• translate
Prangyan Parimita

Prangyan Parimita

Editor

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by Prangyan Parimita

Paintin
ଚିତ୍ରଶିଳ୍ପୀଙ୍କ ସ୍ପର୍ଶରେ ଜୀବନ୍ତ ହୋଇଉଠିଲା ନିର୍ଜୀବ କାନଭାସ: କରୋନା କାଳରେ କମାଳ ଦେଖାଇଲେ ଆଦିବାସୀ ଚିତ୍ରଶିଳ୍ପୀ 

ବଲାଙ୍ଗୀର(ଘଟେଶ୍ୱର ମିଶ୍ର): ଚିତ୍ର ନୁହେଁ ତ ସତେ ଯେମିତି ଆଙ୍କି ହୋଇପଡ଼ିଛି ପ୍ରକୃତିର ଶୋଭାରାଜି। ପରିବେଶକୁ ତୂଳୀରେ ବାନ୍ଧି ରଖିଛି କଳାକାର। କରୋନା ଯୋଗୁଁ ପ୍ରାୟ ବର୍ଷେ ହେଲା ବନ୍ଦ ଥିଲା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ। କଟକଣା କୋହଳ ହେଲା ପରେ ଧୀରେ ଧୀରେ ସବୁକିଛି ସ୍ୱାଭାବିକ ହେଉଛି।...

cuttack
ପରିଣତ ବୟସରେ ଅଲୋଡ଼ା ଜନ୍ମଦାତ୍ରୀ: କେଉଁଠି ମାଡ଼ ଖାଉଛି ମା’, ଆଉ କେଉଁଠି ରୋଗିଣା ମା’କୁ ନପଚାରି ବାହାରେ ରହୁଛି ପୁଅ

ତିଗିରିଆ(ଶଶିକାନ୍ତ ବେହେରା) : ମାଆ- ଦୁନିଆର ସବୁଠାରୁ ମଧୁର ଶବ୍ଦ। ମାଆ-ଏକ ଉପମା ବିହୀନ ଶବ୍ଦ। କୁହାଯାଏ, ମାଆ ଋଣ କେବେ ସୁଝି ହୁଏନି। ହେଲେ ଆଜିକା ଯୁଗରେ ପୁଅ ପାଇଁ ମାଆ ବାପା ସତେ ଯେମିତି ଅଲୋଡ଼ା ହୋଇଯାଇଛନ୍ତି। ଭାଗ୍ୟର ବିଡମ୍ବନା, କେଉଁଠି ପୁଅ ବାପାମା’ଙ୍କୁ ପଚାରୁନି...

arrest
ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ବ୍ୟବସାୟୀ ସୁଶୀଲ ଅଗ୍ରଓ୍ୱାଲ

ଅନୁଗୁଳ: ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ବ୍ୟବସାୟୀ ସୁଶୀଲ ଅଗ୍ରଓ୍ୱାଲ। ଅନୁଗୁଳ ସଦର ପୋଲିସ୍ ସୁଶୀଲଙ୍କୁ ଗିରଫ କରିଛି। ସୁଶୀଲ ଓ ତାଙ୍କର ଜଣେ ବ୍ୟବସାୟୀ ବନ୍ଧୁଙ୍କଠାରୁ ଅନୁଗୁଳର ଜଣେ ଶିକ୍ଷକ ବଂଶୀଧର ଦେହୁରୀ ଟଙ୍କା କରଜ ନେଇଥିଲେ। ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ବାବଦକୁ ୨୫...

bijay rupani
ମଞ୍ଚ ଉପରେ ବେହୋସ୍ ହେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଭାଷଣ ଦେବାବେଳେ ମଞ୍ଚ ଉପରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ଗୁଜରାଟ ମୁଖ୍ୟମନ୍ତ୍ରୀ। ବଡୋଦରାର ନିଜାମପୁରରେ ମେହସାନାନଗରରେ ରବିବାର ସନ୍ଧ୍ୟାରେ ଏକ ଜନ ସମାବେଶରେ ନଗରପାଳିକା ନିର୍ବାଚନ ପାଇଁ ଭାଷଣ ଦେବା ବେଳେ ବେହୋସ୍ ହୋଇଗଲେ ବିଜୟ ରୂପାନୀ। ତେବେ ଏହି ଅଘଟଣ ପରେ ତୁରନ୍ତ ତାଙ୍କର କାର୍ଯ୍ୟକ୍ରମକୁ...

