• translate
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Mother thrashes 3 year old child
କ୍ଷୀର ଖାଇବାକୁ ଜିଦି କରିବାରୁ ଶିଶୁକୁ ତଳେ କଚାଡି ମାରିଦେଲା ମା’

ଛତିଶଗଡର କୋରବା ବାଲକୋନଗରରେ ଜଣେ ନିରୀହ ଶିଶୁ ମାଆଠାରୁ କ୍ଷୀର ପିଇବାକୁ ବାରମ୍ବାର ଜିଦ୍ ଧରିବାରୁ ଏଥିରେ ରାଗିଯାଇ ମାଆ ପିଲାଟିକୁ ଜୋରରେ ମାଡ଼ ମାରିଥିଲେ, ଯେଉଁ କାରଣରୁ ଶିଶୁଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ନିଜ ସନ୍ତାନର ହତ୍ୟା ଅଭିଯୋଗରେ ପୋଲିସ ମାଆକୁ ଗିରଫ କରିଛି। ଏହି ହୃଦୟ...

Strange rituals of Luo tribe
ଏହି ଜନଜାତିର ଅଦ୍ଭୁତ ପରମ୍ପରା; ମୃତ ଶରୀର ସହ ଶୋଇବାକୁ ହୁଏ

ଆଜି ବି ଦୁନିଆରେ ଏମିତି କିଛି ଜନଜାତି ଅଛନ୍ତି ଯେଉଁମାନେ ସମାଜର ମୁଖ୍ୟଧାରାରୁ ବହୁତ ଦୂରରେ ଅଛନ୍ତି। ଏହି ଜନ ଜାତିର ନିଜର ନିୟମ ଓ ପରମ୍ପରା ରହିଛି। ସେମାଙ୍କ ମଧ୍ୟରେ ଥିବା ଉତ୍ସବ ସାଧାରଣରେ ଆଶ୍ଚର୍ଯ୍ୟ କରିବା ଭଳି। ପଶ୍ଚିମ କେନିୟାରେ ଲୁଓ ନାମକ ଏକ ଜନଜାତି...

Quake on Mars
ମଙ୍ଗଳକୁ ଥରେଇଦେଲା ଭୂକମ୍ପ : ତୀବ୍ରତା ୪.୨

ପୃଥିବୀ ପରି ମଙ୍ଗଳରେ ବି ଆସିଛି ଭୂକମ୍ପ। ନାସାର ଇନ୍‌ସାଇଟ୍ ଲ୍ୟାଣ୍ଡର ଏହି ସୂଚନା ଦେଇଛି। ସୂଚନା ମୁତାବକ ମଙ୍ଗଳ ପୃଷ୍ଠରେ ଥିବା ଇନ୍‌ସାଇଟ୍ ଲ୍ୟାଣ୍ଡର ଏହାର ନିମ୍ନରେ ଘଡଘଡି ଭଳି କିଛି ଶବ୍ଦ ଶୁଣିବାକୁ ପାଇଥିଲା। ମଙ୍ଗଳରେ ହୋଇଥିବା ଭୂକମ୍ପ ଭିତରୁ ଏହା ସବୁଠାରୁ ବଡ ଓ...

Bapa ICU Re Achanti
ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ ‘ବାପା ଆଇସିୟୁରେ ଅଛନ୍ତି’

ଖୁବ ଶୀଘ୍ର ଆସୁଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ ‘ବାପା ଆଇସିୟୁରେ ଅଛନ୍ତି।’ ଗତକାଲି ଫିଲ୍ମର ଶୁଭ ମହୁରତ ଜୟଦେବ ବିହାରସ୍ଥିତ ଆତ୍ମାରାମ ମନ୍ଦିରରେ ହୋଇଥିବା ବେଳେ ଏହାର ଶୁଟିଂ ଆରମ୍ଭ ହୋଇଯାଇଛି । ଏକ ଭିନ୍ନ ଧରଣର କାହାଣୀକୁ ନେଇ ତିଆରି ହେବାକୁ ଯାଉଥିବା ଏହି...

Gehna Vashisht
ମତେ ଫସାଯାଇଛି, ମୁଁ ସମସ୍ତଙ୍କର ଖୁଲାସା କରିବି : ଗହନା

ଅଶ୍ଳୀଳତା ମାମଲାରେ ଯେତେବେଳେ ରାଜ କୁନ୍ଦ୍ରାଙ୍କୁ ଜାମିନ୍ ମିଳିସାରିଛି ସେହି ସମୟରେ ଅଭିନେତ୍ରୀ ଗହନା ବଶିଷ୍ଠଙ୍କୁ ନୂଆ ଅଡୁଆରେ ଛନ୍ଦି ହେବାକୁ ପଡିଛି। ଆଜି ତାଙ୍କୁ କ୍ରାଇମବ୍ରାଞ୍ଚ୍‌ର ପ୍ରପର୍ଟୀ ସେଲର ସାମ୍ନା କରିବାକୁ ହୋଇଛି। ଏହି ଅବସରରେ ସେ ଗଣମାଧ୍ୟମ ସହ ମଧ୍ୟ ଆଲୋଚନା କରି ଅଶ୍ଳୀଳତା ମାମଲାକୁ...

