• translate
Prangyan Parimita

Prangyan Parimita

Editor

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by Prangyan Parimita

delhi pollution
ଅଣନିଃଶ୍ୱାସୀ ଦିଲ୍ଲୀବାସୀ : ନୋଏଡା-ଗାଜିଆବାଦରେ AQI ୪୦୦ରୁ ଅଧିକ

ଅଣନିଶ୍ୱାସୀ କରୁଛି ରାଜଧାନୀ ଦିଲ୍ଲୀ । ନିଶ୍ୱାସପ୍ରଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଛି । ଦେଶର ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଶୀତ ଆରମ୍ଭ ହେବା ସହିତ ଧୀରେ ଧୀରେ ବାୟୁ ଗୁଣବତ୍ତା ଖରାପ ହେବାରେ ଲାଗିଛି । ଦିଲ୍ଲୀ ସମେତ ଉତ୍ତରପ୍ରଦେଶ ଏବଂ...

bus fare
ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ବୋଝ ଉପରେ ନଳିତା ବିଡ଼ା । ପୁଣି ମହଙ୍ଗାମାଡ଼ରେ କଲବଲ ଜନତା । ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢ଼ିଲା ଯାତ୍ରୀବାହୀ ବସ୍ ଭଡ଼ା । ସାଧାରଣ ବସ୍ ଭଡ଼ା ଏକ କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ୍...

sonia
’ମୁଁ ହିଁ କଂଗ୍ରେସର ବସ୍ ’ : କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କୁ ସୋନିଆ ଗାନ୍ଧୀଙ୍କ ଜବାବ୍

ଜାତୀୟ କଂଗ୍ରେସରେ କନ୍ଦଳ ମଧ୍ୟରେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁସି) ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରୁଥିବା ଅସନ୍ତୁଷ୍ଟ ନେତାଙ୍କୁ କଡ଼ା ସ୍ୱରରେ ସମାଲୋଚନା କରିବା ସହ ମୁଁ କଂଗ୍ରେସର ବସ୍ ବୋଲି କହିଛନ୍ତି

dhenkanal
ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ନିରୀହ ଆଦିବାସୀ : ଅପହଞ୍ଚ ଇଲାକାରେ ପଡ଼ୁନି ପ୍ରଶାସନର ପାଦ ଚିହ୍ନ

ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଏଠାକାର ବାସିନ୍ଦା । କିଛି ବର୍ଷ ପୂର୍ବରୁ ଛାତି ଥରା, ହୃଦୟରେ ଆଲୋଡନ ସୃଷ୍ଟି କରୁଥିବା ଅଞ୍ଚଳ ଥିଲା କଇଁଆସାହି ଓ ବାଲିସାହି । ମାଓବାଦୀଙ୍କ ଗୁଳିର ଶବ୍ଦରେ ଥର ହର ହେଉଥିଲା ରଞ୍ଜାଗଡ଼ର ଘଞ୍ଚ କିଟି କିଟି ଜଙ୍ଗଲ । କେତେ...

Elon Musk
ରକେଟ୍ ବେଗରେ ବଢ଼ୁଛି ଏଲନ୍ ମସ୍କର ସମ୍ପତ୍ତି : ଟପ୍ ଟେନ୍‌ ଧନୀ ତାଲିକାରେ ସ୍ଥାନ ପାଇଲେନି ମୁକେଶ ଆମ୍ବାନୀ

ବିଶ୍ୱର ସବୁଠାରୁ ଧନୀ ଓ ବୈଦ୍ୟୁତିକ କାର କମ୍ପାନୀ ଟେସଲା ଇନସ୍‌ (Tesla Inc.) ର ସିଇଓ ଏଲନ୍ ମସ୍କ (Elon Musk)ଙ୍କ ସମ୍ପତ୍ତି ତ୍ରୀବ ବେଗରେ ବଢ଼ିବାର ଲାଗିଛି । ଶୁକ୍ରବାର ଦିନ କ୍ରମାଗତ ପଞ୍ଚମ ଦିନ ପାଇଁ ଟେସଲାର ସେୟାର ବୃଦ୍ଧି ପାଇଛି । ବ୍ଲୁମବର୍ଗ...

dhenkanal
ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ସାଇ ସମ୍ପନ୍ନା : ମୁହେଁ ମୁହେଁ ସଂସ୍କୃତ ଶ୍ଳୋକ, ଗୀତ ଗାଇବରେ ପାରଙ୍ଗମ

