• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

love
ଭଣଜା ସିନ୍ଦୂର ସ୍ୱାମୀ ପର : ଚର୍ଚ୍ଚାରେ ମାଇଁ-ଭଣଜା ପ୍ରେମ କାହାଣୀ

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ ) : ହୃଦୟରେ ଯେବେ ପ୍ରୀତିର ରଙ୍ଗ ଲାଗେ ,ମନରେ ଭିନ୍ନ ଶିହରଣ ସୃଷ୍ଟି ହୁଏ । ମନ ପ୍ରତି ମୁହୂର୍ତ୍ତରେ ଖୋଜେ ନିଜର ପ୍ରିୟ ସାଥିକୁ। ପାଖରେ ପାଇବାର ପ୍ରବଳ ଇଚ୍ଛା ଜାଗ୍ରତ ହୁଏ। ସ୍ଥାନ କାଳ ପାତ୍ରରେ ସେମାନେ ଉଭୟଙ୍କୁ ସ୍ୱତନ୍ତ୍ର ମନେ...

bijaya ketan
IAS ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ

କଟକ : ଲାଞ୍ଚ ମାମଲାରେ ଗିରଫ ହୋଇଥିବା ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ। ଓଡ଼ିଶା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ ହାଇକୋର୍ଟ କହିଛନ୍ତି। ବିଜୟ କେତନ ଥିଲେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ।...

mandap seal
ରାଜଧାନୀରେ ବେଆଇନ କଲ୍ୟାଣ ମଣ୍ଡପ ସିଲ୍ ଆରମ୍ଭ

ଭୁବନେଶ୍ୱର : ରାଜଧାନୀରେ ବେଆଇନ କଲ୍ୟାଣ ମଣ୍ଡପ ସିଲ୍ । ଆଜି ପ୍ରଥମେ ସହିଦ ନଗରର ଏକ କଲ୍ୟାଣ ମଣ୍ଡପକୁ ସିଲ୍ କରିଛନ୍ତି BMC ଓ BDAର ମିଳିତ ସ୍କ୍ୱାଡ୍। ବେଆଇନ କଲ୍ୟାଣ ମଣ୍ଡପରେ ପହଞ୍ଚିବା ପରେ ଏହାକୁ ଯାଞ୍ଚ କରିବା ସହ ସିଲ୍ କରାଯାଇଛି । ଭୁବନେଶ୍ୱରର...

electric bill
ବଢ଼ିପାରେ ବିଦ୍ୟୁତ୍‌ ଦର

ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଢ଼ିପାରେ ବିଦ୍ୟୁତ୍‌ ଦର। ବିଦ୍ୟୁତ୍‌ ନିୟାମକ ଆୟୋଗ OERCରେ ଆଜିଠୁ ଆରମ୍ଭ ହୋଇଥିବା ଶୁଣାଣିରୁ ଏଭଳି କିଛି ଆଭାସ ମିଳିଛି । ଆଜି ପ୍ରଥମ ଦିନରେ OHPC ନିଜର ଯୁକ୍ତି ଉପସ୍ଥାପନ କରିବା ସହ ସମସ୍ତ ଆନୁସଙ୍ଗିକ ଖର୍ଚ୍ଚ ବୃଦ୍ଧି...

karona
‘କରୋନା’ ସୂଚନା ଦେବେ ଲୋକ , ନମ୍ୱର ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ‘କରୋନା’ ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ଦ୍ୱିତୀୟ ରୋଗୀ ଚିହ୍ନଟ ହେବା ପରେ ଓଡ଼ିଶା ସରକାର ଜାରି କରିଛନ୍ତି ଆଡଭାଇଜରି। ଓଡ଼ିଶା ଆସିଥିବା ଚୀନ, ହଂକଂ, ଥାଇଲାଣ୍ଡ ଓ ସିଙ୍ଗାପୁରର ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନିରୀକ୍ଷଣ ପାଇଁ ଆଡଭାଇଜରି ଜାରି କରାଯାଇଛି। ସ୍ୱାସ୍ଥ୍ୟ ଅବସ୍ଥା...

deadbody
ଡାକ୍ତରୀ ଛାତ୍ରଙ୍କୁ ଡେଡ୍‌ବଡି ଚିନ୍ତା ; ନା ମିଳୁଛି ମଣିଷଙ୍କ ମୃତଦେହ, ନା ଠିକ୍‌ରେ ପଢ଼ିପାରୁଛନ୍ତି ଶରୀର ବିଜ୍ଞାନ ପାଠ

