• translate
Prangyan Parimita

Prangyan Parimita

Editor

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by Prangyan Parimita

’ସ୍ତ୍ରୀର ଦାୟିତ୍ୱ ନେବା ଓ ତାକୁ ଆର୍ଥିକ ସହଯୋଗ କରିବା ସ୍ୱାମୀର କର୍ତ୍ତବ୍ୟ’

ଦିଲ୍ଲୀ: ସ୍ତ୍ରୀର ଦାୟିତ୍ୱ ନେବା ସ୍ୱାମୀର କର୍ତ୍ତବ୍ୟ । ସ୍ତ୍ରୀର ଖର୍ଚ୍ଚ ଉଠାଇବା ସହ ପିଲାଙ୍କୁ ଆର୍ଥିକ ସହାୟତା ଯୋଗାଇବା ସ୍ୱାମୀର ଦାୟିତ୍ୱ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଛନ୍ତି । କେବଳ ଏତିକି ନୁହେଁ ପତ୍ନୀର ଭରଣପୋଷଣ ଏବଂ ପିଲାମାନଙ୍କର ଯତ୍ନ ନେବା ଦାୟିତ୍ୱରୁ ସ୍ୱାମୀ ଓହରି...

dinabndhu
୧୫ ବର୍ଷ ପରେ ମା’ କୋଳକୁ ଫେରିଲା ହଜିଲା ପୁଅ; ଖୁସିରେ ବୋଲ ମାନୁନି ମା’ ଆଖିର ଲୁହ

ଦୀର୍ଘ ୧୫ ବର୍ଷ ପରେ ମାଆ ପାଖକୁ ଫେରିଲା ପୁଅ   ହଜିଲା ପୁଅକୁ ପାଇ ଗାଁରେ ଭାବବିହ୍ୱଳ ପରିବେଶ କେନ୍ଦ୍ରାପଡା ଜିଲ୍ଲା ଆଳି ରାଏସପୁର ଗାଁରେ ଆନନ୍ଦର ଲହରୀ ଯାତ୍ରା ଦେଖିବାକୁ ଯାଇ ହଜିଯାଇଥିଲେ ଦୀନବନ୍ଧୁ  ଆଳି,କୋଣାର୍କଅ(ବନମାଳୀ ସାହୁ,ସଂଜୟ ପତି)…

police-bbsr
ଏସସିବିକୁ ଦଲାଲମୁକ୍ତ କରିବାକୁ ପ୍ରୟାସ : କମିଶନରେଟ ପୋଲିସର ମିଶନ ଜୋରଦାର

କଟକ : ଏସସିବିକୁ  ଦଲାଲମୁକ୍ତ କରିବାକୁ କମିଶନରେଟ ପୋଲିସର ମିଶନ ଜୋରଦାର । ଗତ କିଛି ଦିନ ଭିତରେ ଏସସିବି ପରିସରରୁ ୯ ଜଣ ଦଲାଲ ଗିରଫ ହେବା ପରେ ଏକ ନର୍ସଂହୋମକୁ ସିଲ୍ କରାଯାଇଛି । ରବିବାର ମଙ୍ଗଳାବାଗ କାଠଗୋଲା ସାହିରେ ଥିବା ଏକ ଘରୋଇ ହସ୍ପିଟାଲ...

saneep
ସୁଯୋଗ୍ୟ ପୁତ୍ର ସନ୍ଦୀପ : ହାତରେ ଲାଗିଛି ପ୍ଲାଷ୍ଟର, ତଥାପି ମନରେ ଶତ ସିଂହର ବଳ

ରାୟପୁର: ଭାରତ ମାତର ସୁଯୋଗ୍ୟ ପୁତ୍ର  । ମାଓ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି । ମାଓବାଦୀଙ୍କ ମୃତ୍ୟୁର ମାୟାଜାଲ ଛିଣ୍ଡାଇ ଫେରିଛନ୍ତି କହିଲେ ଚଳେ । ଆଖିରେ ଦେଖିଛନ୍ତି ରକ୍ତ ଜର୍ଜରିତ ସାଥି ଯବାନଙ୍କ ଅବଶ ଶରୀର ।...

