• translate
Pallipuspa Samal

Pallipuspa Samal

Editor

Posts by Pallipuspa Samal

daily horoscope
Daily Horoscope, 04 Dec 2021: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୧ ମସିହା ଡିସେମ୍ବର ତା ୪ ରିଖ ଶନିବାର ବିଛା ୧୯ ଦିନ ମାର୍ଗଶିର ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି । ତେବେ ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ପ୍ରତିକାର।

‘corn potato bara’
ବର୍ଷା ପାଗରେ ଗରମାଗରମ ଚାହା ସହ ଖାଆନ୍ତୁ ‘ମକା ଆଳୁ ବରା’

ଆପଣ ବିଭିନ୍ନ ପ୍ରକାରର ବରା ଓ କଟଲେଟ୍ ର ରେସିପି ଖାଇଥିବେ । ଆପଣ କେବେ ମକା ଓ ଆଳୁର ମିଶ୍ରଣରେ ଚଟପଟା ରେସିପି ଖାଇଛନ୍ତି କି? ଏହି ବର୍ଷା ପାଗରେ ଘରେ ବନାନ୍ତୁ ଚଟପଟା 'ମକା ଆଳୁ ବରା' ।

' Good Friday'
'ଶୁକ୍ରବାର' ଆପଣଙ୍କ ପାଇଁ ଶୁଭ ନା ଅଶୁଭ ?

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଦେବ ଅଥବା ଶୁକ୍ର ଗ୍ରହଙ୍କୁ ସୁଖସମୃଦ୍ଧିର କାରକ ବୋଲି କୁହାଯାଏ । ଶୁକ୍ରଗ୍ରହଙ୍କୁ ପ୍ରେମ ସମ୍ବନ୍ଧର କାରକ ବୋଲି ମଧ୍ୟ କୁହାଯାଏ । ଜାଣିବା ଜ୍ୟୋତିଷ ଶାସ୍ତ୍ର ବା ବାସ୍ତୁ ଅନୁସାରେ ଶୁକ୍ରବାରର ମହତ୍ତ୍ୱ ।

AIC Recruitment 2021
AIC ରେ ଖାଲିପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

ଆପଣ ଚାକିରି ଖୋଜୁଛନ୍ତି କି ? ଏଗ୍ରିକଲଚର ଇସ୍ୟୁରାନ୍ସ କମ୍ପାନୀ ଅଫ ଇଣ୍ଡିଆ ଲିମିଟେଡ୍‌( AIC) ପକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ଏନେଇ ଆବେଦନ କରିପାରିବେ ।

Receipe Of Dahi Musmus
ଘରେ ବନାନ୍ତୁ ସ୍ୱାଦିଷ୍ଟ 'ଦହି ମୁସମୁସ୍'

ଆପଣ କେବେ ଶୁଣିଛନ୍ତି କି ଦହିକୁ ଛାଣି ଏହାର ଏକ ରେସିପି ପ୍ରସ୍ତୁତ ହୋଇପାରିବ । ଆଜି ଆମେ ଆପଣଙ୍କୁ ଏକ ନିଆରା ଓ ଓଡ଼ିଆର ଦେଶୀ ରେସିପି ବିଷୟରେ ଜଣେଇବୁ । ଏହି ରେସିପର ନାଁ ହେଉଛି ‘ଦହି ମସମୁସ୍’ ।

Amitabh Bachchan shares video
ଭିଡିଓ ଶେୟାର କଲେ ବିଗ୍ ବି, ଭାବୁକ ହୋଇଗଲେ ଅଭିଷେକ

ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହନ୍ତି ବିଗ ବି ଅମିତାଭ ବଚ୍ଚନ । ନିକଟରେ ପୁଅ ଅଭିଷେକ ବଚ୍ଚନଙ୍କୁ ନେଇ ଏକ କବିତା ମାଧ୍ୟମରେ ସେ ଏକ ଭିଡ଼ିଓ ଶେୟାର କରିଛନ୍ତି । ପ୍ରେମ ଓ ବିଶ୍ୱାସରେ ଭରା ଏହି ଭିଡ଼ିଓ ଦେଖିବା ପରେ ଅଭିଷେକ ବଚ୍ଚନ ଭାବୁକ...

