• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

oppo
ଜାଣନ୍ତୁ କେବେଠୁ ଭାରତୀୟ ବଜାରରେ ମିଳିବ Oppo K3 ଫୋନ୍‌

ନୂଆଦିଲ୍ଲୀ: Oppo ଏହାର ନୂଆ ସ୍ମାର୍ଟ ଫୋନ୍‌ Oppo K3 ଭାରତରେ ଲଞ୍ଚ୍‌ କରି ସାରିଛି।  ଜୁଲାଇ ୨୩ରୁ ଭାରତୀୟ ବଜାରରେ ଏହି ଫୋନ୍‌ର ବିକ୍ରି ଆରମ୍ଭ ହେବ। ଫାଷ୍ଟ୍‌ ଚାର୍ଜିଂ ପାଇଁ ଏହି ସ୍ମାର୍ଟ ଫୋନ୍‌ରେ VOOC 3.0 ସପୋର୍ଟ ରହିଛି। ଭାରତରେ Oppo ର ଏହି ନୂଆ ସ୍ମାର୍ଟ...

rourkela
ଜମି ଅଧିଗ୍ରହଣ ବେଳେ ଉତ୍ତେଜନା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ଆପ୍ରୋଚ୍ ରୋଡ୍ ପାଇଁ ଆଜି ଦଣ୍ଡିଆପାଲିରେ ଜମି ଅଧିଗ୍ରହଣ କାମ ଚାଲିଥିଲା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଧିକ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଜମି ଅଧିଗ୍ରହଣକୁ ବିରୋଧ କରିଥିଲେ। ଫଳରେ ପୁଲିସ୍‌ ୧୧ ଜଣ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି।...

rail engine
ନୟାଗଡ଼ରୁ ମହିପୁର ଷ୍ଟେସନ୍ ପର୍ଯ୍ୟନ୍ତ ଗଡ଼ିଲା ରେଳ ଇଞ୍ଜିନ୍‌

ଭୁବନେଶ୍ୱର: ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ। ପୂର୍ବରୁ ଖୋର୍ଦ୍ଧାରୁ ନୟାଗଡ଼ ପର୍ଯ୍ୟନ୍ତ ନିୟମିତ ଟ୍ରେନ୍‌ ଚଳାଚଳ କରିଥିବା ବେଳେ ଆଜି ନୟାଗଡ଼ରୁ ମହିପୁର ଷ୍ଟେସନ୍ ପର୍ଯ୍ୟନ୍ତ ରେଳ ଇଞ୍ଜିନ ଗଡ଼ିଛି। ନବନିର୍ମିତ ଏହି ୧୨ କିଲୋମିଟର ରେଳ ଟ୍ରାକ୍ ଉପରେ ପରୀକ୍ଷାମୂଳକ ଭାବେ ଇଞ୍ଜିନ ଗଡ଼ିଛି। ପୂର୍ବତଟ...

electric bus
ଏଣିକି ଓଡ଼ିଶାରେ ଗଡ଼ିବ ଇଲେକ୍ଟ୍ରିକ୍‌ ବସ୍

ଭୁବନେଶ୍ୱର: ପ୍ରଦୂଷଣ ରୋକିବାକୁ ରାଜ୍ୟର ତିନି ପ୍ରମୁଖ ସହରରେ ଇଲେକ୍ଟ୍ରିକ୍‌ ବସ୍ ଗଡ଼ିବ। ଭୁବନେଶ୍ୱର, କଟକ ଓ ପୁରୀରେ ଏହି ବସ୍ ଚଳାଚଳ କରିବ। ଏଥିପାଇଁ ବିଭିନ୍ନ ଷ୍ଟେକ୍‌ ହୋଲ୍‌ଡରଙ୍କ ମଧ୍ୟରେ ଏମଓୟୁ ବଣ୍ଟନ କରାଯାଇଥିବା ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା...

assembly
ବିଧାନସଭା ଶୂନ୍ୟ କାଳରେ ଉଠିଲା ‘ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ’ ଦୁର୍ନୀତି

