁବନେଶ୍ୱର: ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ପାକିସ୍ତାନୀ ପ୍ରବାସୀ ଭାରତୀୟଙ୍କ ସହ ବଲିଉଡର କିଛି ବ୍ୟକ୍ତିଙ୍କର ସଂପର୍କ ରହିଛି। ଏଭଳି ଲୋକମାନେ ସେହି ପାକିସ୍ତାନୀ ଓ ପ୍ରବାସୀ ଭାରତୀୟଙ୍କ ସହିତ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିବା ଦରକାର। ବଲିଉଡକୁ ନେଇ ଏମିତି ଏକ ଚାଞ୍ଚଲ୍ୟକର ଟୁଇଟ୍ କରିଛନ୍ତି...

ମୁସଲିମ୍ ମହିଳାଙ୍କୁ ବନ୍ଧ୍ୟା କରୁଛି ଚୀନ୍!

ବେଜିଂ: ଉଇଘୁର ମୁସଲିମ୍ ସମ୍ପ୍ରଦାୟ ପ୍ରତି ଚୀନର ନରସଂହାରକୁ ନେଇ ସାରା ବିଶ୍ୱରେ ପ୍ରତିବାଦର ସ୍ୱର ଉଠୁଛି। ଉଇଘୁର ସମ୍ପ୍ରଦାୟ ଲୋକଙ୍କ ପରିଚୟକୁ ନଷ୍ଟ କରିବା ଠାରୁ ଆରମ୍ଭ କରି ସେମାନଙ୍କ ପ୍ରତି ହେଉଥିବା ଶୋଷଣ ଓ ନରସଂହାରର ଅଭିଯୋଗକୁ ନେଇ ଚୀନ ଚାରିଆଡ଼ୁ ସମାଲୋଚନା କରାଯାଉଛି। ଏବେ...

rahul
ରାହୁଲ୍ ଗାନ୍ଧି ଦେଲେ ୩୫୦ ଟିଭି ସେଟ୍

ୱେନାଡ୍: କରୋନାଭାଇରସ୍ ଯୋଗୁ ସବୁଠି ଲକଡାଉନ୍ ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିଛି। ଏଭଳି ସ୍ଥିତିରେ ସ୍କୁଲ୍ ପକ୍ଷରୁ ଭର୍ଚ୍ୟୁଆଲ୍‌ କ୍ଲାସ୍ ଦିଆଯାଉଛି। କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି ନିଜର ସଂସଦୀୟ ନିର୍ବାଚନ ମଣ୍ଡଳୀ ୱେନାଡ଼ରେ ପ୍ରାୟ ୩୫୦ ଟିଭି ସେଟ୍ ଦେଇଛନ୍ତି,...

cp
ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜସ୍ଥାନ ବିଧାନସଭା ବାଚସ୍ପତି

ଜୟପୁର: ରାଜସ୍ଥାନରେ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ ମାମଲା ଏବେ ହାଇକୋର୍ଟରୁ ଯାଇ ସୁପ୍ରିମ କୋର୍ଟରେ ପହଞ୍ଚିଛି। ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାଚସ୍ପତି ସି ପି ଜୋଶୀ। ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ ମୁଁ କେବଳ ନୋଟିସ ପଠାଇଛି,...

journalist
ଆଖି ବୁଜିଲେ ଗାଜିଆବାଦର ଆହତ ସାମ୍ବାଦିକ

ଲକ୍ଷ୍ନୌ: ଗାଜିଆବାଦରେ ଦୁର୍ବୁତ୍ତଙ୍କ ଗୁଳିର ଶିକାର ହୋଇଥିବା ସାମ୍ବାଦିକ ବିକ୍ରମ ଜୋଶୀଙ୍କ ଚିକିତ୍ସାଧିନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି। ସୋମବାର ରାତିରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ବୁଧବାର ସକାଳେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ...

fabi-flu
ଆଶା ବଢ଼ାଇଲା ଫାବିପିରାବିର ଆଣ୍ଟି ଫ୍ଲ୍ୟୁ ମେଡିସିନ୍!

