• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

petrol rate hike
୬୦% ୟୁଜର୍ସ କହିଲେ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କେନ୍ଦ୍ର ସରକାରଙ୍କ ଲୋକପ୍ରିୟତାକୁ ହ୍ରାସ କରିବ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୫ରେ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଥିଲେ। ବଜେଟ୍‌ରେ ହୋଇଥିବା ଘୋଷଣା ଅନୁସାରେ କିଛି ଜିନିଷ ଶସ୍ତା ହୋଇଥିବା ବେଳେ, କିଛି ମହଙ୍ଗା ହୋଇଛି। ମହଙ୍ଗା ଜିନିଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ରହିଛି। ପେଟ୍ରୋଲ ଦାମ ଲିଟର ପିଛା...

representational image
ଦୋକାନରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ପାଣିକୋଇଲି ଛକରେ ଜାତୀୟ ରାଜପଥ ୧୬ କଡ଼ରେ ଥିବା ଏକ ଦୋକାନ ଭିତରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରବୀନ୍ଦ୍ର ସାହୁ। ଆଜି ସକାଳେ ମୃତଦେହ ଉଦ୍ଧାର ହୋଇଛି। ଦୋକାନ ବାହାର ପଟୁ ତାଲା ପଡ଼ିଥିବାରୁ ଓ ପାରିପାର୍ଶ୍ୱିକ...

ms dhoni
୩୮ ବର୍ଷରେ ପାଦ ଥାପିଲେ ଧୋନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଆଜି ଜନ୍ମଦିନ। ଧୋନି ଆଜି  ୩୮ ବର୍ଷ ବୟସରେ ପାଦ ଥାପିଛନ୍ତି। ଜନ୍ମଦିନ ଅବସରରେ ସାରା ବିଶ୍ୱରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। View this post on Instagram A post shared...

rain
ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କୌଣସି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ। ତେବେ କେତେକ  ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଝାଡ଼ଖଣ୍ଡ ଉପରେ ଥିବା ସାଇକ୍ଲୋନିକ୍‌ ସର୍କୁଲେସନ୍‌ ଲୋ ପ୍ରେସରରେ ପରିଣତ ହୋଇଛି।...

pak anchor
ସୋଶାଲ୍‌ ମିଡିଆରେ ଭାଇରାଲ ହେଲା ପାକିସ୍ତାନୀ ଆଙ୍କରଙ୍କ Apple କନ୍‌ଫ୍ୟୁଜନ୍‌ ଭିଡିଓ

ଇସଲାମାବାଦ: ପାକିସ୍ତାନୀ ଆଙ୍କରଙ୍କ  ଆପଲ୍ କନ୍‌ଫ୍ୟୁଜନ୍‌। ପାକିସ୍ତାନର ଅର୍ଥନୀତି ସମ୍ପର୍କରେ ଆଲୋଚନା ବେଳେ Appleକୁ ନେଇ ନ୍ଦନ୍ଦ୍ୱରେ ପଡ଼ି ଯାଇଥିଲେ ନ୍ୟୁଜ୍‌ ଆଙ୍କର। ପାକିସ୍ତାନର ଏକ ଘରୋଇ ଟିଭି ଚ୍ୟାନେଲ୍‌ରେ ବିଶ୍ୱ ବାଣିଜ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା ହେଉଥିଲା। ପ୍ରସିଦ୍ଧ Apple Inc ବ୍ରାଣ୍ଡ୍‌ ନିଜ ବ୍ୟବସାୟକୁ ବିଶ୍ୱରେ...

man held
ବିମାନରେ ବୋମା ଥିବା ଗୁଜବ ପ୍ରଚାର କରି ହତାଶ ପ୍ରେମିକ ଗିରଫ

ହାଇଦ୍ରାବାଦ: ହାଇଦ୍ରାବାଦ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଚେନ୍ନାଇ ଯିବାକୁ ଥିବା ଦୁଇଟି ବିମାନରେ ବୋମା ଥିବା ନେଇ ଖବର ଆସିଥିଲା। ହେଲେ ଖୋଳତାଡ଼ ପରେ ଏହି ଖବର ଗୁଜବ ବୋଲି ଜଣାପଡିଥିଲା। ସିଆରପିଏଫ ଦୁଇ ବିମାନକୁ କଡ଼ାକଡ଼ି ଯାଞ୍ଚ କରିବା ପରେ ଏହା ସ୍ପଷ୍ଟ କରିଛି।...

