• translate
Pallipuspa Samal

Pallipuspa Samal

Editor

Posts by Pallipuspa Samal

Shruti Panigrahi Questioned By ED
ପ୍ରଦୀପଙ୍କ ଝିଅ ଶ୍ରୁତିଙ୍କୁ ଇଡିର ୬ ଘଣ୍ଟା ଧରି ଜେରା

ବାପାଙ୍କ ପରେ ଝିଅ । ଇଡ଼ିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ । ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତିଙ୍କୁ ଇଡିର ୬ ଘଣ୍ଟା ଧରି ଜେରା । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ପଚରା ଉଚୁରା କରାଯାଇଥିଲା ।

cutting palm was taken to a hospital
ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ମେଡିକାଲରେ ପହଞ୍ଚିଲେ ଆହତ

ଢେଙ୍କାନାଳ: ଖଣ୍ଡା ଚୋଟରେ ଦୁଇ ଖଣ୍ଡ ହୋଇଯାଇଥିଲା ହାତ ପାପୁଲି। ଆଉ ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ମେଡିକାଲରେ ପହଞ୍ଚିଲେ ଆହତ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ୍‌ ଅନ୍ତର୍ଗତ ରାଜକିଶୋରପୁର ଗାଁରେ।

Vigilance Unearths
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଘରୁ ମିଳିଲା ନଗଦ ୪୧ ଲକ୍ଷ ଟଙ୍କା

ବାରିପଦା: ଭିଜିଲାନ୍ସ ଇତିହାସରେ ନୂଆ ରେକର୍ଡ କଲେ ମୟୂରଭଞ୍ଜ ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ କର୍ତ୍ତୃପକ୍ଷ( ITDA)ର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସ। ଭିଜିଲାନ୍ସ ରେଡ୍‌ ସମୟରେ ଘରୁ ନଗଦ ଟଙ୍କା ମିଳିବାରେ ସନ୍ତୋଷ ସମସ୍ତଙ୍କୁ ଟପି ଯାଇଛନ୍ତି। ସନ୍ତୋଷଙ୍କ ଘରୁ ଭିଜିଲାନ୍ସ ଟିମ୍‌ ନଗଦ ୪୧ ଲକ୍ଷ...

Kotia hearing
ଘୁଞ୍ଚିଲା କୋଟିଆ ଶୁଣାଣି, ମାମଲାକୁ ରଦ୍ଦ କରିବାକୁ ଆବେଦନ କରିଛି ଆନ୍ଧ୍ର

ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି । ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ନିଜ ପକ୍ଷ ରଖି ଏହି ଆବେଦନ କରିଛି ଆନ୍ଧ୍ର । ତେବେ ନିଷ୍କର୍ଷ ନ ବାହାରିବା ଯାଏ ମାମଲା ଚାଲିବ । ଜାନୁଆରି ପ୍ରଥମ ସପ୍ତାହରେ ଏହାର ପରବର୍ତ୍ତୀ ଶୁଣାଣି ହେବ...

new variant of the coronavirus
କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌କୁ ନେଇ ଚିନ୍ତା, ଖସିଲା Sensex

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଚିହ୍ନଟ ଓ ୟୁରୋପରେ ଏହାର ଦ୍ରୁତ ସଂକ୍ରମଣ ଖବର ପରେ ଶେଆର ମାର୍କେଟ କ୍ରାଶ୍‌ ହୋଇଥିବା ଦେଖିବାକୁ ମିଳିଛି। Sensex ଆଜି ୧୪ ଶହ ପଏଣ୍ଟ ଖସିଛି। ୭ ମାସରେ ଏହା ହେଉଛି ଗୋଟିଏ ଦିନରେ ସର୍ବାଧିକ ହ୍ରାସ। ଏପରିକି Nifty...