teacher
ଅଦରକାରୀ ପଦାର୍ଥରେ କିଟିମିଟିଆ ଗଣିତ ପାଠ : ସହଜ ଗଣିତ ଶିକ୍ଷା ଦେବା ପାଇଁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ନିଆରା ପ୍ରୟାସ

ଭଦ୍ରକ(ପାର୍ଥ ସାରଥୀ ନାୟକ): କାଚ ଚୁଡ଼ିରେ ବୃତ୍ତର ପରିଧି, ପରିସୀମା ଓ ଜ୍ୟାର ପରିକଳ୍ପନା। ବାଡ଼ିରେ ରେଖା ସରଳରେଖା, ପୁଣି କାଡ଼ବୋର୍ଡ଼ ଅବ୍ୟବହୃତ, ସୋଲ, ଧୂପକାଠି, ଅଣ୍ଡାଖୋଳ ଝାଡ଼ୁକୁ ବ୍ୟ‍ବହାର ଗଣିତ ପାଠକୁ ସରଳ ଭାଷାର ବୁଝାଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ। ଅଳିଆ ଅବାର୍ଜନା ଓ ଅଦରକାରୀ ପଦାର୍ଥରେ ତ୍ରିଭୁଜ,...

angul-sambalpur
ନିର୍ମାଣ ନ ସରୁଣୁ ଜାତୀୟ ରାଜପଥ ଫାଟି ଆଁ: ୧ ୨୫୫ କୋଟି ଟଙ୍କାରେ ନିର୍ମିତ ୧୫୦ କିଲୋମିଟର ରାସ୍ତାର ଦୁରବସ୍ଥା କହିଲେ ନ ସରେ

ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର-ଅନୁଗୁଳ ୪୨ ନମ୍ବର ଜାତୀୟ ରାଜପଥରେ ଯିଏ ଥରେ ଯିବ, ସେ ଅନୁଭବ କରିବ ରାସ୍ତାର ଦୂରାବସ୍ଥା। ନିର୍ମାଣ ସରିନି, କିନ୍ତୁ ଏନ୍ଏଚ୍ ଫାଟି ଆଁ କଲାଣି। ରାସ୍ତାର ଅନେକ ସ୍ଥାନରେ ବଡ଼ ବଡ଼ ଫାଟ ପ୍ୟାଚ୍ ପକାଯାଉଛି, ତଥାପି ଫାଟ ଜଳଜଳ ଦିଶୁଛି। ହଜାର...

odisha
କଂଗ୍ରେସର ଓଡ଼ିଶା ବନ୍ଦ: ସକାଳ ୭ରୁ ଦିନ ୧ଟା ଯାଏ ୬ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ୱର: ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ସକାଳ ୭ଟାରୁ ଦିନ ଗୋଟାଏ ଅର୍ଥାତ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବନ୍ଦକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ଭୁବନେଶ୍ୱର...

136466107_125277762816104_4129275760235382857_n
ମେଡିକାଲରେ ହେଲା ପ୍ରେମ: ଦିବ୍ୟାଙ୍ଗଙ୍କୁ ଜୀବନସାଥୀ କଲେ ଲିଜାରାଣୀ

ଭଲ ପାଇ ଜଣେ ଦିବ୍ୟାଙ୍ଗକୁ ନିଜ ଜୀବନସାଥି କରିଛନ୍ତି ଲିଜାରାଣୀ

narendra-modi
ଅଧିକ ଶକ୍ତିଶାଳୀ ହେଲା ସେନା: ଭାରତୀୟ ସେନାକୁ ଯୁଦ୍ଧ କମାଣ ‘ଅର୍ଜୁନ’ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ

ଚେନ୍ନାଇ: ଆହୁରି ଭାରତୀୟ ସେନାବାହିନୀକୁ ‘ଅର୍ଜୁନ ମେନ୍‌ ବ୍ୟାଟଲ୍‌ ଟ୍ୟାଙ୍କ୍‌’ ହସ୍ତାନ୍ତର। ତାମିଲନାଡୁ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇର ସେନା ମୁଖ୍ୟ ଏମ ନରୱାଣେଙ୍କୁ ଅର୍ଜୁନ ଯୁଦ୍ଧ କମାଣ ଟ୍ୟାଙ୍କ (MK-1A) ପ୍ରଦାନ କରିଛନ୍ତି। ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ପୂର୍ବରୁ ମେଗା ଶୋରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ।...

botanical
ବଟାନିକାଲ ଗାର୍ଡେନରେ ଅଗ୍ନିକାଣ୍ଡ: ଭୋଜି କରୁଥିବା ବେଳେ ପିଣ୍ଡିରୁ ନିଆଁ ଲାଗିଥିବା ଆଶଙ୍କା

ଭୁବନେଶ୍ୱର: ନନ୍ଦନକାନନ ବଟାନିକାଲ୍ ଗାର୍ଡ଼େନରେ ଅଗ୍ନିକାଣ୍ଡ। ଭୋଜି କରୁଥିବା ବେଳେ ପିଣ୍ଡିରୁ ନିଆଁ ବ୍ୟାପିଥିବା ଆଶଙ୍କା କରାଯାଉଛି। ଏବେ ଗାର୍ଡ଼େନର ଜଙ୍ଗଲିଆ ଅଞ୍ଚଳରେ ହୁତୁହୁତୁ ହୋଇ ନିଆଁ ଜଳୁଛି। ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଉଛନ୍ତି ବାରଙ୍ଗ ଅଗ୍ନିଶମ ଟିମ୍। ତେବେ ଏହି ଅଗ୍ନକାଣ୍ଡରେ କୌଣସି କ୍ଷୟକ୍ଷତି...

Donald Trump
ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଆଶ୍ୱସ୍ତି:କ୍ୟାପିଟାଲ୍ ହିଲ୍ ହିଂସା ମାମଲାରେ ମିଳିବନି ଦଣ୍ଡ

ୱାସିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଆଶ୍ୱସ୍ତି। କ୍ୟାପିଟାଲ୍ ହିଲ୍ ହିଂସା ମାମଲାରେ ଟ୍ରମ୍ପଙ୍କୁ ମିଳିବନି ଦଣ୍ଡ। ଆମେରିକା ସିନେଟରେ ଟ୍ରମ୍ପଙ୍କ ବିରୋଧରେ ଗତକାଲି ମହାଭିଯୋଗ ମାମଲାରେ ଭୋଟିଂ ହୋଇଥିଲା।  ଯେଉଁଥିରେ ଟ୍ରମ୍ପଙ୍କ ବିରୋଧରେ ୫୭ ସିନେଟରେ ଭୋଟ୍ ପଡ଼ିଥିବାବେଳେ ସପକ୍ଷରେ ୪୩ଟି ଭୋଟ୍ ପଡ଼ିଥିଲା।...

OTV-portal-post-card
ଇଣ୍ଟରନେଟ ଯୁଗରେ ପୋଷ୍ଟକାର୍ଡ ପ୍ରେମ: ଏକକାଳୀନ ୭ହଜାର ପୋଷ୍ଟକାର୍ଡ ପଠାଇ ନିଆରା ଉଦାହରଣ ସୃଷ୍ଟି କଲେ ଚିତ୍ତରଞ୍ଜନ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଇଣ୍ଟରନେଟ ଯୁଗରେ ପୋଷ୍ଟକାର୍ଡ ଲେଖା। ଭାବର ଆଦାନ ପ୍ରଦାନ ପାଇଁ ମାଧ୍ୟମ ସାଜିଛି ପୋଷ୍ଟକାର୍ଡ। ପୋଷ୍ଟକାର୍ଡରେ ଅତୀତର ମିଠା ମିଠା ସ୍ମୃତି ସାଉଣ୍ଟି ଚର୍ଚ୍ଚାରେ ଜଣେ ଯୁବକ। ଆଜିକା ସମୟରେ ହ୍ୱାଟସଆପ୍,ଫେସବୁକ, ମେସେଞ୍ଜର, ଇନଷ୍ଟାଗ୍ରାମରେ ଲୋକେ ସବୁବେଳେ ସକ୍ରିୟ ଥିବା ବେଳେ ବନ୍ଧୁବାନ୍ଧବଙ୍କୁ ଶୁଭେଚ୍ଛା ଜଣାଇବାକୁ...

Dharmendra Pradhan
ଓଡ଼ିଶାରେ ଆନ୍ଧ୍ର ନିର୍ବାଚନ : ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

ଓଡ଼ିଶାରେ ଆନ୍ଧ୍ର ନିର୍ବାଚନ ନେଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍ ରାଜ୍ୟର ଭୌଗୋଳିକ ସୀମାକୁ ସୁରକ୍ଷିତ କରିବା ଆମ ଦାୟିତ୍ୱ ଆନ୍ଧ୍ର ହେଉ ବା ଅନ୍ୟ ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ତିକ୍ତତା ଆଣୁଛି ଆମ ଭୌଗୋଳିକ ସୀମାରେ ପଶି କାଲି ଆନ୍ଧ୍ର ନିର୍ବାଚନ କରିବା ଚିନ୍ତାର...

india
ନିଜ ଦେଶରେ ରହିବାକୁ ମନନାହିଁ . . . ବିଦେଶ ପ୍ରେମରେ ବିତ୍ତଶାଳୀ ଧନୀ ଭାରତୀୟ

ନୂଆଦିଲ୍ଲୀ: ଦେଶ ଛାଡି ପଳାଉଛନ୍ତି ଧନୀ ଭାରତୀୟ। ନିଜ ଦେଶରେ ଆଉ ରହିବାକୁ ମନ ନାହିଁ।  ତେବେ ସପିଂ କି କିଛି ଦିନ ପାଇଁ ନୁହେଁ ବରଂ ସ୍ଥାୟୀ ଭାବେ ବିଦେଶରେ ରହିବାକୁ ଚାହୁଁଛନ୍ତି ଅଧିକରୁ ଅଧିକ ଧନୀ ବ୍ୟକ୍ତି। ୨୦୧୯ ତୁଳନାରେ ୨୦୨୦ରେ ୬୩ ପ୍ରତିଶତ ଅଧିକ...

ajit-doval
NSA ଅଜିତ ଡୋଭାଲଙ୍କୁ ଆକ୍ରମଣ ଯୋଜନା: ସତ ଉଗାଳିଲା ଜୈଶ୍ ଆତଙ୍କୀ, ଆଲର୍ଟରେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ: ପୁଣି ପାକିସ୍ତାନୀ ଷଡ଼ଯନ୍ତ୍ରର ବଡ଼ ଖୁଲାସା। NSA ଅଜିତ ଡୋଭାଲଙ୍କ ଅଫିସ ଉପରେ ଆତଙ୍କବାଦୀଙ୍କ ନଜର। ଜୈଶ ଆତଙ୍କବାଦୀ ହିଦାୟତ-ଉଲ୍ଲାହ ମଲିକ ନିକଟରୁ ଡୋଭାଲଙ୍କ କାର୍ଯ୍ୟାଳୟର କିଛି ଭିଡିଓ ମିଳିଛି। ଫେବୃଆରୀ୬ ରେ କାଶ୍ମୀରର ଶୋପିଆନ୍ ନିବାସୀ ହିଦୟତ-ଉଲ୍ଲା ମଲିକଙ୍କୁ  ଗିରଫ କରିଛି ଭାରତୀୟ ସେନା। ଗିରଫ...

ye-dosti-ham-nai-chhodenge
ନା ସୁଖରେ ନା ସ୍ୱାର୍ଥରେ,ଏକାହାଣୀ ନିବିଡ ବନ୍ଧୁତ୍ୱର: ହଂସ ଓ ମଣିଷ ଭିତରେ ୩୭ ବର୍ଷର ବନ୍ଧୁତା

ତୁର୍କୀ: ବିଶ୍ୱାସର ଡୋରରେ ବନ୍ଧା ବନ୍ଧୁତା। ଭଗବାନଙ୍କର ଏକ ଆକସ୍ମିକ ଓ ଅମୂଲ୍ୟ ଉପହାର। ଦୁଃଖ ଭିତରେ ସୁଖର ଅନୁଭବ। ବନ୍ଧୁତା ସାଗର ପରି ଗଭୀର, ଆକାଶ ପରି ଅସୀମ। ଶୂନ୍ୟତାରେ ଭରିଦିଏ ଅସଂଖ୍ୟ ଖୁସିର ଫଗୁଣ। ବନ୍ଧୁତା ଦେଖେନା ଜାତିଅଜାତି, ରୂପରଙ୍ଗ, ମଣିଷ, ପଶୁପକ୍ଷୀ କି ସାନବଡ଼।...

