• translate
Prangyan Parimita

Prangyan Parimita

Editor

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by Prangyan Parimita

uttarakhand-cm
’କଳିଯୁଗର ରାମ ନରେନ୍ଦ୍ର ମୋଦି’ : ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଭୋଳ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ

ଡେରାଡୁନ:  ପୁରୁଷୋତ୍ତମ ରାମଙ୍କ ସହ ମୋଦିଙ୍କ ତୁଳନା। ଉତ୍ତରାଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭଗବାନ ରାମ ଓ ପ୍ରଭୁ ଶ୍ରୀଷ୍ଣଙ୍କ ସହ ତୁଳନା କରିଛନ୍ତି। ଦ୍ୱାପର ଓ ତ୍ରେତୟା ଯୁଗରେ ଯେପରି ଭଗବାନ ରାମ ଓ କୃଷ୍ଣଙ୍କୁ ତାଙ୍କ କାମ ପାଇଁ ଲୋକେ...

president
ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର ହେବ RT-PCR ଟେଷ୍ଟ

ଆସନ୍ତା ୨୧ରେ ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି ଏଡିଏମ୍ ଅଫିସରେ ଭିଡିଓ କନଫରେନ୍ସରେ ଆଲୋଚନା ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା ରାଉରକେଲା : ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଚାଲିଛି ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ,...

angul
ଅନୁଗୁଳର ବଅଁରପାଳରେ ଅଭାବନୀୟ ଘଟଣା : ରାସ୍ତାକଡ଼ରୁ ୨ ନବଜାତକଙ୍କ ମୃତଦେହ ଠାବ

ରାସ୍ତାକଡ଼ରେ ୨ ନବଜାତଙ୍କ ମୃତଦେହ ଠାବ ଅନୁଗୁଳ ବଅଁରପାଳ ରାସ୍ତା କଡ଼ରେ ୨ ନବଜାତକଙ୍କ ମୃତଦେହ ଠାବ ବଅଁରପାଳ ମହୀଧରପୁର ଉପରସାହି ରାସ୍ତାକଡ଼ରେ ପଡ଼ିରହିଛି ମୃତଦେହ ୨ଟି ମୃତଦେହ ଜବତ କରି ବଅଁରପାଳ ପୋଲିସର ତଦନ୍ତ ବଅଁରପାଳ : ଅନୁଗୁଳର ବଅଁରପାଳରେ ଅଭାବନୀୟ ଘଟଣା। ରାସ୍ତାକଡ଼ରୁ ଠାବ ହୋଇଛି...

mahendra
ନୂଆ ଲୁକରେ ସୁପର କୁଲ୍ ମହେନ୍ଦ୍ର ସିଂ ଧୋନି

ବୌଦ୍ଧ ଭିକ୍ଷୁଙ୍କ ବେଶରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏମ୍. ଏସ୍. ଧୋନିଙ୍କ ନୂଆ ରୂପ । ବୌଦ୍ଧ ଭିକ୍ଷୁ ବେଶ ହୋଇଛନ୍ତି ସୁପର କୁଲ୍ ଧୋନି । ଆଇପିଏଲର ମ୍ୟାଚ ପ୍ରସାରଣ ଅଧିକାର ପାଇଥିବା ଷ୍ଟାର ସ୍ପୋର୍ଟସ ପକ୍ଷରୁ...

Narasingha-Mishra
ବିଧାନସଭାର ଅଚଳାବସ୍ଥା ଦୂର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନରସିଂହ ମିଶ୍ରଙ୍କ ଚିଠି

ମୁଖ୍ୟମନ୍ତ୍ରୀଙ୍କୁ ନରସିଂହ ମିଶ୍ରଙ୍କ ଚିଠି ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରିବାକୁ ଚିଠି ଲେଖି ଦାବି ଜଣାଇଲେ ନରସିଂହ ରାଜ୍ୟର  ସ୍ୱାର୍ଥ, ଗଣତନ୍ତ୍ରର ସୁରକ୍ଷା ନେଇ ସର୍ବଦଳୀୟ ବୈଠକ ପାଇଁ ଅନୁରୋଧ ଫେବ୍ରୁଆରୀ ୨୬ରେ ଗୃହରେ ସରକାର ସବୁ ଧାନ କିଣିବାକୁ କହିଥିଲ ସରକାର ଗୃହରେ ଦେଇଥିବା ପ୍ରତିଶ୍ରୁତି ପାଳନ...

