• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Former Pipili MLA Judhistir Samantaray passes away
ପରଲୋକରେ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଦେହାନ୍ତ ହୋଇଛି ।

BJD Leader Rohit Pujari Targets To LoP Jayanarayan Mishra
ନାଁ ନନେଇ ଜୟନାରାୟଣଙ୍କୁ ନିଶାନା କଲେ ରୋହିତ

ନିଜ ଉପରେ ବିଶ୍ୱାସ ନାହିଁ ବୋଲି ବାହାରୁ ନେତା ଆମଦାନୀ କରୁଛନ୍ତି । କାହାର ନାଁ ନନେଇ ଏଭଳି ଢଙ୍ଗରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ବିଜେଡି ନେତା ରୋହିତ ପୂଜାରୀ ନିଶାନା କରିଛନ୍ତି ।

Israeli Army Prepares for Ground Operation in Gaza
ଗ୍ରୀନ୍ ସିଗ୍ନାଲକୁ ଅପେକ୍ଷା, ଅନୁମତି ମିଳିବା ମାତ୍ରେ ଗାଜାରେ ଗ୍ରାଉଣ୍ଡ ଅପରେସନ କରିବ ଇସ୍ରାଏଲ...

ସ୍ଥଳଭାଗ ଦେଇ ପ୍ରବେଶ କରି ହମାସ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲର ସୈନ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । କେବଳ ଇସ୍ରାଏଲ ସରକାରଙ୍କ ଗ୍ରୀନ୍ ସିଗ୍ନାଲକୁ ଅପେକ୍ଷା ।

Today Odisha CM Naveen Patnaik Birthday
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ।

raid at multiple night clubs for flouting norms in bhubaneswar
ରାତି ଅଧିଆ ବାର୍‌ରେ ଚଢ଼ାଉ: ପୋଲିସ୍‌କୁ ଦେଖି ତରବରିଆ ହୋଇ ଲୁଚାଇ ଦେଲେ ପୁଳା ପୁଳା ଟଙ୍କା !

ହଠାତ୍‌ ବାର୍‌ରେ ଚଢ଼ାଉ ପରେ ପୋଲିସ୍‌କୁ ଦେଖି ବାର୍‌ କର୍ମଚାରୀ ପାଦରେ ଓ ୱାଇପରରେ ଟଙ୍କା ଗୁଡ଼ିକ ଲୁଚାଇ ଦେଇଥିବା ଦେଖିବାକୁ ମିଳିଛି ।

MP Aparajita Sarangi Targets Odisha Govt
ଡେରାସ ଜମି ଦୁର୍ନୀତି: ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ଅପରାଜିତା

ଡେରାସ ଜମି ଦୁର୍ନୀତି ବିରୋଧରେ ବିଶାଳ ଜନ ଆନ୍ଦୋଳନ । ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଜମି ଦୁର୍ନୀତି ହେଉଥିବା ଅଭିଯୋଗ ଆଣି ଭୁବନେଶ୍ୱର ସାଂସଦ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।

BJD infighting in balasore oppose to soro mla
ସୋର ବିଜେଡିରେ ଫାଟ ! ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଖୋଲାଖୋଲି ବିରୋଧ...

ସୋର ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଖୋଲାଖୋଲି ବିରୋଧ । ଖୋଦ୍ ବିଜେଡିରେ ଏବେ ପର୍ଶୁରାମ ଧଡାଙ୍କ ବିରୋଧରେ ବାହାରିଛି ଆଉ ଏକ ଗୋଷ୍ଠୀ ।

Video of doctor negotiating with shipping agent surfaces
ଖୋଲୁଛି ଡାକ୍ତରଙ୍କ କଳା କାରବାରର ଗୁମର: ଦାମୀ ବିଦେଶୀ ମଦ, ସିଗାରେଟ୍ ଲାଞ୍ଚ ନେଉଥିଲେ...ଅଡିଓ ଭାଇରାଲ୍‌

ପାରାଦୀପ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ କଳା କାରବାରର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । କରୋନା କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଡାକ୍ତର ରାଜେନ୍ଦ୍ର ଲାଞ୍ଚ ନେଉଥିବା ଅଭିଯୋଗ ପରେ ସିବିଆଇ ବିଭିନ୍ନ ସ୍ଥାନରେ ଘନ ଘନ ରେଡ୍ କରିଥିଲା ।

Constable and homeguard detained while smuggling firecrackers and liquor in Begunia
ଧରାପଡ଼ିବା ପରେ ଭୁଲ୍‌ ମାଗିଲେ କନେଷ୍ଟବଲ, ଜବତ ମଦ ଓ ବାଣ ଚୋରା ଚାଲାଣ କରୁଥିଲେ...

କନେଷ୍ଟବଲ ଓ ହୋମଗାର୍ଡ ମିଶି ଜବତ ବାଣ ଓ ମଦକୁ ଏକ ଗାଡ଼ିରେ ଚୋରା ଚାଲାଣ କରୁଥିଲେ ।

Israel retaliates with Ammunition and tanks on Hamas terrorists
ଗାଜା ଭିତରେ ପଶି ହମାସ ଆତଙ୍କବାଦୀଙ୍କୁ ସଫା କରୁଛି ଇସ୍ରାଏଲ୍‌ ସେନା

ଇସ୍ରାଏଲ ୯ ଦିନ ହେଲା ଯୁଦ୍ଧ ଚଳାଇଥିବା ବେଳେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଏହା ଆରମ୍ଭ ମାତ୍ର ।

