• translate
Prangyan Parimita

Prangyan Parimita

Editor

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by Prangyan Parimita

 Boy Killed In Leopard Attack Near Chhattisgarh Temple
ନବରଙ୍ଗପୁରରୁ ଛତିଶଗଡ଼ ବୁଲିବାକୁ ଯାଇଥିଲେ, ୬ ବର୍ଷର ପିଲାକୁ ଝାମ୍ପିନେଲା ବାଘ

୬ ବର୍ଷର ପିଲାକୁ ବାଘ ନେଇଗଲା । ଛତିଶଗଡ଼ ସିହାୱା ଶୀତଳା ମନ୍ଦିର ଯାଇଥିଲା ବେଳେ ଏପରି ଅଘଟଣ ଘଟିଛି । ପରିବାର ସହ ବୁଲିବାକୁ ଯାଇଥିଲା ବେଳେ ପିଲାକୁ ବାଘ ଝାମ୍ପିନେଇଥିବା ସୂଚନା ମିଳିଛି

gopinath
ରୋଗଶଯ୍ୟାରେ ଭେଣ୍ଡିଆ ପୁଅ : ସାହାଯ୍ୟ କରିବାକୁ ଗୁହାରୀ କରୁଛି ଦୁଃଖିନୀ ମା’

ଆନନ୍ଦପୁର ଉପଖଣ୍ଡ ହରିଡାପାଳ ପଞ୍ଚାୟତ ପାଇକଚାଟ୍ରା ଗାଁର ଦୁଖୀ ଗରିବ ଅସହାୟ ଗୋପୀନାଥ। ବାପା ଉଦୟନାଥ ରାଉତ ଓ ସାବିତ୍ରୀଙ୍କ ଏକମାତ୍ର ସନ୍ତାନ । ଅଭାଵ ଅନାଟନରେ ବଢିଥିବା ଏହି ପୁଅ ରୋଜଗାର ପାଇଁ ଦିନେ ଦାଦନ ଶ୍ରମିକ ସାଜି ବାହାର ରାଜ୍ୟକୁ ପଳାଇଥିଲା । ବାପାମା’ଙ୍କୁ ଶେଷ...

uttar pradesh
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ବିଷ ଖାଇଲେ ଯୁବକ : ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ୟୁପିର ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଆତ୍ମହତ୍ୟା ଉଦ୍ୟମ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

covaxin
୨ରୁ ୧୮ ବର୍ଷ ବୟସର ଶିଶୁ ଓ କିଶୋରଙ୍କୁ କୋଭାକ୍ସିନ୍ ଟିକା !

ଭାରତକୁ ମିଳିଲା ପିଲାଙ୍କ କୋଭିଡ୍ ଟିକା । ୨ରୁ ୧୮ ବର୍ଷ ବୟସର ଶିଶୁ ଓ କିଶୋର ମାନଙ୍କୁ ଦିଆଯିବ କୋଭିଡ୍ ଟିକା । ଏନେଇ କୋଭାକ୍ସିନକୁ ଡିସିଜିଆଇ ଅନୁମତି ଦେଇଥିବା ସୂଚନା ମିଳିଛି । ଭରତ ବାୟୋଟେକ ଏବଂ ଆଇସିଏମଆର ମିଳିତ ଭାବେ କୋଭାକ୍ସିନ ଟିକା ପ୍ରସ୍ତୁତ...

Sameer Wankhede
ସମୀର ୱାଙ୍ଖଡେଙ୍କ ପଛରେ ପୋଲିସ୍ ? ମହାରାଷ୍ଟ୍ର ଡିଜିପିଙ୍କ ନିକଟରେ ଅଭିଯୋଗ କଲେ ସିଂଘମ୍ ଅଫିସର୍

ସିଂଘମ୍ ଅଫିସର୍ ସମୀର ୱାଙ୍ଖଡେଙ୍କ ପଛରେ ଗୁଇନ୍ଦାଗିରି କରୁଛି ପୋଲିସ୍ ? ମୁମ୍ବାଇର ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଦୁଇ ପୋଲିସ କର୍ମଚାରୀ ତାଙ୍କର ପିଛା କରୁଥିବା ଅଭିଯୋଗ କରିଛନ୍ତି

rakesh asthana
ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନାଙ୍କୁ ଆଶ୍ୱସ୍ତି : ନିଯୁକ୍ତିକୁ ଚ୍ୟାଲେଞ୍ଜ କରିଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ

ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥନାଙ୍କୁ ଆଶ୍ୱସ୍ତି । ଦିଲ୍ଲୀ ପୋଲିସ କମିଶନର ତଥା ଗୁଜୁରାଟର କ୍ୟାଡର ଆଇପିଏସ୍ ଅଧିକାରୀ ରାକେଶ ଆସ୍ଥାନାଙ୍କ ବିରୋଧରେ ବିଚାରାଧୀନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଏହି ଆବେଦନରେ ରାକେଶ ଆସ୍ଥାନାଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ଏବଂ ତାଙ୍କ...