ଭୁବନେଶ୍ୱର: ‘ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ’ ଦୁର୍ନୀତି ପ୍ରସଙ୍ଗକୁ ଆଜି ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଉଠାଇଛନ୍ତି। ଶୂନ୍ୟ କାଳରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଖଦି ସାମଗ୍ରୀ କିଣାବିକା ଓ ମହୁଚାଷ ପ୍ରଶିକ୍ଷଣରେ ବ୍ୟାପକ ଅନିୟମିତତା ହୋଇଥିବା ସେ ଦର୍ଶାଇଛନ୍ତି। ଏଥିସହ ସେ...

accident
ଟ୍ରକ୍‌ ସହ ଧକ୍କା ହେଲା କାର୍‌; ଚାଲିଗଲା ୯ ଛାତ୍ରଙ୍କ ଜୀବନ

ପୁନେ: ମହାରାଷ୍ଟ୍ର ପୁନେ ନିକଟରେ ପୁନେ-ସୋଲାପୁର ହାଇୱେରେ ଏକ କାର୍‌ ଟ୍ରକ୍‌ ସହ ଧକ୍କା ହେବା ଫଳରେ ୯ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ମିନିଟ୍‌ ବେଳେ ଏହି ଦୁର୍ଘଟଣା ଘଟିଥିଲା। ମୃତକଙ୍କ ବୟସ ୧୯ ବର୍ଷରୁ ୨୩ ବର୍ଷ ଭିତରେ...

viral video
୨ ଯୁବତୀଙ୍କ ଭିଡିଓ ଭାଇରାଲ ଘଟଣା: ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଏସ୍‌ପି

ଝାରସୁଗୁଡ଼ା: ସମ୍ବଲପୁର କୁଚିଣ୍ଡା ଅଞ୍ଚଳରେ ଦୁଇ ଯୁବତୀଙ୍କ ଭିଡିଓ ଭାଇରାଲ ଘଟଣାରେ ଅଭିଯୋଗ ହେଲେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଝାରସୁଗୁଡ଼ା ଏସ୍‌ପି କହିଛନ୍ତି। ଏହି ଘଟଣାକୁ ନେଇ ଯଦି ପୀଡ଼ିତାଙ୍କ ପକ୍ଷରୁ ଅଭିଯୋଗ କରାଯାଏ ତେବେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି...

blast
ସ୍କୁଲ୍‌ରେ ବିସ୍ଫୋରଣ; ୨ ଛାତ୍ର ଗୁରୁତର

ଆସିକା (ମନୋଜ ମୁନି): ସ୍କୁଲ୍‌ରେ ବିସ୍ଫୋରଣ ଘଟି ଦୁଇ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍‌ ମାଗୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି। ଆହତ ଛାତ୍ରଦ୍ୱୟ ହେଲେ ରାଜା ନାୟକ ଓ ଚନ୍ଦନ ସ୍ୱାଇଁ। ସେମାନଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।...

student
ସ୍କୁଲରେ ପାଣି ନ ଥିବାରୁ ପୋଖରୀକୁ ଯାଇଥିଲେ, କାମୁଡ଼ି ଦେଲା ସାପ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ୍‌ ରାମସାହି ଆଶ୍ରମ ସ୍କୁଲର ଜଣେ ଛାତ୍ରଙ୍କୁ ସାପ କାମୁଡ଼ି ଦେଇଛି। ତାଙ୍କ ନାଁ ବିଶ୍ୱନାଥ କେରାଇ। ସେ ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି। ସୂଚନା ଅନୁସାରେ, ସ୍କୁଲରେ ପାଣି ନ ଥିବାରୁ ବିଶ୍ୱନାଥ ନିକଟସ୍ଥ ପୋଖରୀକୁ ଯାଇଥିଲେ। ସେଠାରେ ପୋଖରୀରେ ତାଙ୍କୁ ଏକ...

patkura vote
ପାଟକୁରା ଭୋଟ୍‌: ଚିର୍‌କୁଟିକୁ ନେଇ ଏଜେଣ୍ଟ-ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରେ ଧସ୍ତାଧସ୍ତି