Rakhi Sawant
ରାଖୀ ସାୱନ୍ତଙ୍କ ସ୍ୱାମୀଙ୍କୁ ଦେଖିବାର ସୁଯୋଗ ପାଇବେ ପ୍ରଶଂସକ

ବଲିଉଡ୍ ବୋଲ୍ଡ କ୍ୱିନ୍ ରାଖୀ ସାୱନ୍ତ ଛୋଟ ପରଦାରୁ ଆରମ୍ଭ କରି ବଡ ପରଦା ପର୍ଯ୍ୟନ୍ତ ନିଜ ଅଭିନୟର ଯାଦୁ ଦେଖେଇଛନ୍ତି। ତେବେ ସେ ଯେବେଠାରୁ ତାଙ୍କ ବିବାହର ସୂଚନା ସାର୍ବଜନୀନ କରିଛନ୍ତି ସେବେଠାରୁ ଅର୍ଥାତ ୨୦୧୯ରୁ ତାଙ୍କ ପତିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତି ରାଖୀ...

Jagnoor Aneja passes away
ଆରପାରିରେ ଟିଭି ଦୁନିଆର ଆଉ ଜଣେ କଳାକାର

ଟିଭି ଦୁନିଆରୁ ଆଉ ଏକ ଦୁଃଖ ଖବର ସାମ୍ନାକୁ ଆସିଛି। ସୁଶାନ୍ତ ସିଂହ ରାଜପୁତ ଓ ସିଦ୍ଧାର୍ଥ ଶୁକ୍ଳାଙ୍କ ପରେ ଏବେ ଆଉ ଜଣେ ଅଭିନେତାଙ୍କ କମ ବର୍ଷ ବୟସରେ ବିୟୋଗ ହୋଇଛି। ‘MTV ଲଭ ସ୍କୁଲ’ ଫେମ୍‌ ଜଗନୂର ଅନେଜାଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମିଶର୍‌ର ଇଜିପ୍ଟରେ...

Jam on Delhi-Haryana border
ଦିଲ୍ଲୀ-ହରିୟାଣା ସୀମାରେ ଭିଡ; ସମସ୍ୟାରେ ବ୍ୟବସାୟୀ

ବଲ୍ଲଭଗଡ ନିକଟ ଦିଲ୍ଲୀ-ହରିୟାଣା ସୀମାରେ ନୂଆ କୃଷି ଆଇନକୁ ଚାଷୀ ବିରୋଧ କରୁଥିବା ବେଳେ ସେଠାରେ ଅନେକ୍ ପୋଲିସ ମୁତୟନ କରାଯାଇଛି। ଏନେଇ ରାସ୍ତାରେ ଭିଡ ଦେଖା ଦେଇଛି। ଏହି ଟ୍ରାଫିକ୍ ଜାମକୁ ଦୂର କରିବା ପାଇଁ ବୁଧବାର ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇ ଅଧିକାରୀଙ୍କୁ...

Last rites of Mahant Nnarendra Giri
ମହନ୍ତ ନରେନ୍ଦ୍ର ଗିରିଙ୍କ ଶେଷକୃତ୍ୟ ସମ୍ପନ୍ନ

ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ଶେଷକୃତ୍ୟ ସମ୍ପନ୍ନ । ମହନ୍ତଙ୍କ ଇଚ୍ଛା ଅନୁଯାୟୀ ବାଗମ୍ବରୀ ଆଶ୍ରମ ପରିସରରେ ଭୂ-ସମାଧି ସହ ମହନ୍ତ ନରେନ୍ଦ୍ର ଗିରିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆଶ୍ରମ ପରିସରରେ ଥିବା ଲେମ୍ବୁ ଗଛ ନିକଟରେ ତାଙ୍କୁ ଭୂ-ସମାଧି ଦିଆଯାଇଛି। ପୂର୍ବରୁ...

Shark born without male sperms
ଦୁଇ ମହିଳା ସାର୍କଙ୍କ ମିଳନରେ ‘ଇସ୍ପେରା’ର ଜନ୍ମ

ଅନେକ କ୍ଷେତ୍ରରେ ଚମତ୍କାର ଘଟିଥିବାର ଆପଣ ନିଶ୍ଚୟ ଦେଖିଥିବେ। ଯାହା ସାଧାରଣ ଭାବେ ବିଶ୍ୱାର କରି ହୁଏନି ତାହାକୁ ଚମତ୍କାର କୁହାଯାଏ। ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି । ଏବେ ଆଉ ଏକ ଚମତ୍କାର ଘଟଣା ଇଟାଲୀରୁ ସାମ୍ନାକୁ ଆସିଛି। ଇଟାଲୀର ସର୍ଡିନିଆର ଏକ ଟ୍ୟାଙ୍କରେ ଦୁଇ...