କଟକ : ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ (ଏସ୍‌ସିବି)ରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି ଡେଡ୍‌ବଡି। ଏଠାରେ ନା ଆବଶ୍ୟକ ସଂଖ୍ୟକ ମୃତଦେହ ଅଛି, ନା ଶରୀର ଦାନ ପାଇଁ ଲୋକେ ଆଗ୍ରହ ଦେଖାଉଛନ୍ତି। ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ ଭାବେ ଭର୍ଚୁଆଲ୍‌...

new rule
ରାଜଧାନୀରେ ନୂଆ ନିୟମ ; ରାସ୍ତା କଡ଼ରେ ବାଇକ୍ ରଖିଲେ ଜରିମାନା

ଭୁବନେଶ୍ୱର : ରାଜଧାନୀ ଛାତିରେ କମିଶନରେଟ ପୁଲିସର ଟ୍ରାଫିକ କଟକଣା । ବାପୁଜିନଗର, ରାଜମହଲ, ଏଜି ଛକ ଓ ଶିଶୁଭବନ ଛକ ଅଂଚଳରେ ଏଣିକି ରାସ୍ତାକଡରେ ମନଇଛା ରଖିପାରିବେନି ବାଇକ୍ । ଆଇନ ଉଲଂଘନ କଲେ ଦେବାକୁ ପଡିବ ଏକ ହଜାର ଟଙ୍କା ଜରିମାନା।  କମିଶନରେଟ ପୁଲିସ ତରଫରୁ...

anu
କେଉଁଠୁ ସ୍ନାତକ କରିଛନ୍ତି ଅନୁଭବ ? ସାଂସଦଙ୍କ ନାଁରେ ମିଥ୍ୟା ସତ୍ୟପାଠ ଅଭିଯୋଗ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ। ସାଂସଦ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ୨୦୧୪ ରାଜ୍ୟସଭା ନିର୍ବାଚନରେ ଦାଖଲ କରିଥିବା ସାର୍ଟିଫିକେଟ୍ ଜାଲ ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଆଜି ଏକ ପ୍ରେସମିଟରେ ଦର୍ଶାଇଛନ୍ତି ଯେ,...

sonia -1
ସୋନିଆ ଗାନ୍ଧି ଅସୁସ୍ଥ

ନୂଆଦିଲ୍ଲୀ :  କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ଖବରକୁ ନେଇ ଚର୍ଚ୍ଚା । ନିଜର ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ANIର ରିପୋର୍ଟ ମୁତାବକ ସୋନିଆ ଗାନ୍ଧି ନିଜର ରୋଟିନ୍‌ ଚେକ୍‌ଅପ୍‌ ପାଇଁ ଡାକ୍ତରଖାନାକୁ ଯାଇଛନ୍ତି ।...

CHILIKA-1
ପୁଣି ଚିଲିକା ମଝିରେ ବୁଡ଼ିଲା ଡଙ୍ଗା ! ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ବାଲୁଗାଁ(ଶକ୍ତିପ୍ରସାଦ ମହାପାତ୍ର) : ପୁଣି ଚିଲିକା ମଝିରେ ବୁଡ଼ିଲା ଡଙ୍ଗା। ୬ ଜଣଙ୍କୁ ଉଦ୍ଧାର କରାଯାଇ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ କାଳିଜାଈରୁ ଫେରୁଥିବା ବେଳେ ଚିଲିକା ମଝିରେ ଡଙ୍ଗା ବୁଡ଼ିଯାଇଥିଲା। ପଛରେ ଆସୁଥିବା ଡଙ୍ଗା ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ଅଭିଯୋଗରୁ ପ୍ରକାଶ, ଆଙ୍କୁଳାର...

sushanta singh
ଟୋଲ୍‌ ଫି’ ନଦେଇ ହଟହଟା ହେଲେ ଶ୍ରମ ମନ୍ତ୍ରୀ

ସୁନ୍ଦରଗଡ଼ (ବିଜୟ ବରୁଆ) : ଓଡ଼ିଶାର ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ। ବିଜେଡିର ପାୱାରଫୁଲ୍‌ ମନ୍ତ୍ରୀଙ୍କ ଭିତରେ ସେ ଅନ୍ୟତମ। ତାଙ୍କୁ କିଏ ବା ନଜାଣିଛି। ହେଲେ ଗତକାଲି ରାତିରେ ସେ ହଟହଟା ହୋଇଛନ୍ତି। ମନ୍ତ୍ରୀ ମହାଶୟ ଟୋଲ୍‌ ଫି’ ଦେବା ପରିବର୍ତ୍ତେ ନିଜର ପରିଚୟ ଦେଇଥିଲେ। ତାହା...