ଢେଙ୍କାନାଳର ବିସ୍ମୟ ଶିଶୁ ପ୍ରତିଭା । ମାତ୍ର ଅଢେଇ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇ ସମସ୍ତଙ୍କୁ ଚକିତ କରିଛନ୍ତି । ୨କ ପଣିକିଆ ଠାରୁ ଆରମ୍ଭ କରି ବିଭିନ୍ନ ରଙ୍ଗର ପଶୁପକ୍ଷୀକୁ ସହଜରେ ଚିହ୍ନି ପାରୁଛନ୍ତି

Manish Anurag Death Case
ମନୀଷ ମୃତ୍ୟୁ ମାମଲା : ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ତିନି ଜଣ ଗିରଫ

ବହୁଚର୍ଚ୍ଚିତ ମନୀଷ ମୃତ୍ୟୁ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଅମ୍ରିତ ବିଶ୍ୱାଳ, ଦିନେଶ ଓ ମୃତ୍ୟୁଞ୍ଜୟଙ୍କୁ ଗିରଫ କରାଯାଇଛି । ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ତିନି ଜଣକୁ ଗିରଫ କରିଛି ପୋଲିସ ।

david amess
ସର୍ବସମ୍ମୁଖରେ ବ୍ରିଟିଶ୍ ସାଂସଦଙ୍କୁ ଛୁରୀ ମାରି ହତ୍ୟା : ଅଭିଯୁକ୍ତକୁ ଗିରଫ କଲା ପୋଲିସ୍

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ କନଜରଭେଟିଭ୍ ପାର୍ଟି ସାଂସଦ ଡେଭିଡ ଅମିସଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି । ପୂର୍ବ ଇଂଲଣ୍ଡର ଏକ ଚର୍ଚ୍ଚରେ ସହକର୍ମୀଙ୍କ ସହ ବୈଠକ କରୁଥିବା ସମୟରେ ସାଂସଦଙ୍କୁ ଆକ୍ରମଣ କରାଯାଇଥିଲା । ବର୍ତ୍ତମାନ ପୋଲିସ ୨୫ ବର୍ଷୀୟ ଆକ୍ରମଣକାରୀଙ୍କୁ ଗିରଫ କରିଛି...

cwc meet
ଦିଲ୍ଲୀରେ ଆଜି CWC ବୈଠକ : ନୂତନ ଅଧ୍ୟକ୍ଷ ନିଯୁକ୍ତି ଓ ସାଂଗଠନିକ ନିର୍ବାଚନ ଉପରେ ଆଲୋଚନା ସମ୍ଭାବନା

କଂଗ୍ରେସ ସାଂଗଠନିକ ନିର୍ବାଚନ, ଆଗାମୀ ବିଧାନସଭା ନିର୍ବାଚନ, ଲଖିମପୁର ଖେରୀ ହିଂସା, କୃଷକ ଆନ୍ଦୋଳନ ଏବଂ ମୁଦ୍ରାସ୍ଫୀତି ଭଳି ପ୍ରସଙ୍ଗ ଆଦି ଏହି ବୈଠକର ମୁଖ୍ୟ ଏଜେଣ୍ଡା ରହିବ ବୋଲି କୁହାଯାଉଛି । ଆଜି ସକାଳ ୧୦ ଟାରୁ ଆରମ୍ଭ ହେବ ବୈଠକ ।

Painter
ଦିନେ ଯାତ୍ରାପାର୍ଟି ବ୍ୟାନର ଲେଖୁଥିଲେ : ପରିଶ୍ରମ ଓ ଅଧ୍ୟବସାୟ ବଳରେ ଆଜି ସେ ପ୍ରସିଦ୍ଧ ଚିତ୍ରଶିଳ୍ପୀ

ଦିନେ ସେ ରାସ୍ତା କଡର କାନ୍ଥ ଓ ଯାତ୍ରା ପାର୍ଟି ବ୍ୟାନରେ ଚିତ୍ର ଆଙ୍କୁଥିଲେ। କିନ୍ତୁ ନିଜର ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ପାଲଟି ଯାଇଛନ୍ତି ଜଣେ ପ୍ରସିଦ୍ଧ ଚିତ୍ରଶିଳ୍ପୀ। ଆମେ କହୁଛୁ ଭଦ୍ରକର ଯୁବ ଚିତ୍ରଶିଳ୍ପୀ ପ୍ରଭାତ ଜେନାଙ୍କ କଥା। ପିଲା ବେଳୁ ଜଣେ ଚିତ୍ରଶିଳ୍ପୀ...