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ମେଡିସିନ୍ ପ୍ରସ୍ତୁତକାରୀ କମ୍ପାନୀ ଗ୍ଲେନମାର୍କ ପକ୍ଷରୁ ବଡ଼ ଖୁସିର ଖବର ମିଳିଛି। କରୋନାର ସାମାନ୍ୟ ଓ ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସାରେ ଫାବିପିରାବିର ଆଣ୍ଟି ଫ୍ଲ୍ୟୁ ମେଡିସିନ୍ ସକାରାତ୍ମକ ପ୍ରଭାବ ପକାଉଥିବା ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଦାବି କରିଛି। କମ୍ପାନୀ କହିଛି,...

rajasthan political crisis
ସୁପ୍ରିମ କୋର୍ଟରେ ପାଇଲଟଙ୍କ ବିଜୟ

ନୂଆଦିଲ୍ଲୀ: ସଚିନ ପାଇଲଟ୍ ମାମଲାରେ ଶୁଣାଣି କରିପାରିବେ ରାଜସ୍ଥାନ ହାଇକୋର୍ଟ। ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ତିନିଜଣିଆ ଖଣ୍ଡପୀଠ ରହିତାଦେଶ ଦେବାକୁ ମନା କରିଛନ୍ତି। ଆଜି ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଗଣତନ୍ତ୍ରରେ ବିରୋଧର ସ୍ୱରକୁ ଚପାଇ ଦେଇ ହେବ ନାହିଁ। ରାଜସ୍ଥାନରେ ବିଦ୍ରୋହୀ କଂଗ୍ରେସ ନେତା ସଚିନ୍...

RAM-MANDIR
୧୬୧ ଫୁଟ୍ ଉଚ୍ଚତା ହେବ ଅଯୋଧ୍ୟା ରାମ ମନ୍ଦିର

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମନ୍ଦିରର ନୂଆ ମଡେଲରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ, କାରଣ ୧୯୮୮ରେ କରାଯାଇଥିବା ଡିଜାଇନ୍ ଅନୁସାରେ ମନ୍ଦିରର ଉଚ୍ଚତା ୧୪୧ ଫୁଟ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ପୂର୍ବ ଡିଜାଇନ୍ ନିର୍ଦ୍ଧାରିତ ଉଚ୍ଚତାରୁ ଅଧିକ ଉଚ୍ଚ ହେବାକୁ...

BAIJAYANTPANDA
ମଣିପୁରରେ ରାଜନୈତିକ ଅସ୍ଥିରତା: ବୈଜୟନ୍ତ ଓ ମନୋଜଙ୍କୁ ଦାୟିତ୍ୱ

ଇମ୍ଫାଲ: ମଣିପୁରରେ ରାଜନୈତିକ ଅସ୍ଥିରତା ଦୂର ଲାଗି ତତ୍ପର ହୋଇପଡ଼ିଛି ବିଜେପି। ବିଧାୟକଙ୍କ ବିଦ୍ରୋହକୁ ନେଇ ମୁଖ୍ୟମନ୍ତ୍ରୀ ବିରେନ ସିଂହ ସରକାର ପ୍ରତି ସୃଷ୍ଟି ହୋଇଥିବା ବିପଦ ଦୂର ଲାଗି ଦଳ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ଏଥିଲାଗି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତା...

coronavirus_chennai214
ମାସ୍କ ନପିନ୍ଧିଲେ ଲକ୍ଷେ ଫାଇନ୍, ୨ ବର୍ଷ ଜେଲ୍

ରାଞ୍ଚି: କରୋନା ପାଇଁ ବିଭିନ୍ନ ରାଜ୍ୟରେ କିଛି ନା କିଛି ନିୟମ ରହିଛି। କିନ୍ତୁ ଝାଡ଼ଖଣ୍ଡ ସରକାର କରୋନା ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି। ଝାଡ଼ଖଣ୍ଡରେ କରୋନା ନିୟମ ଉଲ୍ଲଙ୍ଘନ ଓ ମାସ୍କ ନପିନ୍ଧିବା ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ଓ ୨ ବର୍ଷର ଜେଲ୍ ହୋଇପାରେ।...

covaxin
ଚେନ୍ନାଇରେ ଆରମ୍ଭ ହେଲା 'କୋଭାକ୍ସିନ'ର ହ୍ୟୁମାନ୍ ଟ୍ରାଏଲ୍

ଚେନ୍ନାଇ: ଚେନ୍ନାଇରେ ଭାରତର କରୋନା ଟିକା ‘କୋଭାକ୍ସିନ’ର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ହୋଇଛି। ଚେନ୍ନାଇ ସ୍ଥିତ ଏସଆରଏମ୍ ମେଡିକାଲ କଲେଜ ହସ୍ପିଟାଲରେ ଏହାର ପରୀକ୍ଷଣ କରାଯାଇଛି। ପୂର୍ବରୁ ଦିଲ୍ଲୀ ଏମ୍ସରେ ଏହାର ମାନବ ପରୀକ୍ଷଣ କରାଯାଇଛି। ଭାରତ ବାୟୋଟେକ୍ ଓ ICMR ମିଳିତ ପ୍ରୟାସରେ ପ୍ରସ୍ତୁତ କ୍ୟାଣ୍ଡିଡେଟ୍...

santosh-babu
ସହିଦ୍ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ହେଲେ ଡେପୁଟି କଲେକ୍ଟର