Pratap-Jena
ଠିକା କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି, ପ୍ରଥମ ବର୍ଷରୁ ମିଳିବ ଅଧିକ ୫୦% ଦରମା

ଠିକା କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ହୋଇଛି । ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବ ବୋଲି ନିଷ୍ପତ୍ତି ହୋଇଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ସମସ୍ତ ଠିକା କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ...

ଅମିତାଭ୍ ବଚ୍ଚନ
ବୟସ ତାଙ୍କ ସମ୍ମୁଖରେ ହାର ମାନିଛି, ଛୋଟ ହେଉ କି ବଡ଼ ସବୁ ସ୍କ୍ରିନରେ ଅମିତାଭ ହିଟ୍

ଛୋଟ ହେଉ କି ବଡ଼, ସବୁ ପରଦାରେ ସେ ହିଟ୍ । ଦମଦାର ଭଏସ୍ ଓ ଜବରଦସ୍ତ ଆକ୍ସନ୍ ତାଙ୍କୁ ସମସ୍ତ ଭାରତୀୟଙ୍କ ହୃଦୟରେ ସ୍ଥାନ ଦେଇଛି । ଯେତେବେଳେ ସେ ନିଜର ପରିଚୟ ଦିଅନ୍ତି, ତାହା ଇତିହାସ ପାଲଟେ । ସେ ବିଗ୍ ବି, ସେହନସାହା,...

Uttarakhand minister Yashpal Arya and his son MLA Sanjeev Arya
ବିଜେପିକୁ ଝଟକା! ପୁଅ ସହ କଂଗ୍ରେସରେ ଯୋଗଦେଲେ ମନ୍ତ୍ରୀ ୟଶପାଲ ଆର୍ଯ୍ୟ

ବିଜେପିକୁ ବଡ଼ ଝଟକା । ’ପଦ୍ମ’ ଛାଡ଼ି ହାତ ଧରିଲେ ଦଳର ଟାଣୁଆ ନେତା । ଉତ୍ତରାଖଣ୍ଡରେ ରାତାରାତି ବଦଳିଗଲା ରାଜନୈତିକ ସମୀକରଣ । ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ୟଶପାଲ ଆର୍ଯ୍ୟ ଏବଂ ବିଧାୟକ ସଞ୍ଜୀବ ଆର୍ଯ୍ୟ ଭାରତୀୟ ଜନତା ପାର୍ଟି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି...

JCO) & four soldiers killed in action during a counter-terrorist operation
କଶ୍ମୀର ରଜୌରୀ ସେକ୍ଟରରେ ଆତଙ୍କୀ ଆକ୍ରମଣ : ୫ ଯବାନ୍ ସହିଦ୍

ପୁଣି ୫ ବୀର ପୁତ୍ରକୁ ହରାଇଲା ଦେଶ । କଶ୍ମୀର ରଜୌରୀ ସେକ୍ଟରର ପୀରପଞ୍ଜଲ ରେଞ୍ଜ ଅଞ୍ଚଳରେ ଆତଙ୍କୀ ଆକ୍ରମଣ ହୋଇଛ । ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ଏହି ଗୁଳି ବିନିମୟ ହୋଇଥିଲା । ଆଉ ଏଥିରେ ଜଣେ ଜେଏସଓଙ୍କ ସମେତ ୫ ଜଣ ଯବାନ୍ ସହିଦ୍...

Aryan Khan
କିଙ୍ଗ ଖାନଙ୍କ ପୁଅ ଆର୍ୟନଙ୍କୁ ଏବେ ନିସ୍ତାର ନାହିଁ, ବୁଧବାର ହେବ ଜାମିନ୍ ଆବେଦନ ଶୁଣାଣି

କିଙ୍ଗ ଖାନଙ୍କ ପୁଅ ଆର୍ୟନଙ୍କୁ ଏବେ ନାହିଁ ନିସ୍ତାର । ଡ୍ରଗ୍ସ ମାମଲାରେ ଫସିଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ମୁସ୍କିଲ ବଢ଼ିଲା । ବୁଧବାର ଦିନ ଆର୍ୟନଙ୍କ ଜାମିନ୍ ଆବେଦନର ଶୁଣାଣି ହେବ ।

