• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Akshay kumar will be seen in prabhas movie kannappa
ଲଗାତର ଫ୍ଲପ୍ ପରେ ଏବେ ସାଉଥ୍ ମୁହାଁ ହେଲେ ଅକ୍ଷୟ କୁମାର; ଏହି ଫିଲ୍ମରେ କରିବେ କାମ

ବଲିଉଡରେ ଅନେକ ବଡ ବଡ ତାରକା ଅଛନ୍ତି ଯେଉଁମାନେ ଏବେ ସାଉଥ୍ ଫିଲ୍ମରେ ଆଡକୁ ଢଳୁଛନ୍ତି। ଅନେକ ଚଳଚ୍ଚିତ୍ର ନିର୍ମାତା ବଲିଉଡ୍‌ ସୁପରଷ୍ଟାରଙ୍କ ସହଯୋଗରେ ବ୍ଲକ୍‌ବଷ୍ଟର ଫିଲ୍ମ ମଧ୍ୟ ଦେଇଛନ୍ତି। ସେ ଶାହରୁଖ ଖାନ ହୁଅନ୍ତୁ କି ରଣବୀର କପୁର। ବର୍ତ୍ତମାନ ଅକ୍ଷୟ କୁମାର ମଧ୍ୟ ଏହି ଦୁଇ...

Most awaited film of the year pushpa the rule teaser is out
Teaser Release: ଜନ୍ମଦିନରେ ପ୍ରଶଂସକଙ୍କୁ ଖୁସି କରିଦେଲେ ପୁଷ୍ପାରାଜ୍‌; ଯେମିତି ଷ୍ଟାଇଲ୍, ସେମିତି ଆକ୍ସନ୍

ଆଇକନ୍ ଷ୍ଟାର୍ ଅଲୁ ଅର୍ଜୁନଙ୍କ ଜନ୍ମଦିନରେ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ 'ପୁଷ୍ପା ୨'ର ଦ୍ୱିତୀୟ ଝଲକ ମୁକ୍ତିଲାଭ କରିଛି। ଟିଜର ରିଲିଜ୍ ହେବା ମାତ୍ରେ ଇଣ୍ଟର୍‌ନେଟ୍‌ରେ ଝଡ ସୃଷ୍ଟି ହୋଇଛି। ପ୍ରତ୍ୟେକ କୋଣରୁ ପ୍ରଶଂସାର ସୁଅ ଛୁଟିଛି।

Thief use garbage bag as cover to seal package from the house door
Viral Video: ଅଳିଆ ବ୍ୟାଗ୍ ହୋଇ ଆସିଲା ଚୋର; ଦୁଆର ମୁହଁରୁ ଚୋରି କରି ଛୁ

ସମୟ ବଦଳିବା ସହିତ ଚୋରମାନେ ମଧ୍ୟ ଅଗ୍ରଗତି କରିଛନ୍ତି। ଚୋରମାନେ ଚୋରି ପାଇଁ ନୂଆ ନୂଆ ଉପାୟ ମଧ୍ୟ ଚେଷ୍ଟା କରୁଛନ୍ତି, ଯାହାକୁ ଜାଣି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ। ବର୍ତ୍ତମାନ, ଏପରି ଜଣେ ଚୋରର ଏକ ଭିଡିଓ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି।

Garlic oil for prevent hair loss Make it at home
Hair Care Tips: ଘରେ ବନାନ୍ତୁ ରସୁଣ ତେଲ; ମୁଣ୍ଡରେ ଲଗେଇଲେ ଉପୁଡିବ ନାହିଁ ଚୁଟି

ଆମେ ଏହି ଲେଖା ମାଧ୍ୟମରେ ରସୁଣର ଏକ ଚମତ୍କାର ଟିପ୍ସ କହିବୁ। ରସୁଣର ଲାଭ ଏବଂ ଆପଣଙ୍କ ଖପୁରୀକୁ ପୋଷକ ଯୋଗାଇବା ପାଇଁ ରସୁଣ ତେଲ ତିଆରି କରିବାର ଏକ ଉପାୟ ମଧ୍ୟ କହିବୁ। ଏହାକୁ ନିଜେ ଘରେ କରି ମୁଣ୍ଡରେ ଲଗେଇଲେ ଚୁଟି ଝଡିବା ବନ୍ଦ ହେବ...

