• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

corona
'କରୋନା'କୁ ନେଇ ଓଡ଼ିଶାରେ ଆତଙ୍କ

ଭୁବନେଶ୍ୱର : ମହାମାରୀର ରୂପ ନେଉଛି ‘କରୋନ୍‌’ ଭାଇରସ୍‌। ଏଥିରେ ଆକ୍ରାନ୍ତ ହୋଇ ୨୫୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ବର୍ତ୍ତି ପାରିନି ଓଡ଼ିଶା। ଜଣଙ୍କ ପରେ ଜଣେ ସନ୍ଦିଗ୍ଧଙ୍କୁ ନେଇ ଓଡ଼ିଶାରେ ହଇଚଇ ସୃଷ୍ଟି ହୋଇଛି। ଆଜି ସୁଦ୍ଧା ରାଜ୍ୟରେ ୫ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଗଲାଣି। ସେମାନଙ୍କ...

naveen-patnaik.
କେନ୍ଦ୍ର ବଜେଟ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଶ୍ର ପ୍ରତିକ୍ରିୟା

ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷର କେନ୍ଦ୍ର ବଜେଟକୁ ନେଇ ବିଭିନ୍ନ ରାଜନୀତିକ ଦଳ ପ୍ରତିକ୍ରିୟା ଦେଉଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍ ସନ୍ତୁଳିତ ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ରର ବିଜେପି ସରକାର ସହ ଘନିଷ୍ଠତା ଭିତରେ କେନ୍ଦ୍ରୀୟ ବଜେଟକୁ ରୋକଠୋକ୍ ପ୍ରଶଂସା କି ସମାଲୋଚନା...

wine online
ଅନ୍ ଲାଇନରେ ମିଳିବ ମଦ

ଚଣ୍ଡିଗଡ଼ : ସଲ୍ଟ ପାଖରୁ ଆରମ୍ଭ କରି ସଫ୍ଟଓ୍ୱୟାର ଏବେ ସବୁ କିଛି ଅନ୍ ଲାଇନ ଉପଲବ୍ଧ ହେଉଛି। ଏହି ଅନଲାଇନ ସରଞ୍ଜାମ ବା ଜିନିଷ ମଧ୍ୟରେ ମଦ ଯୋଡ଼ି ହୋଇଛି। ମଦକୁ ଘରେ ଘରେ ପହଞ୍ଚାଇବା ପାଇଁ ପଞ୍ଜାବ ସରକାର ଅଣ୍ଟା ଭିଡ଼ିଛନ୍ତି। ପରୀକ୍ଷାମୂଳକ ଭାବରେ ପ୍ରଥମେ...

bjp
ଦେଶର ଆର୍ଥିକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରୀ ବଜେଟ : ରାଜ୍ୟ ବିଜେପି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପାଳିର ଦ୍ୱିତୀୟ ଆର୍ଥିକ ବଜେଟ ହେଉଛି ଦେଶର ଆର୍ଥିକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରୀ ବଜେଟ। ଏହା ସବୁ ବର୍ଗର ଆଶା-ଆକାଂକ୍ଷାକୁ ପୂରା କରିବା ଭଳି ବଜେଟ୍ ବୋଲି ରାଜ୍ୟ ବିଜେପି କହିଛି।...

subham
ଶେଷ ଚିଠିରେ ଶେଷ କଥା ; ଜାଣିବି ଜୀବନ ହାରିଲେ ଶୁଭମ୍‌

ଭଦ୍ରକ : ଚର୍ଚ୍ଚାରେ ଶୁଭମର ମୃତ୍ୟୁ ଏବଂ ସବୁଠୁ ଆଶ୍ଚର୍ଯ୍ୟକର ସେ  ଲେଖିଥିବା ଚିଠି। ତେବେ କିଏ ଏହି ଶୁଭମ୍‌ ? କେମିତି ହେଲା ତାଙ୍କର ମୃତ୍ୟୁ ଏବଂ କାହାକୁ ଲେଖିଛନ୍ତି ସେ ଶେଷ ଚିଠି ? ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଗଢିଆଳି ପଞ୍ଚାୟତ ଝାରଡ଼ିଆ ଗାଁର...

bus
ବସ୍‌ ଭଡ଼ା କମିଲା

କଟକ (ଦେବାଶିଷ ମହାନ୍ତି): କମିଲା ବସ୍ ଭଡ଼ା। କିଲୋମିଟର ପିଛା ୧ରୁ ୨ ପଇସା ହ୍ରାସ କରାଯାଇଛି। ସାଧାରଣ ବସ୍ ଭଡ଼ା ୭୦ରୁ ୬୯ ପଇସାକୁ ହ୍ରାସ କରାଯାଇଛି। ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ୭୩ରୁ ୭୨ ପଇସା, ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୧ ପଇସାରୁ...