12 killed after mini-bus rams into truck in Maharashtra
ଏକ୍ସପ୍ରେସ୍‌ୱେରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍‌କୁ ଧକ୍କା ଦେଲା ମିନି ବସ୍‌, ୧୨ ମୃତ

ମୁମ୍ବାଇ-ନାଗପୁର ସମୃଦ୍ଧି ସୁପର ଏକ୍ସପ୍ରେସ୍‌ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି ।

Congress Announced Candidates List Of 3 States Upcoming Assembly Elections
ବିଧାନସଭା ନିର୍ବାଚନ: ୩ ରାଜ୍ୟ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ୫୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ଛତିଶଗଡ଼ ପାଇଁ ୩୦ ଓ ମଧ୍ୟପ୍ରଦେଶ ପାଇଁ ୧୪୪ ଜଣିଆ ତାଲିକା ପ୍ରକାଶ ପାଇଛି ।

Elderly couple forced to stay under cowshed in Jajpur
ଯେଉଁଠି ଖାଉଛନ୍ତି, ସେଇଠି ଶୋଉଛନ୍ତି ବୃଦ୍ଧ ଦମ୍ପତି, ତା’ବି ପୁଣି ଗାଈଗୋରୁଙ୍କ ସହ...

ଏ ଘର ନୁହେଁ ତ ଗୁହାଳ । ଯେଉଁଠି ଖାଉଛନ୍ତି, ସେଇଠି ଶୋଉଛନ୍ତି ବୃଦ୍ଧ ଦମ୍ପତି । ତା’ବି ପୁଣି ଗାଈଗୋରୁଙ୍କ ସହ ।

Cash worth 42 cr seized from contractor residence during IT raids in Karnataka
ଟଙ୍କା ଗଦି ଉପରେ ଶୋଉଥିଲେ କଣ୍ଟ୍ରାକ୍ଟର-କର୍ପୋରେଟର ଦମ୍ପତି, ବେଡ୍ ତଳୁ ମିଳିଲା ୪୨ କୋଟି ଟଙ୍କା...

ଟଙ୍କା ଗଣି ଗଣି ନୟାନ୍ତ ଆୟକର ବିଭାଗ ଅଧିକାରୀ । ଏଭଳି କଳାଧନ ଭର୍ତ୍ତି କୁବେର ଭଣ୍ଡାରର ଖୁଲାସା ହୋଇଛି କର୍ଣ୍ଣାଟକ ବେଙ୍ଗାଲୁରୁରେ ।

CM Naveen Patnaik directs district administration to rescue 35 Odia labourers stranded in Laos
ଲାଓସରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ସୁରକ୍ଷିତ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ...

ଲାଓସରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କାମ କରିବାକୁ ଯାଇ ଲାଓସର ଆଟପୁରେ ଫସି ରହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର ୩୫ ଜଣ ଓଡ଼ିଆ ଶ୍ରମିକ ।

Higher Education Dept Notice To  BJB Autonomous College
ବିଜେବି କଲେଜକୁ ଉଚ୍ଚଶିକ୍ଷା ବିଭାଗର ନୋଟିସ୍‌

ରାଜ୍ୟର ବଡ଼ କଲେଜ କୁହାଯାଉଥିବା ଭୁବନେଶ୍ୱରର ବିଜେବି ମହାବିଦ୍ୟାଳୟକୁ ନୋଟିସ୍‌ କରାଯାଇଛି । ୩ଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସଂପାଦନ କରାଯାଇନଥିବାରୁ ଏହି ସ୍ପଷ୍ଟୀକରଣ ମଗାଯାଇଛି ।

similipal opens for visitors from today
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ଘୋଷଣା କରାଯାଇଛି ।

Thousands flee after warning ss Israeli ground forces raid Gaza
ଗ୍ରାଉଣ୍ଡ୍ ଆଟାକ୍ ପାଇଁ ଇସ୍ରାଏଲର ଚରମବାଣୀ- ଜିନିଷପତ୍ର ଧରି ଜୀବନ ବିକଳରେ ଦୌଡ଼ି ପଳାଇଲେ ଲୋକେ...

ଉତ୍ତର ଗାଜାପଟ୍ଟିରେ ରହୁଥିବା ୧୧ ଲକ୍ଷରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କୁ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଡ଼କୁ ଚାଲିଯାଅ ବୋଲି ଇସ୍ରାଏଲ୍ ଚେତାବନୀ ଦେଇଛି ।

Attacks To 3 Youths Over Passing Of Comment In Bhubaneswar
କମେଣ୍ଟମରାକୁ ନେଇ ମହାଭାରତ: ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ...

୩ ଯୁବକଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଯୁବତୀଙ୍କୁ କମେଣ୍ଟମରା ଘଟଣାକୁ ନେଇ ସଂଘବଦ୍ଧ ଆକ୍ରମଣ । 

World Cup 2023: Today India Vs Pakistan Match
World Cup 2023: ଆଜି ଭାରତ-ପାକିସ୍ତାନ ମହାମୁକାବିଲା, ଓପନର ଶୁବମନ ଗିଲ୍‌ଙ୍କ ଖେଳିବା ସମ୍ଭାବନା ଅଧିକ

ପାକିସ୍ତାନ ବିପକ୍ଷରେ ଅପରାଜେୟ ରେକର୍ଡ ବଜାୟ ଲକ୍ଷ୍ୟରେ ଭାରତ । ରେକର୍ଡ ଏବେ ରହିଛି ୭-୦ । ସେହି ରେକର୍ଡକୁ ଅକ୍ଷୂର୍ଣ୍ଣ ରଖିବାକୁ ଟାର୍ଗେଟ କରିଛି ଭାରତ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।