• translate
Prangyan Parimita

Prangyan Parimita

Editor

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by Prangyan Parimita

pakistan
ପାକିସ୍ତାନର ଶାହାଜାହାନ୍ : ବେଗମଙ୍କ ସ୍ମୃତିରେ ତୋଳିଦେଲେ ଆଉ ଏକ ତାଜମହଲ

ସିନ୍ଧ: ପାକିସ୍ତାନରେ ଆଉ ଏକ ତାଜମହଲ। ବେଗମଙ୍କ ସ୍ମୃତିରେ ପାକିସ୍ତାନର ଜଣେ ବ୍ୟକ୍ତି ନିର୍ମାଣ କରିଛନ୍ତି ଆଗ୍ରାରେ ଥିବା ତାଜମହଲ ସଦୃଶ ପ୍ରତିକୃତି। ପ୍ରେମର ପ୍ରତୀକ ତାଜମହଲ ମାଧ୍ୟମରେ ତାଙ୍କର ସ୍ମୃତିକୁ ହୃଦୟରେ ସାଉଁଟି ରଖିଛନ୍ତି ସିନ୍ଧ୍ ପ୍ରଦେଶର ଅବଦ୍ଦୁଲ ରସିଦ୍ ପାଲି। ଏକଦା ଭାରତ ବୁଲିବାକୁ ଆସି...

Sambhal
ଅଫିସକୁ ଜିନ୍ସ, ଟି-ସାର୍ଟ ପିନ୍ଧି ଆସିବା ଉପରେ ପ୍ରତିବନ୍ଧକ ଲଗାଇଲେ ଜିଲ୍ଲାପାଳ

ଅଫିସ୍ ସମୟରେ ଜିନ୍ସ କିମ୍ବା ଟି-ସାର୍ଟ ପିନ୍ଧି ଆସ ନାହିଁ ନିଷ୍ଠାର ସହ କାମ କରିବାକୁ ହେଲେ ଫର୍ମାଲ ପୋଷାକ ପିନ୍ଧି ଆସ ସମ୍ପୂର୍ଣ୍ଣ ସମାଧାନ ଦିବସରେ ସମ୍ଭଲ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ ସମ୍ଭଲ: ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ। ଅଫିସକୁ ଜିନ୍ସ, ଟି-ସାର୍ଟ ପିନ୍ଧି ଆସିବା...

merrut
ଚନ୍ଦାପଣ ଲୁଚାଇବା ମହଙ୍ଗା ପଡ଼ିଲା : ବିବାହର ବର୍ଷେ ପରେ ସ୍ୱାମୀ ଠାରୁ ଛାଡପତ୍ର ମାଗିଲେ ମହିଳା

ମିରଟ : ବିବାହର ଏକ ବର୍ଷ ପରେ ହ୍ୟାଣ୍ଡସମ୍ ସ୍ୱାମୀର ମୁଖା ଖୋଲିଗଲା। ଚନ୍ଦା ସ୍ୱାମୀଙ୍କ ସହ ରିହପାରିବେନି କହି ଛାଡ଼ପତ୍ର ମାଗିଲେ ମହିଳା। ଉତ୍ତର ପ୍ରଦେଶର ମିରଟରେ ଜଣେ ବ୍ୟକ୍ତି ଏକ ବର୍ଷ ପୂର୍ବେ ବିବାହ କରିଥିବା ସହ ସ୍ତ୍ରୀ ଠାରୁ ନିଜର ଚନ୍ଦାପଣ କଥା ଲୁଚାଇଥିଲେ।...