Delhi Air Pollution
ରାଜଧାନୀରେ ବଢ଼ୁଛି ପ୍ରଦୂଷଣ, ଆଗାମୀ ତିନି ଦିନରେ ସାଂଘାତିକ ହୋଇପାରେ ସ୍ଥିତି

ପୁଣି ବଢ଼ିବ ଦିଲ୍ଲୀ ବାୟୁ ପ୍ରଦୂଷଣ । ଜାତୀୟ ରାଜଧାନୀରେ ପ୍ରଦୂଷଣ ସ୍ଥିତି ଦିନକୁ ଦିନ ଗମ୍ଭୀର ବୃଦ୍ଧି ପାଇବାରେ ଲାଗିଛି । ଚାରିଆଡେ ଧୂଳି ଧୂଆଁର ଆସ୍ତରଣ ପ୍ରଦୂଷଣର ମାତ୍ରା ଏମିତି ସାଂଘାତିକ ସ୍ଥିତିରେ ପହଞ୍ଚିଛି । ଦିନରେ ମୁହଁକୁ ମୁହଁ ଦିଶୁନି । ବର୍ତ୍ତମାନ ସମୟରେ...

RSS chief Mohan Bhagwat
'ବିବାହ ପାଇଁ ଧର୍ମ ପରିବର୍ତ୍ତନ କରୁଥିବା ହିନ୍ଦୁମାନେ ଭୁଲ କରୁଛନ୍ତି' : ଆରଏସ୍‌ଏସ୍‌ ମୁଖ୍ୟ

ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଆଦୌ ଠିକ୍ ନୁହେଁ । ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ୍ ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ପୁଣି ଥରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଛୋଟ ଛୋଟ ସ୍ୱାର୍ଥ ସାଧନ ଏବଂ ବିବାହ ଉଦ୍ଦେଶ୍ୟରେ ପୁଅ ଓ ଝିଅମାନେ...

13th round of military-level talks
ସଫଳ ହେଲାନି ଆଲୋଚନା : ପୁଣି ନିଜର ଅସଲ ରୂପ ଦେଖାଇଲା ଏବଂ କୌଣସି ପ୍ରସ୍ତାବରେ ରାଜି ହେଲାନି ଚୀନ୍

ସଫଳ ହେଲାନି ୧୩ ତମ ଭାରତ-ଚୀନ୍ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ । ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ଦେଖାଦେଇଥିବା ବିବାଦର ସମାଧାନ ହୋଇପାରିଲା ନାହିଁ । କୌଣସି ପ୍ରସ୍ତାବରେ ରାଜି ହେଲା ନାହିଁ ପଡ଼ୋଶୀ ଦେଶ ଚୀନ୍ । ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା...

Balloon Hospital
ବେଲୁନରେ ନିର୍ମିତ ସ୍ୱତନ୍ତ୍ର ହସ୍ପିଟାଲ୍ : ପବନ, ପାଣି କିମ୍ବା ନିଆଁ ଦ୍ୱାରା ପ୍ରଭାବିତ ହେବନି . . . .

କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ତିଆରି ହୋଇଛି ସ୍ୱତନ୍ତ୍ର ହସ୍ପିଟାଲ । ଦେଢ଼ କୋଟି ଟଙ୍କା ଖର୍ଚ୍ଚରେ ମାତ୍ର ୨୦ ଦିନ ଭିତରେ ଠିଆ ହୋଇଛି ଏହି ଅତ୍ୟାଧୁନିକ ମେଡିକାଲ । ଶୁଣିବାକୁ ଅଜବ ଲାଗୁଥିଲେ ବି ଦେଖିଲେ ଆଖି ଲାଖିଯିବ

Narendra Modi,Amit Shah
”ସରକାର ଚଳାଇବା ପାଇଁ ନୁହେଁ, ଦେଶକୁ ବଦଳାଇବା ଉଦ୍ଦେଶ୍ୟରେ ସତ୍ତାକୁ ଆସିଥିଲେ ମୋଦି’

ମୋଦି ଜଣେ ସର୍ବୋତ୍ତମ ଗଣତାନ୍ତ୍ରିକ ନେତା । ସରକାର ଚଳାଇବା ପାଇଁ ନୁହେଁ, ଦେଶ ବଦଳାଇବା ଉଦ୍ଦେଶ୍ୟରେ ସତ୍ତାକୁ ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଦି ଚଳିତ ସପ୍ତାହରେ ଜନସେବାରେ ତାଙ୍କର ୨୦ ବର୍ଷ ପୂରଣ କରିଛନ୍ତି । ଏହାସହ ମୋଦିଙ୍କୁ ତାନାଶାହା କହୁଥିବା ଲୋକଙ୍କୁ କଡ଼ା...

