• translate
Prangyan Parimita

Prangyan Parimita

Editor

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by Prangyan Parimita

west bengal
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡିଓ ଭାଇରାଲ୍

ପଶ୍ଚିମବଙ୍ଗ ରାଜନୀତିରେ ଏବେ ଅଡିଓ ଝଡ଼ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡିଓ ଭାଇରାଲ ବିଜେପି ନେତାଙ୍କୁ ସମର୍ଥନ ମାଗୁଛନ୍ତି ଦିଦି ନନ୍ଦିଗ୍ରାମ ନିର୍ବାଚନ ପାଇଁ ସହଯୋଗ ଲୋଡ଼ିଲେ ମମତାଙ୍କୁ ନିଶାନା କଲା ବିଜେପି କୋଲକାତା: ପଶ୍ଚିମବଙ୍ଗରେ ଅଡ଼ିଓ ରାଜନୀତି। ଦିଦିଙ୍କୁ ଘାରିଛି କି ପରାଜୟ ଭୟ ?  ବଙ୍ଗ...

bolangir
ବଲାଙ୍ଗିରର କୈଳାସ ଖେର : ନିଜ ସୁମଧୁର ସ୍ୱରରେ ଲୋକଙ୍କୁ ବିମୋହିତ କରୁଛନ୍ତି ସଫେଇ କର୍ମଚାରୀ ଗୌତମ

ବଲାଙ୍ଗୀର(ଘଟେଶ୍ୱର ମିଶ୍ର):  ଚମତ୍କାର ଗୀତ ଗାଉଛନ୍ତି ସଫେଇବାଲା । ସୁମଧୁର କଣ୍ଠର ଯାଦୁରେ ଲୋକଙ୍କ ହୃଦୟ ଜିଣୁଛନ୍ତି । ପ୍ରସିଦ୍ଧ ଗାୟକ କୈଲାସ୍ ଖେରଙ୍କ ପରି ଅବିକଳ ଗୀତ ଗାଉଛନ୍ତି।  କଣ୍ଠରେ ସତେ ଯେପରି ବିରାଜମାନ କରିଛନ୍ତି ମାଆ ସରସ୍ୱତୀ ।  ମୋବାଇଲରୁ ଗୀତ ଶୁଣି  ସଙ୍ଗୀତ ସାଧନା...

bus accident
ଭାରସାମ୍ୟ ହରାଇ ଓଲଟିଲା ବସ୍ : ଜଣେ ମୃତ, ୨୦ ଆହତ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି) : ଟିଟିଲାଗଡ଼ରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ।  ସିନ୍ଧେକେଲା ଥାନା ଅନ୍ତର୍ଗତ ତୁରୁକଭଟା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି ଯାତ୍ରୀବାହୀ ବସ୍ । ଫଳରେ ଏହି ଦୁର୍ଘଟଣାରେ ଜଣେ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ପ୍ରାୟ ୨୦ରୁ ଅଧିକ ଆହତ ହୋଇଛନ୍ତି ।...

health-minister-harsh-vardhan
କରୋନାର ଦ୍ୱିତୀୟ ଲହରୀ ରୋକିବାକୁ ଟିକାକରଣ ଜରୁରୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ସତର୍କତା ମୂଳକ ପଦକ୍ଷେପ ସତ୍ତ୍ୱେ ଦ୍ୱିତୀୟ ୱେଭ ଆସିବ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନାଇଟ କର୍ଫ୍ୟୁ ଓ ଆଂଶିକ ଲକଡାଉନ୍ ଫଳପ୍ରଦ ହେବନି ଟିକାକରଣ ଦ୍ୱାରା କରୋନାର ଦ୍ୱିତୀୟ ୱେଭ ଉପରେ ରୋକ ଲଗାଯାଇ ପାରିବ ଆଗାମୀ ଦିନରେ ଅଧିକ ସଂଖ୍ୟାରେ ଲୋକଙ୍କର ଟିକାକରଣ କରାଯିବ ମହାମାରୀ ଗୁଡିକ ବିଭିନ୍ନ...