murder
ବୋହୂ ପ୍ରେମରେ ପାଗଳ ଶ୍ୱଶୁର : ୧୫ମାସର କୁନି ପୁଅକୁ ନାଳକୁ ଫିଙ୍ଗି ମାରିଲା

କାସଗଞ୍ଜ: ପବିତ୍ର ସମ୍ପର୍କରେ ପାପର ଛିଟା। ଶ୍ୱଶୁର ବୋହୂର କଳଙ୍କିତ ସମ୍ପର୍କ ପାଇଁ ୧୬ ମାସର କୁନି ପୁଅକୁ ହତ୍ୟାକଲା ଅଭିଯୁକ୍ତ। ବାପାର କର୍ତ୍ତବ୍ୟ ଭୁଲିଗଲା ଅଭିଯୁକ୍ତ। ବୋହୂ ସହ ଅବୈଧ ସମ୍ପର୍କରେ ଏମିତି ମାତିଲା ଯେ ଶ୍ୱଶୁର ସବୁ ସମ୍ପର୍କ ଭୁଲିଗଲା । ଜନ୍ମକଲା କୁନି ପୁଅକୁ...

central vista
ବିଶାଳ ସୁଡ଼ଙ୍ଗ ଜରିଆରେ ସଂସଦକୁ ରାସ୍ତା : ଯିବାଆସିବା କରିବେ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ବିଶାଳ ସୁଡ଼ଙ୍ଗ ତିଆରି ହେବ। ସୁଡ଼ଙ୍ଗ ଜରିଆରେ ସଂସଦକୁ ଯିବାଆସିବା କରିବେ ଦେଶର ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି। କଡ଼ା ସୁରକ୍ଷା ବଳୟରେ ରାଜରାସ୍ତା ଦେଇ ଆଉ ତାଙ୍କୁ ଯିବାକୁ ପଡ଼ିବ ନାହିଁ। ସଂସଦ ଭବନରୁ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି ଆବାସ ପର୍ଯ୍ୟନ୍ତ ଏକ...

koraput
ଗାଁକୁ ରାସ୍ତାଟିଏ ନାହିଁ : ପାଠ ପଢ଼ିବା ପାଇଁ ନିତିଦିଦ ପାହାଡ଼ ଚଢ଼ୁଛନ୍ତି କୋମଳମତି

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା) :  ପାହାଡ଼ ଚଢ଼ିଲେ ପିଲାଏ ପାଠ ପଢ଼ିବେ। ଅବହେଳିତ ଦୁର୍ଗମ ଅଞ୍ଚଳର ପିଲାଙ୍କ ଭବିଷ୍ୟତ ସହ ଖଳେ। ନାହିଁ ନାହିଁରେ ଉଜ୍ଜଳ ସ୍ୱପ୍ନ ଦେଖୁଛନ୍ତି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ପିଲାମାନେ। ପାଠ ପଢ଼ିବା ପାଇଁ ପିଲାଏ ନିତି ପ୍ରତିଦିନ  ନୟାନ୍ତ ହୋଇ ଯାଉଛନ୍ତି...

biban
ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ମୁଖ୍ୟ ଅଭିଯୁକ୍ତକୁ ୨ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେଲା ସିବିଆଇ। ରିମାଣ୍ଡ ସମୟରେ ୧୯୯୯ର ସେହି କାଳ ରାତିର କଳଙ୍କିତ କାହାଣୀ ସମ୍ପର୍କରେ ବିବନ ମୁହଁରୁ ସତ ଉଗାଳିବା ପାଇଁ ଚେଷ୍ଟା କରାଯିବ। ଏହି କୁତ୍ସିତ କାଣ୍ଡ ପରେ କେମିତି...

taj mahal
ତାଜମହଲରେ ବୋମା ଥିବା ଖବର ମିଛ : କଲ କରିଥିବା ବ୍ୟକ୍ତି ଫିରୋଜାବାଦରୁ ଗିରଫ

ଲକ୍ଷ୍ନୌ: ତାଜମହଲରୁ ମିଳିଲାନି ବୋମା। ପ୍ରେମର ପ୍ରତୀକ ତାଜମହଲ ପରିସରରେ ବୋମା ଥିବା ଖବର ସମ୍ପୂର୍ଣ୍ଣ ମିଛ । ଛାନଭିନ ପରେ ପୁଣି ଥରେ ତାଲମହଲକୁ ପର୍ଯ୍ୟଟକଙ୍କ ପାଇଁ ଖୋଲି ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହୋଇଛି। ତାଜମହଲ ପରିସରରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନଥିବା ସୂଚନା...

