• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Get apprentice job in Indian railway without exam
Railway Recruitment 2024: ଭାରତୀୟ ରେଳବାଇରେ ଚାକିରି; ଦଶମ ପାଶ୍‌ କରିଥିବା ୧୫ ବର୍ଷ ପିଲା ବି କରିବେ ଆବେଦନ

ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏନେଇ ବିଭାଗ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରେଳ କୋଚ୍ କାରଖାନା କାପୁରଥାଲାରେ ଖାଲିଥିବା ପଦବୀ ପୂରଣ ହେବ। ଆବେଦନ ବିଷୟରେ ଜାଣିବା ପାଇଁ ଏହି...

Aamir khan talks about working with salman khan shah rukh khan
ଚାଲିଛି ଚର୍ଚ୍ଚା; ଏହି ଫିଲ୍ମରେ ଏକାଠି ନଜର ଆସିବେ ଆମିର୍-ସଲ୍‌ମାନ୍-ଶାହରୁଖ୍

ଆମୀର କହିଛନ୍ତି, “ଆମେ ଏକ ଭଲ ବିଷୟ ଖୋଜୁଛୁ। ଯଦି ଆମ କିଛି ନୂଆ କରିବାର ସୁଯୋଗ ମିଳିବ, ତେବେ ଆମେ ନିଶ୍ଚିତ ଭାବରେ ଏକାଠି କାମ କରିବୁ। ମୁଁ ଭାବୁଛି ଏକାଠି କାମ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ସଲମାନ ଏବଂ ଶାହରୁଖ ମଧ୍ୟ...

Amitabh bachchan angioplasty in Mumbai kokilaben hospital
ଅମିତାଭଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସମସ୍ୟା; ହୋଇଛି ଏଞ୍ଜିଓପ୍ଲାଷ୍ଟି

ଅମିତାଭ ବଚ୍ଚନଙ୍କର ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଏଞ୍ଜିଓପ୍ଲାଷ୍ଟି ହୋଇଛି। ଶୁକ୍ରବାର ସକାଳେ ଅମିତାଭଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିଗ୍ ବି ୮୧ ବର୍ଷରେ ପହଞ୍ଚିଥିବା ବେଳେ ହାର୍ଟର ଧମନୀରେ ରକ୍ତ ଜମାଟ ବାନ୍ଧିବା କାରଣରୁ ଏହି ଏଞ୍ଜିଓପ୍ଲାଷ୍ଟି କରାଯାଇଛି। ସାଧାରଣତଃ ହାର୍ଟ ପାଇଁ ଏଞ୍ଜିଓପ୍ଲାଷ୍ଟି କରାଯାଏ।

World Consumer Day 2024 bank costumers rights
World Consumer Day 2024: ବ୍ୟାଙ୍କ ସହ ଜଡ଼ିତ ପାଞ୍ଚ ଗ୍ରାହକ ଅଧିକାର; ଅବହେଳା ହେଲେ କରିପାରିବେ ଅଭିଯୋଗ

ବିଶ୍ୱ ଗ୍ରାହକ ଅଧିକାର ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଗ୍ରାହକମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା। ଆଜିର ଯୁଗରେ ଯେତେବେଳେ କଳାବଜାରୀ ଏବଂ ନକଲି କାରବାର ବୃଦ୍ଧି ପାଉଛି, ଏଭଳି ପରିସ୍ଥିତିରେ ଲୋକମାନେ ସେମାନଙ୍କର ଗ୍ରାହକ ଅଧିକାର ବିଷୟରେ ଜାଣିବା ଜରୁରୀ। ଏହି ଅବସରରେ ଆସନ୍ତୁ...

World Kidney Day know 5 foods to keep kidney healthy naturally
World Kidney Day 2024: କିଡ୍‌ନୀକୁ ସୁସ୍ଥ ରଖିବାକୁ ଖାଆନ୍ତୁ ଏହି ପାଞ୍ଚଟି ଶସ୍ତା ଖାଦ୍ୟ

ଦିନକୁ ଦିନ କିଡ୍‌ନୀଜନିତ ସମସ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ସୁସ୍ଥ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମସ୍ୟାକୁ ଦୂର କରିବା ପାଇଁ ନିଜର ଖାଦ୍ୟରେ କିଛି ଜିନିଷ ସାମିଲ୍ କରିବା ଅତ୍ୟନ୍ତ ଜରୁରୀ। ଏହା ମଧ୍ୟ ବେଶି ଦାମ ନୁହେଁ। ତେବେ ଆସନ୍ତୁ ଜାଣିବା ଏହି ଖାଦ୍ୟ ବିଷୟରେ...

World Kidney Day 2024 here are some effective yogasana for the kidney
World Kidney Day 2024: କିଡ୍‌ନୀ ସମସ୍ୟାରୁ ରକ୍ଷା ପାଇବା ପାଇଁ ଦୈନିକ କରନ୍ତୁ ଏହି ୪ ଯୋଗାସନ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏକ ଉତ୍ତମ ଖାଦ୍ୟ ବଜାୟ ରଖିବା ସହିତ ଦୈନନ୍ଦିନ ଜୀବନରେ ଯୋଗାସନ ଅଭ୍ୟାସ କିଡ୍‌ନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଜଣେ ଯଦି ଦୈନନ୍ଦିନ କାର୍ଯ୍ୟରେ କିଛି ଯୋଗାସନକୁ ସାମିଲ କରେ ତେବେ କିଡ୍‌ନୀର ସ୍ୱାସ୍ଥ୍ୟ ନିଶ୍ଚିତ କରିବା ପାଇଁ ଏକ ଉତ୍ତମ ବିକଳ୍ପ...

Indian bank recruitment apply for specialist officer
Indian bank recruitment: Indian Bank ରେ ପୂରଣ ହେବ ସ୍ପେଶାଲିଷ୍ଟ ଅଫିସର୍ ପଦବୀ; ଦରମା ୮୯ ହଜାର ପରେ

ବ୍ୟାଙ୍କରେ ଚାକିରି କରିବାକୁ କିଏ ବା ନ ଚାହେଁ। ପ୍ରାୟ ଶିକ୍ଷିତ ଯୁବକ ଏନେଇ ପ୍ରସ୍ତୁତ ହେଉଥାନ୍ତି। ଆପଣ ଯଦି ସେମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଖବର ଆପଣଙ୍କ ପାଇଁ। Indian Bank ଆପଣଙ୍କ ପାଇଁ ଏହି ସୁଯୋଗ ନେଇ ଆସିଛି।

Karisma kapoor reveals how kareena kapoor irritate her in childhood
ସାନ ଭଉଣୀ କରୀନାଙ୍କ ସିକ୍ରେଟ୍ ଖୋଲିଦେଲେ କରିସ୍ମା; କହିଲେ ପିଲାଦିନେ ସେ…

ଏବେ କରିସ୍ମା କପୁର ଖୁବ୍ ଶୀଘ୍ର OTT ମାଧ୍ୟମରେ ଫିଲ୍ମ 'ମର୍ଡର ମୁବାରକ୍'ରେ ନଜର ଆସିବେ। ଆଜିକାଲି କରିସ୍ମା କପୁର ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ସାନ ଭଉଣୀ କରୀନା କପୁରଙ୍କ ବିଷୟରେ ଅନେକ ରୋଚକ କଥାର ଖୁଲାସା କରିଛନ୍ତି।

Kamal hasan calls caa implementation dark day for india
CAA ଲାଗୁ ଭାରତ ପାଇଁ ଏକ କଳା ଦିନ…ମୋର ସମସ୍ତ ଶକ୍ତି ସହିତ ଏହା ବିରୁଦ୍ଧରେ ଲଢିବି: କମଲ ହାସନ୍