modi
ବାଂଲାଦେଶରେ କାଳୀ ପୂଜା କଲେ ମୋଦି : ବିଶ୍ୱକୁ କରୋନା ମୁକ୍ତ କରିବାକୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଈଶ୍ୱରୀପୁରୀ ଜେଶ୍ୱରେଶ୍ୱରୀ କାଳୀ ମନ୍ଦିରରେ କଲେ ପୂଜା ବିଶ୍ୱକୁ କରୋନା ମୁକ୍ତ କରିବାକୁ ପ୍ରାର୍ଥନା କଲେ ଓରକାଣ୍ଡିରେ ମଟୁଆ ସଂପ୍ରଦାୟକୁ ଉଦବୋଧନ ସଂଧ୍ୟାରେ ହସିନାଙ୍କ ସହିତ ଅନେକ ଚୁକ୍ତି ସ୍ୱାକ୍ଷର ହେବ ଢ଼ାକା: ବାଂଲାଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Teacher
ଛାତ୍ରଛାତ୍ରୀଙ୍କୁ ଆଧ୍ୟାତ୍ମିକ ଶିକ୍ଷା ଦେଉଛନ୍ତି ଶିକ୍ଷକ : ସହଜ ଓ ସରଳ ଭାଷାରେ ୨୧ ବର୍ଷ ଧରି ଶିଖାଉଛନ୍ତି ଗୀତା ଭାଗବତ

ସଙ୍ଗୀତ ଶିକ୍ଷକଙ୍କ ଶାଶ୍ୱତ ପ୍ରୟାସ ୨୧ ବର୍ଷ ଧରି ଆଧ୍ୟାତ୍ମିକ ଜ୍ଞାନ ବାଣ୍ଟୁଛନ୍ତି ପ୍ରମୋଦ ସାର୍ ସହଜ ଓ ସରଳ ଭାଷାରେ ଶ୍ଳୋକ ଓ ନୀତିଶିକ୍ଷା ବୁଝାନ୍ତି ଗୀତା ପାଠ ଶୁଣିବାକୁ ଦୌଡ଼ି ଆସନ୍ତି ବହୁ ଛାତ୍ରଛାତ୍ରୀ ଯାଜପୁର(ଗୁଲାମ ଗସ): କଥାରେ ଅଛି ଆଜିର ଶିଶୁ କାଲିର ନାଗରିକ...

vice-president
ଏପ୍ରିଲ ୨ରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

ଭୁବନେଶ୍ୱର: ଏପ୍ରିଲ ୨ରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ୨ ତାରିଖ ଦିନ ୧୧ଟା ୧୫ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚବେ।  ସେହିଦିନ ସନ୍ଧ୍ୟାରେ କଟକ ସାରଳା ଭବନରେ ଆଦିକବି ସାରଳା ଦାସଙ୍କ ୬୦୦ତମ ଜୟନ୍ତୀ ଉତ୍ସବରେ ଯୋଗଦେବେ । ସେହିପରି ଏପ୍ରିଲ ୩ରେ ଉତ୍କଳ...

nayagarh
ବି ଟେକ ଛାତ୍ରଙ୍କ ଚମତ୍କାର ଉଦ୍ଭାବନ : ଉଡା ଚଢେଇ ଦେଖି ଉଡେଇଲେ ଫାଇଟର ଜେଟ୍

ନିଶା ନୂଆ ନୂଆ ଉଦ୍ଭାବନ, ଆଶା ବୈଜ୍ଞାନିକ ହେବା ସୁନାଖଳାର ଅଂଶୁମାନ ନିର୍ମାଣ କରିଛନ୍ତି ରିମୋଟ୍ ଡ୍ରୋନ୍ ଆଗକୁ ଇସ୍ରୋ କିମ୍ବା DRDOରେ କାମ କରିବାକୁ ଲକ୍ଷ୍ୟ ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ବି ଟେକ ଛାତ୍ରଙ୍କ ଚମତ୍କାର ଉଦ୍ଭାବନ। ରିମୋଟ  କଣ୍ଟ୍ରୋଲ ଦ୍ୱାରା…

work from home
Work from Home ରେ ଖୁସି ୬୨ ପ୍ରତିଶତ କର୍ମଚାରୀ :  କାମରେ ସ୍ୱାଧିନତା ମିଳିଲେ କମ ଦରମାରେ କାମ କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ:  ଅଫିସରେ କାମ କରିବା ବଦଳରେ ଘରେ କାମ କରି ଖୁସି ଅଛନ୍ତି ୬୨ ପ୍ରତିଶତ କର୍ମଚାରୀ । କରୋନା ସଂକ୍ରମଣ ପୁଣି ବଢ଼ି ଚାଲିଥିବା ବେଳେ ପ୍ରାୟ କର୍ମଚାରୀ ଘରୁ କାମ କରୁଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ କମ୍ପାନୀ କର୍ମଚାରୀଙ୍କୁ Work from Homeର ସୁବିଧା...

