• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Cyclonic storm likely to form over Bay of Bengal by december 2
ଡିସେମ୍ବର ୨ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ! ୭ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି...

ଡିସେମ୍ବର ୧ ତାରିଖରୁ ସମୁଦ୍ରରେ ପବନ ବହିବ । ତେଣୁ ସମୁଦ୍ରକୁ ନ ଯିବାକୁ ଧୀବରଙ୍କୁ ପରାମର୍ଶ ଦିଆଯାଇଛି । 

Odisha BJP alleges BJD link with tainted cop Sushant Satpathy
IICଙ୍କ ଘରୁ ୩୭ ଲକ୍ଷ ଜବତ ହେବା ଘଟଣା: ବିଜେଡି ନେତା, ମନ୍ତ୍ରୀଙ୍କୁ ଟାର୍ଗେଟ୍‌ କଲା ବିଜେପି

ଓଡ଼ିଶା ପୋଲିସ ଆଜି ଏତେ ତଳସ୍ତରକୁ ଖସି ଯାଇଛି ଯେ ଜଣେ ପୋଲିସ କର୍ମୀଙ୍କ ଗିରଫ ହେବା ପରେ ସାଧାରଣ ଲୋକେ ବାଣ ଫୁଟାଉଛନ୍ତି ବୋଲି ବିଜେପି କହିଛି । 

woman falls to death in Balasore
ସାନ ପୁଅ ଘରେ ପଡ଼ି ଚାଲିଗଲା ମା’ର ଜୀବନ, ବଡ଼ ପୁଅ ଆଣିଲା ହତ୍ୟା ଅଭିଯୋଗ...

ସାନ ପୁଅର ଘରେ ପଡ଼ିଯାଇ ମା’ର ମୃତ୍ୟୁ ପରେ ବିବାଦ ସୃଷ୍ଟି ଦେଇଛି । ଏହାପରେ ହତ୍ୟା ଅଭିଯୋଗ ଆଣି ବଡ଼ ପୁଅ ତଦନ୍ତ ଦାବି କରିଛି ।

IIC Sushant Satpathy under vigilance scanner
ଥାନା ବାବୁଙ୍କ ଓଲିଉଡ୍ ଲିଙ୍କ୍ ! ଫିଲ୍ମ, ସିରିଏଲରେ ଅଭିନୟ କରିଥିଲେ ସୁଶାନ୍ତ...

ଖୋଲୁଛି ଥାନା ବାବୁ ସୁଶାନ୍ତ ଶପତଥୀଙ୍କ ଗୁମର । ସେ ଅନେକ ଓଡ଼ିଆ ଫିଲ୍ମ ଓ ସିରିଏଲରେ ଅଭିନୟ କରିଛନ୍ତି ।

Stickers to be affixed on free bicycles given to Class 9 students
ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମାଗଣାରେ ଦିଆଯାଉଥିବା ସାଇକେଲରେ ଲାଗିବ ଷ୍ଟିକର

ରାଜ୍ୟ ସରକାରଙ୍କ ପକ୍ଷରୁ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଯୋଗାଇ ଦିଆଯାଉଥିବା ସାଇକେଲରେ ଏଣିକି ଲାଗିବ ଷ୍ଟିକର ।

Uttarkashi Tunnel Rescue
‘୧୦ ଦିନ ମୁଢ଼ି ଖାଇ କାଟିଲୁ,୧୮ ଘଣ୍ଟା ଯାଏ ଅମ୍ଲଜାନ ପାଇପାରି ନଥିଲୁ’

ଟନେଲ ଭିତରୁ ଉଦ୍ଧାର ଓଡ଼ିଆ ଶ୍ରମିକ କହିଛନ୍ତି, ‘ପ୍ରଥମ ୧୦ ଦିନ କେବଳ ମୁଢ଼ି ଖାଇ କାଟିଲୁ । ତେବେ ପାଣି, ଲାଇନ କଟି ନଥିଲା ।’

Odisha CHSE to live stream Plus 2 board exams
+୨ ବୋର୍ଡ ପରୀକ୍ଷାର ହେବ ଲାଇଭ୍‌ ଷ୍ଟ୍ରିମିଙ୍ଗ

ରାଜ୍ୟର ପ୍ରତି ପରୀକ୍ଷାକେନ୍ଦ୍ର ସହ ପରୀକ୍ଷା ପରିଚାଳନା ହବ୍‌କୁ ଲାଇଭ୍‌ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମନିଟରିଂ କରାଯିବ ।

Lord jagannath banakalagi ritual to be held today
ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ...

ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହା ଶ୍ରୀଜିଉଙ୍କ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

Uttarkashi Tunnel Rescue
ଜୀବନ ଜିତାଇଲେ ରାଟ୍‌ ହୋଲ୍‌ ମାଇନର୍ସ: ଅନ୍ଧାରୀ ଟନେଲ ଭିତରୁ ରକ୍ଷା ପାଇଲା ୪୧ ଜୀବନ...

ଶ୍ରମିକଙ୍କୁ ଉଦ୍ଧାର ପାଇଁ ଏହି ମହା-ଅପରେସନ୍‌ରେ ରାଟ୍‌ ହୋଲ୍‌ ମାଇନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଶେଷ ୧୦ରୁ ୧୨ ମିଟରକୁ ହାତରେ ଖୋଳି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ ରାଟ୍‌ ହୋଲ୍‌ ମାଇନର୍ସ । 

Special arrangement for cuttack baliyatra
କଟକ ବାଲିଯାତ୍ରା ବୁଲିବାକୁ ଯାଉଛନ୍ତି କି ? ଛୋଟ ପିଲାଙ୍କ ପକେଟ୍‌ରେ ଫୋନ୍‌ ନମ୍ବର ରଖିବାକୁ ପରାମର୍ଶ...

