• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Today Panchang
Today Panchang 14th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଗୃହଶାନ୍ତି ପୂଜା କରନ୍ତୁ

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Daily Horoscope
Daily Horoscope 14th May 2023: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟ କ୍ଷେତ୍ରରେ ଶୁଭ ଫଳ ପାଇପାରନ୍ତି

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ରବିବାର । ଚନ୍ଦ୍ର – କୁମ୍ଭ ରାତ୍ରି ୦୩.୨୪ ଗତେ ମୀନ,ତିଥି – ୧୦ମୀ ରାତ୍ରି ୦୨.୪୬ ଗତେ ୧୧ଶୀ,ଘାତ ଚନ୍ଦ୍ର – ମିଥୁନ, ମୀନ ରାତ୍ରି ୦୩.୨୪ ଗତେ ଧନୁ,ଘାତ ବାର – ମେଷ,ପୁଷ୍କର...

Undergraduate girl gives free tuition
ବସ୍ତି ପିଲାଙ୍କୁ ମାଗଣାରେ ପଢାଇବାକୁ ଶପଥ ନେଇଛନ୍ତି ଶୁଭଲକ୍ଷ୍ମୀ

ନିଜେ ଯୁକ୍ତ ୩ରେ ପାଠ ପଢୁଛନ୍ତି , ହେଲେ ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢାଇବାକୁ ନେଇଛନ୍ତି ଶପଥ । ୫୦ ପିଲାଙ୍କୁ ପଢେଇବା ସହିତ ଘର ପାଖରେ ଥିବା ଦୋକାନରେ ବସି କରୁଛନ୍ତି ବିକ୍ରି । ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

special story
ପୌରାଣିକ କଥାବସ୍ତୁ ସହ ଜଡ଼ିତ ଏହି ଘଞ୍ଚ ଜଙ୍ଗଲ ସତେ ଯେମିତି ପ୍ରକୃତିର ଏକ ବଡ଼ ଉପହାର

ଜଗତସିଂହପୁରର ଧଳତଙ୍ଗ ଗଡ଼ ଜଙ୍ଗଲ । ପୌରାଣିକ କଥାବସ୍ତୁ ସହ ଜଡ଼ିତ ଏହି ଘଞ୍ଚ ଜଙ୍ଗଲ ସତେ ଯେମିତି ପ୍ରକୃତିର ଏକ ବଡ଼ ଉପହାର । ୨୭୯ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଏହି ଜଙ୍ଗଲ ପୁରାଣ ବର୍ଣ୍ଣିତ ଧୃବଙ୍କ ତପସ୍ୟା ସ୍ଥଳ ଭାବେ ପରିଚିତ ଏବେ ଏହାକୁ...

News Fuse
ସୂର୍ଯ୍ୟ ଯେବେ ମୁଣ୍ଡ ଉପରେ ଠିକ୍ ସେତିକି ବେଳେ କଳା କିଟିମିଟି ଅନ୍ଧାର

ହଇରେ ନାରଣ!ଏମିତି କେମିତି ହେଲା? ସୂର୍ଯ୍ୟ ଯେବେ ମୁଣ୍ଡ ଉପରେ ଠିକ୍ ସେତିକି ବେଳେ କଳା କିଟିମିଟି ଅନ୍ଧାର ...

‘Dandawat Yatra’ to Puri
ରାଜସ୍ଥାନରୁ ପୁରୀ...୧୫ ଶହ କିମି ଦଣ୍ଡ ପ୍ରଣାମ

ମୁଁ ଜଗାର ଭକ୍ତ..ଯିବି ତ ଦଣ୍ଡ ପ୍ରଣାମ କରି କରି ଯିବି । କିଛି ଏମିତି ଭାବି ରାଜସ୍ତାନରୁ ଶ୍ରୀକ୍ଷେତ୍ର ବାହାରିଛନ୍ତି ବିଜୟ । ଯିଏ ଦେଖୁଛି ସିଏ ହାତ ଯୋଡୁଛି

Gold Price Today
Gold Price Today 11th May 2023: ଉପର ମୁହାଁ ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୨,୧୩୦ ଟଙ୍କା ହୋଇଛି।

Sarpanch drives auto-rickshaw
ଅସହାୟ ସରପଂଚ : ଜିତିଲା ପରେ ବି ଅଟୋ ଚଳାଉଛନ୍ତି

ସରପଂଚ ହେବ ତ ଏମିତି । ସକାଳୁ ଲୋକଙ୍କ କଥା ବୁଝୁଛନ୍ତି, ସମୟ ମିଳିଲେ ଅଟୋ ଚଳାଉଛନ୍ତି । ସରକାରୀ ଯୋଜନାରେ କେମିତି ଲାଭ ପାଇବେ ଲୋକେ ସେନେଇ ଅନବରତ କରୁଛନ୍ତି ଚିନ୍ତା । ଲୋକେ କହୁଛନ୍ତି, ଆମ ସରପଂଚ ପରି ହେବ କିଏ?

