• translate
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ । ଜିଲ୍ଲା ବିଜେପି ପକ୍ଷରୁ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି।

ବାଦଲ ଫଟା ବର୍ଷା ନେଲାଣି ୪୦ ଜୀବନ

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ପରେ ଚାଲିଛି ରେସ୍କ୍ୟୁ ଅପରେସନ। ବର୍ଷା ଓ ବନ୍ୟାରେ ମୃତ୍ୟୁ ସଂଖ୍ୟା୪୦କୁ ବୃଦ୍ଧି ପାଇଛି। ନୈନିତାଲ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

Daily Horoscope
Daily Horoscope,20 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି୨୦୨୧ ମସିହା, ଅକ୍ଟୋବର ମାସ ୨୦ ତାରିଖ, ବୁଧବାର, ତୁଳା ୪ ଦିନ, ଆଶ୍ୱିନ ମାସର ୨୮ ଦିନ, ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି, ରେବତୀ ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Petrol price today on 07 october 2021 hiked in delhi Mumbai Chennai and Kolkata check you city lates
ଆଉ କେତେ ବଢିବ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ?

ଦେଶରେ ଦିନକୁ ଦିନ ବଢିବାରେ ଲାଗିଛଇ ତୈଳ ଦର । ପ୍ରତିଦିନ ଦର ବୃଦ୍ଧି ହେତୁ ଏକ ପରକାରର ରେକର୍ଡ ସୃଷ୍ଟି କରୁଛି । ଇଣ୍ଡିଆନ୍ ଅଏଲ୍‌ ପକ୍ଷରୁ ତେଲ ଦର ପରିବର୍ତ୍ତନ କରାଯାଇଛି ।

ଡିଏନ୍ଏ ଟେଷ୍ଟ ଖୋଲିବ ମମିତାଙ୍କ ରହସ୍ୟ !

କଳାହାଣ୍ଡି ମହାଲିଙ୍ଗରୁ ଶିକ୍ଷୟିତ୍ରୀ ନିଖୋଜ ମାମଲାରେ ଏବେ ବି ସସ୍ପେନ୍ସ ଲାଗି ରହିଛି। ନିର୍ମାଣାଧିନ ଖେଳପଡ଼ିଆରୁ ମିଳିଥିବା ମୃତଦେହଟି ମମିତାଙ୍କର କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ। ଡିଏନ୍ଏ ଟେଷ୍ଟ ପରେ ହଟିବ କି ପରଦା !

ଘରେ ପୂରେଇ ବାପ ପୁଅଙ୍କୁ ନିସ୍ତୁକ ମାଡ଼, ସିଗାରେଟ୍ ଖାଇ ଭିଡିଓ କଲେ

ଓଡ଼ିଶାରେ ତାଲିବାନୀ ବର୍ବରତା। ବାପ ପୁଅଙ୍କୁ ଗୋଟିଏ ