• translate
Pallipuspa Samal

Pallipuspa Samal

Editor

Posts by Pallipuspa Samal

 'Chhadakhai'
ସରିଲା କାର୍ତ୍ତିକ ମାସ, ଆଜି ଛାଡ଼ଖାଇ, ଆମିଷ ବଜାରରେ ଭିଡ଼

ସରିଲା ଧର୍ମର ମାସ କାର୍ତ୍ତିକ ମାସ । ଆଜି ଛାଡଖାଇ । ମାସକ ଯାକ ନିରାମିଷ ଖାଇବା ପରେ ଆଜି ପାଟିରେ ଟିକିଏ ଆମିଷ ବାଜିବ । ତେବେ ଆଜି ଶନିବାର ହୋଇଥିବାରୁ କେତେକ ଲୋକ ଆମିଷ ଖାଉ ନାହାନ୍ତି । ତେଣୁ ଆମିଷ ବଜାରରେ ଯେତେ...

For beautiful hair
ଖାଆନ୍ତୁ ଏହି ଖାଦ୍ୟ, ଦୂର ହେବ କେଶ ସମସ୍ୟା

ଆପଣଙ୍କର କେଶ ଝଡ଼ିବା ସମସ୍ୟା ଦେଖାଦେଉଛି କି ? ତେବେ ଆପଣ ଖାଦ୍ୟରେ ସାମିଲ କରନ୍ତୁ ଏହି ଖାଦ୍ୟ । ତେବେ କେଶ ଝଡ଼ିବା ବନ୍ଦ କରିବା ପାଇଁ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ । ଆସନ୍ତୁ ଜାଣିବା..

preity zinta became a mother
ଯାଆଁଳା ସନ୍ତାନର ମା’ ହେଲେ ପ୍ରୀତି ଜିଣ୍ଟା

୪୬ ବର୍ଷ ବୟସରେ ମାଆ ହେଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା । ପ୍ରୀତି ଓ ତାଙ୍କ ସ୍ୱାମୀ ସରୋଗେସୀ ଜରିଆରେ ପିତାମାତା ହୋଇଥିବା ଜଣାଯାଇଛି। ଏହି ଖବରକୁ ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଶେୟାର କରିବା ସହ ସରୋଗେଟ ମା’ ଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

foot and hand line reading
ଶରୀରର ଗଠନ କହିବ ଆପଣ କେତେ ଭାଗ୍ୟଶାଳୀ

ଆପଣଙ୍କ ପାଦତଳେ ଏହିଭଳି କିଛି ଚିହ୍ନ ଅଛି କି ? ଯାହା ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ତେବେ ଆପଣ ଏବେ ଏହା ପରଖି ନିଅନ୍ତୁ । ବହୁତ କମ୍ ଲୋକ ଜାଣଥାନ୍ତି ଯେ ନିଜ ଶରୀରର ଗଠନକୁ ନେଇ ଆପଣ ଭାଗ୍ୟଶାଳୀ ହୋଇ ପାରନ୍ତି ।...

AGIC EYE OF THE EARTH
ଆଶ୍ଚର୍ଯ୍ୟ ପୋଖରୀ, ଦେଖିବାକୁ ଆଖି ପରି

ପୃଥିବୀର ଆଖି ଦେଖିଛନ୍ତି । କଳ୍ପନା କରନ୍ତୁ କିଭଳି ଦେଖାଯିବ । ସାଧାରଣ ଭାବେ ଆମ ଆଖି ଭଳି । ମୁଁ ଯଦି କହିବି ଏହା ଚମତ୍କାର ଭଳି ଦୃଶ୍ୟମାନ ହୁଏ, ତେବେ ଆପଣଙ୍କ କଳ୍ପନା କେତେ ଆଗକୁ ଯାଇପାରିବ । ତେବେ ଚାଲନ୍ତୁ ଜାଣିବା ବାସ୍ତବରେ କଣ...

veg kolhapuri recipe
ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ଭେଜ୍ କୋହ୍ଲାପୁରୀ’

ଘରେ ନିରାମିଷ ଖାଦ୍ୟରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ଭେଜ୍ କୋହ୍ଲାପୁରୀ’ ।

