• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Lord Hanuman worshipped
ଅଷ୍ଟ ହନୁମାନଙ୍କ ଉପାସନାର ପୀଠ ସୁବର୍ଣ୍ଣପୁର

ଅଷ୍ଟ ହନୁମାନଙ୍କ ଉପାସନାର ପୀଠ ସୁବର୍ଣ୍ଣପୁର । ସହରରେ କାହିଁ କେଉଁ କାଳରୁ ପାଇ ଆସୁଛନ୍ତି ଅଷ୍ଟ ହନୁମାନ । ସେଥିପାଇଁ ହନୁମାନ ଜୟନ୍ତୀରେ ସହର ହୋଇଉଠେ ଉତ୍ସବ ମୁଖର ।

allegations against son
ପୁଅ ସ୍କୁଲ ଆଗରେ ଠିଆ ହେଇଛି ମାଆ

ନ୍ୟାୟ ପାଇଁ ପୁଅ ଚାକିରି କରିଥିବା ସ୍କୁଲ ଆଗରେ ଠିଆ ହେଇଛି ମାଆ...କାରଣ ଯେଉଁ ଭରସା, ବିଶ୍ୱାସରେ ନିଜ ପୁଅକୁ ଛୋଟରୁ ବଡ଼ କରିଥିଲା । ସେ ପୁଅ ଆଜି ଚଞ୍ଚକତା କରି ବାପା ମାଆଙ୍କ ସମ୍ପତ୍ତିକୁ ନିଜ ନାଁରେ କରେଇ ନେଇଛି । ନିଜର ଅନ୍ୟ ଭାଇମାନେ...

Electricity still
ଏବେ ବି ଡିବିରି ଆଲୁଅରେ କଟୁଛି ଦିନ

ଡିଵିରି ଓ ଲଣ୍ଠନ ଆଲୁଅରେ ଏବେ ବି କଟୁଛି ଦିନ । ସଞ୍ଜ ହେଲେ ପିଲାଏ ସେଇଠି ପାଠ ପଢ଼ୁଛନ୍ତି । ସେଇ ଅନ୍ଧାର ଝାପସା ଆଲୁଅରେ ଚାଲିଛି ସବୁ କାମ । ଆଉ ଖରା ଦିନ କଥା ନକହିଲେ ଭଲ । ଗରମ ହେଉଥିବାରୁ ବିଞ୍ଚଣା ଧରି...

 Lord hanuman
କୋଟିଏ ରୁଦ୍ରାକ୍ଷରେ ହନୁମାନ, ପୂଜା ପାଉଛି ନଅ ଶହ କୋଟି ନାମ ପତ୍ରିକା

କୋଟିଏ ରୁଦ୍ରାକ୍ଷରେ ପ୍ରସ୍ତୁତ ହୋଇଛନ୍ତି ହନୁମାନ । ଏହାସହ ପୂଜା ପାଉଛି ନଅ ଶହ କୋଟି ନାମ ପତ୍ରିକା । ଦେଶର କୋଣ ଅନୁକୋଣରୁ ଆସିଛି ସାଧକଙ୍କ ଦ୍ଵାରା ଭିନ୍ନ ଭିନ୍ନ ଭାଷାରେ ଲିଖିତ ଏହି ରାମନାମ ପତ୍ରିକା । ଏ ହେଉଛି ଆସିକା ବାଣୀବିହାର ସ୍ଥିତ...

Gold Price Today
Gold Price Today 15th April 2024: ରେକର୍ଡ ଭାଙ୍ଗିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୧୫୦ ଟଙ୍କା ହୋଇଛି।

Panchang Today
Panchang Today 15th April 2024: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଆଜିର ଶୁଭ ମୂହୁର୍ତ୍ତ

ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Rabdi Malpua
କେବେ ଖାଇଛନ୍ତି ‘ରାବିଡ଼ି ମାଲପୁଆ’, ଆଜି ହିଁ ଘରେ ବନାନ୍ତୁ

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଘରେ ବିଭିନ୍ନ ପର୍ବରେ ମିଠା ଓ ପିଠା ତିଆରି କରାଯାଏ । ପବିତ୍ର ପଣା ସଂକ୍ରାନ୍ତିରେ ଆମେ ବନେଇବା ସୁଆଦିଆ ମିଠା ‘ରାବିଡ଼ି ମାଲପୁଆ’।

gold necklace
Gold Price Today 13th April 2024: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୫୫୦ ଟଙ୍କା ହୋଇଛି।