ପାଟକୁରା: ପାଟକୁରା ବିଧାନସଭା ଆସନ ଲାଗି ଆଜି ମତଦାନ ଚାଲିଛି। ତେବେ ଭୋଟ୍ ଗ୍ରହଣ ବେଳେ ଏକ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। କିଣିଲୋର ୩୦୭ ନମ୍ବର ବୁଥ୍‌ରେ ଚିର୍‌କୁଟିକୁ ନେଇ ଏଜେଣ୍ଟ ଓ ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଫଳରେ ଘଟଣାସ୍ଥଳରେ...

rain
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ରାଜ୍ୟର କିଛି ଜିଲ୍ଲାରେ ଝଡ଼ତୋଫାନ ସହ ବଜ୍ରପାତ ମଧ୍ୟ ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, କେନ୍ଦୁଝର, ବାରିପଦା। ଏନେଇ ଭୁନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ...

accident
ରାସ୍ତା କଡ଼ ଡ୍ରେନ୍ ଉପରେ ବସିଥିବା ବେଳେ ଚଢ଼ିଗଲା ଟ୍ରକ୍‌

ତେଲକୋଇ: ରାସ୍ତା କଡ଼ରେ ଥିବା ଡ୍ରେନ୍ ଉପରେ ବସିଥିବା ବେଳେ ମିନି ଟ୍ରକ୍‌ ଚଢ଼ି ଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଖକନ କୁମାର ସାହୁ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କତରାପାଲି ଗାଁରେ। ଗତକାଲି ରାତିରେ ଏହି ଅଭାବନୀୟ ଘଟଣା...

representational image
ଥାନାରେ ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡିହି ଥାନାରେ ଜଣେ ଅଭିଯୁକ୍ତଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲାର ଜଣେ ନାବାଳିକାଙ୍କୁ କିଣିଥିବା ଅଭିଯୋଗରେ ପୁଲିସ୍‌ ମଧ୍ୟପ୍ରଦେଶର ସୁନୀଲ ଲୋଧୀଙ୍କୁ ଗିରଫ କରିଥିଲା। ଗତକାଲି ଧାରୁଆଡିହି ଥାନା ହେପାଜତରେ ଥିବା ବେଳେ ସୁନୀଲଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ବେକରେ...

soro
ପୁଲିସ୍‌କୁ ଚକ୍‌ମା ଦେଖାଇ ଛୁ ମାରିଲା ଲୁଟେରା

ସୋର: ପୁଲିସ୍‌କୁ ଚକ୍‌ମା ଦେଖାଇ ଛୁ ମାରିଲା ଲୁଟେରା। ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହୀରା ଓ ସୁନା ଅଳଙ୍କାର ଲୁଟିଥିବା ଜଣେ ଲୁଟେରା ଦିଲ୍ଲୀ ପୁଲିସ୍‌କୁ ଚକ୍‌ମା ଦେଇ ବାଲେଶ୍ୱର ଷ୍ଟେସନରୁ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ରଘୁନାଥପୁର...

kumarswami
କର୍ଣ୍ଣାଟକ ରାଜନୈତିକ ସଙ୍କଟ: ଆସନ୍ତା ୨୨ରେ ହୋଇପାରେ ଆସ୍ଥା ଭୋଟ୍

ବେଙ୍ଗାଲୁରୁ: କର୍ଣ୍ଣାଟକ ନାଟକର କେବେ ପଡ଼ିବ ଯବନିକା? ଆସ୍ଥା ଭୋଟ୍‌ ପାଇଁ ତିନି ତିନି ଥର ରାଜ୍ୟପାଳଙ୍କ ଡେଡ୍‌ଲାଇନକୁ ବେଖାତିର କରି ‌ଆସନ୍ତା ସୋମବାର ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି ରଖିଛନ୍ତି। ବାଚସ୍ପତିଙ୍କ ମୁଲତବି ଘୋଷଣା ପରେ କୁମାରସ୍ୱାମୀ ସରକାରଙ୍କୁ ୨ ଦିନିଆ ଆଶ୍ୱସ୍ତି ମିଳିଥିବା ବେଳେ ଆସନ୍ତା...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।