• translate
Prangyan Parimita

Prangyan Parimita

Editor

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by Prangyan Parimita

assembly
ବିଧାନସଭାରେ ଉଠିଲା ବ୍ୟୋମକେଶଙ୍କ ଭାଇରାଲ ଅଡ଼ିଓ ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ବ୍ୟୋମକେଶଙ୍କ ଭାଇରାଲ ଅଡ଼ିଓ ପ୍ରସଙ୍ଗ । ବ୍ୟମୋକେଶଙ୍କ ଅଡ଼ିଓ ଭାଇରଲକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ଓ ଚାନ୍ଦବାଲି ବ୍ୟମୋକେଶ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ...

Justice-Ramana
ଜଷ୍ଟିସ ଏନ.ଭି ରମଣା ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

ଜଷ୍ଟିସ ଏନ.ଭି ରମଣାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ସୁପାରିସ୍ କେନ୍ଦ୍ରକୁ ଚିଠି ଲେଖିଲେ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍.ଏ. ବୋବଡେ ବରିଷ୍ଠତା ଭିତ୍ତିରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କଲେ ଏପ୍ରିଲ ୨୩ରେ ଜଷ୍ଟିସ୍ ବୋବଡେଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ନୂଆଦିଲ୍ଲୀ :  ଜଷ୍ଟିସ୍...

elephant
ଦଳିଦେଲା ହାତୀ, ଦୁଇ ଶ୍ରମିକ ମୃତ

ସମ୍ବଲପୁର (ସଞ୍ଜୟ ଜେନା):  ପୁଣି ହାତୀ-ମଣିଷ ଲଢ଼େଇରେ ବଳି ପଡ଼ିଛି ମଣିଷ । ହାତୀ ଆକ୍ରମଣରେ ଯାଇଛି ଦୁଇ ଶ୍ରମିକଙ୍କ ଜୀବନ । ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଧମା ଥାନା ଅଞ୍ଚଳରେ ଘଟିଛି ଏହି ଅଘଟଣ । ଶୋଇଥିବା ଅବସ୍ଥାରେ ହାତୀ ଦଳି ଦେବାରୁୁ ୨ ଜଣ...

kim jon un
କ୍ରୁର ଶାସକର କଡ଼ା ଆଇନ୍ : ପର୍ଣ୍ଣ ଭିଡ଼ିଓ ଦେଖିବାରୁ ନାବାଳକକୁ ତଡ଼ିପାର ନିର୍ଦ୍ଦେଶ ଦେଲେ କିମ୍ ଜୋଙ୍ଗ ଉନ୍

କ୍ରୁର ଶାସକର କଡ଼ା ଆଇନ୍ । ପୁଣି ଚର୍ଚ୍ଚାରେ ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ । ଅଶ୍ଳୀଳ ସିନେମାକୁ  ଦେଶରେ ବ୍ୟାନ କରିଥିବା ବେଳେ ପର୍ଣ୍ଣ ଭିଡ଼ିଓ ଦେଖୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଜଣେ ନାବାଳକ ପର୍ଣ୍ଣ ଦେଖିବାରୁ...

president
ଶ୍ରୀମନ୍ଦିର ବୁଲିଲେ, ଦରମାରୁ ଲକ୍ଷେ ଟଙ୍କା ଦାନ କଲେ ରାଷ୍ଟ୍ରପତି

ପୁରୀ : ଶ୍ରୀଜିଉଙ୍କ ଦର୍ଶନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ବିକାଶ ଅଭିଯାନରେ ସାମିଲ ହୋଇ ୧ ଲକ୍ଷ ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ରାଷ୍ଟ୍ରପତି ଏହି ସମର୍ପଣ ନିଧି ଅର୍ପଣ କରିଛନ୍ତି । ଶ୍ରୀମନ୍ଦିର…

kendrapara
ରାଜ୍ୟ ଫୁଟବଲର ଏନ୍ତୁଡିଶାଳରେ ଏବେ ଭିତ୍ତିଭୂମିର ଅଭାବ, ନାହାଁନ୍ତି ପେଶାଦାର ପ୍ରଶିକ୍ଷକ

