• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Action will be taken to curb black marketing of onions
ପିଆଜ କଳାବଜାରୀ କରୁଥିଲେ ସାବଧାନ ! କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିର୍ଦ୍ଦେଶ...

ପିଆଜ କଳାବଜାରୀ କରୁଥିଲେ ସାବଧାନ ! ଯେଉଁମାନେ କଳାବଜାରୀ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Protesters worldwide demand stop attack on Gaza
‘ଗାଜା ଉପରେ ଇସ୍ରାଏଲ ତୁରନ୍ତ ଆକ୍ରମଣ ବନ୍ଦ କରୁ’

ଗାଜା ଉପରେ ଇସ୍ରାଏଲ ତୁରନ୍ତ ଆକ୍ରମଣ କରିବା ବନ୍ଦ କରୁ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି । ସାଧାରଣ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଦାବି କରାଯାଇଛି ।

Blast In Kerala
ଘଣ୍ଟାଏ ଭିତରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ...ଜଣେ ମୃତ, ୨୦ରୁ ଅଧିକ ଆହତ

ଏକାଧିକ ବିସ୍ଫୋରଣ ଘଟି ଜଣଙ୍କର ମୃତ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । କେରଳର ଏର୍ଣ୍ଣାକୁଲମରେ ଏହି ବିସ୍ଫୋରଣ ହୋଇଛି ।

World Cup 2023
World Cup 2023: ଆଜି ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ, ମ୍ୟାଚ୍‌ ଜିତି ଅପରାଜେୟ ଲକ୍ଷ୍ୟରେ ଭାରତ...

ଟିମ୍‌ ଇଣ୍ଡିଆର ସବୁ ଖେଳାଳି ଏବେ ଫର୍ମରେ ଅଛନ୍ତି । ମହମ୍ମଦ ଶାମି କମବ୍ୟାକ୍ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିବା ବେଳେ ସ୍ପିନ୍ ଡିପାର୍ଟମେଣ୍ଟରେ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ମଧ୍ୟ ପ୍ରତିପକ୍ଷଙ୍କୁ ଅଡୁଆରେ ପକାଉଛନ୍ତି ।

CCTV captures a man beats his mother mercilessly
କଳିଯୁଗର କୁଳାଙ୍ଗାର ପୁଅ ! ଅସୁସ୍ଥ ମା’ଙ୍କୁ ଲଗାତାର ଭାବେ ପିଟୁଥିଲେ, ଧରାଇଦେଲା CCTV...

କେବଳ ପୁଅ ନୁହେଁ ବୃଦ୍ଧାଙ୍କ ବୋହୂ ଓ ନାତି ବି ତାଙ୍କୁ ମାଡ଼ ମାରୁଥିଲେ ବୋଲି ଅଭିଯୋଗ ହୋଇଛି । ଏନେଇ ବୃଦ୍ଧା ଜଣକ ନିଜ ଝିଅଙ୍କୁ ଜଣାଇଥିଲେ ।

BJP MLA Mukesh Mahaling extends support to Ollywood actor Manoj Mishra
ବିଜେପି ବିଧାୟକ ମୁକେଶଙ୍କ ଚେତାବନୀ- ‘ମନୋଜଙ୍କ ଉପରୁ ତୁରନ୍ତ ବ୍ୟାନ୍‌ ହଟାନ୍ତୁ, ନଚେତ୍‌ ବଡ଼ ଆନ୍ଦୋଳନ ହେବ’

ବ୍ୟାନ୍‌ ତୁରନ୍ତ ଉଠାଇବା ସହ ମନୋଜଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ମଧ୍ୟ ନିଶାନା କରିଛନ୍ତି ମୁକେଶ ।

1999 Super Cyclone clocks 24 years
୧୯୯୯ ମହାବାତ୍ୟାକୁ ୨୪ ବର୍ଷ: ଆଜିର ଦିନରେ ପ୍ରଳୟ ରଚିଥିଲା ମହାବାତ୍ୟା, ସବୁକିଛି ଉଜାଡ଼ି ଦେଲା...

ମହାବାତ୍ୟା ସିନା ଚାଲିଗଲା କିନ୍ତୁ ପଛରେ ଛାଡ଼ି ଦେଇ ଯାଇଛି ଅନେକ ଦୁଃଖର ଦାଗ । ଆଜି ବି ସେ ଦିନର କଥାକୁ ମନେ ପକାଇଲେ କୋହରେ ଛାତି ଭରି ଯାଉଛି ।

Kartik Brata Begins From Today
ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ପୁରୀରେ ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା...

ଆଜିଠୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିଛନ୍ତି ବ୍ରତଧାରୀ ।

RTI activist Pradip Pradhan arrested by Mahila Police station
ପଚରାଉଚରା ପରେ ସୂଚନା ଅଧିକାର କର୍ମୀଙ୍କୁ ଗିରଫ କଲା ପୋଲିସ୍‌...

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ମହିଳା ଥାନାରେ ପୋଲିସ ତାଙ୍କୁ ଗିରଫ କରିଛି । 

Rationalists eat non veg food during Lunar Eclipse
ଗ୍ରହଣରେ ଆମିଷ, ଭେଜ୍‌ ବିରିୟାନୀ ଖାଇଲେ ହେତୁବାଦୀ

ଗତକାଲି ଲାଗିଥିବା ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ଣ ୪ଟାରୁ ପାକ ନିଷେଧ ଓ ହାଣ୍ଡି ଛାଡ କରାଯାଇଥିଲା । ହେଲେ କିଛି ସ୍ଥାନରେ ହେତୁବାଦୀମାନେ ଏହି ପରମ୍ପରାର ବିରୋଧ କରିଥିବା ଦେଖିବାକୁ ମିଳିଥିଲା । 

Odisha will be divided in 2 parts if decision isn’t revoked, warns Congress’ Narasingha Mishra
ଓଲିଉଡ୍‌ କଳିରେ ପଶିଲା ରାଜନୀତି ! ଏମିତି ଚେତାବନୀ ଦେଲେ ବିଧାୟକ ନରସିଂହ ମିଶ୍ର...

‘ଅଭିନେତା ମନୋଜ ମିଶ୍ରଙ୍କ ବାସନ୍ଦ ପ୍ରତ୍ୟାହାର ନକଲେ ଓଡ଼ିଶା ୨ ଭାଗ ହୋଇଯିବ’...ଖୋଲାଖୋଲି ଚେତାବନୀ ଦେଲେ ବିଧାୟକ ନରସିଂହ ମିଶ୍ର

Locals express corruption over extortion of money in name of accommodation
ଟଙ୍କା ପାଇଛନ୍ତି ମିଛ ହିତାଧିକାରୀ

ଉଠାଦୋକାନୀଙ୍କୁ ଥଇଥାନ ନାଁରେ ସହାୟତା ରାଶି ହଡ଼ପ ।

Women endures with limitless pain for 21 years in Balasore
ଅଞ୍ଜଳିଙ୍କ ଜୀବନରେ ଆଞ୍ଜୁଳା ଆଞ୍ଜୁଳା ଦୁଃଖ

ଅଞ୍ଜଳିଙ୍କ ଜୀବନରେ କେହି ଯେମିତି ଭରିଦେଇଛି ଆଞ୍ଜୁଳା ଆଞ୍ଜୁଳା ଦୁଃଖ । ସ୍ୱାମୀଙ୍କ ଦେହାନ୍ତ ପରେ ଦିବ୍ୟାଙ୍ଗ ପୁଅକୁ ନେଇ କଷ୍ଟରେ ଚଳୁଛନ୍ତି କିଡନୀ ରୋଗରେ ଆକ୍ରାନ୍ତ ଅଞ୍ଜଳି ।

Girls observe Jahni Osa for well being of family and success of their brothers
ଆଧୁନିକତାରେ ହଜିନି ପରମ୍ପରା, ଏବେବି ଜହ୍ନି ଓଷା ପାଳନ କରୁଛନ୍ତି କୁଆଁରୀ...

ଜହ୍ନି ଓଷା ପାଳନ କଲେ ଭଲ ବର ଓ ଭଲ ଘର ମିଳିଥାଏ। ଏଭଳି ବିଶ୍ୱାସ ରହିଥିବାରୁ କୁଆଁରୀ କନ୍ୟାମାନେ ଜହ୍ନି ଓଷା ବ୍ରତ କରିଥାନ୍ତି। ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାର ଝିଅମାନେ ଏହି ବ୍ରତକୁ ଅତି ଧୁମଧାମରେ ପାଳନ କରିଥାନ୍ତି।

Lunar Eclipse 2023
ରାତି ୧ଟା ୦୫ ମିନିଟ୍‌ରେ ଗ୍ରହଣ ସ୍ପର୍ଶ ହେବ, ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକ ନିଷେଧ...