karnataka
୧୩ ବିଧାୟକଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ ଘନେଇଲା ରାଜନୈତିକ ସଙ୍କଟ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ପାଇଁ ସଙ୍କଟ ଘନେଇବାରେ ଲାଗିଛି। ଯେକୌଣସି ମୁହୂର୍ତ୍ତରେ କିଛି ବି ହଇଚଇ ସୃଷ୍ଟି ହୋଇପାରେ। ଗତକାଲି କଂଗ୍ରେସର ୧୦ଜଣ, ଜେଡିଏସ୍‌ର ୩ଜଣ ବିଧାୟକ ଇସ୍ତଫା ଦେବା ପରେ ଏବେ ମେଣ୍ଟ ସରକାରର ଭବିଷ୍ୟତ ନେଇ ସଙ୍କଟ ଦେଖାଦେଇଛି। ଏଣେ ଇସ୍ତଫା ଦେଇଥିବା...

aprajita
ଆଇଆଇଏଫ୍‌ଟି ପ୍ରତିଷ୍ଠା ଲାଗି ମାଗଣା ଜମି ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱରରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଫରେନ୍‌ ଟ୍ରେଡ୍‌ (ଆଇଆଇଏଫ୍‌ଟି) ପ୍ରତିଷ୍ଠା ଲାଗି ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ମାଗଣାରେ ୫ ଏକର ଜମି ଓ ଭିତ୍ତିଭୂମି ପାଇଁ ୫ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି।...

puri
ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି

ପୁରୀ: ମାଉସୀ ବାଡ଼ିରେ ତିନି ଦିଅଁଙ୍କର ଆଜି ବନକ ଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଆଡ଼ପ ମଣ୍ଡପରେ ବନକ ଲାଗି ହେବ। ଏଣୁ ରାତି ୯ଟା ପରଠାରୁ ଆଜି ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ବନକ ଲାଗି ନୀତି...

hasin
ପୁଲିସ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଶାମିଙ୍କ ପତ୍ନୀ

ନୂଆଦିଲ୍ଲୀ: ପୂର୍ବରୁ କ୍ରିକେଟର ମହମ୍ମଦ ଶାମିଙ୍କୁ ମନଇଚ୍ଛା ଗାଳି ଗୁଲଜ କରୁଥିବା ପତ୍ନୀ ହସିନ ଜାହାନ ଏବେ ପୁଲିସ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅମରୋହା ପୁଲିସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କୁ ଅମରୋହା ପୁଲିସ୍‌ର ୫ ଜଣ ଅଧିକାରୀ ମଧ୍ୟରାତ୍ରିରେ...

salepur
ରାସ୍ତା ପାଇଁ ଖୋଳି ଦେଲେ କେନାଲ, ଚାଷ ଜମିକୁ ମାଡ଼ୁନି ପାଣି

ଭୁବନେଶ୍ୱର: ଗମନାଗମନର ସୁବିଧା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଗଲା। ହେଲେ ଏହି ରାସ୍ତାକୁ ଲାଗିଥିବା ଜଳସେଚନ ବିଭାଗର କେନାଲକୁ ବି ଖୋଳି ଦିଆଗଲା। ଏଭଳି ଭାବେ ଖୋଳି ଦିଆଗଲା ଯେ,  କେନାଲରେ ପାଣି ଆସିଲେ ବି ଚାଷୀ ଏହାର ଫାଇଦା ପାଇ ପାରୁ...

terror attack
ଭାରତରେ ପୁଣି ବଡ଼ ଧରଣର ଆକ୍ରମଣ ଯୋଜନା କରୁଛନ୍ତି ପାକ୍ ଆତଙ୍କୀ !

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପୁଣି ଥରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ। ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ କହିଛି। ଗୁଇନ୍ଦା ବିଭାଗର ସୂଚନା ଅନୁସାରେ, ପାକିସ୍ତାନୀ ଆତଙ୍କବାଦୀ  ଜାତୀୟ ରାଜପଥରେ ସ୍ନାଇପର ଗନ୍‌ରେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ...

pak
ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ପରେ ଆଇସିସିକୁ ଦୋଷ ଦେଲା ପାକିସ୍ତାନ

ଲଣ୍ଡନ: ଚଳିତ ବିଶ୍ୱକପ୍‌ ସେମିଫାଇନାଲ୍‌କୁ ଯିବାର ଯୋଗ୍ୟତା ଅର୍ଜନ କରିବାରେ ପାକିସ୍ତାନ ବିଫଳ ହୋଇଛି। ଗତକାଲି ବାଂଲାଦେଶକୁ ପାକିସ୍ତାନ ହରାଇ ଥିଲେ ହେଁ ନେଟ୍‌ ରନ୍‌ ରେଟ୍‌ କାରଣରୁ ଦଳକୁ ୫ମ ସ୍ଥାନରେ ରହିବାକୁ ପଡ଼ିଛି। ଏବେ ପାକିସ୍ତାନ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ପରେ ଦଳର କୋଚ୍‌ ମିକି...