 drone
ବନ୍ଧୁତ୍ୱର ଦ୍ୱାହି ଦେଉଥିବା ପାକିସ୍ତାନ ପାଇଲା ପାନେ : ଉଡ଼ିବା ଆଗରୁ ଖସିପଡ଼ୁଛି ଚୀନ୍ ଦେଇଥିବା ଡ୍ରୋନ୍

ବନ୍ଧୁ ନା ବଇରୀ ? ପାକିସ୍ତାନ୍ ସେନାକୁ ଚୀନ୍‌ର ପରିହାସ । ବର୍ତ୍ତମାନ ସମୟରେ ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଖରାପ ହେବାର ଅନେକ ସମ୍ଭାବନା ରହିଛି । ବନ୍ଧୁତ୍ୱର ଦ୍ୱାହି ଦେଉଥିବା ପାକିସ୍ତାନକୁ ପାନେ ମିଳିଛି । ପାକିସ୍ତାନ ସେନାକୁ ଚୀନୀ ସେନାଙ୍କ ବଳକା ତଥା...

ISKCON temple vandalised
ବାଙ୍ଗଲାଦେଶରେ ହିନ୍ଦୁ ଧର୍ମସ୍ଥାନ ଉପରେ ଆକ୍ରମଣ : ଜଣେ ଗୁରୁତର, ଅନେକ ଆହତ

ବାଙ୍ଗଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଜାରି ରହିଛି । ଶୁକ୍ରବାର ଦିନ ନୋଆଖାଲି ଅଞ୍ଚଳ ସ୍ଥିତ ଏକ ଇସ୍କନ୍ ମନ୍ଦିରରେ ଭକ୍ତଙ୍କ ଉପରେ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ଏନେଇ ଥାନାରେ ଅଭିଯୋଗ ହୋଇଛି । ଇସ୍କନ୍ କର୍ତ୍ତୃପକ୍ଷ ନିଜେ ଏକ ଟୁଇଟ୍...

edible-oil
୧୫ ଟଙ୍କା ପର୍ଯ୍ୟନ୍ତ କମିପାରେ ଖାଇବା ତେଲ ଦର ! ଅଶୋଧିତ ପାମ୍, ସୋୟାବିନ୍, ସୂର୍ଯ୍ୟମୁଖି ଉପରୁ ଆମଦାନୀ ଶୁଳ୍କ ହଟିଲା

ବର୍ଦ୍ଧିତ ତୈଳ ଦର ଉପରେ ନିୟନ୍ତ୍ରଣ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସ । ଉପଭୋକ୍ତାଙ୍କ ହିତକୁ ଧ୍ୟାନରେ ରଖି ସରକାରଙ୍କ ପକ୍ଷରୁ ପାମ୍, ସୋୟାବିନ୍, ସୂର୍ଯ୍ୟମୁଖି ଅଶୋଧିତ ତେଲ ଉପରେ କୃଷି ସେସ୍ ଏବଂ କଷ୍ଟମ ଡ୍ୟୁଟି ବା ଆମଦାନୀ ଶୁଳ୍କ ହଟାଇ ଦେଇଛନ୍ତି । ଏହା...

mohan majhi
ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା : ୩ ଗିରଫ

କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ମାମଲାରେ ୩ ଜଣ ଗିରଫ। ମାମଲାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି ଟାଉନ୍ ଥାନା ପୋଲିସ୍ । ୩ ଜଣଙ୍କୁ ଗିରଫ ନେଇ କେନ୍ଦୁଝର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଅଭିଯୁକ୍ତ କିଏ...

nora
ମନି ଲଣ୍ଡରିଂ ମାମଲା : ଅଭିନେତ୍ରୀ ନୋରା ଫତେହିଙ୍କୁ ଜେରା କରିବ ଇଡି 

ମନି ଲଣ୍ଡରିଂ ମାମଲାରେ ସେଲିବ୍ରିଟିଙ୍କ ଉପରେ ଇଡି ଚାବୁକ୍ । ଜ୍ୟାକଲିନଙ୍କ ପରେ ବର୍ତ୍ତମାନ ଇଡିରେ ହାଜର ହୋଇଛନ୍ତି ନୋରା ଫତେହି । ମନି ଲଣ୍ଡରିଂ ମାମଲାରେ ନୋରାଙ୍କୁ ଜେରା କରିବ ଇଡି । ଆଜି ନୋରା ମୁମ୍ବାଇ ଇଡି ଅଫିସରେ ହାଜର ହୋଇଛନ୍ତି

