• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Ram Navami know the 12 kalas of lord Ram
Ram Navami 2024: ଶ୍ରୀରାମଙ୍କ ୧୨ ଗୁଣ ତାଙ୍କୁ କରିଦେଇଥିଲା ମର୍ଯ୍ୟାଦା ପୁରୁଷୋତ୍ତମ; ଆସନ୍ତୁ ତାଙ୍କ ଠାରୁ ଏହି ଗୁଣସବୁ ଶିଖିନେବା

ଭଗବାନ ଶ୍ରୀରାମଙ୍କର ଅନେକ ଗୁଣ ଥିଲା ଯାହା ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମମ୍ ଅର୍ଥାତ୍ ପୁରୁଷମାନଙ୍କ ମଧ୍ୟରେ ସର୍ବୋତ୍ତମ କରିଦେଇଥିଲା। ଏହି ଗୁଣକୁ ଶାସ୍ତ୍ରୀୟ ଭାଷାରେ ‘କଳା’ ବୋଲି କୁହାଯାଇଛି। ବିଶ୍ୱାସ କରାଯାଏ ଯେ ଶ୍ରୀରାମଙ୍କ ୧୨ କଳା ବା ଗୁଣ ଥିଲା। ତେବେ ଆସନ୍ତୁ ଶ୍ରୀରାମଙ୍କ ଠାରୁ ଏହି...

Why did Lord 'Ram' become Ramachandra even though born in the suryavansh
Ram Navami 2024: ଭଗବାନ ‘ରାମ’ ସୂର୍ଯ୍ୟବଂଶରେ ଜନ୍ମ ହୋଇ ମଧ୍ୟ କାହିଁକି ହେଲେ ରାମଚନ୍ଦ୍ର

ରାମ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଏକ ତତ୍ତ୍ୱ। ଯଦି ‘ରାମ’ ଶବ୍ଦକୁ ନେ‍ଇ ଯୋଗଶାସ୍ତ୍ର ଅନୁସାରେ ବିଚାର କରାଯାଏ ତେବେ ଏହା ‍ଇଡା ଓ ପିଙ୍ଗଳା ନାଡି ସହିତ ସଂଯୁକ୍ତ। ‘ରାମ’ ଉଚ୍ଚାରଣ ଏକ ପ୍ରାଣାୟାମ। ତେବେ ଆସନ୍ତୁ ଏହାର ଗୂଢ ତତ୍ତ୍ୱ କ’ଣ...

NIT Recruitment 2024 assistant professor job with 150000 salary
NIT Recruitment 2024: NITରେ ପୂରଣ ହେବ ପ୍ରଫେସର ପଦବୀ; ଦରମା ୧.୫ ଲକ୍ଷରୁ ଅଧିକ

ଅନେକଙ୍କ ସ୍ୱପ୍ନ ଥାଏ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT)ରେ ପାଠ ପଢିବା। ଆପଙ୍କର ଯଦି NIT ରେ ପଢିବାର ତୁମର ସ୍ୱପ୍ନ ପୂରଣ ହୋଇନାହିଁ, ତେବେ ବର୍ତ୍ତମାନ ଆପଣ ଏଠାରେ କାମ କରି ନିଜର ସ୍ୱପ୍ନକୁ ପୂରଣ କରିପାରିବେ।

rana daggubati is going to play villain in rajinikanth film vettaiyan
ଆସୁଛି ରଜନୀକାନ୍ତଙ୍କ ନୂଆ ଫିଲ୍ମ; ଖତରନାକ ହୋଇ ଆସୁଛନ୍ତି ରାଣା ଦଗ୍‌ଗୁବାତୀ

ରଜନୀକାନ୍ତ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଭେଟ୍ଟାଇୟାନ୍' ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି। ଏହା ଏକ ମଲ୍ଟି ଷ୍ଟାର୍ ଫିଲ୍ମ। ଏହି ସମୟରେ ଫିଲ୍ମକୁ ନେଇ ଏକ ଗୁଜବ ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି। ଏହି ଗୁଜବ ଯୋଗୁଁ ଦର୍ଶକଙ୍କ ଉତ୍ସାହ ଚରମ ସୀମାରେ ପହଞ୍ଚିଛି।

akshay kumar is all set to make his telugu debut with kannappa
ହେଇଗଲା ଫାଇନାଲ୍; ସାଉଥ୍‌ର ଏହି ଫିଲ୍ମରେ ଦମଦାର ଭୂମିକାରେ ନଜର ଆସିବେ ଅକ୍ଷୟ