chitrakonda
କରୋନା ଦେଖାଇଲା ଆତ୍ମନିର୍ଭରଶୀଳ ହେବାର ବାଟ: ଟାଙ୍ଗରା ଭୂଇଁରେ ସୁନା ଫଳାଉଛନ୍ତି ଆଦିବାସୀ

ଚିତ୍ରକୋଣ୍ଡା : ଟାଙ୍ଗରା ଭୂଇଁ ଏବେ ଶଷ୍ୟଶ୍ୟାମଳା । ବହୁ ଚାଷୀ ନିଜ ଜମିରେ ଫସଲ ଫଳାଇବାକୁ ଅସମର୍ଥ ହେଉଥିବା ବେଳେ ପାହାଡ଼ ପର୍ବତଘେରା ଚିତ୍ରକୋଣ୍ଡାର ଟାଙ୍ଗରା ଭୂଇଁରେ ଫଳିଛି ବାଇଗଣ, କୋବି, ସିମ୍ବ, କଖାରୁ, କଲରା ଭଳି ଅନେକ ପନିପରିବା। ଏହି ଛନଛନିଆ ପନିପରିବାକୁ ବଜାର, ଗାଁଗଣ୍ଡାରେ...

nilagiri
ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ : ଭୟରେ ଜନବସତି ଆଡ଼କୁ ପଳାଇ ଆସୁଛନ୍ତି ଜଙ୍ଗଲୀ ଜନ୍ତୁ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି-ଉଦଳା ରାସ୍ତାରେ ଥିବା ତିନିକୋଶିଇା ଜଙ୍ଗଲରେ ଅଗ୍ନିକାଣ୍ଡ। ଗତ ରାତିରୁ ଜଙ୍ଗଲର ୭ଟି ସ୍ଥାନ ଜଳୁଥିବା ଦେଖିବାକୁ ମିଳିଛି। ଗଛପତ୍ର ପୋଡି ପାଉଁଶ ହୋଇଯାଇଛି।  ଫଳରେ ଭାଲୁ ଓ ଅନ୍ୟ ବନ୍ୟଜନ୍ତୁ ଜଙ୍ଗଲରୁ ବାହାରି ଜନବସତି ଆଡ଼କୁ ପଳାଇ ଆସିଛନ୍ତି। ପାହାନ୍ତିଆରୁ ନୀଳଗିରି ସହରରେ...

boxing
ବକ୍ସର ଆଇମା’ : ବକ୍ସିଂ ରିଙ୍ଗରେ ଜଲୱା ଦେଖାଉଛନ୍ତି ୭୫ ବର୍ଷିୟ ମହିଳା

୭୫ ବର୍ଷିୟ ଜେଜେମା’ଙ୍କ ଜୋରଦାର ପଞ୍ଚ ପର୍କିସନସ ରୋଗକୁ ମାତ ଦେବାକୁ ୬ ବର୍ଷ ଧରି ବକ୍ସିଂ କରୁଛନ୍ତି ନାନ୍ସି ଷ୍ଟ୍ରେଟନ୍ ବୟସ୍କ ମହିଳାଙ୍କୁ ବକ୍ସିଂ ରିଙ୍ଗରେ ଦେଖି ହତବାକ୍ ଦେଖଣାହାରୀ ଚମ ଧୁଡ଼ୁ ଧୁଡ଼ୁ କରୁଛି। ଆଖି ଭିତରକୁ ପଶିଯାଇଛି। ତଥାପି ବକ୍ସିଂ ରିଙ୍ଗରେ ଜୋରଦାର ପଞ୍ଚ...