Villagers of 3 village hold protest
’ଆମ ଗାଁରେ ଆମ ସରକାର ’: ସରକାରୀ ବାବୁଙ୍କ ମନ ମୁତାବକ କାମ ବିରୋଧରେ ଗ୍ରାମବାସୀଙ୍କ ମେଳି

"ଆମ ଗାଁରେ ଆମେ ସରକାର" । ଏପରି ନାରା ଦେଇ ତାତିଲେଣି ଗ୍ରାମବାସୀ । ପଛୁଆ ଲୋକଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା ଥିବାବେଳେ ସରକାରୀ ବାବୁଙ୍କ ମନ ମୁତାବକ କାମ ଯୋଗୁଁ ଅସନ୍ତୋଷ ଜାହରି କରିଛନ୍ତି । ଏହାସହ ଏହାକୁ ସରକାରୀ ବାବୁଙ୍କ ବିରୋଧରେ ଗାଁ ଲୋକ ମେଳି ଆରମ୍ଭ...

Prime Minister Narendra Modi with former PM Manmohan Singh
ଏମ୍ସରେ ଚିକିତ୍ସିତ ହେଉଛନ୍ତି ମନମୋହନ ସିଂ : ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ ଏମ୍ସରେ ଚାଲିଛି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ଚିକିତ୍ସା । ଆଜି ସକାଳୁ ମନମୋହନଙ୍କୁ ଯାଇ ଭେଟିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା । ଏମ୍ସକୁ ଯାଇ ମନମୋହନଙ୍କ ସହ କଥା ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ସେହିପରି ଏମ୍ସ ନିର୍ଦ୍ଦେଶକ...

tila
ଚକ୍, ଡଷ୍ଟର ଧରୁଥିବା ହାତରେ ରଫା ଓ ଗଇନ୍ତି : ଅଦୃଶ୍ୟ ଭାଇରସ୍ ପାଇଁ ଘରୋଇ ବିଦ୍ୟାଳୟର ଶିକ୍ଷକ ଏବେ ଦିନ ମଜୁରିଆ

ମହାମାରୀ କରୋନା ଛଡ଼ାଇନେଲା ଜୀବିକା । ଜ୍ଞାନର ଆଲୋକ ବାଣ୍ଟୁଥିବା ଘରୋଇ ବିଦ୍ୟାଳୟର ଶିକ୍ଷକ ଏବେ ଦିନ ମଜୁରିଆ । ମନରେଗାରେ କାମ କରି ପରିବାର ଚଳାଇବାକୁ ବାଧ୍ୟ ହୋଇଛନ୍ତି । କେବେ କୁଳି ମଜୁରୀ କରି ପରିବାର ଚଳାଇ ଥିବା ବେଳେ କେବେ ଜମି ଚଷୀ, ତଳି...

BSF
ବିଏସ୍‌ଏଫ୍‌ର କ୍ଷମତା ବୃଦ୍ଧି ! ସୀମା ଠାରୁ ୫୦ କିମି ଦୂରତା ମଧ୍ୟରେ ସନ୍ଧିଗ୍ଧକୁ ଗିରଫ କରିବାର ଅଧିକାର ମିଳିଲା

ଆତଙ୍କବାଦୀଙ୍କୁ ଖୋଜି ଖୋଜି ଧରିବେ ଯବାନ । ତ୍ରାହି ପାଇବେ ନାହିଁ ଆତଙ୍କୀ । ବୁଧବାର ଦିନ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି । ବିଏସଏଫର ଅଧିକାରକୁ ବଢ଼ାଇ‍ବା ସହ ଗିରଫ, ତଦନ୍ତ, ସର୍ଚ୍ଚ ଅପରେସନ୍ ଓ...

One killed in Ayodhya Durga Puja pandal firing
ଦୁର୍ଗାପୂଜା ଚାଲିଥିବା ସମୟରେ ଗୁଳିମାଡ଼ : ଜଣେ ଯୁବକ ମୃତ, ଦୁଇ ନାବାଳିକା ଗୁରୁତର

ଦୁର୍ଗାପୂଜା ଚାଲିଥିବା ବେଳେ ଫୁଟିଲା ଗୁଳି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଖିବୁଜା ଗୁଳିଚାଳନା କଲେ ଦୁର୍ବୃତ୍ତ । ଅଯୋଧ୍ୟା କୋଟୱାଲିର ଦେବକାଳୀ ଛକ ନିକଟସ୍ଥ କୋରଖାନା ଅଞ୍ଚଳରେ ଦୁର୍ଗାପୂଜା ଚାଲିଥିବା ସମୟରେ ଗୁଳିମାଡ଼ ହୋଇଛି ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।