• translate
Prangyan Parimita

Prangyan Parimita

Editor

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by Prangyan Parimita

KBC
କେବିସି ନାଁରେ ଠକେଇ ଘଟଣାର ପର୍ଦ୍ଦାଫାସ : ଅଭିଯୁକ୍ତକୁ ନେପାଳ ସୀମାରୁ ଧରିଲା ପୋଲିସ

ବେଲପାହାଡ଼: ବେଲପାହାଡ଼ରେ କେବିସି ଲଟେରୀ ନାଁରେ ଠକେଇ ଘଟଣାର ପର୍ଦ୍ଦାଫାସ । ଅଭିଯୁକ୍ତକୁ ନେପାଳ ସୀମାରୁ ଧରିଛି ପୋଲିସ  । ଗିରଫ ଅଭିଯୁକ୍ତ ଜଣକ ବିହାରର ନିରଜ କୁମାର ବୋଲି ଜଣାପଡ଼ିଛି, ତାକୁ ଝାରସୁଗୁଡ଼ା ପୋଲିସ ଟ୍ରାନଜିଟ୍ ରିମାଣ୍ଡରେ ‌ଆଣୁଛି । ଅଭିଯୁକ୍ତ ନିକଟରୁ ୪୦ ଲକ୍ଷରୁ ଅଧିକ...

naveen
ନବୀନ ନିବାସରୁ ବାହାରକୁ ଆସି ବିଜେପି ସଦସ୍ୟଙ୍କ ସହ ଆଲୋଚନା କଲେ ନବୀନ

ଧାରଣାରତ ବିଜେପି ସଦସ୍ୟଙ୍କ ପାଖକୁ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ଗେଟ୍ ସାମ୍ନା ଧାରଣା ସ୍ଥଳକୁ ଆସିଲେ ଧାରଣାରତ ବିଜେପି ସଦସ୍ୟଙ୍କ ସହ କଥା ହେଲେ  ଭିତରକୁ ଯାଇ ଆଲୋଚନା କରିବାକୁ ଡାକିଲେ ମୁଖ୍ୟମନ୍ତ୍ରୀ ବିଜେପି ସଦସ୍ୟମାନଙ୍କୁ ନବୀନ ନିବାସ ଭିତରକୁ ଡାକିନେଲେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ-ବିଜେପି...

road
ସରିବ ତ ରାସ୍ତା କାମ ? ଅଧପନ୍ତରିଆ ଭାବେ ପଡିରହିଛି କଳିଙ୍ଗନଗରର ଲାଇଫଲାଇନ୍

ଯାଜପୁର(ଅଭୟ ପତି) : ଆଶା ଥିଲା ବାଇପାସ୍ ରାସ୍ତା ତିଆରି ହେଲେ, ସହର ଭିତରୁ ଟ୍ରାଫିକ ସମସ୍ୟା କମିବ । ଲୋକେ ଭିଡ଼ରୁ ମୁକ୍ତି ପାଇବେ, ଭାରିଯାନ ହଟିବ, ତାସହ ଦୁର୍ଘଟଣା ବି କମିବ । କିନ୍ତୁ ଦୀର୍ଘ ବର୍ଷ ହେଲା…

bjd
ବିଜେଡ଼ି ବିଧାୟକ ଯାଇଥିଲେ କୁଆଡ଼େ ? ଶାସକ ଦଳ ନେତାନେତ୍ରୀଙ୍କ କଥାରେ ତାଳମେଳ ଖାଉନି . .