ପିକ୍‌ ଆୱାର ଏବଂ ଛୁଟି ଦିନ ଗୁଡ଼ିକରେ ଯଦି ବରିଷ୍ଠ ନାଗରିକମାନେ କଟକ ବାଲିଯାତ୍ରା ଆସୁଛନ୍ତି ତା’ହେଲେ ସାବଧାନ ରୁହନ୍ତୁ। ବାଲିଯାତ୍ରାକୁ ସୁନା ଅଳଙ୍କାର ପିନ୍ଧି ନ ଆସିଲେ ଭଲ ।

youth drowns in canal in talcher
ଡଙ୍ଗା ଭସାଇବା ବେଳେ କେନାଲରେ ଭାସିଗଲେ ଯୁବକ

ଡଙ୍ଗା ଭସାଇବା ବେଳେ କେନାଲରେ ଭାସି ଯାଇ ଯୁବକ ମୃତ । ବୋଇତ ବନ୍ଦାଣ ବେଳେ ଏହି ଅଘଟଣ ଘଟିଛି ।

Another cyclone may form in the Bay of Bengal
ଆସୁଛି ଆଉ ଏକ ବାତ୍ୟା ! ୨୯ ତାରିଖରେ ଅବପାତ ରୂପ ନେଇପାରେ ଲଘୁଚାପ...

ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଅବପାତ ରୂପ ନେବାର ସମ୍ଭାବନା ରହିଛି ।

PM Modi Visits Tirumala Temple
ସ୍ୱାମୀ ଭେଙ୍କଟେଶ୍ୱରଙ୍କ ପାଖରେ ଦେଶବାସୀଙ୍କ ମଙ୍ଗଳ ମନାସିଲେ ପ୍ରଧାନମନ୍ତ୍ରୀ

ତିରୁମାଳା ମନ୍ଦିରରେ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟର କାମନା କରିବା ସହ ମଙ୍ଗଳ ମନାସିଛନ୍ତି ପ୍ରଧାନମନ୍ତ୍ରୀ ।

Know Ex IAS officer VK Pandian reaction after joins BJD
ବିଜେଡିରେ ଯୋଗଦେବା ପରେ ପାଣ୍ଡିଆନ କହିଲେ- ‘ମୁଖ୍ୟମନ୍ତ୍ରୀଙ୍କ ଗାଇଡାନ୍ସରେ କାର୍ଯ୍ୟ କରିବି’

ଆଜି ସକାଳୁ ନବୀନ ନିବାସରେ ମନ୍ତ୍ରୀ, ବିଧାୟକଙ୍କ ସହ ବିଜେଡିର ବରିଷ୍ଠ ନେତାମାନଙ୍କ ବୈଠକ ହୋଇଥିଲା । ବୈଠକ ପରେ ପାଣ୍ଡିଆନ୍ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ ।

Girl deadbody found from lodge in Berhampur
ଲଜ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଘଟଣାସ୍ଥଳରୁ ପୁରୁଷ ବନ୍ଧୁ ଫେରାର...

ବ୍ରହ୍ମପୁରର ଏକ ଲଜ୍‌ରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀଙ୍କ ଘର କେରଳ ରାଜ୍ୟର ବୋଲି ଜଣାପଡ଼ିଛି ।

Puri Srimandir
ଆଜି ଶ୍ରୀଜିଉଙ୍କ ଲକ୍ଷ୍ମୀ ନୃସିଂହ ବେଶ, ପ୍ରଶାସନକୁ ଘାରିଛି ଭିଡ଼ ନିୟନ୍ତ୍ରଣ ଚିନ୍ତା...

ଆସନ୍ତାକାଲି ସୋମବାର ଶ୍ରୀଜିଉଙ୍କର ରାଜରାଜେଶ୍ୱର ବେଶ ରହିଛି । ଏଥିଲାଗି ଭିଡ଼ ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।

Famous Gaja Bhoga offered to Lord Shiva at Dhabaleswar temple in Athagarh
ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ, ତରଣ

ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ । ହଜାର ହଜାର ଶ୍ରଦ୍ଧାଳୁ ରାତି ତମାମ ଉଜାଗର ରହି ଭୋରରୁ ଏହି ପ୍ରସିଦ୍ଧ ଗଜଭୋଗ ଓ ତରଣ ପ୍ରସାଦ ପାଇଛନ୍ତି ।

Uttarkashi Tunnel Collapse
କେବେ ଟନେଲ ଭିତରୁ ବାହାରିବେ ୪୧ ଶ୍ରମିକ ? ଶେଷ ପର୍ଯ୍ୟାୟରେ ହାର୍ ମାନିଲା ଅଗର୍ ମେସିନ୍...

ପାରମ୍ପରିକ ପଦ୍ଧତିରେ ଉଦ୍ଧାରକାରୀ ଯବାନମାନେ ପଥର ଖୋଳିବା ସହ ବାକି ପ୍ରାୟ ୧୦ରୁ ୧୨ ମିଟର ଖୋଳି ବାଟ ବାହାର କରିବେ । 

President Droupadi Murmu Odisha Visit Again
ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ।

Ravenshaw University in Odisha gets A++ grade from NAAC
ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିଲା A++ ମାନ୍ୟତା

NAAC ରାଙ୍କ୍‌ରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା ମିଳିଛି । କିଛି ଦିନ ପୂର୍ବେ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲା ନାକ୍ ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।