nirbhaya-1
ନିର୍ଭୟା ଦୁଷ୍କର୍ମ ମାମଲା ; ଦିଲ୍ଲୀ ହାଇକୋର୍ଟରେ ହେବ ସ୍ୱତନ୍ତ୍ର ଶୁଣାଣି

ନୂଆଦିଲ୍ଲୀ :  ନିର୍ଭୟା ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟରେ ହେବ ସ୍ୱତନ୍ତ୍ର ଶୁଣାଣି। ଆଉ କିଛି ଘଣ୍ଟା ପରେ କୋର୍ଟରେ ଜରୁରୀ ଶୁଣାଣି କରାଯିବ । ତିହାରୀ ଜେଲ୍ ପକ୍ଷରୁ ଡେଥ୍ ୱାରେଣ୍ଟି ଜାରି କରିବାକୁ ନେଇ କୋର୍ଟରେ ଆବେଦନ କରାଯାଇଛି। ସମସ୍ତ ୪ ଜଣଙ୍କୁ କେବେ ଫାଶୀ...

dies
ଜାପାନର ଏକ ରେସ୍ତୋରାଁରେ ଗ୍ୟାସ୍‌ ଲିକ୍ ହୋଇ ଦୁଇ ଓଡ଼ିଆ ମୃତ

ଜଳେଶ୍ୱର ( ଅଜିତ୍‌ କୁମାର ଦାସ) :  ଜାପାନର ଏକ ରେସ୍ତୋରାଁରେ କାମ କରୁଥିବା ବେଳେ କାର୍ବନ ମନୋକ୍ସାଇଡ଼ ଗ୍ୟାସ ଲିକ୍ ହୋଇ ଦୁଇ ଜଣ ଓଡ଼ିଆ କାରିଗରଙ୍କ ମୃତ୍ୟୁ ହୋଇଛି। ଗତ ଜାନୁଆରୀ ୨୯ ତାରିଖରେ ଏହି ଦୁର୍ଘଟଣା ଘଟିଥିବା ବେଳେ ୩୦ ତାରିଖ ଦିନ ତାଙ୍କ...

wine detained
ତାତିଲେ ଗ୍ରାମବାସୀ ; ମଦ ବେପାରୀମାନେ ଛୁ ହେଲା ପରେ ପୁଲିସ୍ ପହଞ୍ଚିଲା

ଭଦ୍ରକ : ମଦ ବେପାରୀଙ୍କୁ ଗିରଫ ସହ ସେମାନଙ୍କ ଘରର ଛାନଭିନ୍ କରିବା ଦାବିରେ ତାତିଲେ ଗ୍ରାମବାସୀ। ପୁଲିସକୁ ୪ ଘଣ୍ଟା ଧରି ଘେରିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡ଼ି ଥାନା ବାଉଁଶବାଗରେ। ଗାଁରେ ବେଆଇନ ମଦ ବିକ୍ରି ହେଇଥିବା ନେଇ ଗ୍ରାମବାସୀ ପୁଲିସକୁ ଖବର...

12
ଭେଡେନ୍ ଗଣଦୁଷ୍କର୍ମ ମାମଲା : ବ୍ୟକ୍ତିଗତ ହାଜିରା ପାଇଁ ବରଗଡ଼ ଏସଡିପିଓଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ଭେଡେନ୍ ଗଣଦୁଷ୍କର୍ମ ମାମଲାରେ ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ସହ ବରଗଡ଼ ପୁଲିସ ଏସଡିପିଓଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ରାଜ୍ୟ ମାନବାଧିକାର କମିଶନ ଆଜି ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ନେତା ତଥା ଓକିଲ ନିଶିକାନ୍ତ ମିଶ୍ର ଆଜି ପୀଡ଼ିତା ଓ...

odisha
ବଜେଟ୍‌ରେ ଓଡ଼ିଶାକୁ କେତେ ଗୁରୁତ୍ୱ ମିଳିବ ? କଳ୍ପନାଜଳ୍ପନା ଆରମ୍ଭ

ଭୁବନେଶ୍ୱର : ଆସନ୍ତାକାଲି ସଂସଦରେ ୨୦୨୦-୨୧ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ଏଥିରେ ଓଡ଼ିଶାକୁ କେତେ ଗୁରୁତ୍ୱ ମିଳିବ, ରାଜ୍ୟ ସରକାର କେନ୍ଦ୍ରରୁ କେତେ ଅର୍ଥ ପାଇବେ ଏବଂ ବିଶେଷତଃ ରେଳ ବଜେଟରେ କିଭଳି ରୂପରେଖ ରହିବ ସେନେଇ ଆରମ୍ଭ...

silpa
ଶିଳ୍ପା ସେଟ୍ଟୀଙ୍କୁ ଦେଖି ନିଜ ଗର୍ଲଫ୍ରେଣ୍ଡଙ୍କୁ ଭୁଲିଗଲେ ଯୁବକ !