ଭୁବନେଶ୍ୱର : ପ୍ରକୃତରେ ବିଜେଡ଼ି ବିଧାୟକ ଯାଇଥିଲେ କୁଆଡ଼େ ? ବିଧାନସଭା ଚାଲି ପାରୁନଥିବା ନେଇ ଅଭିଯୋଗ କରିବା ପାଇଁ ଯାଇଥିଲେ ତ ? କାରଣ  ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ବିଜେଡି ବିଧାୟକ ଭିନ୍ନ ଭିନ୍ନ ମତ ରଖିଛନ୍ତି । ବାଉଳା ହୋଇ ଯାଉଛନ୍ତି କି ବିଧାୟକ ?...

nitin-gadkari
ବର୍ଷେ ମଧ୍ୟରେ ରାସ୍ତାରୁ ହଟିବ ସବୁ ଟୋଲ ଗେଟ୍, ହାଇୱେରେ ଲାଗିବ ଜିପିଏସ୍ ଟ୍ରାକର

ନୂଆଦିଲ୍ଲୀ : ଶେଷ ହେବ ଟୋଲ ଯୁଗ । ଲୋକସଭାରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ରାସ୍ତାରୁ ହଟିବ ସବୁ ଟୋଲ ଗେଟ୍, ହାଇୱେରେ ଲାଗିବ ଜିପିଏସ୍ ଟ୍ରାକର। ସରକାର ଆଗାମୀ ଏକ ବର୍ଷ ମଧ୍ୟରେ ସମସ୍ତ ଟୋଲ ପ୍ଲାଜା ହଟାଇବାର ଯୋଜନା କରିଛିନ୍ତି।...

bhadrak
ଦାଦନଙ୍କ ନୂଆ ଉଦ୍ଭାବନ : ବୁଲା ଗାଈଗୋରୁ ଓ ଜଙ୍ଗଲୀ ଜନ୍ତୁ ଦାଉରୁ ଫସଲ ରକ୍ଷା କରୁଛି ସୌର ତାରବାଡ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଚାଷୀଙ୍କ ଟେନସନ୍ ଶେଷ, ଫସଲ ଜଗୁଛି ସୌର ତାରବାଡ଼।  କୁହାଯାଏ ଆବଶ୍ୟକତା ହିଁ ନୂଆ କିଛି କରିବାର ରାସ୍ତା ଦେଖାଇ ଥାଏ । ଆଉ ଏପରି କିଛି କରି ଦେଖାଇଛନ୍ତି ମାଟ୍ରିକ ପଢ଼ୁଆ ଯୁବକ । ପରିବାର…

tomato
୨ ଟଙ୍କାରେ ବି ନେଲେନି, ମାଗଣାରେ ଚାଷୀ ବାଣ୍ଟିଲେ ଟମାଟୋ

୨ ଟଙ୍କାରେ ବି ନେଲେନି, ମାଗଣାରେ ବାଣ୍ଟିଲେ ଟମାଟୋ ଟମାଟୋ ବିକ୍ରି ନ ହେବାରୁ ମାଗଣାରେ ବାଣ୍ଟିଦେଲେ ଚାଷୀ ସୁନ୍ଦରଗଡ ବୀରମିତ୍ରପୁର ବଜାରର ଘଟଣା ବୀରମିତ୍ରପୁର(ରାକେଶ କୁମାର ସାହୁ): ଟମାଟୋର ଅଭାବୀ ବିକ୍ରି। ୨ ଟଙ୍କାରେ ବି କେହି ନେଲେନାହିଁ, ମାଗଣାରେ ଟମାଟୋ ବାଣ୍ଟିଦେଲେ ଚାଷୀ। ଆଜି ସୁନ୍ଦରଗଡ...

param bir singh
ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ବଦଳି : ସଚିନ ଭାଜେଙ୍କ ଗିରଫଦାରୀ ପରେ ବିଦାହେଲେ

ମୁମ୍ବାଇ: କାର୍ଯ୍ୟରେ ଅବହେଳା ଯୋଗୁଁ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଆଣ୍ଟିଲିଆ ମାମଲାର ବଢ଼ୁଥିବା ଯାଂଚ ଭିତରେ ଉଦ୍ଧବ ସରକାରଙ୍କ ବଡ଼ ନିଷ୍ପତ୍ତି। ମୁମ୍ବାଇ ପୋଲିସ କମିସନର ପରମବୀର ସିଂହଙ୍କର ବଦଳି କରି ଦିଆଯାଇଛି । ସଚିନ ଭାଜେଙ୍କ ଗିରଫଦାରୀ ପରେ ବିଦାହେଲେ ପରମବୀର। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ...

