• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

security forces
ଭାରତ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାଗରେ ବିଳିବିଳାଉଥିବା ପାକିସ୍ତାନ ଏବେ ଭାରତ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର କରୁଛି। ଭାରତର ଛବିକୁ ବିଶ୍ୱ ଦରବାରରେ ମଳିନ କରିବା ପାଇଁ ଇମ୍ରାନ୍‌ ଖାନ୍‌ ସରକାର ଅପପ୍ରଚାର କରିବା ଆରମ୍ଭ କରିଛନ୍ତି। ଏଥିପାଇଁ ପାକ ଅଧିକୃତ କାଶ୍ମୀର ଉପରେ ବନ୍ଧୁକ...

pan masala
ଏହି ସ୍ଥାନରେ ବ୍ୟାନ୍‌ ହେଲା ପାନ ମସଲା

ପାଟନା: ମଦ ପରେ ଏବେ ବିହାର ସରକାର ପାନ ମସଲା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯେଉଁ ପାନ ମସଲାରେ ଅଧିକ ପରିମାଣର ମାଗ୍ନେସିୟମ କାରବୋନେଟ୍‌ ରହିଛି, ସେଗୁଡ଼ିକର ବିକ୍ରି, ନିର୍ମାଣ ଓ ବିତରଣ ଉପରେ ବିହାର ସରକାର ରୋକ ଲଗାଇଛନ୍ତି। ବିହାରର ଫୁଡ୍‌ ଓ ସେଫ୍ଟି ବିଭାଗ ବିଭିନ୍ନ...

ranu
ଆଉ ଏକ ଗୀତ ଗାଇଲେ ରାନୁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ରାନାଘାଟ ରେଲୱେ ଷ୍ଟେସନ୍‌ରେ ଗୀତ ଗାଇ ସୋଶାଲ୍‌ ମିଡିଆରେ ରାତାରାତି ସୁପର୍‌ଷ୍ଟାର୍‌ ହୋଇଥିବା ରାନୁ ମଣ୍ଡଳ ଗୋଟିଏ ପରେ ଗୋଟିଏ ସଫଳତାର ସିଡ଼ି ଚଢ଼ିବାରେ ଲାଗିଛନ୍ତି। ନିକଟରେ ସେ ହିମେଶ ରେଶମିଆଁଙ୍କ ଫିଲ୍ମ ‘ହାପି ହାର୍‌ଡି ଆଣ୍ଡ୍‌ ହୀର୍‌’ରେ ‘ତେରୀ ମେରୀ କାହାନୀ’ ଗୀତ ରେକର୍ଡ...

pm modi
ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ଶଶି ଥରୁର

ନୂଆଦିଲ୍ଲୀ: ସପ୍ତାହକ ପରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ସାଂସଦ ଶଶି ଥରୁର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ୟ ଭାଷା ଶିଖିବା ଚ୍ୟାଲେଞ୍ଜକୁ ସାଂସଦ ଶଶି ଥରୁର ଗ୍ରହଣ କରିଛନ୍ତି। ଶଶି ଥରୁର କହିଛନ୍ତି, ଏଥର ସେ ପ୍ରତ୍ୟେକ ଦିନ ହିନ୍ଦୀ, ଇଂରାଜୀ ଏବଂ...

bbsr
ଭୁବନେଶ୍ୱରର ଏହି ସବୁ ବସ୍‌ ଷ୍ଟପ୍‌ ହେଲା ସ୍ଥାନାନ୍ତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଆଚାର୍ଯ୍ୟ ବିହାର, ବାଣୀବିହାର ଓ ଜୟଦେବ ବିହାର ଓଭରବ୍ରିଜ ପ୍ରାରମ୍ଭରେ ଥିବା ବସ୍ ଷ୍ଟପ୍‌ ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ବେଆଇନ୍‌ ବସ୍ ଷ୍ଟପ୍‌ ପାଇଁ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟାରୁ ମୁକ୍ତି ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ...

odisha
‘ଜିନ୍‌ ହ୍ୱା’ ଜାହାଜ ମାଲିକଙ୍କୁ ନୋଟିସ୍‌

କୃଷ୍ଣପ୍ରସାଦ: ରାଜହଂସରେ ଲାଗିଥିବା ଜିନ ହ୍ୱା ଜାହାଜ ମାଲିକଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ୨ ଦିନ ମଧ୍ୟରେ ଜାହାଜରୁ ତେଲ ବାହାର କରିବା ସହ  ୭ ଦିନ ମଧ୍ୟରେ ସମୁଦ୍ର କୂଳ ଛାଡ଼ିବାକୁ ନୋଟିସରେ ଉଲ୍ଲେଖ ରହିଥିବା ଜଣାପଡ଼ିଛି। ୨୦ରୁ ଅଧିକ ଦିନ...

puri
ଏମାର ମଠରେ ଭୂତଳ ଘର !