NIT-exam
ଛାତ୍ରଛାତ୍ରୀଙ୍କ ବିରୋଧ ପରେ NIT କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି : ଅଫଲାଇନ ବଦଳରେ ଅନଲାଇନରେ ହେବ ପରୀକ୍ଷା

ରାଉରକେଲା: ଛାତ୍ରଛାତ୍ରୀଙ୍କ ବିରୋଧ ପରେ ରାଉରକେଲା ଏନଆଇଟି କର୍ତ୍ତୃପକ୍ଷଙ୍କ ତତ୍ପରତା । ଅଫଲାଇନ ବଦଳରେ ଅନଲାଇନରେ ପରୀକ୍ଷା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ଏନଆଇଟି କର୍ତ୍ତୃପକ୍ଷ । କେବେ ଓ କେଉଁ ସମୟରେ ପରୀକ୍ଷା କରାଯିବ ସେନେଇ ଆଉ ଥରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି ।...

VOTING
ସାଢ଼େ ୯ଟା ସୁଦ୍ଧା ଆସାମାରେ ୧୦.୩ ଓ ବଙ୍ଗରେ ୧୪.୨ ପ୍ରତିଶତ ମତଦାନ

ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି । ପଶ୍ଚିମବଙ୍ଗରେ ସକାଳ ୯ଟା ୩୦ ସୁଦ୍ଧା ୧୪.୩ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମତଦାନ ବେଳେ କେତେକ ସ୍ଥାନରେ...

corona
ପୁଣି ଉପରମୁହାଁ କରୋନା ମିଟର: ୨୪ ଘଣ୍ଟାରେ ୬୨,୨୫୮ ସଂକ୍ରମିତ , ୨୯୧ ମୃତ

ନୂଆଦିଲ୍ଲୀ: ପୁଣି ଉପରମୁହାଁ କରୋନା ମିଟର। ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୨୫୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୯୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏଯାବତ୍ ଦେଶରେ ୧ କୋଟି ୧୯ ଲକ୍ଷ ୮ ହଜାର ୯୧୦ ଜଣ କରୋନା ଆକ୍ରାନ୍ତ...

Bibana
ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ଘରେ ସିବିଆଇ ଚଢ଼ଉ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଘର ଉପରେ ସିବିଆଇ ଚଢ଼ଉ । କଟକ ଜିଲ୍ଲା ବାରଙ୍ଗ ଥାନାର ନରଣପୁର ଗାଁରେ ଥିବା ବିବନ ବିଶ୍ୱାଳର ଘର ଉପରେ ଗତକାଲି ବାରଙ୍ଗ ପୋଲିସ ଓ ସିବିଆଇର ୩ ଜଣିଆ ଟିମ୍...

jasmin malik
ମାସ୍କ ପ୍ରସ୍ତୁତ କରି ସ୍ୱାବଲମ୍ବୀ କଟକର ଯସ୍ମୀନ ମଲିକ

କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ): କରୋନା କାଳରେ ମାସ୍କ ପ୍ରସ୍ତୁତ କରି ବିକ୍ରି କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ବି ସକ୍ଷମ କରାଇ ଚର୍ଚ୍ଚାରେ କଟକର ମହିଳା ଯସ୍ମୀନ ମଲିକ । ସଂଖ୍ୟାଲଘୁ ମହିଳାମାନଙ୍କୁ ରୋଜଗାର ଦେବାରେ ତାଙ୍କର ବଡ଼ ଅବଦାନ ରହିଛି । ତାଙ୍କର ଏହି ପଦକ୍ଷେପକୁ...

water scarcity
ଗ୍ରୀଷ୍ମ ଆରମ୍ଭରୁ ବଢିଲାଣି ପାଣି ସମସ୍ୟା : ପିଇବା ପାଣି ପାଇଁ ବିକଳ ହେଉଛନ୍ତି ଲୋକେ

କାମରେ ଆସୁନି ନଳକୂଅ, ଚୁଆ ଓ ପୋଖରୀ ଉପରେ ନିର୍ଭରଶୀଳ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେବି ମିଳୁନି ସୁଫଳ ମୋହନା ଓ ଟାଙ୍ଗୀରେ ବିଶୁଦ୍ଧ ଜଳ ପାଇଁ ହଇରାଣ ଗ୍ରାମବାସୀ ମୋହନା,ଚୌଦ୍ୱାର(ମିହିର ଜିତ, ପ୍ରକାଶ ନାୟକ): ଗ୍ରୀଷ୍ମ ଆରମ୍ଭରୁ ବଢିଲାଣି ପାଣି ସମସ୍ୟା । ବିଶୁଦ୍ଧ ପିଇବା...