Old Mother Beaten By Her Own Son
”ପୁଅବୋହୂ ପିଟିଲେ, ମନକୁ ବାଧୁଛି ବାବୁ’ ! ମରିବା ପର୍ଯ୍ୟନ୍ତ ଘରକୁ ଫେରିବିନି କହି ବାହୁନି କାନ୍ଦୁଛି ବୁଢ଼ୀ ମା’

’ଖାଇବାକୁ ଦେଲେନି । ପିଠିରେ ପିଟିଲେ ସିନା ସହିହେବ, ପେଟରେ ପିଟିଲେ ସହିହେବ କି ବାବୁ । ଘରୁ ପଳେଇ ଆସିଛି, ମନକୁ ବାଧୁଛି । ପୁଅ ଥରେ ପିଟିଥିଲା ଯେ ଆଙ୍ଗୁଠି ଭାଙ୍ଗି ଦେଇଥିଲା । କେବଳ ପୁଅ ନୁହେଁ ବୋହୂ ବି ପ୍ରବଳ ପିଟେ ।...

unnecessary-panic-coal-shortage
ବିଦ୍ୟୁତ ସଙ୍କଟ ନାହିଁ ! ଅଯଥା ଅପପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ଶକ୍ତିମନ୍ତ୍ରୀ

ଗତକାଲି ଦିଲ୍ଲୀର ଉପ ରାଜ୍ୟପାଳ'ସମ୍ଭାବ୍ୟ ବିଦ୍ୟୁତ ସଙ୍କଟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠି ବିଷୟରେ କାଲି ଶକ୍ତି ମନ୍ତ୍ରୀ ଆର.କେ ସିଂଙ୍କ ସହ ଆଲୋଚନା କରିଥିଲେ । ତେବେ ଆଲୋଚନା ପରେ ଆର.କେ ସିଂ କହିଥିଲେ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଏପରି ସଙ୍କଟ ନାହିଁ...

Defence Academy
ସେନା ବାହିନୀରେ ନିଯୁକ୍ତି ପାଇବା ପାଇଁ ମାଗଣା ପ୍ରଶିକ୍ଷଣ ଶିବିର : ତାଲିମ୍ ଦେଉଛନ୍ତି ଦୁଇ ପୂର୍ବତନ ସେନା ଅଧିକାରୀ

ଟିଟିଲାଗଡ ସହରର ଲିଙ୍ଗରାଜ ନାୟକ ୨୫ ବର୍ଷ ଓ କେସିଙ୍ଗା ସହରର ସତ୍ୟବାନ ଭୋଇ ୨୩ ବର୍ଷ ଭାରତୀୟ ସେନା ବାହିନୀରେ କାମ କରି ବର୍ତ୍ତମାନ ଅବସର ନେଇଛନ୍ତି । ପିଲାଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଲିଙ୍ଗରାଜ ନାୟକ ଟିଟିଲାଗଡରେ ସୂର୍ଯ ସୈନିକ ଟ୍ରେନିଂ ସେଣ୍ଟରର ସ୍ଥାପନା କରିଛନ୍ତି...

durga puja
ଛୋଟ ମୂର୍ତ୍ତି ପାଇଁ କମିଛି ଜରିମେଢ଼ର ଚାହିଦା,ହାତ ବାନ୍ଧି ବସିଛନ୍ତି କାରିଗର

ମୂର୍ତ୍ତି ଉଚ୍ଚତା ୪ଫୁଟରେ ସିମୀତ ରହିବା ପରେ କମିଯାଇଛି ଜରିମେଢ଼ କାରିଗରଙ୍କ କାମ । ଯାହାକୁ ନେଇ କଟକ ଜିଲ୍ଲା ଚୌଦ୍ୱାର ଅଂଚଳରେ ଏହାକୁ ଜୀବିକା କରି ବଂଚୁଥିବା ପ୍ରାୟ ୨ଶହ କାରିଗର ହାତ ବାନ୍ଧି ବସିଛନ୍ତି । ଏହି କଳାକୃତିକୁ ବଞ୍ଚାଇ ରଖିବାକୁ ସରକାରଙ୍କ ପ୍ର୍ରୋତ୍ସାହନ ନିହାତି...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।