dibyashri
ବିଦେଶରେ ଦେଶର ନାଁ ରଖିଲେ ଓଡ଼ିଆ ଝିଅ

ପୁରୀ : ପୁରୀର କୁନି ଝିଅ ଦିବ୍ୟଶ୍ରୀ ଦେବାଶିଷ ବେହେରା ଜର୍ଜୀଆରେ ଦେଖାଇଲେ କମାଲ। ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରି ଜିତିଛନ୍ତି “ବେଷ୍ଟ ନ୍ୟାସନାଲ୍‌ କଷ୍ଟ୍ୟୁମ୍‌-୨୦୨୦” ଆଉ ଟପ୍‌ ମଡେଲ -୨୦୨୦। ୧୨ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଦେଶ ଓ ଓଡ଼ିଆଙ୍କ ଟେକ ରଖିଛନ୍ତି। ଆଉ...

labourer
କ୍ୟୁବାରେ କ୍ରେନ୍‌ ଛିଣ୍ଡି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଖଲ୍ଲିକୋଟ : କ୍ୟୁବାର ଏକ ଘରୋଇ କମ୍ପାନିରେ କାମ କରୁଥିବାବେଳେ କ୍ରେନ୍ ଛିଣ୍ଡି ପଡିବାରୁ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍‌ କହ୍ନେଇପୁର ଗ୍ରାମର ରମେଶ ମହାରଣା। ରମେଶଙ୍କ ମୃତ୍ୟୁ ଖବର ଶୁଣିବା ପରେ ଭାଙ୍ଗି ପଡିଛନ୍ତି ତାଙ୍କ...

rishi kapoor
ହସ୍ପିଟାଲରେ ରିଷି କପୁର ! ଫଙ୍କସନ ଛାଡ଼ି ପହଞ୍ଚିଲେ ରଣବୀର , ଆଲିଆ

ନୂଆଦିଲ୍ଲୀ : ଏବେ ଖବର ଆସିଛି ଦିଲ୍ଲୀର ଏକ ହସ୍ପିଟାଲରେ ରିଷି କପୁର ଭର୍ତ୍ତି ହୋଇଛନ୍ତି । ଏହି କାରଣରୁ ସେ ଅରମାନ ଜୈନଙ୍କ ମେହେନ୍ଦୀ ସେରେମନିରେ ଅନୁପସ୍ଥିତ ଥିଲେ । ଶୁଣିବାକୁ ମିଳୁଛି କି ନୀତୁ ,ରଣବୀର ଓ ଆଲିଆ ମଧ୍ୟ ତାଙ୍କ ପାଖରେ ପହଞ୍ଚିଛନ୍ତି ।...

sri jagannath sena
ମୁମ୍ବାଇରେ ଇସ୍କନ ପକ୍ଷରୁ ଅଦିନ ରଥଯାତ୍ରା ; ତାତିଲା ଶ୍ରୀଜଗନ୍ନାଥ ସେନା

ପୁରୀ :  ମୁମ୍ବାଇରେ ଇସ୍କନ ପକ୍ଷରୁ ଅଦିନ ରଥଯାତ୍ରା ଘଟଣାରେ ତାତିଲା ଶ୍ରୀ ଜଗନ୍ନାଥ ସେନା । ମୁମ୍ବାଇ ଇସ୍କନ ମୁଖ୍ୟ ରାଧାନାଥ ଦାଶ ସ୍ୱାମୀ ମହାରାଜଙ୍କ ନାଁରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଏହା ସହ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ...

dipa malik
ଦୀପା ମଲିକ୍ ଭାରତୀୟ ପାରା ଅଲିମ୍ପିକ୍ କମିଟିର ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଆଥଲେଟ୍ ଭାବେ ପାରା ଅଲିମ୍ପିକ୍ କ୍ରୀଡ଼ାରେ ପଦକ ଜିତିଥିବା ଦୀପା ମଲିକ ଭାରତୀୟ ପାରା ଅଲିମ୍ପିକ୍ କମିଟି (ପିସିଆଇ)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। କିନ୍ତୁ ଏଥିପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଦିଲ୍ଲୀ ହାଇକୋର୍ଟରେ ଏକ ଲମ୍ବା ମାମଲାର ଶୁଣାଣି ପରେ...