Ileana Dcruz sunbathing in bikini
ବୋଲ୍ଡ ଅବତାରରେ ସୋସିଆଲ ମିଡିଆରେ ନିଆଁ ଲଗେଇଲେ ଇଲିଆନା ଡି’କ୍ରୁଜ୍‌

ଇନ୍‌ଷ୍ଟାଗ୍ରାମ୍‌ରେ ନିଆଁ ଲଗେଇଛନ୍ତି ବୋଲ୍ଡ କୁଇନ୍ ଇଲିଆନା ଡି’କ୍ରୁଜ୍‌। ନିଜର ସନ୍‌ ବାଥ୍‌ ଫଟୋ ଶେୟାର କରି ସେ ତାଙ୍କ ପ୍ରଶଂସକଙ୍କୁ ପାଗଳ କରିଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥିବା ଇଲିଆନାଙ୍କୁ ଇନଷ୍ଟାଗ୍ରାମରେ ୧୩.୧ ମିଲିୟନ ଲୋକ ଅନୁସରଣ କରୁଛନ୍ତି। ଏହି ଅଭିନେତ୍ରୀ ପ୍ରାୟ ସମୟରେ ପ୍ରଶଂସକଙ୍କ...

Arjun-Neha
'ଖତରୋଁ କେ ଖିଲାଡି ୧୧'ର ବିଜେତା ହେଲେ ଅର୍ଜୁନ ବିଜଲାନି

ଟିଭିର ଷ୍ଟଣ୍ଟ ଆଧାରିତ ପ୍ରସିଦ୍ଧ ରିଅଲିଟି ଶୋ 'ଖତରୋଁ କେ ଖିଲାଡି ୧୧' ରେ ଅର୍ଜୁନ ବିଜଲାନି ବିଜେତା ହୋଇଛନ୍ତି। ଏନେଇ ଶୋ’ର ବିଜେତାକୁ ନେଇ କରାଯାଉଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ତେବେ ଟେଲିକାଷ୍ଟ ପୂର୍ବରୁ ଅର୍ଜୁନଙ୍କ ପତ୍ନୀ ନେହା ତାଙ୍କ ସ୍ୱାମୀ ବିଜଲାନିଙ୍କ ଇନଷ୍ଟା ଷ୍ଟୋରୀରେ...

Gehana Vassisth
ଗହନା ବଶିଷ୍ଠଙ୍କୁ ଆଶ୍ୱସ୍ତି; ଗିରଫରେ ଲାଗିଲା ରୋକ

ଅଶ୍ଳୀଳ ଫିଲ୍ମ ମାମଲାରେ ଅଭିନେତ୍ରୀ ଗହନା ବଶିଷ୍ଠଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି। ତାଙ୍କୁ ଗିରଫ କରାଯିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗହନା ବଶିଷ୍ଠଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ନେଇ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ତେବେ ଆବଶ୍ୟକତା ବେଳେ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହେବା...

Prabhas and Pooja Hegde
ପୂଜା ହେଗ୍‌ଡେଙ୍କ ବ୍ୟବହାର ପ୍ରଭାସଙ୍କୁ ବାଧିଲା କି?

‘ରାଧେଶ୍ୟାମ୍’ ଷ୍ଟାରର୍ ସୁପରଷ୍ଟାର ପ୍ରଭାସ ଓ ପୂଜା ହେଗ୍‌ଡେଙ୍କ ମଧ୍ୟରେ ମତଭେଦ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଏହି ଫିଲ୍ମର ପ୍ରଯୋଜକ ଯୁବୀ କ୍ରିଏସନ୍‌ ଏନେଇ ସଫେଇ ଦେଇଛନ୍ତି। ସେମାନକ ମଧ୍ୟରେ ହୋଇଥିବା ମତଭେଦ ଖବରକୁ ସେ ଖାରଜ କରିଛନ୍ତି। ସେ କହିଛନ୍ତି ଯେ ସେଟ୍‌ରେ ପୂଜା...