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଭଙ୍ଗାରୁଜା

ସମ୍ବଲପୁର : ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଲାଠି ମାଡ଼ । ବିଶ୍ୱ ବିଦ୍ୟାଳୟରେ ଛାତ୍ରଙ୍କ ଭଙ୍ଗାରୁଜା ପରେ ପୋଲିସର ଲାଠି ମାଡ଼ । +୩ ତୃତୀୟ ସେମିଷ୍ଟର ପରୀକ୍ଷା ଅଫଲାଇନରେ ହେବାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ପ୍ରତିବାଦରେ କୁଳପତିଙ୍କ ଅଫିସରେ ଧସେଇ ପଶିଛନ୍ତି । ଆଉ ସେତିକି...

Naveen
ସଂଧ୍ୟାରେ ରାଜ୍ୟର କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ : ସଂକ୍ରମଣ ବଢ଼ୁଥିବାରୁ ନୂଆ ଘୋଷଣା ହୋଇପାରେ

 ଭୁବନେଶ୍ୱର: ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ । ଅପରାହ୍ନ ୫ଟାରେ ଏ ନେଇ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ  । ଏଥିରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।...

govt
ଆଉ ବାରମ୍ବାର ଦୌଡ଼ବାକୁ ପଡ଼ିବନି : ଏଣିକି ସହଜରେ ଉପଲବ୍ଧ ହେବ ଆୟ ଓ ଜାତି ପ୍ରମାଣପତ୍ର

ଭୁବନେଶ୍ୱର : ଏଣିକି ସହଜରେ ମିଳିବ ଆୟ ଓ ଜାତି ପ୍ରମାଣପତ୍ର । ଜାତିଗତ ସହ ବିଭିନ୍ନ ପ୍ରମାଣପତ୍ର ପାଇଁ ସଂଶୋଧିତ ଗାଇଡଲାଇନ ଜାରି ହୋଇଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି କରାଯାଇଛି । ୧୫ ଦିନ ବଦଳରେ ଏଣିକି...

niranjan mishra
’ଜାତୀୟ ତୁଳନାରେ ରାଜ୍ୟ ସ୍ଥିତି ଭଲ ରହିଛି, ଓଡ଼ିଶାରେ ବଢୁଥିବା ପରିସଂଖ୍ୟାନ ଉଦବେଗଜନକ ନୁହେଁ’

ଭୁବନେଶ୍ୱର: ’ଜାତୀୟ ତୁଳନାରେ ରାଜ୍ୟ ସ୍ଥିତି ଭଲ ରହିଛି । ରାଜ୍ୟରେ ବଢୁଥିବା ପରିସଂଖ୍ୟାନ ଉଦବେଗଜନକ ନୁହେଁ । କରୋନାକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏପରି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଅଧିକ ଲୋକଙ୍କର ଟ୍ରେସିଂ ଟେଷ୍ଟିଂ କରାଯିବା ଉଚିତ୍ । ରାଜ୍ୟ ବାହାରୁ ଆସୁଥିବା...

Justice
ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନ୍.ଭି. ରମନା : କଲେଜିୟମର ସୁପାରିଶରେ ରାଷ୍ଟ୍ରପତିଙ୍କ ମୋହର

ଜଷ୍ଟିସ୍ ଏନ୍.ଭି ରମନା ହେବେ ଦେଶର ପରବର୍ତ୍ତୀ CJI କଲେଜିୟମଙ୍କ ସୁପାରିସକୁ ରାଷ୍ଟ୍ରପତିଙ୍କ ମୋହର ଆସନ୍ତା ୨୪ରୁ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଏନ୍.ଭି ରମନା ନୂଆଦିଲ୍ଲୀ :  ଜଷ୍ଟିସ୍ ଏନ୍.ଭି ରମନା ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି । କଲେଜିୟମଙ୍କ ସୁପାରିସକୁ ରାଷ୍ଟ୍ରପତି ମୋହର ମାରିଛନ୍ତି...

labour
କୂଅ ନନ୍ଦ ବସାଉଥିବା ବେଳେ ଧସିଲା ମାଟି ଅତଡ଼ା; ଫସିଗଲେ ଶ୍ରମିକ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମା ଗାଁରେ ଅଘଟଣ ୫ ଜଣ ଶ୍ରମିକ କୂଅ ନନ୍ଦ ବସାଉଥିବା ବେଳେ ଧସିଲା ମାଟି ଅତଡ଼ା ୪ ଜଣ ଶ୍ରମିକ ସୁରକ୍ଷିତ, ମାଟି ଭିତରେ ଜଣେ ରହିଥିବା ସୂଚନା ଘଟଣାସ୍ଥଳରେ ଦମକଳ ବାହିନୀ, ଜେସିବି ସହାୟତାରେ ଚାଲିଛି ଉଦ୍ଧାର କାର୍ଯ୍ୟ କାମାକ୍ଷାନଗର :...

puri
କରୋନା ସଂକ୍ରମଣ ବଢ଼ିବା ପରେ ପୁରୀରେ କଡ଼ା ନିୟମ : ୧୨ ରାଜ୍ୟର ପର୍ଟ୍ୟଟକଙ୍କୁ ଦେଖାଇବାକୁ ପଡ଼ିବ RT PCR ନେଗେଟିଭ ରିପୋର୍ଟ

ପୁରୀ ବଢ଼ିଲା କରୋନା କଟକଣା ୧୨ ରାଜ୍ୟର ପର୍ଯ୍ୟଟକଙ୍କୁ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ୭୨ ଘଣ୍ଟା ପୂର୍ବର ଏହି ରିପୋର୍ଟ ଦେଖାଇବାକୁ ପଡ଼ିବ  ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, କେରଳ, ଗୁଜରାଟ ପ୍ରମୁଖ ରାଜ୍ୟ ନେଗେଟିଭ୍ ରିପୋର୍ଟ ନ ‌ଆଣିଲେ ୭ ଦିନି‌ଆ ହୋମ୍ ଆଇସୋଲେସନ ପୁରୀ :...

sketing
କଟକ ସହରରେ ବଢୁଛି ସ୍କେଟିଂର ଚାହିଦା : ପିଲାଙ୍କ ଠାରୁ ଆରମ୍ଭ କରି ଯୁବବର୍ଗ ମଧ୍ୟରେ ଆଗ୍ରହ

କଟକ : କଟକ ସହରରେ ଦିନକୁ ଦିନ ବଢୁଛି ସ୍କେଟିଂର ଚାହିଦା । ପିଲାଙ୍କଠୁ ଆରମ୍ଭ କରି ଯୁବବର୍ଗ ସ୍କେଟିଂରେ ବେଶ ଆଗ୍ରହ ଦେଖାଉଛନ୍ତି । ସରକାରୀ ପ୍ରୋତ୍ସାହନ ମିଳିଲେ ସ୍କେଟିଂରେ ବି ଆମ ରାଜ୍ୟର ପିଲା ଗୌରବ ଆଣିବେ ବୋଲି…

collage (23)
ବିଜାପୁର ମାଷ୍ଟରମାଇଣ୍ଡ୍ ହିଡ଼ମା : ସ୍କୁଲ ମାଟି ନମାଡ଼ି ଅନର୍ଗଳ ଇଂରାଜୀ କହେ ମାଓ ନେତା

ମାଓବାଦୀଙ୍କ ନରସଂହାରରେ ସମଗ୍ର ଦେଶବାସୀ ସ୍ତବ୍ଧ । ୩ ପଟୁ ଘେରିଥିବା ମାଓବାଦୀଙ୍କ ଆକ୍ରମଣରେ ଜୀବନ ହାରିଲେ ୨୨ ବୀର ଯବାନ ।  ବିଜାପୁର ମାଷ୍ଟରମାଇଣ୍ଡ ବିଛାଇଥିଲା ମୃତ୍ୟୁର ଜାଲ । ଆଉ ପିପୁଲ ଲିବରେଶନ ଅଫ ଗରିଲା ଆର୍ମିର ମୁଖ୍ୟ କମାଣ୍ଡର ହିଡ଼ମା ଚକ୍ରବ୍ୟୁହରେ ଫସିଗଲେ ବୀର...

rajastan
ଅଷ୍ଟ୍ରେଲିଆରୁ ଆସିଲା ଚିଠି, ୫୦ ବର୍ଷ ପରେ ପ୍ରେମିକାର ସନ୍ଧାନ ପାଇ ପ୍ରେମରେ ଉବୁଟୁବୁ ୮୨ ବର୍ଷିୟ ବୃଦ୍ଧ

ଜେସଲମେର : ମରୁଭୂମିରେ ଅଙ୍କୁରିତ ହୋଇଥିଲା ପ୍ରେମର ବୀଜ । ବିଦେଶୀନିଙ୍କ ପ୍ରେମରେ ପଡ଼ିଯାଇଥିଲେ ଦେଶୀ ଯୁବକ । ସବୁ ଆଶା ଆକାଂକ୍ଷାକୁ ପୂରଣ କରି ଦରିଆ ସେପାରିରୁ ଚିଠି ଆସିଛି । ଆଉ ପହିଲି ପ୍ରେମକୁ ଫେରି ପାଇଛନ୍ତି ୮୨ ବର୍ଷ ବୟସ୍କ ବୃଦ୍ଧ । ୫୦...

sasaram
କରୋନା ପାଇଁ କୋଚିଂ ସେଣ୍ଟର ବନ୍ଦ : ହଙ୍ଗାମା କଲେ ଛାତ୍ରଛାତ୍ରୀ

ସାସାରାମ : କୋଚିଂ ସେଣ୍ଟର ବନ୍ଦ କରିବାରୁ ଛାତ୍ରଛାତ୍ରୀଙ୍କ ହଙ୍ଗାମା। ବିହାରରେ କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି କୋଚିଂ ସେଣ୍ଟର ବନ୍ଦ କରିବା ପରେ ଛାତ୍ରଛାତ୍ରୀ ନାରାଜ । ଆଜି ସକାଳେ ସାସାରାମରେ ଛାତ୍ରଛାତ୍ରୀମାନେ ହଙ୍ଗମା କରିବା ସହ ଭଙ୍ଗାରୁଜା କରିଛିନ୍ତି । ଘଟଣାସ୍ଥଳରେ ଉତ୍ୟକ୍ତ ଛାତ୍ର ପୋଡ଼ାଜଳା...

security guard
ଦରମା ଟଙ୍କା ଘରକୁ ପଠାଇ ଚେନାଏ ପିଆଜ ସାଙ୍ଗେ ମୁଠାଏ ପଖାଳ ଖାଉଛନ୍ତି ସିକ୍ୟୁରିଟି ଗାର୍ଡ଼

ଭୋକରେ ଆଉଟୁପାଉଟୁ ପେଟ ଖୋଜେନା ସ୍ୱାଦିଷ୍ଟ ଭୋଜନ । ଦାନା ମୁଠେ ପଡ଼ିଗଲେ, ଅମୃତ ମିଳିଗଲା ପରେ ଲାଗେ । ମୁଠାଏ ପଖାଳ ଆଉ ଚେନାଏ ପିଆଜର ପ୍ରକୃତ ମୂଲ୍ୟ ବୁଝେ ଗରିବ ବାପୁଡ଼ା । ଦି ଓଳି ଦି ମୁଠା ଖାଇବାକୁ ନଥିଲେ ବି ପରିବାର ପାଇଁ...

happy classes
ଜୟଦେବ ବିହାର ଛକରେ ଥିବା ଘରୋଇ କୋଚିଂ ସେଣ୍ଟର ହାପି କ୍ଲାସେସ ସିଲ୍

ଭୁବନେଶ୍ୱର: କୋଭିଡ ଗାଇଡ଼ ଲାଇନ ଉଲଂଘନ ଅଭିଯୋଗରେ ଜୟଦେବ ବିହାର ଛକରେ ଥିବା ଘରୋଇ କୋଚିଂ ସେଣ୍ଟର ହାପି କ୍ଲାସେସ ସିଲ୍ । ବିଏମସି ଚଢାଉ କରି ଏହି କୋଚିଂ ସେଣ୍ଟର ସିଲ୍ କରିଛି । କୋଭିଡ ନିୟମ ଅନୁସାରେ କୋଚିଂ ସେଣ୍ଟରରେ ଛାତ୍ରାଛାତ୍ରୀ ମାନେ ବସିବା, ସାନିଟାଇଜେସନ...

JHARSUGUDA
କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ : ୨ଟି ଦୋକାନ ସିଲ କଲା ଝାରସୁଗୁଡା ପ୍ରଶାସନ

ଝାରସୁଗୁଡା: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଝାରସୁଗୁଡା ସହରରେ ଥିବା ୨ଟି ଦୋକାନ ସିଲ କଲା ପ୍ରଶାସନ । ସ୍ଥାନୀୟ ପୋଲିସ ଓ ଝାରସୁଗୁଡା ବିଡ଼ିଓଙ୍କ ଉପସ୍ଥିତିରେ ଏହି ଦୁଇଟି ଦୋକାନ ସିଲ କରାଯାଇଛି । କୋଭିଡ ସଂକ୍ରମଣକୁ ପ୍ରତିହତ କରିବାକୁ ଝାରସୁଗୁଡାରେ ଚେକିଂକୁ କଡାକଡି କରାଯାଇଛି ।...

jail
ପନିପରିବା ଚାଷଠୁ, ମୁର୍ତ୍ତି ତିଆରି ତଥା ସଙ୍ଗୀତ କାର୍ଯ୍ୟକ୍ରମ, ଜେଲ ପରିବେଶକୁ କରିଛି ଭିନ୍ନ

ଜଳେଶ୍ୱର(ଅଜିତ କୁମାର ଦାସ): ଜେଲ୍ କହିଲେ ମନକୁ ଆସେ ଚାରି କାନ୍ଥ , ଅନ୍ଧାର କୋଠରୀ । ଆଉ ଯେଉଁଠି  ଅଣନିଶ୍ୱାସୀ ଲାଗେ, ଏପରି ଏକ ଜେଲ ଅଛି, ଯାହାର ପରିବେଶ କୌଣସି ଏକ ଗାଁର ପରିବେଶ ଠାରୁ କମ ନୁହେଁ । ପନିପରିବା ଚାଷଠୁ ନେଇ ମୁର୍ତ୍ତି...

election
ସୁପ୍ରିମକୋର୍ଟରେ ମାମଲା, ତଥାପି ମନମାନି ଚଳାଇଛି ଆନ୍ଧ୍ର

କୋରାପୁଟ: ଧୀରେ ଧୀରେ ଓଡ଼ିଶା ଅକ୍ତିଆର କରୁଛି ଆନ୍ଧ୍ର ପ୍ରଦେଶ ।  କୋଟିଆରେ ନିର୍ବାଚନ ପାଇଁ ପୁଣି ଆନ୍ଧ୍ରର ନୋଟିଫିକେସ୍ । ପଞ୍ଚାୟତ ନିର୍ବାଚନ ପରେ ଏବେ ମଣ୍ଡଳ ଓ ଜିଲ୍ଲାପରିଷଦ ନିର୍ବାଚନ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି ଆନ୍ଧ୍ର ପ୍ରଦେଶ ନିର୍ବାଚନ କମିଶନ । ଏପ୍ରିଲ ୧...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।