ଏବେ ଏହା ନିଶ୍ଚିତ ହୋଇଯାଇଛି ଯେ ସେ ବିଷ୍ଣୁ ମଞ୍ଚୁଙ୍କ ଫିଲ୍ମ ‘କନ୍ନପ୍ପା’ରେ ନଜର ଆସିବେ। ଏହା ଏକ ପୌରାଣିକ ଆଧାରିତ ଚଳଚ୍ଚିତ୍ର ହେବ, ଯେଉଁଥିରେ ପ୍ରଭାସ, ମୋହନଲାଲଙ୍କ ଭଳି ଦକ୍ଷିଣ ସିନେମାର ତାରକାମାନେ ମଧ୍ୟ ନଜର ଆସିବେ।

World Voice Day 2024 Five natural ways to heal hoarse voice
World Voice Day 2024: ଗଳା ବସିଯାଉଛି, ଫାଟିଯାଉଛି; ଜାଣନ୍ତୁ ୫ ଘରୋଇ ଉପଚାର

ଆଜିକାଲି ସ୍ୱର ସମ୍ବନ୍ଧୀୟ ଅନେକ ରୋଗ ଏବଂ ସମସ୍ୟା ବୃଦ୍ଧି ପାଉଛି। ଧୂମପାନ, ନିଶା ଏବଂ ଚିତ୍କାର ଯୋଗୁଁ ଲୋକମାନେ ସେମାନଙ୍କର ସ୍ୱରକୁ କ୍ଷତି ପହଞ୍ଚାଉଛନ୍ତି। ତେବେ ଆସନ୍ତୁ ସ୍ୱରକୁ ଠିକ ରଖିବା ନେଇ ୫ଟି ଘରୋଇ ଉପଚାର ଜାଣିନେବା।

Why Ashokastami happened; What is the relationship with goddess Sita
Ashokastami 2024: କାହିଁକି ହେଲା ଅଶୋକାଷ୍ଟମୀ; ମାତା ସୀତାଙ୍କ ସହ କ’ଣ ରହିଛି ସମ୍ୱନ୍ଧ

ଅଶୋକାଷ୍ଟମୀ ଦିନ ଲିଙ୍ଗରାଜଙ୍କର ବିଜେ ପ୍ରତିମା ଚନ୍ଦ୍ରଶେଖରଙ୍କ ସହ ବାସୁଦେବ ଏବଂ ରୁକ୍ମିଣୀଙ୍କୁ ରଥରେ ବସାଇ ରାମେଶ୍ୱର ମନ୍ଦିର ଯାଏଁ ନିଆଯାଏ। ଏହି ରଥର ନାମ ରୁକୁଣା ରଥ। ରୁକୁଣା ରଥକୁ ଅଣଲେଉଟା ରଥ ବୋଲି କୁହାଯାଏ। ଏ ରଥକୁ ଏପରି କହିବାର ଅର୍ଥ କ’ଣ…

Railways earned rs 2110 crore in one year from ticket cancellation
Viral: ଟିକେଟ୍ ବାତିଲରୁ ରେଳବାଇ କୋଟି କୋଟି ଆୟ କରେ… ଗୋଟିଏ ବର୍ଷରେ ୨ହଜାର କୋଟିରୁ ଅଧିକ !

ସୋସିଆଲ ମିଡିଆରେ ଏକ ପୋଷ୍ଟ ଏବେ ଖୁବ ଭାଇରାଲ ହେଉଛି। ଦାବି କରାଯାଇଛି ଯେ ୨୦୨୨-୨୩ ବର୍ଷରେ ଭାରତୀୟ ରେଳବାଇ ଟିକେଟ୍ ବାତିଲରୁ ୨୧୧୦ କୋଟି ଟଙ୍କା ଆୟ କରିଛି। ଖବର ଅନୁଯାୟୀ, ଆର୍‌ଟିଆଇ ଅଧୀନରେ ଥିବା ଇନ୍ଦୁ ଭାଲ୍ ତିୱାରୀଙ୍କୁ ଏକ ଉତ୍ତରରେ ଏହି ସୂଚନା ଦିଆଯାଇଛି।

RRB RPF Recruitment apply for 4660 posts
RRB RPF Recruitment: ରେଳବାଇରେ ପୂରଣ ହେବ ୪୬୦୦ରୁ ଅଧିକ ପଦବୀ; ଦେଖନ୍ତୁ ବିଜ୍ଞପ୍ତି

ଅଧିକାଂଶ ପ୍ରାର୍ଥୀ ରେଳବାଇରେ ଚାକିରି କରିବା ନେଇ ଆଗ୍ରହ ପ୍ରକାଶ କରନ୍ତି। ଯେଉଁମାନେ ରେଳବାଇରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରେଳବାଇ ନିଯୁକ୍ତି ବୋର୍ଡ (RRB) ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Kamal haasan is back as senapathy on Indian 2
ନୂଆ ରୂପରେ ଆସୁଛନ୍ତି କମଲ ହାସନ; ଦେଖନ୍ତୁ 'ଇଣ୍ଡିଆନ୍ ୨'ର ପ୍ରଥମ ଝଲକ

ନିର୍ମାତା ସୋସିଆଲ ମିଡିଆରେ 'ଇଣ୍ଡିଆନ୍'ର ଆଶ୍ଚର୍ଯ୍ୟଜନକ ପୋଷ୍ଟର ରିଲିଜ୍ କରିଛନ୍ତି ଯାହା ନିଆଁ ପରି ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି। ଏହା ସହିତ ଏହା ମଧ୍ୟ କୁହାଯାଇଛି ଯେ କେବେ କମଲ ହାସନଙ୍କ 'ଇଣ୍ଡିଆନ୍ ୨' ପ୍ରେକ୍ଷାଳୟକୁ ଆସିବ।

Shraddha kapoor funny reaction to her lookalike in ipl 2024
Viral Video: IPLରୁ ଭାଇରାଲ୍ ହେଉଛି ଶ୍ରଦ୍ଧା କପୁରଙ୍କ ଡୁପ୍ଲିକେଟ୍; ଅଭିନେତ୍ରୀ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହେଲେ

ନିକଟରେ ଏକ ଭିଡିଓ ଭାଇରାଲ୍‌ ହୋଇଥିଲା ଯେଉଁଥିରେ ଶ୍ରଦ୍ଧା କପୁରଙ୍କ ପରି ଦେଖାଯାଉଥିବା ଏକ ଯୁବତୀଙ୍କ ଝଲକ ଦେଖିବାକୁ ମିଳିଥିଲା। ଆଶ୍ଚର୍ଯ୍ୟର କଥା ଯେ ସେହି ସମାନ ହସ ଏବଂ ସମାନ ଲୁକ୍‌ ଦେଖି ନିଜେ ଅଭିନେତ୍ରୀ ଶ୍ରଦ୍ଧା କପୁର୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Hanuman Jayanti 2024
Hanuman Jayanti 2024: ରାମ ଭକ୍ତ ହନୁମାନଙ୍କ ପାଖରେ ଥିଲା ଅତୁଳନୀୟ ପରିଚାଳନା ଦକ୍ଷତା: ଆସନ୍ତୁ ତାଙ୍କଠାରୁ ଶିଖିବା ଏମିତି କିଛି ଗୁଣ

ରାମ ଭକ୍ତ ହନୁମାନଙ୍କ ପାଖରେ ଅତୁଳନୀୟ ପରିଚାଳନା ଦକ୍ଷତା ରହିଛି। ସମଗ୍ର ରାମଚରିତ ମାନସରେ ଏବଂ ହନୁମାନଜୀଙ୍କୁ ଉତ୍ସର୍ଗୀକୃତ ସୁନ୍ଦରକଣ୍ଡରେ ଏପରି ଅନେକ ଘଟଣା ଉଲ୍ଲେଖ କରାଯାଇଛି, ଯେଉଁଠାରେ ହନୁମାନ ଶକ୍ତି ଏବଂ ବୁଦ୍ଧିର ଏକ ଉତ୍କୃଷ୍ଟ ସନ୍ତୁଳନ ପ୍ରଦର୍ଶନ କରିଛନ୍ତି।