benefits of jaggery and ghee
ଖାଇବା ପରେ ଖାଇବାକୁ ଭୁଲନ୍ତୁ ନାହିଁ ଏହି ୨ଟି ଜିନିଷ, ଶରୀର ପାଇଁ ରାମବାଣ

ଘିଅ ଓ ଗୁଡ଼ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ । ଉଭୟ ଘିଅ ଓ ଗୁଡ ସ୍ୱାସ୍ଥ୍ୟ ପାଇଁ ହିତକର । କିନ୍ତୁ ସାଧାରଣତଃ ଏହାକୁ ଆମେ ଅଲଗା ଅଲଗା ବ୍ୟବହାର କରିଥାଉ । ଯଦି ଘିଅ ଓ ଗୁଡକୁ ଏକାସାଙ୍ଗରେ ସେବନ କରଯାଏ ତାହେଲେ ଶରୀରକୁ...

Gold rate today
କମିଲା ସୁନା ଓ ରୂପା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ପୁଣି କମିଲା ସୁନା ଓ ରୁପା ଦର । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩, ୭୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୭, ୮୧୦ ଟଙ୍କା ରହିଛି । ଭୁବନେଶ୍ୱରରେ...

 Noodle ball soup recipe
ଘରେ ବନାନ୍ତୁ ଚଟପଟା ‘ନୁଡଲ୍ ବଲ୍ ସୁପି’

ଘରେ ଆପଣ ନୁଡଲ୍‌ର ବିଭିନ୍ନ ପ୍ରକାରର ରେସିପି ଖାଇଥିବେ । କିନ୍ତୁ ଆପଣ କେବେ 'ନୁଡଲ ବଲ୍ ସୁପି' ରେସିପି ଖାଇଛନ୍ତି କି ? ତାହେଲେ ଘରେ ବନାନ୍ତୁ ‘ନୁଡଲ୍ ବଲ୍ ସୁପି’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ...

cyclone meeting
ବାତ୍ୟା ପ୍ରସଙ୍ଗରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ଓ ଆନ୍ଧ୍ର ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ନେଇ ଆଲୋଚନା ହୋଇଛି  । ଏନେଇ ପ୍ରଧାନମନ୍ତ୍ରୀ ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି ।

Do this while bathing
ଗାଧୋଇବା ବେଳେ କରନ୍ତୁ ଏମିତି, ନଚେତ୍...

ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ଉତ୍ତମ ସ୍ନାନରେ ଗଣାଯାଏ । ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କଲେ ଶରୀରରେ କୋମଳତା, ନିର୍ମଳତା, ସୁଗନ୍ଧତା, ରୂପ, ବଳ, ପରମାୟୁ ଏବଂ ଉତ୍ତମ ସ୍ୱର ଲାଭ ହୁଏ’ । ସ୍ନାନ ବା ଗାଧେଇବାକୁ ନେଇ ଶାସ୍ତ୍ରରେ ଅନେକ ମାନ୍ୟତା ରହିଛି । ଚାଲନ୍ତୁ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 02 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

benefits of carrots
ଶୀତଦିନେ ଖାଆନ୍ତୁ ଗାଜର, ମିଳିବ ଅନେକ ଫାଇଦା

ଶୀତଋତୁରେ ଆମେ ପ୍ରାୟ ବଜାରରେ ଗାଜର ପ୍ରଚୁର ପରିମାଣରେ ଦେଖିବାକୁ ପାଇଥାଉ । ଯେଉଁଥିରେ ରହିଛି ଅନେକ ପୋଷାକ ତତ୍ତ୍ଵ, ଯାହା ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ । ତେଣୁକରି ବିଶେଷ ଭାବରେ ଶୀତଋତୁରେ ଗାଜର ଖାଇବାକୁ ଚିକିତ୍ସକ ମାନେ କହିଥାଆନ୍ତି ।

Supreme Court against Kangana Ranaut
ବଢିଲା କଙ୍ଗନାଙ୍କ ଅଡ଼ୁଆ, କଙ୍ଗନାଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟରେ ପିଟିସନ୍‌