jadeja
ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଜାଡେଜା‌ଙ୍କୁ ସଫଳତା

ଲିଡ୍ସ: ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ରବୀନ୍ଦ୍ର ଜାଡେଜା ଆରମ୍ଭରୁ ନିଜର ଜଲୱା ଦେଖାଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଜାଡେଜା ନିଜର ପ୍ରଥମ ଓଭର୍‌ର ୪ର୍ଥ ବଲ୍‌ରେ ହିଁ ସଫଳତା ପାଇଛନ୍ତି। ସେ ଏକ ଚମତ୍କାର ବଲ୍‌ରେ ବିସ୍ଫୋରକ କୁଶଲ ମେଣ୍ଡିସଙ୍କୁ ଧୋନିଙ୍କ ହାତରେ ଷ୍ଟମ୍ପିଂ କରି ଦେଇଛନ୍ତି।...

tv anchor
ଟିଭିରେ ଲାଇଭ୍‌ ପ୍ରୋଗ୍ରାମ ଚାଲିଥିବା ବେଳେ ଭୂକମ୍ପ ଭୟରେ ଡେସ୍କ ତଳେ ଲୁଚିଗଲେ ଆଙ୍କର୍

ଲସ୍‌ ଏଞ୍ଜେଲେସ: ଟିଭି ଷ୍ଟୁଡିଓରେ ପ୍ରୋଗ୍ରାମ ଚାଲିଥିବା ବେଳେ ହଠାତ୍‌ ଭୂମିକମ୍ପ ହେବାରୁ ଭୟରେ ଡେସ୍କ ତଳେ ଲୁଚିଗଲେ ଉପସ୍ଥାପିକା(ଆଙ୍କର୍ )। ଆଜ୍ଞା ହଁ ତା’ ବି ପୁଣି ଅଗଣିତ ଦର୍ଶକଙ୍କ ଆଗରେ। ଲସ୍‌ ଏଞ୍ଜେଲେସ୍‌ରେ ଏକ ଟିଭି ଚ୍ୟାନେଲ୍‌ରେ ସିଧା ପ୍ରସାରଣ ଚାଲିଥିବା ବେଳେ ଏହି ଘଟଣା ଦେଖିବାକୁ...

representational image
ଶିକ୍ଷୟିତ୍ରୀଙ୍କୁ ନିଶା ଦେଇ ପ୍ରିନ୍ସିପାଲଙ୍କ ଦୁଷ୍କର୍ମ!

ନୂଆଦିଲ୍ଲୀ: ସ୍କୁଲ୍‌ କ୍ୟାମ୍ପସରେ ଜଣେ ପ୍ରିନ୍ସିପାଲଙ୍କ ଜଘନ୍ୟକାଣ୍ଡ ସାମ୍ନାକୁ ଆସିଛି। ଦିଲ୍ଲୀର ଜାସୋଲା ଠାରେ ଥିବା ଏକ ସ୍କୁଲ୍‌ର ପ୍ରିନ୍ସିପାଲ ଜଣେ ଶିକ୍ଷୟିତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପବିତ୍ର ଶିକ୍ଷାନୁଷ୍ଠାନରେ ହିଁ ଏଭଳି ଘଟଣା ଘଟିଛି। ପୁଲିସ୍‌ ସଂପୃକ୍ତ ପ୍ରିନ୍ସିପାଲଙ୍କୁ ଗିରଫ କରିଛି। ଶିକ୍ଷୟିତ୍ରୀ...

kumar swammy
କର୍ଣ୍ଣାଟକ ମେଣ୍ଟ ସରକାରକୁ ଜବରଦଦସ୍ତ ଝଟ୍‌କା; ୮ ‍ବିଧାୟକ ଦେଲେ ଇସ୍ତଫା

ବେଙ୍ଗାଲୁରୁ: କର୍ଣ୍ଣାଟକ ମେଣ୍ଟ ସରକାରକୁ ଜବରଦଦସ୍ତ ଝଟ୍‌କା। ଉଭୟ ଜେଡିଏସ୍‌ ଏବଂ କଂଗ୍ରେସର ମୋଟ୍ ୮ ଜଣ ବିଧାୟକ ବିଧାନସଭାରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ବାଚସ୍ପତିଙ୍କୁ ଏହି ୮ ବିଧାୟକ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । କିନ୍ତୁ ବାଚସ୍ପତି ନ ଥିବାରୁ ଇସ୍ତଫା ଗ୍ରହଣ ହୋଇ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।