କେନ୍ଦ୍ରାପଡା(ମନୋଜ ସ୍ୱାଇଁ) : ରାଜ୍ୟରେ ମହିଳା ଫୁଟବଲ କହିଲେ ମନକୁ ଆସିଯାଏ କେନ୍ଦ୍ରପଡା କଥା । ଯେଉଁଠୁ ଅନେକ ପ୍ରତିଭବାନ ଖେଳାଳି ସୃଷ୍ଟି ହୋଇ ଅନ୍ତର୍ଜାତୀୟ ଏବଂ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି  । ହେଲେ ଫୁଟବଲର ଏନ୍ତୁଡିଶାଳ କୁହଯାଉଥିବା…

cm-tirath-singh-rawat
”ଯେତେବେଳେ ସମୟ ଥିଲା କେବଳ ୨ଟି କାହିଁକି, ୨୦ ପିଲା ଜନ୍ମ କଲନି’

ଡେରାଡୁନ୍: ”ଅଧିକ ଛୁଆ ଜନ୍ମ କଲନି , ଅଧିକ ଚାଉଳ ପାଇଥାଆନ୍ତ’ । ମହିଳାଙ୍କ ଫଟା ଜିନ୍ସ ପିନ୍ଧିବା ଉପରେ ଦେଇଥିବା ବିବାଦ ଥମିନଥିବା ବେଳେ ପିଲାଜନ୍ମ ପାଇଁ ଲୋକଙ୍କୁ ଜ୍ଞାନ ବାଣ୍ଟୁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ଆଜି ପୁଣି ଏକ କାର୍ଯ୍ୟକ୍ରମରେ ବିବାଦୀୟ ବୟାନ ଦେଇଛନ୍ତି ଉତ୍ତରାଖଣ୍ଡର...

corona
ନଭେମ୍ବର ପରେ ସର୍ବାଧିକ ମାମଲା : ୨୪ ଘଣ୍ଟାରେ ଦେଶରେ ୪୬,୯୫୧ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ପୁଣି କାୟା ମେଲାଉଛି କରୋନା। ରେକର୍ଡ ପରେ ରେକର୍ଡ କରି ଚାଲିଛି ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାର ୯୫୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମଣ ସଂଖ୍ୟା ୧.୧୬ କୋଟିରୁ ଅଧିକ ହୋଇଯାଇଛି । ...

water problem
ଖରା ଆରମ୍ଭରୁ ଜଳକଷ୍ଟ : ଲୁଣି ଓ ଆଇରନ ମିଶା ପାଣି ଯୋଗୁଁ ଚିନ୍ତାରେ ଲୋକେ

ପାରାଦୀପ,ନବରଙ୍ଗପୁର(ରମାକାନ୍ତ ନାୟକ, ନବଘନ ବିଷୋୟୀ) : ଖରା ତାତି ବଢିବା ସାଙ୍ଗକୁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଂଚଳରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା । ନଳକୂପ ଜଳ ଅନେକ ସ୍ଥାନରେ ଲୁଣି ଓ ଆଇରନ ଯୁକ୍ତ ହୋଇଥିବାରୁ ସମସ୍ୟା…

jaga
ଜନ୍ମମାଟିକୁ ଫେରିବ ଜଗା

କଟକ SCBରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରିବ ଜଗା SCBରେ ଚିକିତ୍ସାଧୀନ ଥିବା ଜଗାକୁ ଫୁଲବାଣୀ ନେବାକୁ ହୋଇଛି ନିଷ୍ପତ୍ତି SCBରେ ପହଞ୍ଚିଛନ୍ତି ଫୁଲବାଣୀ ମେଡିକାଲର ୨ ଜଣିଆ ଟିମ୍ କଟକ SCB କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ଫୁଲବାଣୀ ଡାକ୍ତରୀ ଟିମ୍ ଆଲୋଚନା ପରେ ଜଗାର...