ନୂଆଦିଲ୍ଲୀ  :  ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବେ ସୋଶାଲ ମିଡ଼ିଆରେ ବହୁତ ସକ୍ରିୟ । ପ୍ରତିଦିନ କିଛି ନା କିଛି ନୂଆ ନୂଆ ଭିଡ଼ିଓ ସେ ଫ୍ୟାନଙ୍କ ଉଦ୍ଦେଶ୍ୟରେ ସେୟାର କରିଥାନ୍ତି । ଆଉ ସବୁଠି ମଜାଦାର କଥା ହେଲା ତାଙ୍କର ଭିଡ଼ିଓ ଆସୁ ଆସୁ ଇଣ୍ଚରନେଟ୍‌ରେ...

tt
ସେସୁ ପରେ ଏବେ ନେସ୍କୋ, ସାଉଥ୍‌କୋର ପାଳି

ଭୁବନେଶ୍ୱର : ସେସୁ ପରେ ନେସ୍କୋ ଏବଂ ସାଉଥ୍‌କୋର ପାଳି । ଆଦାୟ କରିବେ ବକେୟା ବିଦ୍ୟୁତ୍‌ ବିଲ୍ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନେସ୍କୋ କର୍ତ୍ତୃପକ୍ଷ କହିଛନ୍ତି, ନେସ୍କୋର ୧୮ ଲକ୍ଷ ୭୨ ହଜାର ଗ୍ରାହକଙ୍କ ମଧ୍ୟରୁ ୧୦ ଲକ୍ଷ ୮୧ ହଜାର ଗ୍ରାହକଙ୍କ...

nn
ପ୍ରତିପକ୍ଷ ଓକିଲଙ୍କ ବିରୋଧରେ ନିର୍ଭୟା ମାଆଙ୍କ ସଂଗୀନ ଅଭିଯୋଗ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ପୁଣିଥରେ ଘୁଞ୍ଚିଯାଇଛି। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଫେବୃଆରୀ ୧ରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚାଇଛନ୍ତି। ଏହା ପରେ କାନ୍ଦି ପକାଇଛନ୍ତି ନିର୍ଭୟାଙ୍କ ମା’। ୨୦୧୨ରେ ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିଲେ ନିର୍ଭୟା। ଦ୍ୱିତୀୟ ଥର ପାଇଁ ଫାଶୀ...

paradeep
ପାରାଦୀପ ବନ୍ଦରରେ ୭ଟି ଜାହାଜ ଉପରେ କଟକଣା ଲାଗୁ

ପାରାଦୀପ (ରମାକାନ୍ତ ନାୟକ): କରୋନା ଭାଇରସ ସଂକ୍ରମଣ ଆଶଙ୍କାରେ ପାରାଦୀପ ବନ୍ଦରରେ ୭ଟି ଜାହାଜ ଉପରେ କଟକଣା ଲାଗୁ କରାଯାଇଛି। ଚୀନ୍, ହଂକଂ ଓ ସିଙ୍ଗାପୁରରୁ ଆସିଥିବା ଜାହାଜ ଉପରେ କଟକଣା ଲାଗୁ କରାଯାଇଛି। ଏହି ଜାହାଜ ଗୁଡ଼ିକୁ ପୋର୍ଟ ଭିତରକୁ ପ୍ରବେଶ କରି ପଣ୍ୟ ବୋଝେଇ ଓ...

farmimg
କୃଷି ଯନ୍ତ୍ର ତିଆରି କରି ଚର୍ଚ୍ଚାରେ ୭ମ ଶ୍ରେଣୀ ଛାତ୍ର

ବାଲେଶ୍ୱର : ନୂଆ ଜ୍ଞାନକୌଶଳରେ କୃଷି ଯନ୍ତ୍ର ତିଆରି କରି ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି ଜଣେ ୭ମ ଶ୍ରେଣୀ ଛାତ୍ର। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଧୁପୁରା ଉପେନ୍ଦ୍ର ନାଥ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ବିପ୍ଲବ କୁମାର ଘୋଷ ଉଦ୍ଭାବନ କରିଛନ୍ତି...

OJJ
ଏଥର OJEE ହେବ ଅନ୍‌ଲାଇନରେ

ଭୁବନେଶ୍ୱର : ଏଥର ଓଜେଇଇ ଅନ୍‌ଲାଇନରେ ହେବ। ଚଳିତ ବର୍ଷ ଓଜେଇଇ କମ୍ପ୍ୟୁଟର ବେସଡ୍ ଟେଷ୍ଟ ବା ସିବିଟି ମାଧ୍ୟମରେ ହେବ। ଉଭୟ ପିଜି ଓ ୟୁଜି କୋର୍ସ ପାଇଁ ସିବିଟି ପଦ୍ଧତି ଲାଗୁ ହେବ। ଏନେଇ ଓଜେଇଇ ଆପେକ୍ସ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମେ’...

hanging
କାଲି ଦିଆଯିବନି ନିର୍ଭୟା ଦୋଷୀଙ୍କୁ ଫାଶୀ

ନୂଆଦିଲ୍ଲୀ :  ଶେଷରେ ଯାହା ଆଶା କରାଯାଉଥିଲା ତାହା ହିଁ ହେଲା । ଆସନ୍ତାକାଲି ଦିଆଯିବନି ନିର୍ଭୟା ଦୋଷୀଙ୍କୁ ଫାଶୀ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ଟାଳିଦେଇଛନ୍ତି ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ। ଆସନ୍ତାକାଲି ଫାଶୀ ଦେବାକୁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ତାହାକୁ ଘୁଞ୍ଚାଇ...