traffic rule
ସାବଧାନ ଅମାନିଆ ଗାଡି ଚାଳକ : ବିକଟାଳ ଶଦ୍ଦ କରୁଥିବା ସାଇଲେନ୍ସର ଖୋଲୁଛି ପୋଲିସ

ଅମାନିଆ ଗାଡି ଚାଳକଙ୍କୁ ପାନେ ରାଉରକେଲାରେ ଟ୍ରାଫିକ ଧରପଗଡ ଜୋରଦାର ବିକଟାଳ ଶଦ୍ଦ କରୁଥିବା ସାଇଲେନ୍ସର ଖୋଲିଲା ପୋଲିସ ୭ଦିନରେ ଖୋଲାଗଲାଣି ୬୦ରୁ ଅଧିକ ସାଇଲେନ୍ସର ରାଉରକେଲା: ରାଉରକେଲା ସହରରେ ଟ୍ରାଫିକ ପୋଲିସ ଏବଂ ପରିବହନ ବିଭାଗ ପକ୍ଷରୁ ଜୋରଦାର ଧରପଗଡ଼ । ବିଶେଷ କରି ବିକଟାଳ ଶବ୍ଦ...

JUNGLE fire
ଜଙ୍ଗଲରେ କେମିତି ଲାଗୁଛି ନିଆଁ ? ଆଜି ଘଟଣାସ୍ଥଳ ଗସ୍ତ କରିବ ଟାସ୍କ ଫୋର୍ସ ଟିମ୍

କେମିତି ଲାଗୁଛି ଜଙ୍ଗଲରେ ନିଆଁ ? ଜଙ୍ଗଲ ନିଆଁର କାରଣ ଖୋଜିବ ଟାସ୍କ ଫୋର୍ସ ଅନୁଧ୍ୟାନ ପାଇଁ ଆଜି ଘଟଣାସ୍ଥଳ ଗସ୍ତ କରିବ ଟାସ୍କ ଫୋର୍ସ ଟିମ୍ ସ୍ଥାନୀୟ ବାସିନ୍ଦା ଓ ବନ କର୍ମଚାରୀଙ୍କ ସହ କରିବେ ଆଲୋଚନା ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ଦିଆଯିବ ପ୍ରାରମ୍ଭିକ ରିପୋର୍ଟ ବାରିପଦା:...

SCB
SCBରେ ଫ୍ୟାନ ଖସିବା ଘଟଣା; ମହିଳା ମୃତ

କଟକ: ଏସସିବି ମେଡିକାଲ ସର୍ଜରୀ ବିଭାଗ ଛାତରୁ ଫ୍ୟାନ ଖସିବା ଘଟଣାରେ ଫ୍ୟାନ ପଡ଼ି ଗୁରୁତର ହୋଇଥିବା ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। #SCBରେ_ଫ୍ୟାନ୍_ଖସିବା_ଘଟଣା #ମହିଳା_ମୃତ ଏସସିବି ମେଡିକାଲ…

ganjam
କରୋନା କଟକଣା ମଧ୍ୟରେ ଗଞ୍ଜାମରେ ଦଣ୍ଡନାଚକୁ ଅନୁମତି

ବ୍ରହ୍ମପୁର : ଗଞ୍ଜାମରେ ଦଣ୍ଡନାଚ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି। ପୂର୍ବରୁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ପାଇଁ ନିର୍ଦ୍ଦେଶାନାମାରେ ସାମାନ୍ୟ ପରିବର୍ତ୍ତନ କରି କରୋନା କଟକଣା ଭିତରେ ଦଣ୍ଡଯାତ୍ରା ପାଳନକୁ ଅନୁମତି ପ୍ରଦାନ କରାଯାଇଛି।  କେବଳ ସ୍ଥାନୀୟ କଳାକାରଙ୍କୁ ନେଇ ଦଣ୍ଡନାଚ ଅନୁଷ୍ଠିତ ହେବ।   ରାଜ୍ୟ...

sambalpur
ବନ୍ଦ ହୋଇଯିବ ସମ୍ବଲପୁର ରୋଡ ରେଳ ଷ୍ଟେସନ : ରେଳବାଇର ନିଷ୍ପତ୍ତିକୁ ବିରୋଧ କରି ଆନ୍ଦୋଳନ ଧମକ