Electric-Scooty
ଇଲେକ୍ଟ୍ରିକ୍ ଭେହିକିଲ୍ ପ୍ରଡକ୍ସନ ଦୁନିଆରେ ପାଦ ଥାପିଲେ ଓଡ଼ିଆ ଝିଅ ମଧୁମିତା

ଇଲେକ୍ଟ୍ରିକ୍ ଭେହିକିଲ୍ ପ୍ରଡକ୍ସନ ଦୁନିଆରେ ପାଦ ଥାପିଛନ୍ତି ଓଡ଼ିଆ ଝିଅ। ମଧୁମିତା ଏକ ଇଲେକ୍ଟ୍ରିକ୍ ଭେହିକିଲ କଂପାନି ଆରମ୍ଭ କରିଛନ୍ତି। ତାଙ୍କ କଂପାନି ପ୍ରଥମ କଂପାନି ହେବ ଯାହା ମେଡ୍ ଇନ୍ ଇଣ୍ଡିଆ ଇଲେକ୍ଟ୍ରିକ୍ ସ୍କୁଟି ବାହାର କରିବାକୁ ଯାଉଛି ବୋଲି ସେ ଦାବି କରିଛନ୍ତି।

mohan majhi
ରାଜ୍ୟକୁ ଫେରିଥିବା କେତେ ପ୍ରବାସୀଙ୍କୁ ନିଯୁକ୍ତି ମିଳିଛି? ବେକାରୀ ସମସ୍ୟା ନେଇ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ମୁଖ୍ୟ ସଚେତକ

କରୋନାଠୁ ବଡ଼ ମହାମାରୀ ବେକାରୀ ସମସ୍ୟା ରାଜ୍ୟରେ ପ୍ରିୟାପ୍ରୀତିରେ ନିଯୁକ୍ତି ଚାଲିଛି ରାଜ୍ୟକୁ ଫେରିଥିବା କେତେ ପ୍ରବାସୀଙ୍କୁ ନିଯୁକ୍ତି ମିଳିଛି?: ମୋହନ ବେକାରୀ ସମସ୍ୟା ରାଜ୍ୟରେ ସୀମା ଟପିଯାଇଛି:ନରସିଂହ ମୋହନଙ୍କ ଅଭିଯୋଗର ଜବାବ ରଖିଲେ ମନ୍ତ୍ରୀ ଭୁବନେଶ୍ୱର: କରୋନା ମହାମାରୀଠାରୁ ବଡ ମହାମାରୀ ହେଉଛି ରାଜ୍ୟର ବେକାରୀ ସମସ୍ୟା...

pgt
କେନ୍ଦ୍ରୀୟ ବିଦ୍ୟାଳୟ ନିଯୁକ୍ତି ୨୦୨୧: PGT, TGT ପଦବୀ ପାଇଁ ଆବେଦନ କରନ୍ତୁ  

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍) ର ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି, ଯାହା ପ୍ରାର୍ଥୀଙ୍କ ଠାରୁ PGT, TGT, PRT ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ ସୁଯୋଗ ପ୍ରଦାନ କରୁଛି । ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଦ୍ୟାଳୟ ୨୦୨୧-୨୦୨୨ ବର୍ଷ ପାଇଁ ପାର୍ଟ ଟାଇମ୍...

students
ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୦: ସରକାର ଆଇପିଏସ୍ ଅଧିକାରୀଙ୍କ ନିଯୁକ୍ତିକୁ ୧୫୦ ରୁ ୨୦୦ କୁ ବୃଦ୍ଧି କରିଛନ୍ତି

ନୂଆଦିଲ୍ଲୀ: ସିଭିଲ ସର୍ଭିସ ପରୀକ୍ଷା (CSE) ୨୦୨୦ରୁ ଭାରତୀୟ ପୋଲିସ ସେବା ଅଧିକାରୀଙ୍କ ନିଯୁକ୍ତି ସଂଖ୍ୟା ୧୫୦ ରୁ 200 କୁ ବୃଦ୍ଧି କରାଯାଇଛି ବୋଲି ବୁଧବାର ଲୋକସଭାକୁ ସୂଚନା ଦିଆଯାଇଛି। ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, IAS ପାଇଁ, ବସୱାନ୍...

Cuttack-suchi
ସିନେମାଟୋଗ୍ରାଫରରୁ ମୋମୋ ବିକ୍ରେତା : କରୋନା ବଦଳାଇ ଦେଲା ଜୀବନଶୈଳୀ

କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ) : ବି-ଟାଉନ୍ ସିନେମାଟୋଗ୍ରାଫରରୁ ରାସ୍ତା କଡ଼ର ମୋମୋ ବିକ୍ରେତା । କରୋନା ବଦଳାଇ ଦେଲା ସମ୍ପୂର୍ଣ୍ଣ ଜୀବନଶୈଳୀ। ମୁମ୍ବାଇ ମାୟା ନଗରୀରୁ କଟକ ସହର ଲେଉଟାଣି । ବଲିଉଡ କଳାକାରଙ୍କ ଅଭିନୟକୁ କ୍ୟାମେରାରେ କଏଦ କରୁଥିବା ସିନେମାଟୋଗ୍ରାଫର ଆଜି…

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।