encounter
ଜାମ୍ମୁ ଓ କାଶ୍ମୀର ସୋପିଆନରେ ଏନକାଉଣ୍ଟର : ୪ ଆତଙ୍କବାଦୀ ମୃତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା । ବଡ଼ି ଭୋରରୁ ପୋଲିସର ଏନକାଉଣ୍ଟରରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ। ମୃତ ଆତଙ୍କବାଦୀମାନେ ଲସ୍କର ଇ ତଏବା ସଂଗଠନର ସକ୍ରିୟ ସଦସ୍ୟ ବୋଲି ଜାମ୍ମୁ ଓ କାଶ୍ମୀର ପୋଲିସ ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି ।...

president
ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

  ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି ରାଷ୍ଟ୍ରପତିଙ୍କ ପତ୍ନୀ, ରାଜ୍ୟପାଳ ଓ ଧର୍ମେନ୍ଦ୍ର ବି ଦର୍ଶନ କଲେ ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

traibal
ଆଦିବାସୀ କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ପ୍ରୟାସ

: ଆଧୁନିକତାର ଛାପ ଯୋଗୁଁ ଲୋପ ପାଇବାକୁ ବସିଲାଣି ଆଦିବାସୀ କଳା ସଂସ୍କୃତି  । ଏଭଳି ସ୍ଥିତିରେ ଏହାକୁ ବଞ୍ଚାଇବା ଲାଗି ଆରମ୍ଭ ହୋଇଛି ଉଦ୍ୟମ।

nabarangpur
ରାସ୍ତା କଡ଼େ କଡ଼େ ବୁଲୁଛନ୍ତି ଭାଲୁ : ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ

ନବରଙ୍ଗପୁର(ନବଘନ ବିଷୋୟୀ) : ରାସ୍ତା କଡ଼ରେ ନିର୍ଭୟରେ ବୁଲୁଛନ୍ତି ଭାଲୁ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମ ନିକଟରେ ପୁଣି ଭାଲୁ ବୁଲୁଥିବାର ସୂଚନା ମିଳିଛି l ରାସ୍ତା କଡ଼େ କଡ଼େ ୪ ଟି ଭାଲୁ ବୁଲୁ ଥିବାର…

anil deshmukh
ମନ୍ତ୍ରିମଣ୍ଡଳରୁ ବିଦା ହୋଇପାରନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ

ବିଦା ହେବେ ଅନୀଲ ଦେଶମୁଖ ! ପ୍ରେସମିଟରେ ପରୋକ୍ଷରେ ସଙ୍କେତ ଦେଲେ ଏନସିପି ମୁଖ୍ୟ ଶରଦ ପାଓ୍ୱାର ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ଚିଠିକୁ ନେଇ ପ୍ରେସମିଟ୍ ଦେଶମୁଖଙ୍କ ବିରୋଧରେ ଅଭିଯୋଗକୁ ଅତ୍ୟନ୍ତ ଗୁରୁତର କହିଲେ ପାଓ୍ୱାର ନିଷ୍ପତ୍ତି ନେବାର ସଂପୂର୍ଣ୍ଣ ଅଧିକାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କର...

tigress sundari
ଫେରିଯିବ ସୁନ୍ଦରୀ : ବାଘୁଣୀକୁ ନେବା ପାଇଁ ସାତକୋଶିଆ ଆସୁଛନ୍ତି ୬ ଜଣିଆ ଟିମ୍

କାହ୍ନାକୁ ଫେରିଯିବ ସୁନ୍ଦରୀ  ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ଫେରିଯିବ ବାଘୁଣୀ ସୁନ୍ଦରୀ  ସୁନ୍ଦରୀକୁ ନେବା ପାଇଁ ସାତକୋଶିଆ ଆସୁଛନ୍ତି ୬ ଜଣିଆ ଟିମ୍ ଟିମ୍ ଆସି ସୁନ୍ଦରୀର ବ୍ୟବହାର ଓ ସ୍ୱାସ୍ଥ୍ୟ ସମୀକ୍ଷା କରିବ ଭୁବନେଶ୍ୱର: ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ବାଘୁଣୀ ସୁୁନ୍ଦରୀ । ତାକୁ ନେବା...