ସମ୍ବଲପୁର : ବନ୍ଦ ହୋଇଯିବ ସମ୍ବଲପୁରର ଲାଇଫ ଲାଇନ୍ । ସମ୍ବଲପୁର ରୋଡ ରେଳ ଷ୍ଟେସନ ରେଳ ଲାଇନ ଦୋହରୀକରଣ ପାଇଁ ଫାଟକ ଷ୍ଟେସନ ଭାବେ ଜଣାଶୁଣା ଷ୍ଟେସନକୁ ସ୍ଥାୟୀ ଭାବେ ଉଚ୍ଛେଦ କରିବାକୁ ପୂର୍ବତଟ ରେଳବାଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ…

bejing
ଚାହୁଁ ଚାହୁଁ ହଳଦିଆ ପଡ଼ିଗଲା ପୂରା ସହର : ୪୦୦ବିମାନ ଉଡ଼ାଣ ବାତିଲ,୩୪୧ ନିଖୋଜ

ବେଜିଂ: ଚୀନର ରାଜଧାନୀ ବେଜିଂରେ ଭୟଙ୍କର ଧୂଳିଝଡ଼।  ଗତ ୧୦ ବର୍ଷ ପରେ ପୁଣି ଥରେ ସହରବାସୀଙ୍କୁ ସବୁଠାରୁ ଭୟଙ୍କର ଧୂଳି ଝଡ଼ର ସାମ୍ନା କରିବାକୁ ପଡ଼ିଛି। ୧୫  ମାର୍ଚ୍ଚ ୨୦୨୧ ଅର୍ଥାତ ଆଜି ଆସିଥିବା ଏହି ଝଡ଼ ପାଇଁ ପୂରା ସହର ନିମଷକେ ମଧ୍ୟରେ ହଳଦିଆ ପଡ଼ିଯାଇଛି...

whatsaap number
ଛିନତାଇ ରୋକିବାକୁ ହ୍ୱାଟସଆପ୍ ନମ୍ବର ଜାରି : ଅପରାଧୀଙ୍କ ସଂପର୍କରେ 7077798111ରେ ଜଣାନ୍ତୁ. . .

ଅପରାଧ ରୋକିବ ହ୍ୱାଟସଆପ୍ ନମ୍ବର କମିଶନରେଟ୍ ପୋଲିସ୍ ପକ୍ଷରୁ ଜାରି ହେଲା ହ୍ୱାଟସଆପ୍ ନମ୍ବର ରାସ୍ତାରେ ଅପରାଧ ଘଟିଲେ ହ୍ୱାଟସଆପ୍ ନମ୍ବରରେ ଜଣାନ୍ତୁ ଭୁବନେଶ୍ୱର ପାଇଁ ହ୍ୱାଟସଆପ୍ନମ୍ବର 7077798111 ଅପରାଧୀଙ୍କ ସଂପର୍କରେ ହ୍ୱାଟସଆପରେ ଜଣାଇ ହେବ ମାମଲାର ଅଗ୍ରଗତି ସଂପର୍କରେ ବି ଜାଣି ହେବ ବଢ଼ୁଥିବା ଛିନତାଇ ମାମଲା...

naba das
ବିଧାନସଭାରେ କୋଭିଡ୍ ତଥ୍ୟ ରଖିଲେ ସରକାର

କରୋନା ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଖର୍ଚ୍ଚ ୪୭୯ କୋଟି ୯୦ ଲକ୍ଷ ୪୭୯ କୋଟି ଖର୍ଚ୍ଚ ଦର୍ଶାଇ ଥିବା ବେଳେ ପାଇଛନ୍ତି ୩୪୪ କୋଟି ୫୫ ଲକ୍ଷ ସର୍ବାଧିକ ଖର୍ଚ୍ଚ ଦର୍ଶାଇଛି କିମ୍ସ ୫୯ କୋଟି ୪୧ ଲକ୍ଷ; ପାଇଛି ୩୮ କୋଟି ୨ୟ ସର୍ବାଧିକ ସମ୍;...

odisha
ରବିବାର ଛଡ଼ା ସବୁଦିନ ଟିକାକରଣ : ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ୱର: ଏଣିକି ରବିବାର ଓ ଛୁଟି ଦିନ ବ୍ୟତୀତ ଅନ୍ୟ ସବୁ ଦିନ ହେବ ଟିକାକରଣ । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ରାଜ୍ୟରେ ବୟସ୍କଙ୍କ ଟିକାକରଣକୁ ତ୍ୱରାନ୍ୱିତ କରାଯିବ ବୋଲି ସୂଚନା ଦେଇଛନ୍ତି । ରାଜ୍ୟରେ ପ୍ରତିଦିନ ୧...