Panchang
Today Panchang 11th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଦେଖି କିଣନ୍ତୁ ନୂତନ ଦ୍ରବ୍ୟ

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Healthcare services
ଏମିତି ମେଡିକାଲ୍ ଥାଇ କେତେ ନଥାଇ କେତେ

ମେଡିକାଲ ଅଛି ଡାକ୍ତର ନାହାନ୍ତି । ବର୍ଷ ବର୍ଷ ଧରି ଖାଲିପଡ଼ିଛି ପଦବୀ । ଭଗବାନଙ୍କ ଭରସାରେ ରୋଗୀସେବା ।

Locals demand reopening
ପୁରୀ ଭକ୍ତଙ୍କ ପାଇଁ ଚାରିଦ୍ୱାର ଖୋଲ

ପୁରୀବାସିନ୍ଦାଙ୍କ ଦୁଃଖ...ଶ୍ରୀମନ୍ଦିରକୁ ପ୍ରବେଶ ଦ୍ୱାର । ପ୍ରଶାସନ ଗୋଟିଏ ଦ୍ୱାର ଦେଇ ସବୁ ଭକ୍ତଙ୍କୁ ପ୍ରବେଶ କରାଇବା ପରେ ସ୍ଥାନୀୟ ସାହି ବାସିନ୍ଦା ଓ ବୟୋବୃଦ୍ଧ ଭକ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନ ପାଇ ଏବେ ଦୁଃଖରେ ।

Kangaroo courts
ସଭ୍ୟ ସମାଜକୁ ଲଜ୍ଜା କଥା ହେଲେ ଜରିମାନା

ଏବେ ବି ବଞ୍ଚିଛି ସାମାଜିକ ବାସନ୍ଦ ପ୍ରଥା..କଙ୍ଗାରୁ କୋର୍ଟରେ ନିଷ୍ପତି ନେଉଛନ୍ତି ଗାଁ ମୁଖିଆ । ପରିବାରକୁ କରାଯାଉଛି ନିଆଁପାଣି ବାସନ୍ଦ, କଥାହେଲେ ଲାଗୁଛି ଜରିମାନା ।

boatman saving passengers
ନଈରେ ଡଙ୍ଗା ବୁଡ଼ିଲା ନାଉରିଆ ଅନ୍ୟଙ୍କୁ ବି ବଞ୍ଚାଇଲେ ହେଲେ ନିଜର ଜୀବନ ଦେଇ..

ହଁ ସତରେ.. ସେ ଦିନ ସତେ ଯେମିତି ନଈ ମଝିରେ ଯମ ଜଗିଥିଲା । ନାଉରିଆ ତ ଠାକୁରଙ୍କୁ ଡାକି ନାଆ ବୋହିଥିଲା । ଆଉ ଯାତ୍ରୀ ବି ଖୁସିରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବାକୁ ଡଙ୍ଗାରେ ବସିଥିଲେ । ହେଲେ କାତ ମାରି କେତେବାଟ ନାଆ ଯାଇଛି...

Today Panchang
Today Panchang 10th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Need govt Help
ଖଟିଆ ଉପରୁ ସ୍ବାମୀ ଉଠିବ କେବେ?

କାଳ ହେଲା ନଳକୂଅ । ଏମିତି ପଡିଲେ ଯେ ଆଉ ଉଠୁନାହାନ୍ତି । ଦିନରାତି ଦାଣ୍ଡ ଖଟିଆରେ ପଡିରହିଛନ୍ତି ସ୍ୱାମୀ । ମେଡିକାଲ ନେବାକୁ ଟଙ୍କା ନାହିଁ, ପ୍ରଶାସନ ବି ଗୁହାରି ଶୁଣୁନି

Gold Price Today
Gold Price Today 9th May 2023: ବଢିଲା ସୁନା ଦର, ନଜର ପକାନ୍ତୁ ଆଜି କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୮୫୦ ଟଙ୍କା ହୋଇଛି।

Kids sell ice cream
ମାଆକୁ ବଂଚାଇବା ଲାଗି ଆଇସକ୍ରିମ ବିକିଲେ ଭାଇ-ଭଉଣୀ

ମେଡିକାଲରେ ମାଆ ପଡିଛି । ଚିକିତ୍ସା ପାଇଁ ପାଖରେ ଟଙ୍କା ନାହିଁ...ଟଙ୍କା ଯୋଗାଡ କରିବା ଲାଗି ଆଇସକ୍ରିମ ବିକୁଛନ୍ତି ଭାଇ-ଭଉଣୀ

Woman shoulder mother’s body
ଆସିଲେନି ପୁଅ, ଝିଅ କାନ୍ଧରେ ମଶାଣୀ ଗଲା ମା’

ଝିଅ କାନ୍ଧରେ ମଶାଣୀକୁ ଗଲା ମା’ । କାନ୍ଧ ଦେବାକୁ ଆସିଲେନି ପୁଅ । ୩ ଭାଇଙ୍କୁ ମା’ଙ୍କ ମୃତ୍ୟୁ ନେଇ ଖବର ଦେଇଥିଲେ ଝିଅ । ହେଲେ ପୁଅ ମାନେ ମା’ର କୋକେଇରେ କାନ୍ଧ ଦେବାକୁ ଆସିଲେ ନାହିଁ। ଫଳରେ ଝିଅ କାନ୍ଧରେ ଶ୍ମଶାନକୁ ଗଲେ ମା’...

Pushpa 2 The Rule
ଓଡ଼ିଶା ଜଙ୍ଗଲରେ ପୁଷ୍ପା, ଝୁକେଗା ନେହିଁ..

ଓଡ଼ିଶା ଜଙ୍ଗଲରୁ ପୁଣି ଚନ୍ଦନ କାଠ ତସ୍କରି ଆରମ୍ଭ କରିବ ପୁଷ୍ପା.. ପ୍ରସ୍ତୁତି ଆରମ୍ଭ ହେଇଗଲାଣି..

video goes viral
ବିଚ୍‌ ରାସ୍ତାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କଲେ ବୃଦ୍ଧ

ବିଚ୍‌ ରାସ୍ତାରେ..ସାଇକେଲ୍‌ରେ ଓଲଟା ବସି ଷ୍ଟଣ୍ଟ୍‌ ଦେଖାଇଲେ ବୃଦ୍ଧ । ଯିବା ଲୋକ ବି ଅଟକିଗଲେ, ଭାଇରାଲ ହେଲା ଭିଡିଓ

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।