CAA ବିରୁଦ୍ଧରେ ସାଉଥ୍ ସୁପର୍‌ଷ୍ଟାର୍ କମଲ ହାସନ୍। କହିଲେ ଏହା ଭାରତ ପାଇଁ ଏକ କଳା ଦିନ। ଧର୍ମଭିତ୍ତିକ ନାଗରିକତ୍ୱ ପରୀକ୍ଷଣ ଗଣତନ୍ତ୍ରର ଧର୍ମନିରପେକ୍ଷ ସାମ୍ବିଧାନିକ ଭିତ୍ତିଭୂମିର ବିରୁଦ୍ଧ ଅଟେ, ଏବଂ ମୁଁ ଆଇନଗତ ତଥା ରାଜନୈତିକ ସ୍ତରରେ ମୋର ସମସ୍ତ ଶକ୍ତି ସହିତ ଏହା ବିରୁଦ୍ଧରେ ଲଢିବି।

Love birds caught romancing on road over high speed bike
Viral Video: ଚଳନ୍ତା ବାଇକ୍‌ରେ ରୋମାଣ୍ଟିକ୍ ହେଲେ ପ୍ରେମୀ ଯୁଗଳ; କଲେ ଏମିତି କାରନାମା

ଯେତେବେଳେ ପ୍ରେମୀ ଯୁଗଳ ଏକାଠି ହୁଅନ୍ତି, ସେମାନେ କେବଳ ପରସ୍ପର ମଧ୍ୟରେ ବ୍ୟସ୍ତ ରୁହନ୍ତି। ସେମାନେ ଠିକ୍-ଭୁଲ୍, ଭଲ-ଖରାପ ଏ ବିଷୟରେ ଚିନ୍ତା କରନ୍ତି ନାହିଁ। ଫଳରେ ଅନେକ ସମୟରେ ସେମାନେ ଏପରି କିଛି କରିବସନ୍ତି, ଯାହା ଭବିଷ୍ୟତରେ ସେମାନଙ୍କୁ ଅସୁବିଧାରେ ପକାଇଥାଏ।

8  psychological tricks to read peoples minds
Mind Reading Tips: ଆପଣ ବି ହୋଇଯିବେ ସୁପରହିରୋ; ଲୋକଙ୍କ ମନକୁ ପଢିବାର ୮ଟି ଉପାୟ

ଅଧିକାଂଶ ଲୋକ ନିଜ ବିଷୟରେ ଅନ୍ୟମାନେ କ’ଣ ଭାବୁଛନ୍ତି ଏହା ଜାଣିବାକୁ ଚାହାନ୍ତି। ଆପଣ ଯଦି ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ତେବେ ଏହି ପାଠଟି ଆପଣଙ୍କ କାମରେ ଆସିବ। ଆପଣ ବି ଅନ୍ୟମାନଙ୍କ ମନକୁ ପଢିପାରିବେ। ଏଥିପାଇଁ କେତେକ ଦିଗକୁ ଦୃଷ୍ଟି ଦେବାକୁ ହୋଇଥାଏ। ଆସନ୍ତୁ ସେ...

Psychological tricks everyone like you immediately
Relationship Tips: ନିଜକୁ ଜଣଙ୍କ ପାଖରେ ପ୍ରଶଂସାର ପାତ୍ର କରିବା ପାଇଁ ୭ଟି ଟିପ୍ସ

ପ୍ରାୟ ସମସ୍ତେ ଚାହାନ୍ତି ଲୋକମାନେ ତାଙ୍କୁ ତୁରନ୍ତ ପସନ୍ଦ କରନ୍ତୁ। ଏହା କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ହୁଏ ନାହିଁ। ତୁରନ୍ତ ପସନ୍ଦଯୋଗ୍ୟ ହେବା ଏକ କଳା। ନିଜକୁ ଅନ୍ୟମାନଙ୍କ ପାଇଁ ପସନ୍ଦଯୋଗ୍ୟ କରିବା ପାଇଁ କେତେକ ଟ୍ରିକ୍ସ ରହିଛି ଯାହାକୁ ସୂକ୍ଷ୍ମ କଳା କୁହାଯାଏ।

OSSSC Teacher Recruitment 2024
OSSSC Teacher Recruitment 2024: ଓଡ଼ିଶାରେ ପୂରଣ ହେବେ ୨୦୦୦ ରୁ ଅଧିକ TGT ଶିକ୍ଷକ

ଓଡ଼ିଶାରେ ରହି ଶିକ୍ଷକ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବବର୍ଗଙ୍କ ପାଇଁ ପୁଣି ଏକ ସୁଯୋଗ ଆଣିଲେ ଓଡ଼ିଶା ସରକାର। ଓଡ଼ିଶା ସବ୍‌-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (OSSSC) ଏନେଇ ଏକ ନୂଆ ସଂକ୍ଷିପ୍ତ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।

salman khan next film officially announced know release date
ଆସୁଛି ସଲମାନଙ୍କ ୪୦୦ କୋଟିର ଫିଲ୍ମ; ଏହି ଦିନ ହେବ ରିଲିଜ୍

ସାଜିଦ୍ ନାଡିୟାଡୱାଲାଙ୍କ ମେଗା ବଜେଟ୍ ଆକ୍ସନ୍ ଫିଲ୍ମରେ ଦବଙ୍ଗ ଖାନ୍‌ଙ୍କୁ ଦେଖିବାକୁ ମିଳିବ ଯାହାକୁ ସାଉଥ୍ ନିର୍ଦ୍ଦେଶକ ଏଆର୍ ମୁରୁଗାଦୋସ୍ ନିର୍ଦ୍ଦେଶନା ଦେବେ। ଫିଲ୍ମର ଅଫିସିଆଲ୍ ଘୋଷଣା କରାଯାଇଛି। ଏହି ଫିଲ୍ମ ସବୁଠାରୁ ଉଚ୍ଚକୋଟୀର ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ, ଯାହା ଇଦ୍ ୨୦୨୫ ରେ ମୁକ୍ତିଲାଭ କରିବ।

Malaysian teacher spends his bonus on upgrades classroom
Viral: ଏମିତି ଶିକ୍ଷକଙ୍କୁ ଶହେ ସଲାମ୍; ପିଲାଙ୍କ ଉତ୍ତମ ଶିକ୍ଷା ପାଇଁ ଦାନ କରିଦେଲେ କଷ୍ଟ ଅର୍ଜିତ ଅର୍ଥ

ଜଣେ ଶିକ୍ଷକ ନିଜ ଛାତ୍ରର ହୀତ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ବର୍ତ୍ତମାନ ଏହିପରି ଜଣେ ଉତ୍ତମ ସ୍ୱଭାବର ଶିକ୍ଷକ, ଯିଏକି ତାଙ୍କ ଛାତ୍ରମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୁବିଧା ଯୋଗାଇଦେବା ପାଇଁ ତାଙ୍କର ସମସ୍ତ ବୋନସ୍ ଟଙ୍କା ବିନିଯୋଗ କରିଦେଇଛନ୍ତି। ସେହି କାରଣରୁ ସେ ବର୍ତ୍ତମାନ ସୋସିଆଲ ମିଡିଆରେ...

high calcium foods to replace milk in your daily diet
Nutrients: ଆପଣ କ୍ଷୀର ପିଇବାକୁ ନାପସନ୍ଦ କରନ୍ତି କି… ଏହି ୬ ଖାଦ୍ୟରୁ ପାଆନ୍ତୁ କ୍ୟାଲସିୟମ୍

କିଛି ଲୋକ ଅଛନ୍ତି ଯେଉଁମାନେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ। ଏପରି ପରିସ୍ଥିତିରେ, ଯଦି ଆପଣ ଚାହାଁନ୍ତି, ଆପଣଙ୍କ ନିଜ ଖାଦ୍ୟରେ ଏମିତି କିଛି ଖାଦ୍ୟ ପଦାର୍ଥ (କ୍ୟାଲ୍‌ସିୟମ୍ ରିଚ୍ ଡାଏଟ୍) ଅନ୍ତର୍ଭୁକ୍ତ କରି କ୍ୟାଲ୍‌ସିୟମ୍ ଅଭାବ ପୂରଣ କରିପାରିବେ। ଆସନ୍ତୁ ଏହିସବୁ ଖାଦ୍ୟ ବିଷୟରେ ଜାଣିବା।