କଙ୍ଗନା ରାଣାଓ୍ଵତଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟରେ ପିଟିସନ୍‌, ସବୁ ପୋଷ୍ଟରକୁ ସେନ୍ସର ଘୋଷଣା କରିବାକୁ ଦାବି । ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ସେୟାର କରି ହଟହଟା ହୋଇଛନ୍ତି କଙ୍ଗନା । ତେବେ ଏନେଇ ଏବେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ୍‌ କରିବାକୁ ଦାବି ହୋଇଛି।

Gold rate today
କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ଦାମ୍‌

କମିଲା ସୁନା ଦର । ଭାରତୀୟ ବଜାରରେ ସୁନାର ଦାମ୍ ହ୍ରାସ ପାଇଛି । ଆଜି ସୁନାର ଦାମ୍ ୨୪ ଓ ୨୨ କ୍ୟାରେଟ୍‌ ମୂଲ୍ୟ କମିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪, ୦୬୦ ଟଙ୍କା ହୋଇଥିବା ବେଳେ...

'chiken rasa' recipe
ଡିନର ପାଇଁ ପ୍ରସ୍ତୁତ କରନ୍ତୁ ‘ଚିକେନ୍ ନଡ଼ିଆ ରସା’

ଆପଣ କେବେ ନଡ଼ିଆ ରସରେ ପ୍ରସ୍ତୁତ ଚିକେନର ରେସିପି ଖାଇଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଚିକେନ୍ ନଡ଼ିଆ ରସା’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବା । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ...

Vastu for Tree
ଘରେ ଲଗାନ୍ତୁ ଏହି ସବୁ ଗଛ, ହେବ ନାହିଁ ସମସ୍ୟା

ଆମ ଜୀବନରେ ବିଭିନ୍ନ ସମସ୍ୟା ଉପୁଜିଥାଏ । ମାନ୍ୟତା ଓ ବାସ୍ତୁ ଅନୁସାରେ ସନାତନ ଧର୍ମରେ ବିଭିନ୍ନ ବୃକ୍ଷ ଆମ ପାଇଁ ବରଦାନ ଅଟେ । ଆମ ଘର ଚାରିପଟେ ବିଭିନ୍ନ ଗଛ ବା ବୃକ୍ଷ ରହିଛି ଯାହା ଆମ ଜୀବନ ଉପରେ ବହୁତ ପ୍ରଭାବ ପକେଇଥାଏ ।...

Benifits of cumin seeds
ପେଟ ଯନ୍ତ୍ରଣାରୁ ମୁକ୍ତି ଦିଏ ଜିରା, ଜାଣିବା ଏହାର ଲାଭଦାୟକ ଗୁଣ

ଔଷଧୀୟ ଗୁଣରେ ଭରପୁର ଜିରା । ଜିରାର ବୈଜ୍ଞାନିକ ନାମ ହେଲା କ୍ୟୁମିନନ ସାୟମିନମ । ଜିରା ଦୁଇ ପ୍ରକାରର ଗୋଟିଏ ହେଉଛି କଳାଜିରା ଓ ଅନ୍ୟଟି ହେଉଛି ସାଧାରଣ ଜିରା, ଯାହାକୁ ଆମେ ଧଳାଜିରା କହିଥାଉ । ତେବେ ଜିରା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ...

Ragging allegations in Banibihar
ବାଣୀବିହାରରେ ରାଗିଂ ଅଭିଯୋଗ

ବାଣୀବିହାରରେ ରାଗିଂ ଅଭିଯୋଗ । ଅଭିଯୋଗ ଆଣିଲେ ଏମବିଏ ପ୍ରଥମ ବର୍ଷର ଛାତ୍ର । ରାଗିଂକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଦେଖା ଦେଇଛି । ସିନିୟର ଓ ଜୁନିୟର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ। କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କଲେ ଛାତ୍ର

Mahanga Double Murder
ମାହାଙ୍ଗା ଡବଲ ମର୍ଡର: ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ସାଲେପୁର: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର JMFC କୋର୍ଟ। ମାମଲାର ଶୁଣାଣି କରୁଥିବା ସାଲେପୁର JMFC କୋର୍ଟ ଆସନ୍ତା ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାସହ ମାମଲାରେ ସଂପୃକ୍ତି ନେଇ ୩...