Indias R value drops below
ଦେଶରେ କମୁଛି କୋଭିଡ-୧୯ର R ଭାଲ୍ୟୁ; ଏବେ ବି ବିପଦରେ ପ୍ରମୁଖ ସହର

ଦେଶରେ କୋଭିଡ-୧୯ର R ଭାଲ୍ୟୁ ୧ରୁ ତଳକୁ ଖସି ଆସିଛି। ଅଗଷ୍ଟ ଶେଷରେ ଏହା ୧.୧୭ ଥିଲା, ଯାହା ସେପ୍ଟେମ୍ବର ୧୫ ସୁଦ୍ଧା ୦.୯୨ ହୋଇଛି। ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଦର୍ଶାଉଛି ଯେ ଦେଶରେ କରୋନାଭାଇରସ୍ ଗତିରେ ମନ୍ଥରତା ଆସିଛି। ତେବେ ମୁମ୍ବାଇ, କୋଲକାତା, ଚେନ୍ନାଇ, ବାଙ୍ଗାଲୋର ଭଳି...

Mahant Narendra Giri
ମହନ୍ତ ନରେନ୍ଦ୍ର ଗିରିଙ୍କ ସୁଇସାଇଡ୍ ନୋଟ୍ ଖୋଲିଲା ରହସ୍ୟ

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ଏବେ ଆଉ ଏକ ବଡ ଖୁଲାସା ହୋଇଛି। ତାଙ୍କ କୋଠରୀରୁ ଉଦ୍ଧାର ହୋଇଥିବା ସୁଇସାଇଡ୍ ନୋଟ୍ ସହିତ ବାଘମ୍ବରୀ ସିଂହାସନର ଉତ୍ତରାଧିକାରୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଗିରି ସ୍ପଷ୍ଟ ଭାବରେ ବଲଭୀର ଗିରିଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବରେ ନାମିତ କରିଛନ୍ତି।...

Put bike on head climbed on bus
ଆଶ୍ଚର୍ଯ୍ୟ; ବାଇକକୁ ସିଧା ମୁଣ୍ଡରେ ରଖି ବସ୍‌ ଉପରକୁ ଚଢିଗଲେ

ଦୁନିଆରେ ପ୍ରତିଭାବାନ ଓ ପରିଶ୍ରମୀ ଲୋକମାନଙ୍କର କୌଣସି ଅଭାବ ନାହିଁ। କିଛି ଲୋକ ଏପରି କିଛି କରି ଦେଖାନ୍ତି ଯାହା ଜାଣିବା ପରେ କି ଦେଖିବା ପରେ ସମସ୍ତେ ଚିନ୍ତାରେ ପଡିଯାଆନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଅନେକ ଉତ୍ସାହୀ ଲୋକଙ୍କ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ବର୍ତ୍ତମାନ...

Woman throw divorce party
ବିବାହ ବିଚ୍ଛେଦରେ ଛାଡପତ୍ର ପାର୍ଟୀ ଦେଲେ ମହିଳା

ବିବାହ ଏକ ପବିତ୍ର ବନ୍ଧନ। ଏହା ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଲୋକେ ଏହାକୁ ସ୍ୱତନ୍ତ୍ର କରିବା ପାଇଁ କେତେ କ’ଣ କରିଥାନ୍ତି? କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନସାଥୀ ସହିତ ସେମାନଙ୍କର ସମ୍ପର୍କକୁ ଭଲ ଭାବରେ ପରିଚାଳନା କରିବାରେ ସକ୍ଷମ ହୋଇପାରନ୍ତି ନାହିଁ। ଫଳରେ...

Whatsapp is removing messenger rooms service
ହ୍ୱାଟ୍ସଆପ୍‌ରୁ ଉଠିବ ଏହି ଫିଚର

ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି । କାରଣ କମ୍ପାନୀ ସମସ୍ତ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ମଲ୍ଟି-ଡିଭାଇସ୍ ବିଟା ଟେଷ୍ଟ ଆରମ୍ଭ କରିଛି। ଏହା ସହିତ ଫେସ୍‌ବୁକ୍ ମାଲିକାନା ଆପ୍ ହ୍ୱାଟ୍ସଆପ୍ ଆହୁରି ଅନେକ ଫିଚର ଲଞ୍ଚ କରିବା...

Kangana and Alia
ଆଲିଆଙ୍କ ବିଜ୍ଞାପନ ଉପରେ ପ୍ରତିକ୍ରିୟା ରଖିଲେ କଙ୍ଗନା, କହିଲେ ଧର୍ମ ବିରୋଧୀ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଏକ ବିଜ୍ଞାପନ ଭିଡିଓ ପାଇଁ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ଭିଡିଓରେ ଅଭିନେତ୍ରୀ ପ୍ରାଚୀନ ସମୟରେ ଚାଲିଆସୁଥିବା 'କନ୍ୟାଦାନ' ପ୍ରଥା ଉପରେ ପ୍ରଶ୍ନ ଉଠାଇ ଏକ ନୂଆ ଦୃଷ୍ଟିକୋଣ ଦେବାକୁ ଚେଷ୍ଟା କରିଛନ୍ତି। ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏହି ବିଜ୍ଞାପନ ଏକ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।