Kotia Row Contempt Case
ଘୁଞ୍ଚିଲା କୋଟିଆ ଶୁଣାଣି

ପୁଣି ଘୁଞ୍ଚିଲା କୋଟିଆ ଶୁଣାଣି । ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି । ଯେ ପର୍ଯ୍ୟନ୍ତ ଉଭୟ ରାଜ୍ୟ ମିଶି ସମାଧାନର ରାସ୍ତା ନବାହାର କରିଛନ୍ତି ସେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଏହି ମାମଲା ଚାଲୁ ରହିବ । ଉଭୟ ରାଜ୍ୟଙ୍କୁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।...

Bhubaneswar MP rained down on Naveen after the attack
ଜଣେ ମହିଳା ସାଂସଦ ଭାବେ ମୁଁ ସୁରକ୍ଷିତ ନୁହଁ: ଅପରାଜିତା ଷଡ଼ଙ୍ଗୀ

ରାଜଧାନରୀ ରାସ୍ତାରେ ଆକ୍ରମଣ ପରେ ନିଜକୁ ଅସୁରକ୍ଷିତ ମଣିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଜଣେ ମହିଳା ସାଂସଦ ଭାବେ ସୁରକ୍ଷିତ ନୁହଁନ୍ତି ବୋଲି କହିଛନ୍ତି । ଏହାସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି । ସମସ୍ତ ଘଟଣା ପାଇଁ ଘରର...

Story Of Odisha Man Debendra
ପିଲାଙ୍କୁ ପାଠ ପଢାଉଛନ୍ତି ଅବକାରୀ ବିଭାଗର କନେଷ୍ଟବଳ

ନିଶା ତାଙ୍କର ପାଠ ପଢେଇବା ପେଶାରେ ସେ ଅବକାରୀ ବିଭାଗର କନେଷ୍ଟବଳ । ପିଲାଙ୍କୁ ପାଠ ପଢାଉଛନ୍ତି ଅବକାରୀ ବିଭାଗର କନେଷ୍ଟବଳ । ନବରଙ୍ଗପୁର କଞ୍ଚାମାଳ ଗାଁର ଦେବେନ୍ଦ୍ର ସମରଥଙ୍କ ମହାନତା । ମାଗଣାରେ ଗରିବ ପିଲାଙ୍କୁ ପଢାଉଛନ୍ତି ପାଠ

CCTV Footage Of Horrific Murder
ହତ୍ୟାର ଛାତିଥରା ଦୃଶ୍ୟ, ସାଙ୍ଗକୁ ହତ୍ୟା କଲେ, ଜାଳିଲେ

ବଲାଙ୍ଗିର: ମାରିଲେ, ଜାଳିଲେ ଓ LIVE ଭିଡିଓ କଲେ। ହତ୍ୟାକାରୀ ସାଜିଲା ସାଙ୍ଗ। ୨ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗଙ୍କୁ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳିବା ସହ ଲାଇଭ୍‌ ଭିଡିଓ ମଧ୍ୟ କରିଥିଲେ। ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟି ପଛ ପଟେ ଛାତ୍ର ବିଶ୍ୱଦେବ ସାହୁଙ୍କୁ...

clove oil
କେଶ ସମସ୍ୟାଠୁ ମୁଣ୍ଡ ବିନ୍ଧା, ସବୁ ପାଇଁ ରାମବାଣ ଲବଙ୍ଗ ତେଲ

ଲବଙ୍ଗ ଏକ ଉପକାରୀ ମସଲା । ଲବଙ୍ଗ ତେଲରେ ଆଣ୍ଟି-ଇନଫ୍ଲାମେଟୋରୀ,ଆଣ୍ଟି-ଭାଇରାଲ,ଆଣ୍ଟି-ସେପ୍ଟିକ ଗୁଣ ଥିବାରୁ ଏହା ଖୁବ୍ ଉପକାରୀ ହୋଇଥାଏ ମୁଣ୍ଡ ବିନ୍ଧାଠୁ ନେଇ ମାନସିକ ଚାପ ଦୂର କରେ ଲବଙ୍ଗର ତେଲ । ଆସନ୍ତୁ ଜାଣିବା ଲବଙ୍ଗ ତେଲର ଫାଇଦା ।