PAWAN
ଦୁର୍ଦ୍ଦିନରେ ପବନ ଜହ୍ଲାଦ

ମିରଟ : ଦୁର୍ଦ୍ଦିନରେ ଜହ୍ଲାଦ ପବନ। ନରରାକ୍ଷସଙ୍କୁ ଫାଶୀ ଦେବା ପରେ ଲୋକେ ବି ଭୁଲିଗଲେ ସରକାର ବି ଭୁଲିଗଲେ। ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ନିର୍ଭୟାଙ୍କୁ ନ୍ୟାୟ ଦେଇଥିବା ମିରଟର ପବନ ଜହ୍ଳାଦ ଏବେ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ସ୍ୱଳ୍ପ ରୋଜଗାରର ୯...

sirka
ବଲିଉଡ଼ରେ ରାଜ କରୁଛନ୍ତି ବିଜାତଳାର ରାମ ସିର୍କା

ରାଇରଙ୍ଗପୁର(ରାଜେଶ ଶର୍ମା): ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ବାମନଘାଟିର ଛୋଟ ଗାଁରୁ ବଲିଉଡ ପର୍ଯ୍ୟନ୍ତ ଯାତ୍ରା । ବିଜାତଳା ବ୍ଲକର ଖନ୍ତ ପଞ୍ଚାୟତ ସୁରତନଗରର ରାମ ସିର୍କା ଏବେ ବଲିଉଡରେ ରାଜ କରୁଛନ୍ତି । ମର୍ଦ କୋ ଦର୍ଦ ନେହିଁ ହୋତା,…

jagaku-dekhi-govinda
’ମହାପ୍ରଭୁ ଜଗନ୍ନାଥ ମୋ ସ୍ୱପ୍ନରେ ଆସିଥିଲେ’

ପୁରୀ : ବଲିଉଡ ଷ୍ଟାର ଗୋବିନ୍ଦା ଓ ତାଙ୍କ ପତ୍ନୀ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରରେ ମହାପ୍ରଭୁଙ୍କୁ ଅତି ନିକଟକୁ ଦର୍ଶନ କରିବା ପରେ ବିଭୋର ହୋଇଯାଇଛନ୍ତି ଗୋବିନ୍ଦା । ସେ କହିଛନ୍ତି, ମୋ ଉପରେ  ଭଗବାନଙ୍କ ବହୁତ କୃପା ରହିଛି। ଅନେକ...

patialala
ପେଟ୍ରୋଲ ବୋତଲ ଧରି ମୋବାଇଲ ଟାୱାରକୁ ଚଢ଼ିଗଲେ ଦୁଇ ବେକାର ଯୁବକ

ପଟିଆଲା: ଚାକିରି ଦିଅ, ନହେଲେ ଆମେ ମରିବୁ । ସରକାରଙ୍କ ପକ୍ଷପାତିତା ନୀତିକୁ ବିରୋଧ କରି ପଟିଆଲାରର ଏଲିମେଣ୍ଟାରୀ ଟିଚର୍ସ ଟ୍ରେନିଂ ପରେ ଟିଚର୍ସ ଏଲିଜିବିଲିଟି ପାସ କରିଥିବା ଦୁଇ ଯୁବକ ପେଟ୍ରୋଲ ବୋତଲ ନେଇ ମୋ‍ବାଇଲ ଟାୱାର ଉପରକୁ ଚଢ଼ିଯାଇଛନ୍ତି। ସମଗ୍ର ରାଜ୍ୟରେ ଖାଲି ପଡିଥିବା ETT...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।