nabarangpur
ପେଟ ପାଇଁ ମୂଲ ଲାଗୁଛନ୍ତି ସ୍ୱର୍ଣ୍ଣବିଜେତା ଆଥଲେଟ୍

ନବରଙ୍ଗପୁର: ଯେଉଁ ହାତରେ ସେ ଭାର ଉଠେଇ ସ୍ୱର୍ଣ୍ଣପଦକ ଜିତିଥିଲେ, ସେଇ ହାତ ଏବେ ଧରିଛି କୋଡ଼ିକୋଦାଳ।  ଅନ୍ତର୍ଜାତୀୟ ସ୍ତରର ଆଥଲେଟ ଏବେ ଦୁର୍ଦ୍ଦିଦରେ । ପେଟ ପୋଷିବାକୁ ସେ ଏବେ ପାଲଟି ଯାଇଛନ୍ତି ଦିନମଜୁରିଆ। ସରକାର କୋଟି କୋଟି ଟଙ୍କା…

yogi adityanath
ବଡ଼ବାବୁଙ୍କୁ ବେଳ ନାହିଁ ! ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଯାଉଥିବା ଫୋନ ବି ଉଠାଉ ନାହାନ୍ତି . . . .

ଲକ୍ଷ୍ନୌ : ବଡ଼ବାବୁଙ୍କର ବହପ ଦେଖ । ଏତେ କାର୍ଯ୍ୟବ୍ୟସ୍ତ ଯେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଯାଉଥିବା ଫୋନ ଉଠାଇବାକୁ ବି ସମୟ ନାହିଁ। ଉତ୍ତରପ୍ରଦେଶ ସରକାରଙ୍କ ଅନେକ କଡ଼ା ନିର୍ଦ୍ଦେଶ ସତ୍ୱେ ସରକାରୀ ଫୋନ ଉଠାଉ ନଥିବା ଆଇଏଏସ୍ ଅଫିସର ଓ କମିସନରଙ୍କୁ ନୋଟିସ ପଠାଇ ଜବାବ ସୁଆଲ...

dhod
ଆ ଲୋ ମୋ ଧନ ଆ . . ଆ ଭାତ ଖାଇବୁ ଆ : କୁନ୍ତଳାଙ୍କ କୋଳକୁ ଫେରିଛି ଜଙ୍ଗଲୀ ବାରହା ଧୋଡ଼

କେନ୍ଦୁଝର ପୁରୁଷୋତ୍ତମପୁରର କୁନ୍ତଳାଙ୍କ କୋଳକୁ ଫେରିଲା ଧୋଡ଼ ଜଙ୍ଗଲରେ ବୁଲୁଥିବା ବେଳେ ଧୋଡ଼କୁ ଧରି ଘରକୁ ଆଣିଲେ କୁନ୍ତଳା ସପ୍ତାହେ ହେଲା ଢୁଡକୁ ନେଇ ଜଙ୍ଗଲରେ ଛାଡ଼ିଥିଲା ବନ ବିଭାଗ କେନ୍ଦୁଝର : ଆ ଲୋ ମୋ ଧନ ଆ . . ଆ ଭାତ ଖାଇବୁ ଆ...

delhi-son
ଚାପୁଡ଼ା ମାରି ବୁଢ଼ୀ ମା’ର ଜୀବନ ନେଇଗଲା କୁଳାଙ୍ଗାର ପୁଅ

ନୂଆଦିଲ୍ଲୀ : ମା’ର ମମତା ଅତୁଳନୀୟ । ମହୋଦଧି ପରି ହୃଦୟ। ମା’ ନୁହେଁ ତ ସାକ୍ଷାତ ଦେବୀଟିଏ । ମା’ ଦୁନିଆର ସବୁଠୁ ମଧୁର ଶବ୍ଦ । ହତାଦର ନକରି ପିଲାର ସବୁ ଅଳିଅର୍ଦ୍ଦଳୀ ନୀରବରେ ସହିନିଏ । ତାର ପାଦ ଦେଲେ ଛୁଇଁଲେ ସବୁ ଦୁଃଖ...