DSSSB Recruitment 2024 job with 1.51 lakh salary Notification
DSSSB Recruitment 2024 : ଆପଣ ୧.୫ ଲକ୍ଷ ଟଙ୍କିଆ ଚାକିରି ଖୋଜୁଛନ୍ତି କି; ଦେଖନ୍ତୁ ଏହି ଖବର

ଦିଲ୍ଲୀ ସରକାରରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ। ଆସିଷ୍ଟାଣ୍ଟ ସାନିଟାରୀ ଇନ୍ସପେକ୍ଟର, PGT, ଷ୍ଟେନୋଗ୍ରାଫର ଗ୍ରେଡ୍ ‘ଡି’ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଦିଲ୍ଲୀ ସବ୍‌ଅର୍ଡିନେଟ୍ ସର୍ଭିସେସ୍ ସିଲେକ୍‌ସନ୍‌ ବୋର୍ଡ (DSSSB) ବିଜ୍ଞପ୍ତି ଜାରି କରିଛି।

Indian Railway RRB Technician Recruitment Apply Online For 9144 Post
Indian Railway Recruitment: ଭାରତୀୟ ରେଳବାଇରେ ଚାକିରି; ଦଶମ ପିଲା କରିପାରିବେ ଆବେଦନ; ଦରମା ୯୨ ହଜାର

ଭାରତୀୟ ରେଳ ହେଉଛି ଏକ ବିଶାଳ ପ୍ଲାଟଫର୍ମ ଯେଉଁଠାରେ ଅନେକ ଚାକିରି ପାଇବାକୁ ଆଶାୟୀ ଥାଆନ୍ତି। ଆପଣ ଯଦି ଏହି ଆଶାୟୀମାନଙ୍କ ମଧ୍ୟରୁ ଜଣେ ତେବେ ବିଳମ୍ବ ନ କରି ତୁରନ୍ତ ଆବେଦନ ପାଇଁ ପ୍ରସ୍ତୁତ ହୁଅନ୍ତୁ। କାରଣ RRB ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Kick 2 release date reveal ar murugadoss will direct this
ସାଉଥ୍ ନିର୍ଦ୍ଦେଶକଙ୍କ ହାତରେ ସଲମାନଙ୍କ ‘କିକ୍ ୨’; ଏହିଦିନ ଦିନ ହେବ ରିଲିଜ୍!

ସଲମାନ ଖାନଙ୍କ ଫିଲ୍ମ ‘କିକ୍ ୨’କୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। ସାଜିଦ ନାଡିୟାଡୱାଲା ‘କିକ୍ ୨’ କୁ ନିର୍ଦ୍ଦେଶନା ଦେବେ ନାହିଁ। ଏଥର ଭାଇଜାନଙ୍କ ଫିଲ୍ମର ନିର୍ମାତା ସାଉଥ୍ ନିର୍ଦ୍ଦେଶକଙ୍କ ଉପରେ ଭରସା କରିଛନ୍ତି।

Shah Rukh Khan reveals why he is not acting in Hollywood films
ଆସିଛି ହଲିଉଡ୍ ଅଫର୍, ମନା କରିଦେଇଛନ୍ତି କିଙ୍ଗ୍ ଖାନ୍; କାହିଁକି ଜାଣନ୍ତୁ…

ଯଦିଓ କିଙ୍ଗ୍ ଖାନ୍ କୌଣସି ହଲିଉଡ୍‌ ଫିଲ୍ମ କରିନାହାଁନ୍ତି, ତଥାପି ତାଙ୍କ ଷ୍ଟାରଡମ୍ ବିଦେଶରେ ମଧ୍ୟ କମ ନୁହେଁ। ନିକଟରେ ଏକ ସାକ୍ଷାତକାରରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ହଲିଉଡ୍‌ରେ କାମ କରି ନାହାନ୍ତି ତାହାର ଉତ୍ତର ଦେଇଛନ୍ତି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।