gunduni
କରୋନା ପାଇଁ ଫିକା ପଡ଼ିଲା ଐତିହ୍ୟ ଓ ପରମ୍ପରାର ଗାଥା ବହନ କରୁଥିବା ଗୁଣ୍ଡୁଣୀ ମେଳା

ଭଦ୍ରକ( ପାର୍ଥ ସାରଥୀ ନାୟକ): ମହାମାରୀର ପ୍ରାଦୁର୍ଭାବ ବିଶ୍ୱରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇନଥିବା ବେଳେ ଫିକା ପଡ଼ିଲା ଐତିହ୍ୟ ଓ ପରମ୍ପରା ଗାଥା ବହନ କରୁଥିବା ଗୁଣ୍ଡୁଣୀ ମେଳା।  ଭଦ୍ରକ ଜିଲ୍ଲା  ତିହିଡି ବ୍ଲକ ପାଳିଆବିନ୍ଧା ପ୍ରାଚୀନ ଅର୍କକ୍ଷେତ୍ର ବିରଞ୍ଚି…

Modi
କିଏ ଲେଖନ୍ତି ପ୍ରଧାନମନ୍ତ୍ରୀଙ୍କ ଭାଷଣ ? କେତେ ଟଙ୍କା ଖର୍ଚ୍ଚ ହୁଏ : RTIରୁ ମିଳିଲା ଉତ୍ତର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ପ୍ରଖର ବକ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କର ଭାଷଣ ଦେବାର ଶୈଳୀ ଖୁବ୍‌ ଚମତ୍କାର । ନିଜର ନିଆରା ଭାଷଣ ଦେବାର ଶୈଳୀ ପାଇଁ ପ୍ରଧାନମନ୍ତ୍ରୀ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । କୌଣସି ବିରତି ନନେଇ ଘଣ୍ଟା ଘଣ୍ଟା...

cyber loot
ଯୁବତୀଙ୍କୁ ୧ଲକ୍ଷ ୬୯ ହଜାର ଟଙ୍କାର ଚୁନା ଲଗାଇଲେ ସାଇବର ଠକ

ବେଲପାହାଡ: ପୁଣି ମାତିଲେ ସାଇବର ଠକ। ଝାରସୁଗୁଡା ବେଲପାହାଡ ଗାନ୍ଧିନଗରର ଜଣେ ଯୁବତୀଙ୍କ ଠାରୁ ସାଇବର ଠକମାନେ ୧ଲକ୍ଷ ୬୯ ହଜାର ଟଙ୍କା ଠକି ନେଇଛନ୍ତି । ଗତ ୨୩ ତାରିଖରେ ଯୁବତୀଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା। ଏଥିରେ ସେ କୌନ ବନେଗା କରୋଡପତିରେ...

similipal
ନିଆଁଲିଭା କାର୍ଯ୍ୟରେ ଲାଗିଛନ୍ତି ୧ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ

ବାରିପଦା: ବେକାବୁ ହେଉଛି ଶିମିଳିପାଳ ନିଆଁ।  ହୁ ହୁ ହୋଇ ଜଳୁଛି ଜଙ୍ଗଲ।  ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ହଜାରେରୁ ଅଧିକ ଲୋକ ନିଆଁ ଲିଭାଉଛନ୍ତି । ବନ ବିଭାଗର ୮ ଶହ କର୍ମଚାରୀ ଓ ୨୫୦ ଜଣ ଜଙ୍ଗଲ ଜଗୁଆଳୀ ମିଳିତ ଭାବେ ନିଆଁ ଲିଭାଉଛନ୍ତି। ଏଥିପାଇଁ...

supreme court
ସରକାରଙ୍କ ବିରୋଧରେ ଯାଇ ନିଜର ମତ ପ୍ରକାଶ କରିବା ଦେଶଦ୍ରୋହ ନୁହେଁ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଆଶ୍ୱସ୍ତି। ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖାରଜ କଲେ ସୁପ୍ରିମକୋର୍ଟ। ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ମାମଲାର କୋର୍ଟ କହିଛନ୍ତି, ସରକାରଙ୍କ ରାୟ ବିରୋଧରେ ଯାଇ ନିଜର ବିଚାର ଅଭିବ୍ୟକ୍ତିକୁ ଉପସ୍ଥାପନ...

tapasi-panuu
ଅଭିନେତ୍ରୀ ତାପସୀ ପାନ୍ନୁ ଓ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଘରେ ଆୟକର ଚଢ଼ଉ