Ambedkar Jayanti 2024 know bhimrao ambedkar life inspiring stories
Ambedkar Jayanti 2024: ଅସ୍ପୃଶ୍ୟତାର ଶିକୁଳି ଭାଙ୍ଗି ପାଠ ପଢିଥିଲେ ଆମ୍ବେଦକର; ସମାଜରେ ଆଣିଥିଲେ ନବଜାଗରଣ

ଆମ୍ବେଦକରଙ୍କ ପୂରା ଜୀବନ ଥିଲା ସଂଘର୍ଷପୂର୍ଣ୍ଣ। ଭାରତର ସ୍ୱାଧୀନତା ପରେ ଦେଶର ସମ୍ବିଧାନ ଗଠନରେ ତାଙ୍କର ଏକ ଅଦ୍ୱିତୀୟ ଅବଦାନ ରହିଛି। ଦୁର୍ବଳ ଏବଂ ପଛୁଆ ବର୍ଗର ଅଧିକାର ପାଇଁ ବାବା ସାହେବ ପୂରା ଜୀବନ ସଂଗ୍ରାମ କରିଥିଲେ। ଡକ୍ଟର ଆମ୍ବେଦକର ସାମାଜିକ ନବଜାଗରଣର ଅଗ୍ରଦୂତ ଏବଂ ସମାନତା...

Why is Chhatua eaten and Pana drunk in Pana Sankranti
Pana Sankranti 2024: ପଣା ସଂକ୍ରାନ୍ତିରେ କାହିଁକି ଖିଆଯାଏ ଛତୁଆ, ପିଆଯାଏ ପଣା

ଆଜି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ନୂଆ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହି ଦିନ ବେଲ ଆଦି ପଣା ତିଆରି କରି ପିଆଯାଏ। ଆସନ୍ତୁ ଜାଣିବା ଏହା ପଛରେ...

upsc recruitment vacancy for 109 posts
UPSC Recruitment: UPSCରେ ମେଡିକାଲ୍ ଅଫିସର ସମେତ ଅନେକ ପଦବୀ ପୂରଣ ହେବ; ଚାଲିଛି ଆବେଦନ

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର। ସଂଘ ଲୋକସେବା ଆୟୋଗ(UPSC) ଏହି ଖୁସି ଖବର ନେଇଆସିଛି। ଏନେଇ UPSC ଏକ ବିଜ୍ଞପ୍ତି ଜାରିକରିଛି। ଏହି ନିଯୁକ୍ତି କେନ୍ଦ୍ର ସରକାର ଅଧିନରେ ଥିବାବେଳେ ଏହା ଏକ ସ୍ଥାୟୀ ନିଯୁକ୍ତି।

When hema malini sandal came out of foot shah rukh khan did a great job
ଶାହରୁଖଙ୍କ ଠାରୁ ଶିଖିବାର ଅଛି ବରିଷ୍ଠଙ୍କୁ ସମ୍ମାନ ଦେବାର ଗୁଣ; ହେମାଙ୍କ ସ୍ୟାଣ୍ଡେଲ୍ ଖସିଯିବାରୁ କଲେ ଏମିତି

ବଲିଉଡ୍‌ କିଙ୍ଗ୍‌ ଶାହରୁଖ ଖାନଙ୍କୁ ଏମିତି ଖାଲି ଖାଲିରେ ଜେଣ୍ଟେଲ୍‌ମ୍ୟାନ୍ କୁହାଯାଏ ନାହିଁ। ଶାହରୁଖଙ୍କୁ ଅନେକ ସମୟରେ ବହୁତ ସମ୍ମାନର ସହିତ ସାକ୍ଷାତ କରୁଥିବା ଦେଖିବାକୁ ମିଳିଥାଏ। ଇଣ୍ଡଷ୍ଟ୍ରିର ଜଣେ ନୂତନ କଳାକାର ହୁଅନ୍ତୁ, ତାଙ୍କ ପ୍ରଶଂସକ ହୁଅନ୍ତୁ କିମ୍ବା ବୟସ୍କ ବ୍ୟକ୍ତି ହୁଅନ୍ତୁ, ଶାହରୁଖ ସମସ୍ତଙ୍କୁ ପ୍ରେମ...