 Morning in Benares
ବନାରସରେ ସକାଳ ସବୁ କିଛି ଭୁଲାଇଦିଏ, ନିଜକୁ ଚିହ୍ନାଇଦିଏ

ଆଲୋକର ଏକ ହାଲକା କିରଣ ଥଳ ଥଳ ଜଳରାଶିରେ ବିଞ୍ଚି ହବା ଆରମ୍ଭ କରେ , ଯାହାର ଶୀତଳ ତେଜ ସମୀରରେ ମିଶି ମନରେ ଏକ ଉର୍ଜା ଜାଗ୍ରତ କରେ । ପଶ୍ଚିମାକାଶରେ ବୁଡି ବୁଡି ଯାଉଥିବା ଜହ୍ନ ଓ ମିଞ୍ଜି ମିଞ୍ଜି ତାରାଙ୍କ ପ୍ରତିବିମ୍ୱ, ଗଙ୍ଗାର ଜଳ...

Yoga man
୮୦ ବର୍ଷରେ ବି ପୂରା ଫିଟ୍ ଯୋଗଗୁରୁ ହରିବୋଲ, ଯୁବକ ଭଳି ଡେଉଁଛନ୍ତି

ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ସେ । ତାଙ୍କ ଆଗରେ ବୟସ ହାର୍ ମାନିଛି ,ଯିଏ ୮୦ ବର୍ଷ ବୟସରେ ମଧ୍ୟ ପୂରା ଫିଟ୍ ଅଛନ୍ତି । ସେ ହେଲେ ବଲାଙ୍ଗିରର ଯୋଗ ମଣିଷ ହରିବୋଲ ହୋତା । ତାଙ୍କୁ ଭେଟିଥିଲେ ଆମ ବଲାଙ୍ଗିର...

Rabdi Malpua
ଏହି ପ୍ରଥମାଷ୍ଚମୀରେ ଘରେ ବନାନ୍ତୁ ‘ରାବିଡ଼ି ମାଲପୁଆ’

ଆପଣ କେବେ ‘ରାବିଡ଼ି ମାଲପୁଆ’ ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ତାହେଲେ ଘରେ ବନାନ୍ତୁ ସ୍ୱାଦିଷ୍ଟ 'ରାବିଡ଼ି ମାଲପୁଆ' । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Stone henge
ରହସ୍ୟମୟ ସ୍ମାରକ, ‘ଷ୍ଟୋନ୍ ହେଞ୍ଜ’

ଯଦି ଇଂଲଣ୍ଡକୁ ଭଲ ଭାବେ ଜାଣିବାକୁ ଚାହୁଛନ୍ତି, ତେବେ ଇଂଲଣ୍ଡର ଗ୍ରାମୀଣ ଅଞ୍ଚଳ ନିଶ୍ଚୟ ଯିବା କଥା । ସେଠାରେ ଦୂର ଦୂର ପର୍ଯ୍ୟନ୍ତ ସବୁଜ ବନାନୀ । ଏଭଳି ପରିବେଶ ଆପଣ ଦେଖିଲେ କୌଣସି ନିଆରା ଦୁନିଆରେ ହଜିଯିବେ । ସେହିଭଳି ଏକ ମନମୁଗ୍ଧକର ସ୍ଥାନ ହେଉଛି...