ଆଜି କୁମାର ପୂର୍ଣ୍ଣିମା। ଆଉ ପୂର୍ଣ୍ଣିମାରେ ଏଥର ଚନ୍ଦ୍ରଗ୍ରହଣବି ଲାଗୁଛି। ରାତି ୧ଟା ୦୫ମି ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ। ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକ ନିଷେଧ କରାଯାଇଛି । ଅପରାହ୍ନ ୪ଟା ୦୫ ରୁ ହାଣ୍ଡିଛାଡ଼ ଥିବା ବେଳେ ରାତି ୨ଟା ୨୩...

Today Panchang
Today Panchang 28th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର  ତୁଳା ମାସ  ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୮ ତାରିଖ, ଶନିବାର...ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

Daily Horoscope
Daily Horoscope 28th October 2023: ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ, କର୍ମକ୍ଷେତ୍ରରେ ସରକାରୀ ସ୍ତରରେ ସମ୍ମାନିତ ହେବେ...

ସୈାର  ତୁଳା ମାସ  ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୮ ତାରିଖ, ଶନିବାର ଚନ୍ଦ୍ର-  ମୀନ ପ୍ରାତଃ ୦୭.୩୧ ଗତେ ମେଷ ତିଥି – ପୂର୍ଣ୍ଣିମା ରାତ୍ରି ୦୧.୫୩ ଗତେ ପ୍ରତିପଦ ଘାତ ଚନ୍ଦ୍ର-  ଧନୁ ରାଶିର, ପ୍ରାତଃ ୦୭.୩୧ ଗତେ ମେଷ ରାଶିର ଘାତ ବାର – ବୃଷ, ସିଂହ...

Gaja Laxmi Puja In Betada Bazar Of Bhadrak
ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଉତ୍ସବମୁଖର ବେତଡା ବଜାର

କେଉଁ କାରିଗର ରଙ୍ଗ ଦେବାରେ ଲାଗି ପଡ଼ିଛନ୍ତି ତ ପୁଣି କେଉଁ କାରିଗର ମା’ଙ୍କ ମେଢ ସଜାଇବାରେ ବ୍ୟସ୍ତ । କିଏ ଉଚ୍ଚ ତୋରଣ କରିବାରେ ବ୍ୟସ୍ତ ତ ଆଉ କିଏ ପାର୍ଶ୍ୱ ଦେବାଦେବୀଙ୍କୁ ଚିତ୍ର କରିବାରେ ବ୍ୟସ୍ତ ।

Koraput Khalashi association to organize International Gold Cup football
ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଅଣ୍ଟା ଭିଡ଼ିଛନ୍ତି ଖଲାସି

ପେସାରେ ଦିନ ମଜୁରିଆ, କିନ୍ତୁ ନିଶା ଫୁଟବଲ୍‌ ଖେଳିବା । ଟିକିଏ ଫୁରସତ୍‌ ମିଳିଲେ ଫୁଟବଲ୍ ଖେଳି ଖେଳି ଏବେ ଅନ୍ତର୍ଜାତୀୟ ଗୋଲ୍ଡ କପ୍ ଫୁଟବଲ୍ ଟୁ୍ର୍ଣ୍ଣାମେଣ୍ଟ ପାଇଁ ଅଣ୍ଟା ଭିଡିଛନ୍ତି । 

MP Aparajita Sarangi Targets VK Pandian VRS and subsequent appointment in cabinet minister rank
‘ପାଣ୍ଡିଆନ ପୁରା ସିଷ୍ଟମ୍‌କୁ ହାଇଜାକ୍ କରିଛନ୍ତି ଓ ନିଜକୁ ନିଜେ ନିଯୁକ୍ତି ଦେଇଛନ୍ତି’

ପାଣ୍ଡିଆନ ପୁରା ସିଷ୍ଟମ୍‌କୁ ହାଇଜାକ୍ କରିଛନ୍ତି ଏବଂ ନିଜକୁ ନିଜେ ନିଯୁକ୍ତି ଦେଇଛନ୍ତି ବୋଲି କହି ସାଂସଦ ଅପରାଜିତା ବର୍ଷିଛନ୍ତି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।