mom to be deepika padukone flaunts her babymoon tan
ଦୀପିକା ପାଦୁକୋନଙ୍କ ଏ କି ଅବସ୍ଥା! କଳା ପଡିଗଲାଣି ସେଲିବ୍ରେଟିଙ୍କ ଦେହ

ଦୀପିକା ପାଦୁକୋନଙ୍କ ସର୍ବଶେଷ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରକାଶ ପାଇଛି, ଯାହାକୁ ରଣବୀର ସିଂହ କ୍ଲିକ୍ କରିଛନ୍ତି। ଦୀପିକା ଏହି ଫଟୋରେ ଯାହା ଦେଖେଇବାକୁ ଚାହିଁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି। ଲୋକେ ନିଶ୍ଚିତ ଭାବୁଥିବେ ଏତେ ବଡ ସେଲିବ୍ରେଟିଙ୍କ ପୁଣି ଏଭଳି ଅବସ୍ଥା।

tips and tricks how to make roti in pressure cooker
Roti In Pressure Cooker: ରୁଟି କରିବାର ନୂଆ ଉପାୟ; ପ୍ରେସର କୁକରରେ ତିଆରି ହେଉଛି ଟେଷ୍ଟି ରୁଟି

ଖରାଦିନେ ରୁଟି ସେକିବା ନିହାତି ଏକ କଷ୍ଟକର କାମ ହୋଇଥାଏ। ଏପରି ପରିସ୍ଥିତିରେ, ଲୋକମାନେ ପ୍ରାୟତଃ ଏମିତି କିଛି ଟିପ୍ସ ଆପଣାନ୍ତି ଯାହା ଦ୍ୱାରା ରୁଟି ତିଆରି କରିବା ପାଇଁ ସବୁଠାରୁ କମ ସମୟ ଲାଗେ। ତେବେ ଆସନ୍ତୁ ରୁଟି ତିଆରି କରିବାର ସବୁଠାରୁ ସହଜ ଆଉ କମ...

Can high cholesterol increase risk of heart attack during work out in gym
Health Tip: ଜିମ୍‌ରେ କାହିଁକି ହେଉଛି ହାର୍ଟ ଆଟାକ୍; ଏହାର କାରଣ ହାଇ କୋଲେଷ୍ଟ୍ରଲ୍ କି…

ବର୍ତ୍ତମାନ ଯୁବକମାନେ ମଧ୍ୟ ହୃଦଘାତର ଶିକାର ହେଉଛନ୍ତି। ତେବେ ଏହା ଜାଣିବା ଜରୁରୀ ଯେ ଅଧିକାଂଶ ଯୁବକ ଜିମ୍‌ କାରଣରୁ କାହିଁକି ହୃଦଘାତର ଶିକାର ହେଉଛନ୍ତି। ଯଦିଓ ଜିମ୍‌ରେ ହଠାତ୍ ହୃଦଘାତର ଅନେକ କାରଣ ଥାଇପାରେ, କିନ୍ତୁ ହାଇ କୋଲେଷ୍ଟ୍ରଲ୍ ଏଥିପାଇଁ ଦାୟୀ ହୋଇପାରେ କି? ଆସନ୍ତୁ ଜାଣିବା...

Why parents should teach home chores to their children
Parenting Tips: ପିଲାଙ୍କୁ ଦାୟିତ୍ୱବାନ ଓ ସବୁଥିରେ ପାରଙ୍ଗମ କରିବା ପାଇଁ ଶିଖାନ୍ତୁ ଏହି ସବୁ କାମ

ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ପିଲାମାନଙ୍କୁ ଘର କାମ କରିବାକୁ ଅନୁମତି ଦେଲେ ଏହା ସେମାନଙ୍କର ଆତ୍ମ ସମ୍ମାନକୁ ବଢାଇଦେଇଥାଏ। ଏହିସବୁ ଛୋଟ ଛୋଟ କାମ ସେମାନଙ୍କ ବ୍ୟକ୍ତିତ୍ୱରେ ଚମତ୍କାର ଆଣିଥାଏ। ଏହା ମଧ୍ୟ ସେମାନଙ୍କ ପାଖରେ ଟିମ୍ ୱାର୍କ କରିବାର ଭାବନାକୁ ଜାଗ୍ରତ କରେ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।