Bird mimics sound of police siren
ହଠାତ ଶୁଭିଲା ପୋଲିସ ସାଇରନ୍; ଜାଣିବା ପରେ ସମସ୍ତେ ଚକିତ

ଶୂନଶାନ ଥିଲା ରାସ୍ତା । ନଥିଲା କୌଣସି କୋଳାହଳ । ହେଲେ ହଠାତ୍ଶୁଭିଲା ପୋଲିସ ସାଇରନ୍। କେହି କିଛି ବୁଝିବା ଆଗରୁ ଆଖପାଖରେ ଥିବା ଲୋକମାନଙ୍କୁ ଚକିତ କରାଇଦେଲା ସେହି ଶବ୍ଦ । ହଁ ଦର୍ଶକ ବନ୍ଧୁ ଶୁଣି ନିଅନ୍ତୁ ଏହି ଶବ୍ଦକୁ ଥରେ...

celebrity truck Drive
ଟ୍ରକ୍ ଭିତରେ ବାସୁଛି ଭେଜ୍ ନନ୍ଭେଜ୍ ବାସ୍ନା

ବୁଲାବୁଲିକୁ ଟେଷ୍ଟିଟେଷ୍ଟି ଖାଦ୍ୟର ମଜା । ଟ୍ରକ୍ ଭିତରେ ବାସୁଛି... ଭେଜ୍ ସାଙ୍ଗକୁ ନନ୍‌ଭେଜ୍‌ର ସୁନ୍ଦର ସୁନ୍ଦର ବାସ୍ନା । ପିକ୍ନିକ୍ ନୁହେଁ, କି କୌଣସି ସୌନ୍ଦର୍ଯ୍ୟସ୍ଥଳୀ ବି ନୁହେଁ । ନିଜେ ଜଣେ ଟ୍ରକ୍ ଡ୍ରାଇଭର ନିଜର ଟ୍ରକ୍ ଭିତରେ ଟେଷ୍ଟି ଟେଷ୍ଟି ଖାଇବା ପ୍ରସ୍ତୁତ...

36 popular protein supplements
ଆପଣ ପିଉଥିବା ପ୍ରୋଟିନ୍ପାଉଡର କେତେ ସୁରକ୍ଷିତ ?

ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ପ୍ରୋଟିନ । ଆଉ ଏଥିପାଇଁ ଅନେକ ଲୋକ ପ୍ରୋଟିନ୍ପାଉଡର ବ୍ୟବହାର କରିଥାନ୍ତି । ହେଲେ ଆପଣ ଜାଣନ୍ତିକି ଆପଣ ପିଉଥିବା ପ୍ରୋଟିନ୍ପାଉଡର କେତେ ସୁରକ୍ଷିତ ? ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଭଲ ?

OTV IMPACT
ଖବର ବାଜିଲା ପରେ ପହଞ୍ଚିଲେ ସହୃଦୟ ବ୍ୟକ୍ତି, ହେଲେ ପହଞ୍ଚିଲାନି ପ୍ରାଶାସନ

ଆରପାରିକୁ ଚାଲିଗଲେ ବାପା-ମା’ । ଅନାଥ ହୋଇଗଲେ ୫ ଭାଇ-ଭଉଣୀ । ଆଉ ଖବର ପ୍ରସାରଣ ପରେ ଦୁଃଖୀ ଅନାଥିନୀ ଭାଇ-ଭଉଣୀଙ୍କ ନିକଟରେ ସହୃଦୟ ବ୍ୟୃକ୍ତି ପହଞ୍ଚି ସାହାଯ୍ୟର ହାତ ବଢ଼ାଇଛନ୍ତି । ହେଲେ ଏଯାଏଁ ପହଞ୍ଚିପାରିନି ପ୍ରଶାସନ ।

Panchang Today
Panchang Today 13th April 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୩ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

prawn chingudi do pyaza
ଶୁକ୍ରବାର ରାନ୍ଧଣାରେ ବନାନ୍ତୁ ରେଷ୍ଟୁରାଣ୍ଟ ଭଳି ‘ଚିଙ୍ଗୁଡ଼ି ଦୋପିଆଜା’

ଘରେ ଘରେ ଚିଙ୍ଗଡିକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଚିଙ୍ଗୁଡିରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ, ଆଜି ଆମେ ବନେଇବା ‘ଚିଙ୍ଗୁଡ଼ି ଦୋପିଆଜା’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।