Kriti sanon reveals she frustrated with star kids
ଷ୍ଟାର୍ କିଡ୍ସଙ୍କୁ ନେଇ କୋହ ପ୍ରକାଶ କଲେ କ୍ରିତି ସାନନ୍‌; କହିଲେ ସଂଘର୍ଷର କଥା

ଏକ ବାର୍ତ୍ତାଳାପରେ କ୍ରିତି କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ସେ ଅନେକ ଷ୍ଟାର୍ କିଡ୍ସଙ୍କୁ ଦେଖି ନିରାଶ ହୋଇଥିଲେ, ଯେଉଁମାନେ ନିଜକୁ ପ୍ରମାଣ କରିପାରି ନ ଥିଲେ, ତଥାପି ସୁଯୋଗ ମଧ୍ୟ ପାଇଥିଲେ।

Nora fatehi reacts on akshay kumar calling her gujarati
ନୋରାଙ୍କୁ ବାଧିଲା ଅକ୍ଷୟଙ୍କ ଟଣ୍ଟ୍; ଜାଣନ୍ତୁ ଏମିତି କ’ଣ କହିଲେ, ଯାହା ତାଙ୍କୁ କଷ୍ଟ ଦେଲା

ଡ୍ୟାନ୍ସିଂ କ୍ୱିନ୍ ନୋରା ଫତେହୀଙ୍କୁ ବାଧିଲା ଅକ୍ଷୟ କୁମାରଙ୍କ କଥା। ଦେଲେ ଉଚିତ ଜବାବ। କହିଲେ ଅକ୍ଷିୟ କୁମାର ମଧ୍ୟ କେବଳ ଟଙ୍କା ପାଇଁ ପରିଶ୍ରମ କରନ୍ତି। ତେବେ ଜାଣନ୍ତୁ ଅକ୍ଷୟ ଏମିତି କ’ଣ କହିଲେ ଯାହା ତାଙ୍କୁ ଏତେ ବାଧିଛି।

OSSC CGL Recruitment Apply Online For 586 Posts
OSSC CGL Recruitment: ଓଡ଼ିଶାରେ ସରକାରୀ ଚାକିରି; ପୂରଣ ହେବ ଅଫିସର୍ ପଦବୀ; ଦରମା ୧ ଲକ୍ଷ ପରେ

ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ଏହି ସୁଯୋଗ ନେଇଆସିଛି। ଏନେଇ OSSC ମିଳିତ ସ୍ନାତକ ସ୍ତର ନିଯୁକ୍ତି ପରୀକ୍ଷା (CGLRE) ୨୦୨୪ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

World Health Day 2024 Know 4 fitness tips for perfect body
World Health Day 2024: ନିଜ ଶରୀରକୁ ସୁସ୍ଥ ଓ ମଜଭୁତ କରିବା ପାଇଁ ୪ଟି ସରଳ ଉପାୟ

‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ର ମହତ୍ତ୍ୱ ହେଉଛି ସ୍ୱାସ୍ଥ୍ୟକୁ ମାନବ ଜୀବନର ଆଧାର ବୋଲି ବିଚାର କରିବା। ଏହି ଦିନ ଆମକୁ ସ୍ମରଣ କରାଏ ଯେ ସ୍ୱାସ୍ଥ୍ୟ କେବଳ ରୋଗକୁ ଦୂର କରିବା ନୁହେଁ, ବରଂ ନିଜକୁ ଶାରୀରିକ, ମାନସିକ ଏବଂ ସାମାଜିକ ଭାବେ ସୁସ୍ଥ ରଖିବା। ତେବେ ନିଜ...