NHM Recruitment
NHMରେ ଖାଲିପଡିଛି ୧୯ଟି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ ଓଡ଼ିଶାରେ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ନ୍ୟାସନାଲ ହେଲଥ ମିଶନ(NHM) ଅଧିନରେ ଖାଲିପଡିଛି ୧୯ଟି ପଦବୀ । ତେବେ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।

bitter foods
ଖାଆନ୍ତୁ ଏହି ୫ଟି ପିତା ଖାଦ୍ୟ, ସୁସ୍ଥ ରହିବ ଶରୀର

କଥାରେ ଅଛି 'ପାଟିକୁ ପିତା ଦେହକୁ ହିତ' । ସ୍ୱାସ୍ଥ୍ୟ ପାଇଁ ପିତା ଅତ୍ୟନ୍ତ ଲାଭଦାୟକ ଅଟେ । ଆମେ ଦୈନଦିନ ଜୀବନରେ ଖାଉଥିବା ଖାଦ୍ୟ ମଧ୍ୟରୁ କିଛି ଖାଦ୍ୟ ପାଟିକୁ ପିତା ଲାଗିଥାଏ । କିନ୍ତୁ ଏହି ପିତା ଖାଦ୍ୟ ଶରୀର ପାଇଁ ଲାଭଦାୟକ ଅଟେ ।...

Anger management
ରାଗଠୁ ଦୂରରେ ରୁହନ୍ତୁ, ମିଳିବ ସଫଳତା

କଥାରେ ଅଛି ରାଗ ବ୍ରହ୍ମ ଚଣ୍ଡାଳ । ମଣିଷ ରାଗିଥିବା ସମୟରେ ନିଜର ସତ୍ତା ହରାଇ ଦେଇଥାଏ । ସେଥିପାଇଁ ନିଜର ରାଗ ବା କ୍ରୋଧକୁ ନିୟନ୍ତ୍ରଣ କରିବା ଉଚିତ୍ । କାରଣ କ୍ରୋଧ ସମୟରେ ବ୍ୟକ୍ତି ଭୁଲ ଓ ଠିକ ମଧ୍ୟରେ ଅନ୍ତର ଭୁଲି ଯାଇଥାଏ ଓ...

karnak egypt
ବିଶ୍ୱର ସବୁଠାରୁ ପୁରାତନ ମନ୍ଦିର

ମିଶ୍ର ସଭ୍ୟତାର ପ୍ରାଚୀନତା ସମ୍ପର୍କରେ ଆମେ ସମସ୍ତେ ଉଣା ଅଧିକେ ଜାଣିଛୁ । ଏହି ସଭ୍ୟତା ସବୁଠାରୁ ପ୍ରାଚୀନ ଓ ଭବ୍ୟ । ସେହି କ୍ରମରେ ମିଶ୍ର, ଇଜିପ୍ଟରେ ରହିଛି ବିଶ୍ୱର ସବୁଠାରୁ ବଡ଼ ଓ ପୁରାତନ ମନ୍ଦିର । ଯାହାର ନାଁ 'କର୍ଣ୍ଣାକ' ମନ୍ଦିର ପରିସର ।...

'Papeya Halwa'
ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ଅମୃତଭଣ୍ଡା ହାଲ୍‌ୱା’

ଆମ ଓଡ଼ିଆ ଘରେ ବିଭିନ୍ନ ମିଠାର ରେସିପି ପ୍ରସ୍ତୁତ କରାଯାଏ । ଆଜି ଆମେ ଆପଣଙ୍କ ପାଇଁ ଅମୃତଭଣ୍ଡାରେ ଏକ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ଅମୃତଭଣ୍ଡା ହାଲ୍‌ୱା’ ।

railway jobs
ରେଲୱେରେ କରନ୍ତୁ ଚାକିରି,ଖାଲିପଡିଛି ୧୭୦୦ରୁ ଅଧିକ ପଦବୀ

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଦକ୍ଷିଣ ପୂର୍ବ ରେଲୱେ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଦକ୍ଷିଣ ପୂର୍ବ ରେଲୱେରେ ଆପାରଣ୍ଟିସ ପଦ ପାଇଁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ ।

vastu and money
ଘରେ ରହିବ ନାହିଁ ଅର୍ଥର ଅଭାବ, କରନ୍ତୁ ଏହି ଉପାୟ

ଆମ ଦୈନଦିନ କର୍ମମୟ ଜୀବନରେ ଆମେ ଅନେକ ପରିଶ୍ରମ କରି ଅର୍ଥ ଉପାର୍ଜନ କରିଥାଉ ହେଲେ ଅର୍ଥ ସଞ୍ଚୟ କରି ରଖିପାରନ୍ତି ନାହିଁ । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହାର ବିଭିନ୍ନ କାରଣ ପାଇଁ ହୋଇଥାଏ । ଆଜିର ବାସ୍ତୁ ଟିପସ୍‌ରେ ଜାଣିବା କଣ ଉପଚାର କଲେ...

veg patiala recipe
ବିନା ପିଆଜ ରସୁଣରେ ବନାନ୍ତୁ ‘ଭେଜ୍ ପଟିଆଲା’

ଆପଣ କେବେ ପାମ୍ପଡ଼ ଓ ପରିବାରେ ତିଆରି ହୋଇଥିବା ରେସିପି ଖାଇଛନ୍ତି କି ? ଆଉ ସେ ପୁଣି ବିନା ପିଆଜ ରସୁଣରେ । ପଞ୍ଚୁକରେ ଆଜି ଆମେ ଆପଣଙ୍କ ପାଇଁ ବିନା ପିଆଜ ରସୁଣରେ ପ୍ରସ୍ତୁତ କରିବୁ 'ଭେଜ୍ ପଟିଆଲା' । ଚାଲନ୍ତୁ ଜାଣିବା..