Road like Katrina Kaif's cheeks
କାଟ୍ରିନାଙ୍କ ଗାଲ କଥା କହି ଚର୍ଚ୍ଚାରେ ମନ୍ତ୍ରୀ

ରାଜସ୍ଥାନର ଗେହଲଟ୍ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ରାଜେନ୍ଦ୍ର ଗୁଦ୍ଦା ପୁଣି ଥରେ ତାଙ୍କ ବିବୃତିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ରାଜେନ୍ଦ୍ର ଗୁଦ୍ଦା ଏକ ବିଭାଗର ମୁଖ୍ୟ ଇଞ୍ଜିନିୟରଙ୍କୁ କହିଛନ୍ତି ଯେ ମୋ ଅଞ୍ଚଳର ରାସ୍ତା କାଟ୍ରିନା କୈଫ୍ ଗାଲ ପରି ହେବା ଉଚିତ ।

free food until March
ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା ମାଗଣା ରାସନ

ଗରିବଙ୍କୁ ମାଗଣା ରାସନ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା । ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଗରିବଙ୍କୁ ମାଗଣାରେ ମିଳିବ ରାସନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାର୍ଚ୍ଚ ଯାଏ ଏହାର ଅବିଧା ବୃଦ୍ଧି କରାଯାଇଛି ।

sbi alert
ଏସବୁ ନକଲେ ବନ୍ଦ ହୋଇପାରେ ବ୍ୟାଙ୍କସେବା, କାରଣ ଜାଣନ୍ତୁ

୨୦୨୨ ମାର୍ଚ୍ଚ ୩୧ ତାରିଖ ହେଉଛି ଶେଷ ତାରିଖ। ଏହା ପୂର୍ବରୁ ଏସବୁ କାମ ଶୀଘ୍ର ଶେଷ କରିବାକୁ ଚେଷ୍ଟା କରନ୍ତୁ। ନିଜର ସମସ୍ତ ଗ୍ରାହକଙ୍କ ପାଇଁ ନୋଟିସ୍ ଜାରି କରି ଏ ସୂଚନା ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଏବେ ଜାଣନ୍ତୁ ସେ କାମ ସବୁ...

tree mairrage
ନିଆରା ବାହାଘର, ବର ଗଛ ସହିତ ଓସ୍ତ ଗଛ, ଜାଣନ୍ତୁ ବର କିଏ ?

ଏ ହେଉଛି ଏକ ନିଆରା ବାହାଘର । ଗଛ ସହିତ ଗଛର ବାହାଘର । ବର ଗୋଟିଏ ଗଛ ଓ କନ୍ୟା ଗୋଟିଏ ଗଛ । ସତସତିକା ବାହାଘର ପରି ହୋଇଥିଲା ସବୁ ରୀତିନୀତି । ସତେ ଯେମିତି ସ୍ୱର୍ଗରୁ ଓହ୍ଲାଇ ଆସିଥିଲେ ଦେବାଦେବୀ ।

Garlic Mutton Recipe
ଘରେ ବନାନ୍ତୁ ମାଟି ହାଣ୍ଡିରେ ପ୍ରସ୍ତୁତ ‘ରସୁଣ ମଟନ୍’

ଆପଣ କେବେ ମାଟି ହାଣ୍ଡିରେ ପ୍ରସ୍ତୁତ ‘ରସୁଣ ମଟନ’ ଖାଇଛନ୍ତି କି ? ତେବେ ଆଜି ହିଁ ଘରେ ବନାନ୍ତୁ ‘ରସୁଣ ମଟନ୍’ । ଏହି ରେସିପିଟି ଆମେ ଆଜି ଦେଶୀ ଉପାୟରେ ପ୍ରସ୍ତୁତ କରିବା ।

cryptocurrency
ବନ୍ଦ ହେବ କି କ୍ରିପ୍ଟୋକରେନ୍ସି ? ସରକାର ଆଣିପାରନ୍ତି ନୂଆ ବିଲ୍

ଯଦି ଆପଣ କ୍ରିପ୍ଟୋକରେନ୍ସିରେ ବିନିଯୋଗ କରିବାକୁ ଆଗ୍ରହୀ କିମ୍ବା ଏଥିରେ ଟଙ୍କା ବିନିଯୋଗ କରିଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ । ବାସ୍ତବରେ, ଭାରତ ସରକାର ଶୀଘ୍ର କ୍ରିପ୍ଟୋ ମୁଦ୍ରା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବାକୁ ଯାଉଛନ୍ତି ।