Yoga tips for high blood pressure and low blood pressure control
World Health Day 2024: ଆପଣ ହାଇ ବିପି ବା ଲୋ’ ବିପିରେ ପୀଡିତ କି… ଏହି ୪ ଯୋଗାସନ ଦେବ ମୁକ୍ତି

ଜଣେ ସୁସ୍ଥ ରହିଲେ ହିଁ ଜୀବନରେ ଖୁସି ଆସେ। କୌଣସି ବ୍ୟକ୍ତି କେବଳ ବଡି ବିଲ୍ଡିଂ କରି ନିଜ ସୁସ୍ଥ ରଖିପାରେ ନାହିଁ। ଜଣେ ଯଦି ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରୁହନ୍ତି ସେତେବେଳେ ସେ ନିଜକୁ ସଂପୂର୍ଣ୍ଣ ସୁସ୍ଥ ରଖିପାରନ୍ତି। ଏନେଇ ଯୋଗ ହିଁ...

How to take care of small children during summer season
Summer Care: ଗରମ ବଢିବାରେ ଲାଗିଛି; ଜାଣନ୍ତୁ ଛୋଟ ପିଲାଙ୍କର କିପରି ନେବେ ଯତ୍ନ

ଯଦିଓ ପ୍ରତ୍ୟେକ ଋତୁରେ ଛୋଟ ପିଲାମାନଙ୍କ ପାଇଁ କିଛି ବିପଦ ଥାଏ, କିନ୍ତୁ ଗ୍ରୀଷ୍ମ ଋତୁ ଆହୁରି ବିପଜ୍ଜନକ। ଏହି ଋତୁରେ, ନବଜାତ ଶିଶୁ ଏବଂ ସ୍କୁଲ୍ ପିଲାମାନଙ୍କ ପାଇଁ ବିଶେଷ ଯତ୍ନ ନେବା ଆବଶ୍ୟକ। ତେବେ ଏହି ସମୟରେ କେଉଁ କେଉଁ ଜିନିଷଗୁଡ଼ିକର ବିଶେଷ ଯତ୍ନ ନେବା...

Jackie shroff hits on fan head who taking selfie with him got trolled
Viral Video: ଜ୍ୟାକି ଶ୍ରଫ୍‌ଙ୍କ ଅଭଦ୍ରାମି… ସେଲ୍‌ଫି ନେବାବେଳେ ପ୍ରଶଂସକଙ୍କ ମୁଣ୍ଡକୁ ପିଟିଦେଲେ, ଧକ୍କା ମାରିଲେ

ବଲିଉଡ୍‌ ଅଭିନେତା ଜ୍ୟାକି ଶ୍ରଫ ତାଙ୍କର ମଜାଳିଆ ଢଙ୍ଗ ପାଇଁ ସବୁବେଳେ ଜଣାଶୁଣା। ସେ ପ୍ରାୟତଃ ତାଙ୍କ ପ୍ରଶଂସକଙ୍କ ସହିତ ଥଟ୍ଟା-ମଜା କରୁଥିବା ଦେଖାଯାଏ। ବର୍ତ୍ତମାନ ଜ୍ୟାକି ଏମିତି କିଛି କରିଦେଇଛନ୍ତି, ଯାହାକୁ ଦେଖି ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ସମାଲୋଚନା କରୁଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ...

BSF Recruitment 2024 Apply Online
BSF Recruitment: BSF ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ଦଶମ ପିଲା ବି କରିବେ ଆବେଦନ

BSF ରେ ଚାକିରି ପାଇବା ପ୍ରତ୍ୟେକ ଯୁବକଙ୍କର ଅନ୍ତର୍ନିହିତ ଇଚ୍ଛା। ଆପଣ ଯଦି ଏହି ଚାକିରି ଖୋଜୁଛନ୍ତି, ତେବେ ସୀମା ସୁରକ୍ଷା ବଳ (BSF) ରେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଅଛି। ଗ୍ରୁପ୍ B ଏବଂ C ପଦବୀରେ ନିଯୁକ୍ତି ପାଇଁ BSF ନିଯୁକ୍ତି ବିଜ୍ଞପ୍ତି...

