• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ଧର୍ମେନ୍ଦ୍ରଙ୍କ ସମାଲୋଚନା
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ଧର୍ମେନ୍ଦ୍ରଙ୍କ ସମାଲୋଚନା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି । ଟଙ୍କିକିଆ ଚାଉଳ କହି ନବୀନ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଥିଲେ। କିନ୍ତୁ...

ଭୟଙ୍କର ଅବସ୍ଥା , ଚକଡ଼ା ଚିନ୍ତାରେ ଚାଷୀ
ଭୟଙ୍କର ଅବସ୍ଥା , ଚକଡ଼ା ଚିନ୍ତାରେ ଚାଷୀ

ବଲାଙ୍ଗିର  : ଭୟଙ୍କର ଅବସ୍ଥା । ଚକଡ଼ା ଚିନ୍ତାରେ ଘାଇଲା ହେଲେଣି ଚାଷୀ । ଗାଁକୁ ଗାଁ, କ୍ଷେତକୁ କ୍ଷେତ ମାଡ଼ି ଚାଲିଛି ଚକଡ଼ା ପୋକ । କେଉଁଠି ମଉଳି ଗଲାଣି ଧାନକେଣ୍ଡା ତ ଅାଉ କେଉଁଠି କାଣ୍ଡକୁ ଚରିଗଲାଣି ଚକଡ଼ା । ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକରେ...

ଅଭିଜିତ ଅାୟରଙ୍କ ଜାମିନ ନାମଞ୍ଜୁର
ଅଭିଜିତ ଅାୟରଙ୍କ ଜାମିନ ନାମଞ୍ଜୁର

ନୂଆଦିଲ୍ଲୀ : କୋଣାର୍କ ପ୍ରତି ମନ୍ତବ୍ୟ ଦେଇଥିବା ଅଭିଜିତ ଅାୟର ମିତ୍ରଙ୍କ ଜାମିନ ଅାବେଦନ ନାମଞ୍ଜୁର। ସୁପ୍ରିମକୋର୍ଟ ତାଙ୍କ ଜାମିନ ଅାବେଦନକୁ ନାମଞ୍ଜୁର କରିଛନ୍ତି। ଧର୍ମୀୟ ଭାବନାକୁ ଅାଘାତ ଦେଇଥିବାରୁ ଜାମିନ ନାମଞ୍ଜୁର ହୋଇଛି। କୋଣାର୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ମାମଲା ହୋଇଥିଲା। ଓଡିଶା...

ratha
ରାତି ପାହିଲେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ; ଭାଇ-ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ବାହୁଡିବେ ମହାବାହୁ

ପୁରୀ : ରାତି ପାହିଲେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ଜନ୍ମବେଦୀରୁ ନୀଳକନ୍ଦରକୁ ବାହୁଡ଼ିବେ ଜଗା, ବଳିଆ ଓ ଭଉଣୀ ସୁଭଦ୍ରା। ତେଣୁ ଆଜି ଆଡ଼ପ ମଣ୍ଡପରେ ତିନିଠାକୁର ଭକ୍ତଙ୍କୁ ସାନ୍ଧ୍ୟ ଦର୍ଶନ ଦେଉଛନ୍ତି। ଯଜ୍ଞବେଦୀରେ ତିନି ଠାକୁରଙ୍କ ଶେଷ ଦର୍ଶନ ପାଇଁ…

jagannath
ଶ୍ରୀମନ୍ଦିର ବାହୁଡ଼ୁଛନ୍ତି ମହାପ୍ରଭୁ , କମ୍ପୁଛି ବଡ଼ଦାଣ୍ଡ

ପୁରୀ :  ଚାଲିଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଶ୍ରୀମନ୍ଦିର ଅଭିମୁଖେ ତିନି ରଥ। ବଡ଼ ଦାଣ୍ଡରେ ଭକ୍ତଙ୍କ ଗହଳି । ଭକ୍ତଙ୍କ ହରିବୋଲ ହୁଳହୁଳି , ଜୟ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ। ଭକ୍ତି ଓ ଆନନ୍ଦର ସହ ଆଜି ଅନୁଷ୍ଠିତ…

3
ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଲେ ଶ୍ରୀଜିଉ ; ସିଂହଦ୍ୱାରରେ ଲାଗିଲା ତିନି ରଥ

ପୁରୀ : ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡିଲେ ଶ୍ରୀଜିଉ। ସିଂହଦ୍ୱାରରେ ଲାଗିଲା ତିନି ରଥ। ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ଅନୁଷ୍ଠିତ ହୋଇଥିଲା। ଶନିବାର ତିନି ରଥରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଶରଧାବାଲିରୁ ସିଂହଦ୍ୱାର। ଲକ୍ଷ…

EDgQWAGUcAEp34x
ମୋଦିଙ୍କ ନୂଆଁଖାଇ ଶୁଭେଚ୍ଛା

ଭୁବନେଶ୍ୱର: ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର ସର୍ବପୁରାତନ ପର୍ବର ପବିତ୍ର ଅବସରରେ ସମାଜର ସବୁବର୍ଗ ବିଶେଷ କରି ପରିଶ୍ରମୀ ଚାଷୀ ଭାଇଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ପ୍ରଧାମନ୍ତ୍ରୀ। ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ…

ghost
ଭୂତ ଖୋଲୁଛି ମୃତ୍ୟୁର ରହସ୍ୟ !

ଅନୁଗୁଳ( ବିରଜା ଦାସ) : ଭୂତ ବଖାଣୁଛି ମୃତ୍ୟୁ ପଛର ରହସ୍ୟ। ଏମିତି ଦୃଶ୍ୟ ଆପଣ ନିଶ୍ଚୟ କୌଣସି ଫିଲ୍ମ କି ଟିଭି ଧାରାବାହିକରେ ଦେଖିଥିବେ । ଆଉ ମଧ୍ୟ କୌଣିସ ଗପ ଉପନ୍ୟାସରେ ପଢ଼ିଥିବେ। କିନ୍ତୁ ବାସ୍ତବରେ ଏମିତି କଥା…

KARONA
କରୋନାର ମୁକାବିଲା ପାଇଁ ସ୍କୁଲ ଗୁଡ଼ିକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି

ଭୁବନେଶ୍ୱର : କରୋନାର ମୁକାବିଲା ପାଇଁ ସ୍କୁଲ ଗୁଡ଼ିକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟର ସବୁ ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଅବଗତ କରାଯାଇଛି ।…