assembly
ଅପରାହ୍ନ ୪ଟା ଯାଏ ଗୃହ ମୁଲତବି : ପ୍ରବଳ ହଟ୍ଟଗୋଳ ଯୋଗୁ ଚାଲିପାରିଲାନି ବିଧାନସଭା

ଭୁବନେଶ୍ୱର: ବିଧାନସଭାରେ ଆଜି ବି ମୁହାଁଁମୁହିଁ ଶାସକ-ବିରୋଧୀ । ଗୃହ ବାରମ୍ବାର ମୁଲତବି ପ୍ରଶ୍ନକାଳ ଅଚଳ ପରେ ପରେ ପୁଣି ହଟ୍ଟଗୋଳ ହେବାରୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି । ପ୍ରଶ୍ନକାଳ ଆରମ୍ଭ ହେବା ସଙ୍ଗେ ସଙ୍ଗେ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ବିରୋଧୀ...

pradipta nayak
”ସୁବାସ ବାବୁ ନୁହେଁ, ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ’ : ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ ଦଳ ନେତା। ସୁବାସ ବାବୁ ଯାହା କରିଛନ୍ତି, କିଛି ଭୁଲ କରିନାହାନ୍ତି। ସେ କାହିଁକି କ୍ଷମା କରିବେ । ବରଂ ଓଡ଼ିଶା ପ୍ରଦେଶର ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ। ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ଟୋକନ୍ ଲାପ୍ସ ହୋଇଗଲା, ହେଲେ...

similipal forest fire
ଜଙ୍ଗଲରେ ନିଆଁ ଲଗାଇ ଗିରଫ ହେଲେ ବାପ ପୁଅ

ମାଧପୁର(ଭାର୍ଜନ କୁମାର ପ୍ରଧାନ) : ଜଙ୍ଗଲରେ ନିଆଁ ଲଗାଇ ବାପ ପୁଅ ଗିରଫ। ବୌଦ୍ଧ ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପପୁଅଙ୍କୁ ଗିରଫ କରିଛି ବନ ବିଭାଗ । ଗତକାଲି ରାତିରେ ମୁଣ୍ଡେଶ୍ଵର ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଂ ବେଳେ ୪ ଟି ସ୍ଥାନରେ...

ANKITA
ତୁମେ ଖୁସିରେ ରୁହ . . .ଭିଡ଼ିଓ ଜାରି କରି ଆତ୍ମହତ୍ୟା ଉଦ୍ୟମ କଲେ ସାଂସଦଙ୍କ ବୋହୂ

ଲକ୍ଷ୍ନୌ : ବଡ଼ଘର ବଡ଼ ଗୁମର କଥା। ସାଂସଦଙ୍କ ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ବିଜେପି ସାଂସଦ କୌଶଲ କିଶୋରଙ୍କ ପରିବାରରେ ଭୋଲଟେଜ ଡ୍ରାମା । ସାଂସଦଙ୍କ ବୋହୂ ତାଙ୍କ ବାସଭବନ ସାମ୍ନାରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଆତ୍ମହତ୍ୟା ଉଦ୍ୟମ...

youth suicide
ନିର୍ବନ୍ଧ ସରିଥିବା ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ପୁଇଁନ୍ତଳା : ନିର୍ବନ୍ଧ ସରିଥିଲା । ଦୁଇ ମାସ ପରେ ବାହାଘର ହୋଇଥାଆନ୍ତା । ବାଣ,ବାଜା ରୋଷଣୀରେ ସାଙ୍ଗସାଥୀ ପରିବାର ମେଳରେ ଯାଇଥାଆନ୍ତା ବରଯାତ୍ରୀ । ହସଖୁସିରେ ପୂରି ଉଠୁଥିଲା ପରିବାର । ହେଲେ ଅଚାନକ କ’ଣ ହେଲା କେଜାଣି ନିଜ ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କଲେ...

farmer
କେନ୍ଦ୍ରାପଡ଼ାର ଯୁବ ଜୈବିକ ଚାଷୀ : ଚାକିରି ଛାଡ଼ି ଚାଷ କରୁଛନ୍ତି ଗୋବର୍ଦ୍ଧନ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): କଥାରେ ଅଛି ଚାଷ କାମ ଯାହାର, କି ଆନନ୍ଦ ତାହାର। ଚାକିରି ଛାଡ଼ି ଚାଷ କରୁଛନ୍ତି କେନ୍ଦ୍ରାପଡ଼ାର ଗୋବର୍ଦ୍ଧନ ପ୍ରଧାନ। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ଆଜିର  ଯୁବପିଢୀ ଚାଷ ଉପରୁ ମୁହଁ ଫେରାଇ ବିଦେଶକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଜଣେ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।