Working mother parenting tips if your busy life try these effective way
Parenting Tips: ଆପଣ ଜଣେ ୱାର୍କିଂ ଲେଡି କି… ଜାଣନ୍ତୁ ପିଲାର ଯତ୍ନ ନେବାର ୬ଟି ଉପାୟ

ଆଜିକାଲିର ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ସ୍ୱାମୀ-ସ୍ତ୍ରୀ କାମ କରିବାକୁ ବାଧ୍ୟ ହେଉଛନ୍ତି। ତେବେ ଅଫିସ୍, ଘର ଏବଂ ପିଲାମାନଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଏକ ସହଜ କାମ ନୁହେଁ। କିନ୍ତୁ ଯଦି ଆପଣଙ୍କର ଯୋଜନା ଠିକଠାକ ଅଛି ତେବେ ଆପଣଙ୍କ ଜୀବନ ବହୁ ପରିମାଣରେ ସହଜ...

3 things you should never do after fighting with partner
Relationship Tips: ପାର୍ଟନର୍‌ ସହ ଝଗଡା ହେବା ପରେ କେବେ ବି କରନ୍ତୁ ନାହିଁ ଏହି ୩ ଭୁଲ୍; ନଚେତ…

ପାର୍ଟନର୍‌ ସହ ଝଗଡା ହେବା ପରେ ତିନୋଟି ଭୁଲ ବେଳେବେଳେ ମହଙ୍ଗା ପଡିଥାଏ। ଅନେକ ସମୟରେ ବୁଝାମଣା କରିବା ଚକ୍କରରେ ଅନେକ କିଛି ଭୁଲ୍ ହୋଇଯାଏ ଏବଂ ପଛରେ ଅନୁତାପ ଛଡା ଆଉ କିଛି ନ ଥାଏ। ତେବେ ଆସନ୍ତୁ ଏ ବିଷୟରେ ଜାଣିନେବା।

nagin dance uncle became snakes started rolling on ground
Viral Video: ମହିଳାଙ୍କ ନାଗିନ୍ ଡ୍ୟାନ୍ସ ଦେଖି ସମ୍ଭାଳି ପାରିଲେନି ୨ ବୃଦ୍ଧ; କଲେ ଏମିତି କାରନାମା

ପାର୍ଟିରେ ଡିଜେରେ ନାଗିନ୍ ଗୀତ ବାଜୁଥିଲା। ଜଣେ ମହିଳା ଏହି ଗୀତରେ ନାଚୁଥିଲେ। ମହିଳାଙ୍କ ନାଚ ଦେଖି ଦୁଇ ବୃଦ୍ଧ ନିଜକୁ ଆଉ ସମ୍ଭାଳି ପାରିଲେ ନାହିଁ। ସେମାନେ ମଧ୍ୟ ମହିଳାଙ୍କ ସହ ଯୋଗ ଦେଲେ।

Rashmika mandanna first look from pushpa 2
'ପୁଷ୍ପା ୨'ରୁ ରଶ୍ମିକା ମନ୍ଦନାଙ୍କ ଫାଷ୍ଟ୍ ଲୁକ୍; କହିଲେ ୮ ଏପ୍ରିଲରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ

ନିର୍ମାତା 'ପୁଷ୍ପା ୨'ରୁ ଶ୍ରୀବଲ୍ଲୀଙ୍କ ପ୍ରଥମ ଲୁକ୍‌କୁ ଶେୟାର୍ କରିଛନ୍ତି ଏବଂ ରଶ୍ମିକାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ଫିଲ୍ମରୁ ସାମ୍ନାକୁ ଆସିଥିବା ଏହି ଲୁକ୍‌ରୁ ଜଣାପଡିଛି ଯେ ତାଙ୍କ ଷ୍ଟାଇଲ୍ ଅଧିକ ଆକର୍ଷଣୀୟ ହେବାକୁ ଯାଉଛି। ଏଥିରେ ରଶ୍ମିକା ବହୁତ ସୁନ୍ଦର ଦେଖାଯାଉଛନ୍ତି।