ଅଭିନେତ୍ରୀ ତାପସୀ ପାନ୍ନୁଙ୍କ ଘରେ ଆୟକର ଚଢ଼ଉ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଘରେ ଓ ଅଫିସରେ ମଧ୍ୟ IT ରେଡ୍ ନିର୍ଦ୍ଦେଶକ ବିକାଶ ବେହେଲଙ୍କ ଘରେ ବି ଚଢ଼ଉ ଚାଲିଛି ଆୟକର ଫାଙ୍କି ଅଭିଯୋଗରେ ଏକକାଳୀନ ଯାଞ୍ଚ ୫୦ରୁ ଅଧିକ ଅଧିକାରୀ ରେଡରେ ସାମିଲ୍ ମୁମ୍ବାଇ: ବଲିଉଡ଼ରେ ଆୟକର...

forest dept
ହାତୀ ସୁରକ୍ଷାରେ ଅବହେଳା ଅଭିଯୋଗ, ରେଞ୍ଜର ନିଲମ୍ବିତ

ସମ୍ବଲପୁର: ହାତୀ ସୁରକ୍ଷାରେ ଅବହେଳା ଅଭିଯୋଗରେ ରେଞ୍ଜର ନିଲମ୍ବିତ। ସମ୍ବଲପୁର ସଦର ବନାଞ୍ଚଳର ରେଞ୍ଜର ଗୌରୀଶଙ୍କର ଦାସଙ୍କୁ ନିଲମ୍ବନ କରାଯାଇଛି। ଗତ ୨୦୧୯ରୁ ୨୦ ୨୧ ମଧ୍ୟରେ ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ମୋଟ ୬ଟି ହାତୀଙ୍କର ମୃତ୍ୟୁ ଘଟିଥିଲା।  କେତେବେଳେ…

Wife
’ସ୍ତ୍ରୀ ସ୍ଥାବର ସମ୍ପତ୍ତି ନୁହେଁ କି ଗୁଲାମ ନୁହେଁ’

ନୂଆଦିଲ୍ଲୀ: ’ସ୍ତ୍ରୀ କୌଣସି ସ୍ଥାବର ସମ୍ପତ୍ତି ନୁହେଁ କିମ୍ବା କୌଣସି ପ୍ରକାର ବସ୍ତୁ ନୁହେଁ। ନା ସେ ଜଣେ ଗୁଲାମ,  ସେ ବି ଜଣେ ସାଧାରଣ ମଣିଷ।’ ସ୍ତ୍ରୀ ସହ ରହିବା ପାଇଁ ଇଚ୍ଛା ଥିଲେ ସୁଦ୍ଧା ସ୍ୱାମୀ କଦାପି ତାଙ୍କ ଉପରେ ଚାପ ସୃଷ୍ଟି ପାରିବେ ନାହିଁ।...

student
ରାଜ୍ୟର ୩୧ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ପାଇଁ ଅଯୋଗ୍ୟ

ଭ‍‍ୁବନେଶ୍ୱର: ରାଜ୍ୟର ୩୧ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ଯୋଗ୍ୟ ନୁହଁନ୍ତି। ଦି ଇଣ୍ଡିଆ ସ୍କିଲ୍ସ ରିପୋର୍ଟ-୨୦୨୧ ଅନୁସାରେ ଓଡ଼ିଶାର ୩୧ ପ୍ରତିଶତ ଛାତ୍ରଛାତ୍ରୀ ଯେଉଁ ଦକ୍ଷତା ଆହରଣ କରିଛନ୍ତି, ତାହା ଭଲ ଚାକିରୀ ପାଇଁ ପର୍ଯ୍ୟାପ୍ତ ନୁହଁ। ଇଂରାଜି, ନ୍ୟୁମେରିକାଲ ଆବିଲିଟି ଏବଂ କମ୍ପ୍ୟୁଟର ଦକ୍ଷତା କ୍ଷେତ୍ରରେ ଓଡ଼ିଶା...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।