• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

puri
ପୁରୀରେ ଛାତ୍ରଙ୍କୁ ଗୁଳିମାଡ଼ ପରେ ଉତ୍ତେଜନା

ପୁରୀ : ପୁରୀରେ ଛାତ୍ରଙ୍କୁ ଗୁଳିମାଡ଼ ପରେ ଉତ୍ତେଜନା । ଗତରାତିରେ ହେରାଗୋହରୀ ସାହି ବୋର୍ଡିଂ ଛକ ଦେଇ ସାଇକେଲ୍‌ରେ ଯାଉଥିବା ବେଳେ ଆୟୁର୍ବେଦ କଲେଜର ଦ୍ୱିତୀୟ ବର୍ଷର ଛାତ୍ର ଜନ୍ମେଜୟ ମନ୍ତ୍ରୀଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ପ୍ରଥମେ ତାଙ୍କ ମୋବାଇଲ୍...

kalia
କାଳିଆ ଟଙ୍କା କେଳେଙ୍କାରୀର ନୂଆ ଫର୍ଦ୍ଦ

ବ୍ରହ୍ମପୁର : ବାଟବଣା କାଳିଆ ଟଙ୍କା । କାଳିଆ ଯୋଜନାରେ ସହାୟତା ପାଇବାକୁ ହିତାଧିକାରୀ ନିଜ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ସହ ଦରଖାସ୍ତ ଭରିଲେ। କିନ୍ତୁ ସରକାର ପଠାଇଥିବା ଟଙ୍କା ଗଲା ଆଉ ଜଣଙ୍କ ଜମାଖାତାକୁ। ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ସିଙ୍ଗିପୁରରୁ। ଜଣେ କି...

scb
ବିଶ୍ୱସ୍ତରୀୟ ମେଡିକାଲ୍‌ ହେବ ଏସ୍‌ସିବି, ସମ୍ପ୍ରସାରଣ କାମ ଆରମ୍ଭ

କଟକ : ବିଶ୍ୱସ୍ତରୀୟ ମେଡିକାଲ୍‌ରେ କଟକ ଏସ୍‌ସିବି। ସେଥିପାଇଁ ଆରମ୍ଭ ହୋଇଛି ସମ୍ପ୍ରସାରଣ କାମ। ଜମି ଅଧିଗ୍ରହଣ କାମକୁ ତ୍ୱରାନ୍ନିତ କରୁଛନ୍ତି କଟକ ଜିଲ୍ଲା ପ୍ରଶାସନ। ଆଜି ଯୋବ୍ରା ଅଞ୍ଚଳରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆର୍‌ଡିସି) ଅନୀଲ କୁମାର ସାମଲଙ୍କ ଉପସ୍ଥିତିରେ ଏସ୍‌ସିବି ସମ୍ପ୍ରସାରଣ କାମ ପାଇଁ ଜାଗା...

karona
ଓଡ଼ିଶାରେ ନାହିଁ ‘କରୋନା’ ଭୟ

ଭୁବନେଶ୍ୱର : ଓଡ଼ିଶାରୁ ଦୂର ହୋଇଛି ‘କରୋନା’ ସନ୍ଦେହ। ଚୀନରୁ ଫେରିଥିବା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କର ପୁଣେ ଭାଇରୋଲୋଜି ଲ୍ୟାବ୍‌ରୁ ଆସିଥିବା ଯାଞ୍ଚ ରିପୋର୍ଟ ନେଗେଟିଭ୍‌ ଥିବା ନିଜେ ଡିଏମ୍‌ଇଟି ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ଓଡ଼ିଶାରୁ ୬ ସନ୍ଦିଗ୍ଧଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା।...

india
ପାକିସ୍ତାନକୁ ମାତ୍‌ ଦେଲା ଟିମ୍‌ ଇଣ୍ଡିଆ

ପୋଚେଫଷ୍ଟ୍ରୁମ୍‌: ଆଇସିସି ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପ୍‌ର ଫାଇନାଲରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଜବରଦସ୍ତ ଧୁଲେଇ କରି ଫାଇନାଲରେ ପ୍ରବେଶ କରିଛି ଟିମ୍‌  ଇଣ୍ଡିଆର ଏହି ଜୁନିୟର ବ୍ରିଗେଡ୍ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନ। ହେଲେ ଭାରତର ବୋଲିଂ ଆଗରେ ତିଷ୍ଠି...