ପୁରୀ: ପୁରୀରେ ଏମାର ମଠ ଉଚ୍ଛେଦ ବେଳେ ଏକ ଭୂତଳ ଘର ଠାବ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି। ସ୍ଥାନୀୟ ଲୋକେ ଏହାକୁ ଭୂତଳ ଘର କହୁଥିବା ବେଳେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୁରୀର ପୁରୁଣା ମଠ ମଧ୍ୟରେ ରହିଛି...

odisha
ମହଙ୍ଗା ପଡ଼ିଲା ଥାର୍ଡ ଡିଗ୍ରୀ: ବିଚ୍‌ ରାସ୍ତାରେ ଯୁବକଙ୍କୁ ମାଡ଼ ମାରି କନଷ୍ଟେବଲ୍‌ ନିଲମ୍ୱିତ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ମହଙ୍ଗା ପଡ଼ିଲା ବିଚ୍ ରାସ୍ତାରେ ଯୁବକଙ୍କୁ କନଷ୍ଟେବଲ୍‌ଙ୍କ ମାଡ଼ ମାରିବା ଘଟଣା। ସୋଶାଲ ମିଡିଆରେ ଏନେଇ ଏକ ଭିଡିଓ ଭାଇରାଲ୍ ହେବା ପରେ ଉକ୍ତ କନଷ୍ଟେବଲ୍‌ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ବୌଦ୍ଧ ଏସ୍‌ପି ସୂଚନା ଦେଇଛନ୍ତି। ଘଟଣାଟି ବୌଦ୍ଧ ଅଞ୍ଚଳର। ଗତକାଲି ସହରର କିଛି...

Capture 8
ସମୁଦ୍ର ଦେଇ ଭାରତକୁ ଅନୁପ୍ରବେଶ କରିପାରନ୍ତି ପାକିସ୍ତାନୀ କମାଣ୍ଡୋ, ଆତଙ୍କବାଦୀ

ନୂଆଦିଲ୍ଲୀ: ଗୁଜରାଟରେ ସାଂପ୍ରଦାୟିକ ହିଂସା ତଥା ଆତଙ୍କବାଦ ଆକ୍ରମଣର ଯୋଜନା କରୁଛି ପାକିସ୍ତାନ। ସମୁଦ୍ର ପଟେ ପାକିସ୍ତାନର କମାଣ୍ଡୋ କିମ୍ବା ଆତଙ୍କବାଦୀମାନଙ୍କୁ ଭାରତକୁ ଅନୁପ୍ରବେଶ କରାଇବା ନେଇ ପାକିସ୍ତାନ ଯୋଜନା ଚଲାଇଛି। ପାକିସ୍ତାନର ଏହି ତାଲିମପ୍ରାପ୍ତ କମାଣ୍ଡୋ କିମ୍ବା ଅଆତଙ୍କବାଦୀମାନେ ଛୋଟ ଛୋଟ ଡଙ୍ଗା ମାଧ୍ୟମରେ ସମୁଦ୍ର ପଥ...

jaga-kalia-2
୭ରେ ଓଡ଼ିଶା ପହଞ୍ଚିବେ ଜଗା,କାଳିଆ

ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ଓଡ଼ିଶାରେ ପହଞ୍ଚିବେ ଜଗା, କାଳିଆ। ୬ ତାରିଖ ଦିନ ସେମାନେ ବାପାମା’ଙ୍କ ସହିତ ରାଜଧାନୀ ଏକ୍ସପ୍ରେସ୍‌ରେ ଦିଲ୍ଲୀରୁ ବାହାରିବେ। ୭ ତାରିଖ ଦିନ ସେମାନେ କଟକରେ ପହଞ୍ଚିବେ। ଜଗା,କାଳିଆଙ୍କ ସହିତ ଏମ୍‌ସ ଡାକ୍ତର ଏବଂ ଓଡ଼ିଶା ଭବନ କର୍ମଚାରୀ ବି ଆସିବେ। ଦିଲ୍ଲୀ...

question paper evaluators
ପ୍ରଶ୍ନପତ୍ର ପ୍ରସ୍ତୁତ ଓ ଖାତା ମୂଲ୍ୟାୟନ କରୁଥିବା ଅଧ୍ୟାପକଙ୍କ ପାଉଣା ବଢ଼ିବ

ଭୁବନେଶ୍ୱର: ପ୍ରଶ୍ନପତ୍ର ପ୍ରସ୍ତୁତ ଓ ଖାତା ମୂଲ୍ୟାୟନ କରୁଥିବା ଅଧ୍ୟାପକଙ୍କ ପାଉଣା ବଢ଼ିବ। ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ନେବାକୁ ଯାଉଛି। ଏହି କ୍ରମରେ ଯୁକ୍ତ ୩ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ...

water tank
ପାରା ଧରିବାକୁ ଯାଇ ପାଣି ଟାଙ୍କିରେ ଖସି ପଡ଼ିଲେ ନାବାଳକ

ରାଉରକେଲା: କଥାରେ ଅଛି, ରଖେ ହରି ତ ମାରେ କିଏ।। ପାରାକୁ ଧରିବା ପାଇଁ ଜଣେ ନାବାଳକ ଅଜାଣତରେ ୨ ଦିନ ପୂର୍ବେ ପାଣି ଟାଙ୍କି ଭିତରେ ଖସି ପଡ଼ିଥିଲେ। ଶେଷରେ ନାବାଳକଙ୍କୁ ସୁରକ୍ଷିତ ଭାବରେ ଉକ୍ତ ପାଣି ଟାଙ୍କିରୁ ଉଦ୍ଧାର କରାଯାଇଛି। ଏବେ ନାବାଳକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।