ହାଇଦ୍ରାବାଦ: ଗଲୱାନ ହିରୋ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ସନ୍ତୋଷୀ ବାବୁ ହେଲେ ଡେପୁଟି କଲେକ୍ଟର। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ସେହିପରି ହାଇଦ୍ରାବାଦ୍ କଲେକ୍ଟର ଶ୍ୱେତା ମହାନ୍ତି ସନ୍ତୋଷୀଙ୍କୁ ବଞ୍ଜାରା ହିଲ୍ସ ଅଞ୍ଚଳରେ ଥିବା ଏକ ଫ୍ଲାଟର କାଗଜପତ୍ର ପ୍ରଦାନ...

netindian_2020-07_2756e154-a836-4e79-be2b-fd162c4ac28f_56a7f8904c765625416776e2db103dcd
ଆସାମ ସ୍ଥିତି ସଙ୍ଗୀନ, ୮୯ ମୃତ

ଗୌହାଟୀ: ଉତ୍ତର-ପୂର୍ବ ଭାରତରେ ଦେଖିବାକୁ ମିଳିଛି ବନ୍ୟା ବିଭୀଷିକା। ଆସାମ, ବିହାର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆସାମ। ବନ୍ୟା ଯୋଗୁଁ ଆସାମରେ ୮୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୭୦ ଲକ୍ଷରୁ ଅଧିକ ଲୋକ...

aiims
ଧାରଣାରେ ବସିଲେ ଏମ୍ସର ୪୦୦ ନର୍ସ

ପାଟଣା: କରୋନା ଯୋଗୁ ବେହାଲ୍ ହୋଇଛି ବିହାର ସ୍ଥିତି। ରାଜ୍ୟରେ କରୋନା ରୋଗୀଙ୍କୁ ବେଡ୍ ମିଳିପାରୁନାହିଁ। ଅନ୍ୟପଟେ ଯେଉଁମାନଙ୍କୁ ବେଡ୍ ମିଳୁଛି, ସେମାନଙ୍କୁ ସ୍ୱାସ୍ଥ୍ୟଜନିତ କୌଣସି ସୁବିଧା ମିଳୁନଥିବା ମଧ୍ୟ ଅଭିଯୋଗ ହେଉଛି। ଏହା ମଧ୍ୟରେ ପାଟଣା ଏମ୍ସର ୪୦୦ଜଣ ଚୁକ୍ତିପ୍ରାପ୍ତ ନର୍ସ ବିଭିନ୍ନ ଦାବି ନେଇ ଧାରଣାରେ...

29IN-LT-KULBHUSHANJADHAV
ପାକ୍‌ର ନୂଆ ଚାଲ୍‌, କୁଳଭୂଷଣଙ୍କ ପାଇଁ ସବୁ ରାସ୍ତା ବନ୍ଦ କଲା

ନୂଆଦିଲ୍ଲୀ: ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ମୃତ୍ୟୁ ଦଣ୍ଡାଦେଶ ପାଇ ଜେଲରେ ଥିବା ଭାରତର ପୂର୍ବତନ ନୈସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ପାଇଁ ସମସ୍ୟା ଆହୁରି ବଢ଼ିଯାଇଛି। ପାକିସ୍ତାନ ଏବେ ନୂଆ ଚାଲ୍ ଦେଖାଇ କୁଳଭୂଷଣଙ୍କ ଆଇନଗତ ସହାୟତା ଲାଗି ସମସ୍ତ ରାସ୍ତ ବନ୍ଦ କରିଦେଇଛି। କୂଳଭୂଷଣଙ୍କ ସହାୟତା ଲାଗି...

assam
ଆସାମ ପାଇଁ ୩୪୬ କୋଟି ଟଙ୍କାର ସହାୟତା

ଗୌହାଟୀ: ବନ୍ୟାରେ ଆସାମ ସ୍ଥିତି ବେହାଲ ହୋଇପଡ଼ିଛି। ରାଜ୍ୟରେ ବନ୍ୟାର ବିତ୍ପତ୍ତିକୁ ଆଖି ଆଗରେ ରଖି କେନ୍ଦ୍ର ୩୪୬ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଆସାମରେ ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଭିଡିଓ କନ୍‌ଫରେନ୍ସିଂରେ...

Odisha-assembly
ବିଧାନସଭାର ୫ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର: ବିଧାନସଭାରେ ପହଞ୍ଚିଲା କରୋନାଭାଇରସ୍। ଓଡ଼ିଶା ବିଧାନସଭାର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଖୋଦ୍ ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ଯେଉଁ କର୍ମଚାରୀଙ୍କ କରୋନା ପଜିଟିଭ ଆସିଛି, ସେମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ଦିନ ତଳେ ଏକ...