Gold Price Today
Gold Price Today 12th April 2024: ବଢୁଛି ସୁନା ଦର, କିଣିବା ପୂର୍ବରୁ ଜାଣି ନିଅନ୍ତୁ କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୩୧୦ ଟଙ୍କା ହୋଇଛି।

Open drains
ତାଳଚେର ସହରବାସୀଙ୍କୁ ଘାରିଲାଣି ଡ୍ରେନ୍‌ ଚିନ୍ତା

ଶିଳ୍ପ ସମୃଦ୍ଧ ସହର ତାଳଚେର l ହେଲେ ଏଠାରେ ଅସରାଏ ବର୍ଷା ହେଲେ ଲୋକଙ୍କୁ ଘାରେ ଚିନ୍ତା । ସୁରକ୍ଷାକୁ ନେଇ ଉଠେ ଅନେକ ପ୍ରଶ୍ନ । ମୁକୁଳା ଡ୍ରେନ୍ରେ ପଡ଼ି ଗୃହପାଳିତ ପଶୁଙ୍କ ଯାଏ ଜୀବନ । ଲୋକମାନେ ମଧ୍ୟ ଡ୍ରେନ୍ରେ ପଡ଼ି ଖଣ୍ଡିଆଖାବରା ହୁଅନ୍ତି ।...

alcohol
ବିମାନରେ ଜଣେ ଯାତ୍ରୀ କେତେ ପିଇବେ ମଦ ?

ବିମାନରେ ଜଣେ ଯାତ୍ରୀ କେତେ ପିଇବେ ମଦ ? ଯାତ୍ରୀଙ୍କୁ ବିମାନରେ ଯିବା ସମୟରେ କେତେ ପରିମାଣର ମଦ ଦିଆଯିବା ଉଚିତ୍? ଏନେଇ DGCA ସୁପ୍ରିମ୍କୋର୍ଟକୁ ସୂଚନା ଦେଇଛି ।

Improper garbage management
ମା’ ତାରାତାରିଣୀଙ୍କ ପୀଠ ନା ଏ ଅଳିଆ ଗଦା ?

ଗଞ୍ଜାମର ମା’ ତାରାତାରିଣୀଙ୍କ ପୀଠ । ଶୀତଦିନ ହେଲେ ଏଠାରେ ଲାଗେ ପର୍ଯ୍ୟଟକଙ୍କ ପ୍ରବଳ ଗହଳି । ହେଲେ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ସେପରି କୌଣସି ଉତ୍ତମ ବ୍ୟବସ୍ଥା ନଥିବାରୁ ଧୀରେ ଧୀରେ ଏହି ସ୍ଥାନ ଅଳିଆ ଗଦାର ରୂପ ନେଲାଣି ।

Ramcharitmanas
ଶ୍ରୀରାମଙ୍କ ପାଇଁ ଭବ୍ୟ ଉପହାର; ସୁନାର ରାମଚରିତମାନସ ଦେଲେ ଭକ୍ତ

ରାମଲାଲାଙ୍କ ପାଇଁ ଏକ ଭବ୍ୟ ଉପହାର ପ୍ରଦାନ କରିଛନ୍ତି ଆଉ ଜଣେ ରାମ ଭକ୍ତ । ରାମଲାଲାଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ମହାକାବ୍ୟ ରାମଚରିତମାନସ ଉପହାର ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ଆଇଏଏସ୍ ଅଧିକାରୀ ସୁବ୍ରମଣ୍ୟମ ଲକ୍ଷ୍ମୀନାରାୟଣ ।

Bald thief
ଚୋର ଥିଲା ଚନ୍ଦା, ନକଲି ଚୁଟି ଲଗାଇ କରୁଥିଲା ଲୁଟ୍

ମୁଣ୍ଡରେ ନଥିଲା କେରେ କେଶ... ହେଲେ ଚାଲାକ୍ ଥିଲା ଚୋର । ଚନ୍ଧା ମୁଣ୍ଡରେ ନକଲି ଚୁଟି ଲଗାଇ ଲୁଟ୍ କରୁଥିଲା ଲକ୍ଷ ଲକ୍ଷ ଟଙ୍କା । ଆଉ ଗାଏବ୍ କରୁଥିଲା ସୁନା ଗହଣା ।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।