anganabadi
ବିପଦସଙ୍କୁଳ ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର : ପିଲାଙ୍କୁ ପଠାଇବାକୁ ଭୟ କରୁଛନ୍ତି ଅଭିଭାବକ

କେନ୍ଦ୍ରାପଡା( ମନୋଜ ସ୍ୱାଇଁ) :କୁନି କୁନି ଶିଶୁଙ୍କ ବୌଦ୍ଧିକ ବିକାଶ ସାଙ୍ଗକୁ ମୌଳିକ ଶିକ୍ଷା ଦେବା ପାଇଁ ସରକାରଙ୍କ ତରଫରୁ ଅଙ୍ଗନୱାଡି କେନ୍ଦ୍ରର ବ୍ୟବସ୍ଥା ହୋଇଛି।  ହେଲେ ଅଙ୍ଗନୱାଡି କେନ୍ଦ୍ରର ପ୍ରକୃତ ଅବସ୍ଥା ଦେଖିଲେ ଜଣାପଡୁଛି ସରକାରଙ୍କ ଆନ୍ତରିକତା।  କେଉଁଠି କେନ୍ଦ୍ର ଘର ଅଧା ପଡିଛି ତ ଆଉ...

manipur
ପିଲାଦିନର ପାଇଲଟ ହେବାର ସ୍ୱପ୍ନ ବାଟ କଢ଼ାଇଲା :ବିମାନ ଉଡାଇବା ବଦଳରେ ରେପ୍ଲିକା ନିର୍ମାଣ କରୁଛନ୍ତି ଯୁବକ

ମଣିପୁର : ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ। ପିଲାବେଳର ପାଇଲଟ ହେବାର ସ୍ୱପ୍ନ ସିନା ପୂରଣ ହୋଇପାରିଲା ନାହିଁ, ହେଲେ ବିମାନ ଉଡାଇବା ବଦଳରେ ବିମାନର ରେପ୍ଲିକା ନିର୍ମାଣ କରୁଛନ୍ତି ଜଣେ ଯୁବକ।  କେବଳ ବିମାନ ନୁହଁ, ଭଳିକି ଭଳି ଯାନାବାହାନ ଏବଂ ଟ୍ୟାଙ୍କର ରେପ୍ଲିକା...

135330975_245329763888740_3227344329145145828_n
ସର୍ବଜିତଙ୍କ ଡିଫେନ୍ସ ଏକାଡେମୀ: ବିନା ପ୍ରାପ୍ୟରେ ଦେଶ ପାଇଁ ଯବାନ ଗଢ଼ୁଛନ୍ତି ସିଆରପିଏଫ୍ ଯବାନ

ଯାଜପୁର( ଗୁଲାମ ଗସ୍)‌ : ଓଡ଼ିଆ ପୁଅଙ୍କ ହୁଙ୍କାର ବାଣୀରେ ଶତ୍ରୁପକ୍ଷ ଥରହର ହେବ। ମାତୃଭୂମିର ମାନ ପାଇଁ ଜନ୍ମ ନେଇଥିବା ବୀର ଦେଶ ଓ ଜାତି ପାଇଁ ଶେଷ ରକ୍ତବିନ୍ଦୁ ଥିବା ଯାଏଁ ଲଢ଼ିବେ। ବୀର ଆମର ରଚିବେ ଆଉ…

rathajatra
ଆଉ ଏକ ରଥଯାତ୍ରା ଆସିଲାଣି:ଏଯାଏଁ ଖଞ୍ଜା ହୋଇପାରିଲାନି ତିନି ରଥ

ପୁରୀ (ମଧୁସୂଦନ ମିଶ୍ର): ଗତ ବର୍ଷ ରଥଯାତ୍ରାରେ ଯେଉଁ ରଥ ତିଆରି ହୋଇଥିଲା, ସେହି ତିନି ରଥକୁ ସଂଗ୍ରହାଳୟରେ ରଖିବାକୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ସେତେବେଳେ କୁହାଯାଇଥିଲା, ଯେହେତୁ ଭକ୍ତମାନେ ପୁରୀ ଆସି ରଥଯାତ୍ରା ଦେଖିପାରିନାହାନ୍ତି, ସେଥିପାଇଁ ମହାପ୍ରଭୁଙ୍କ ପ୍ରମୋଦ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।