ud
ବଢ଼ିଲା ସର୍ବକ୍ଷମା ଯୋଜନା ଆବେଦନ ସମୟସୀମା

ଭୁବନେଶ୍ୱର : ବିଡିଏ ଅଫିସ୍‌ରେ ଖଚାଖଚ୍‌ ଭିଡ଼। ବେଆଇନ ନିର୍ମାଣକୁ ବୈଧ କରାଇନେବା ଲାଗି ପହଞ୍ଚିଛନ୍ତି ଆବେଦନକାରୀ। ଆସନ୍ତାକାଲି ସର୍ବକ୍ଷମା ଡେଡ୍‌ଲାଇନ୍ ସରୁଥିବା ବେଳେ ଶେଷ ମୁହୂର୍ତ୍ତରେ ଆଜି ବହୁସଂଖ୍ୟାରେ ଲୋକ ଆବେଦନ କରିବାକୁ ବିଡିଏ ଅଫିସ୍‌ରେ ପହଞ୍ଚିଥିଲେ। ଏପଟେ ଲୋକଙ୍କ ଆଗ୍ରହକୁ ଦେଖି ଆବେଦନ ସମୟକୁ ବଢାଇଛି...

bijaya ketan
ଜେଲରୁ ବାହାରିଲେ IAS ବିଜୟ କେତନ

ଭୁବନେଶ୍ୱର : ଝାରପଡ଼ା ଜେଲରୁ ବାହାରିଲେ IAS ବିଜୟ କେତନ। କାଲି ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ମଞ୍ଜୁର କରିଥିଲେ ହାଇକୋର୍ଟ। ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ। ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ବିଜୟ କେତନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,...

priyanka
ମୃତ୍ୟୁ ପରେ ବି ଅମର

କଟକ : କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ। ଅର୍ଥାତ ଯିଏ ଆସେ ସେ ଚାଲିଯାଏ। ହେଲେ ଏ ଦୁନିଆକୁ ଏମିତି କିଛି ମଣିଷ ଆସନ୍ତି ତାଙ୍କର ମହାନ କର୍ମ ଓ ମାନବିକତା ତାଙ୍କୁ ଚିର ଅମର କରିଦିଏ। ଯିଏ ନିଜେ ଜଳି...

couple -1
ବିବାହ ବାର୍ଷିକୀରେ ଏମିତି ନିଷ୍ପତ୍ତି ନେଲେ ଦମ୍ପତି

ବଲାଙ୍ଗିର : ୫୦ ବର୍ଷ ବିବାହ ବାର୍ଷିକୀରେ ଶରୀର ଦାନ । ଏଭଳି ନିଷ୍ପତ୍ତି ନେଇଛନ୍ତି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଦମ୍ପତି ବିଜୟ କୁମାର ବନଶଲ ଓ ପତ୍ନୀ ଇନ୍ଦୁ ବନଶଲ। ମୃତ୍ୟୁ ପରେ ଭୀମଭୋଇ ମେଡ଼ିକାଲ କଲେଜକୁ ନିଜ ଶରୀର ଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି...

cart
ଶଗଡ଼ରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ବିଧାୟକ

ପାରଳାଖେମୁଣ୍ଡି  : ଶଗଡ଼ରେ ପାରଳାଖେମୁଣ୍ଡି ବିଧାୟକ। ଶତାଧିକ ବିଜେପି କର୍ମୀଙ୍କ ସହ ରାଲି ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ଚାଷୀମାରଣ ନୀତି ଓ ଜିଲ୍ଲା ପରିବହନ ବିଭାଗର ମନଇଚ୍ଛା ଫାଇନ ଆଦାୟକୁ ବିଧାୟକ ବିରୋଧ କରିଆସୁଥିଲେ । ତେବେ ଏହାପରେ...

samir das
୬ ବର୍ଷରୁ ଅଧିକ ସମୟ ଥିଲେ ଅନ୍ୟତ୍ର ବଦଳି

ଭୁବନେଶ୍ୱର : ବଲାଙ୍ଗିର ଶିକ୍ଷା ଜିଲ୍ଲା ଅଧିନରେ ଥିବା ବିଇଓ ଅଫିସରେ କାର୍ଯ୍ୟରତ ବରିଷ୍ଠ କିରାଣିଙ୍କ ଜାଲିଆତି ଘଟଣା ସାମନାକୁ ଆସିବା ପରେ ଚେତିଛନ୍ତି ରାଜ୍ୟ ସରକାର। ଏଣିକି ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୬ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ କିରାଣିଙ୍କୁ...