FINGER PRINT ISLAND
ଅଦ୍ଭୁତ ଦ୍ୱୀପ; ଦେଖିଲେ ଲାଗୁଛି ଟିପ ଟିହ୍ନ

ଆମ ଦେଶ ଭାରତଠାରୁ ପାଖାପାଖି ୭ହଜାର ୮୦୦ କମି ଦୂରରେ ଏକ ଦ୍ୱୀପ ରହିଛି, ଯାହା ନିଜର ଆକୃତି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଆଉ ଏହି ଦ୍ୱୀପର ଏରିଏଲ ଭିଉ ବା ଆକାଶ ମାର୍ଗରୁ ଦୃଶ୍ୟ କୌଣସି ବ୍ୟକ୍ତିର ଫିଙ୍ଗର ପ୍ରିଣ୍ଟ୍‌ ବା ଟିପ ଚିହ୍ନ...

Odisha's 'Wonder' Girls
ଦୁଇ ଭଉଣୀଙ୍କ ଅଲୌକିକ ଶକ୍ତି, ଆଖିରେ ପଟି ବାନ୍ଧି ପଢୁଛନ୍ତି ବହି

ଫୁଲବାଣୀର ଦୁଇ ଭଉଣୀଙ୍କ ଚମତ୍କାରୀ ଶକ୍ତି ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଖିରେ ପଟି ବାନ୍ଧି ମଧ୍ୟ ବହିରେ ପାଠ ପଢୁଛନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ ଅଟେ । lତେବେ ଏହା ଏକ ଅଲୌକିକ ଶକ୍ତି ନା ଭଗବାନଙ୍କ ଶୁଭ ଦୃଷ୍ଟି...

 Former Women Football Player
ଜାତୀୟ ସ୍ତରରେ ଫୁଟବଲ ଖେଳାଳି ଥିଲେ, ଏବେ ମୂଲ ଲାଗୁଛନ୍ତି

ଦିନେ ଜାତୀୟ ସ୍ତରରେ ଫୁଟବଲ ଖେଳୁଥିଲେ, ଏବେ ପର ଦୁଆରେ ମୂଲ ଲାଗୁଛନ୍ତି । ଆଉ ଏହି ମହିଳା ଜଣକ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଦେମାଳ ଗ୍ରାମର ଜାତୀୟ ମହିଳା ଫୁଟବଲ ଖେଳାଳି ସୁଜାତା ମଳିକ। ।

 'Corona Cucumber'
ବାଡ଼ିରେ ଫଳିଛି କରୋନା କାକୁଡ଼ି, ନଦେଖିଲେ ବିଶ୍ୱାସ ହେବନି

ବାଡ଼ିରେ ଫଳିଛି କରୋନା କାକୁଡ଼ି । ଅବିକଳ ଭାଇରସ୍ ଆକୃତିର । ନଦେଖିଲେ ବିଶ୍ୱାସ ହେବନି । ଆଉ ଏହି କରୋନା ସଦୃଶ କାକୁଡ଼ି ଦେଖିବାକୁ ଛୁଟୁଛି ଲୋକଙ୍କ ଭିଡ଼ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ସରାଗୁଡ଼ା...

indian army recruitment
ଭାରତୀୟ ସେନାରେ ଚାକିରି, ମାସିକ ଦରମା ୬୦ ହଜାରରୁ ଉର୍ଦ୍ଧ୍ୱ, ତୁରନ୍ତ କରନ୍ତୁ ଆବେଦନ

ଆପଣ ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଭାରତୀୟ ସେନା ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ସେନାରେ ରିମାଉଣ୍ଟ ଭେଟନାରୀ କୋର୍ପ୍ସରେ ସର୍ଟ ସର୍ଭିସ କମିଶନ ଅଧିନରେ ଭେଟେନାରୀ ଗ୍ରାଜୁଏଟ୍ସ ଭର୍ତ୍ତି ପାଇଁ ଆବେଦନ କରିପାରିବେ ।

Gold rate today
ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ପୁଣି ବଢିଛି ସୁନାର ଦାମ୍ । ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪,୮୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୯,୦୦୦ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନାର ଦାମ୍ ୧୦...