South East Central Railway Recruitment
Railway Recruitment: ରେଳବାଇରେ ପୂରଣ ହେବ ୧୧୧୩ ପଦବୀ; ଦଶମ ପାଶ ପିଲା ନେବେ ସୁଯୋଗ

ଅଧିକାଂଶ ଶିକ୍ଷିତ ପ୍ରାର୍ଥୀ ରେଳବାଇରେ ଚାକିରି କରିବାକୁ ଆଗ୍ରହୀ ଥାଆନ୍ତି। ଏନେଇ ସେମାନେ ପ୍ରାୟ ଦଶମ ପାଶ୍ ପରେ ପରେ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଦିଅନ୍ତି। ଆପଣ ଯଦି ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ।

Hindu social tradition and scientific reasons behind it
Hindu Tradition: କାହିଁକି ଦୁଇ ହାତ ଯୋଡି ନମସ୍କାର କରାଯାଏ, ଗୁରୁଜନଙ୍କ ପାଦ ସ୍ପର୍ଶ କରାଯାଏ

ସନାତନ ଧର୍ମରେ ଅନେକ କିଛି ପରମ୍ପରା ରହିଛି। ସେ ବିବାହ ହେଉ କି ଜନ୍ମ ବା ମୃତ୍ୟୁକୁ ନେଇ ଅନେକ ସାମାଜିକ ବ୍ୟବସ୍ଥା କେଉଁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଛି। ଏଠାରେ କିନ୍ତୁ ପ୍ରଶ୍ନ ଉଠେ ଯେ ଆଜିର ଏହି ଆଧୁନିକ ଯୁଗରେ ଏ ସବୁର ବା ଆବଶ୍ୟକତା...

6 things every daughter needs from her father
Parenting Tips: ନା ସୁନା ନା ହୀରା, ପ୍ରତ୍ୟେକ ଝିଅ ବାପାଙ୍କ ଠାରୁ ଏହି ୬ଟି ଜିନିଷ ଚାହାନ୍ତି

ଏକ ନିର୍ଦ୍ଦିଷ୍ଟ ବୟସ ପରେ, ଅନେକ ଲୋକ ଅଭିଯୋଗ କରନ୍ତି ଯେ ସେମାନଙ୍କର ଝିଅ ପିଲାଦିନ ପରି ସେମାନଙ୍କ ସହ ଏତେ ମିଶୁନି। ବାସ୍ତବରେ, ଏହାର ଅନେକ କାରଣ ଥାଇପାରେ। ତେବେ ଏଠାରେ ଆମେ ଝିଅମାନଙ୍କର କିଛି ଆବଶ୍ୟକତା ବିଷୟରେ କହୁଛୁ, ଯାହା ସେମାନେ ନିଜ ବାପାଙ୍କଠାରୁ ଆଶା...

Sonakshi sinha dances on tilasmi bahein song
ସୋନାକ୍ଷୀ ସିହ୍ନାଙ୍କ ଜଲ୍‌ୱା: ଘାତକ ଲୁକ୍ସ ଦେଲେ, ନିଶାରେ ଝୁମେଇଲେ

ସୋନାକ୍ଷୀ ସିହ୍ନା ‘ତିଲ୍‌ସ୍ମୀ ବାହେଁ ’ ଗୀତରେ ନାଚୁଥିବାବେଳେ ତାଙ୍କ ଘାତକ ଲୁକ୍‌କୁ ଦେଖାଉଛନ୍ତି। ତାଙ୍କ ପାଖରେ ଥିବା ଲୋକମାନେ ମଧ୍ୟ ତାଙ୍କ ସହ ନାଚୁଛନ୍ତି। ଏହି ଗୀତକୁ ସଞ୍ଜୟ ଲୀଲା ଭନ୍‌ସାଲୀ ରଚନା କରିଛନ୍ତି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।