budget
ରାଜ୍ୟ ବଜେଟ୍‌ ପାଇଁ ସମ୍ବଳ ଚିନ୍ତା

ଭୁବନେଶ୍ୱର : ଆସନ୍ତା ୧୮ରେ ଆସିବାକୁ ଯାଉଥିବା ରାଜ୍ୟ ବଜେଟ୍‌। ଏହା ପୂର୍ବରୁ ବଜେଟ୍‌କୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଏଥର କଣ ହେବ ରାଜ୍ୟ ବଜେଟ୍‌ର ରୂପରେଖ? ବଜେଟ୍‌ ଆକାର ବଢିବ ନା କମିବ? କେତେ କମିବ କେନ୍ଦ୍ରୀୟ ଅନୁଦାନ? କେନ୍ଦ୍ର ବଜେଟ୍‌ ଆସିବା ପରେ ଏଭଳି...

fire
ନିଆଁ ଲଗାଇଦେଲେ ଶାଶୂଘର ଲୋକେ !

କେନ୍ଦ୍ରାପଡ଼ା : ବାପ ଘରେ ଝିଅ ଶାଶୂ ଘରେ ବୋହୂ। ଏହି ଅର୍ଥରେ ଝିଅଟିଏ  ବଢ଼େ। ଆଉ କୁମାରୀରୁ ପାଲଟିଯାଏ ଦିନେ ସହଧର୍ମିଣୀ । ହାତରେ ଶଙ୍ଖା , ମଥାରେ ସିନ୍ଦୁର ଆଉ ପାଦରେ ଅଳତା ନାଇ ସେ ଦେଖେ ନୂଆ ସ୍ୱପ୍ନ । ଜଣେ ଅଜଣା ପୁରୁଷକୁ...

OAS
ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଓଏଏସ ସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ ଅଭୟ କୁମାର ନାୟକଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ମିଳିଛି। ସେହିପରି ବରିଷ୍ଠ ଓଏଏସ୍ ଗଣେଶ୍ୱର...

corona virus
ମୁଣ୍ଡ ନେଇ ଚାଲିଛି କରୋନା ଭୂତାଣୁ , ଓଡ଼ିଶାରେ ବଢିଲା ସତର୍କତା

ଭୁବନେଶ୍ୱର : ଓଡ଼ିଶାରେ ‘କରୋନା’କୁ ନେଇ ଭୟଭୀତ ହେଲାଭଳି କୌଣସି ପରିସ୍ଥିତି ଉପୁଜିନି। ତଥାପି ଭାରତରେ ‘କରୋନା’ ପ୍ରବେଶ କରିସାରିଥିବାରୁ ରାଜ୍ୟରେ ଯେଭଳି କୌଣସି ସମ୍ଭାବ୍ୟ ସ୍ଥିତିର ମୁକାବିଲା କରାଯାଇପାରିବ, ସେଥିପାଇଁ ଭୁବନେଶ୍ୱର RMRCରେ ପ୍ରସ୍ତୁତି ବୈଠକ କରାଯାଇଛି। ଏଥିରେ ଯୋଗଦେଇଥିବା ଘରୋଇ ଓ ସରକାରୀ ମେଡ଼ିକାଲର ପ୍ରତିନିଧିଙ୍କୁ...

medical
ରୋଗୀଙ୍କ ସହ ବସି ଖାଦ୍ୟ ଖାଇଲେ ଜିଲ୍ଲାପାଳ ଓ ଏସ୍‌ପି

ବାଲେଶ୍ୱର : ଅବ୍ୟବସ୍ଥା ଘେରରେ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ। ଏଠାରେ ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଥିଲା। ମେଡିକାଲର ସର୍ଜରୀ ଓ ଶିଶୁ ବିଭାଗରେ ଯେଉଁ ଠିକା ସଂସ୍ଥା ରନ୍ଧା ଖାଦ୍ୟ ଯୋଗାଉଛି, ତାହା ଖାଇବାଯୋଗ୍ୟ ନଥିବା ବେଳେ ଖାଦ୍ୟର ପରିମାଣ ବହୁ କମ...

mp daughter's marriage
ସିନ୍ଦୂର ପିନ୍ଧିଲେ ସାଂସଦଙ୍କ ଝିଅ

ରାଉରକେଲା (ପୱନ ତିୱାରୀ): ସିନ୍ଦୂର ପିନ୍ଧିଲେ ସାଂସଦଙ୍କ ଝିଅ । ଶାଶୂ ଘର ଗଲେ ଇନ୍ଦୁମତି।  ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଝିଅ ଇନ୍ଦୁମତି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଆଦିବାସୀ ପରମ୍ପରାରେ ଆଜି ନିଜ ଜନ୍ମମାଟି କେନ୍ଦୁଡିହି ଗାଁରେ ତାଙ୍କର ବାହାଘର...