assembly
ବିଧାନସଭା ଅଚଳ: ପ୍ରବଳ ହଟ୍ଟଗୋଳ, ପ୍ରତିବାଦ ଯୋଗୁଁ ଅପରାହ୍ନ ୪ଟା ଯାଏ ଗୃହ ମୁଲତବି

ଅପରାହ୍ନ ୪ଟା ଯାଏ ଗୃହ ମୁଲତବି ଗୃହ କାର୍ଯ୍ୟ ଆରମ୍ଭ ପରେ ମଧ୍ୟଭାଗରେ ବିଜେପି, କଂଗ୍ରେସର ହଟ୍ଟଗୋଳ ନିଜ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ ଶାସକ ଦଳ ସଦସ୍ୟ ପ୍ରବଳ ହଟ୍ଟଗୋଳ, ପ୍ରତିବାଦ ଯୋଗୁଁ ମୁଲତବି ଘୋଷଣା କଲେ ବାଚସ୍ପତି ଭୁବନେଶ୍ୱର: ଲଗାତାର ୫ ଦିନ...

body-builder
ବରା ବିକାଳୀରୁ ବଡି ବିଲ୍ଡର

ବରା ବିକ୍ରେତାରୁ ସଫଳ ବଡି ବିଲ୍ଡର ମିଷ୍ଟର ଓଡ଼ିଶା ଟାଇଟଲ ଜିଣିଲେ ରଶ୍ମି ରଂଜନ ସାହୁ ୧୨ ବର୍ଷର ସଂଘର୍ଷ ପରେ ସଫଳତା ପୂର୍ବରୁ ରାଜଧାନୀ ରାସ୍ତା କଡ଼ରେ ବିକୁଥିଲେ ବରା ଭୁବନେଶ୍ୱର (ନିରଞ୍ଜନ ରେଡ୍ଡି) : ସଂଘର୍ଷରୁ ସଫଳତା। ବରା ବିକାଳୀ ଆଜି ବଡି ବିଲ୍ଡର ।...

delhi
ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ଦିଲ୍ଲୀ : ବିଷାକ୍ତ ବାୟୁ ଯୋଗୁଁ ବିକଳ ରାଜଧାନୀବାସୀ

ଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ।  ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ସବୁଠାରୁ ଅଧିକ ପ୍ରଦୂଷିତ ସହରରେ ପରିଣତ ହୋଇଛି। ସ୍ୱିଜରଲାଣ୍ଡ ସଂସ୍ଥା IQAir ର ରେଟିଂ ଅନୁସାରେ ଦିଲ୍ଲୀ ବିଶ୍ୱର ୫୦ ରାଜଧାନୀ ମଧ୍ୟରୁ ସବୁଠାରୁ ଅଧିକ ପ୍ରଦୂଷିତ ରାଜଧାନୀରେ ପରିଣତ...

corona vaccine
ଟିକା ନେଲେଣି ଲକ୍ଷେ ବୟସ୍କ : ଟିକାକରଣକୁ ବ୍ୟାପକ କରିବା ଲକ୍ଷ୍ୟ

ଟିକାକରଣକୁ ବ୍ୟାପକ କରିବା ଲକ୍ଷ୍ୟ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଅନୁଗୁଳ ଓ ବୌଦ୍ଧରେ କମ୍ ଟିକାକରଣ ହୋଇଛି, ଧୀରେ ଧୀରେ ଠିକ୍ ହୋଇଯିବ ଦୈନିକ ୧ ଲକ୍ଷ ବୟସ୍କଙ୍କୁ ଟିକାକରଣ ପାଇଁ ୯୨୭ କେନ୍ଦ୍ର କରାଯାଇଛି ଗତକାଲି ଗୋଟିଏ ଦିନରେ ୧...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।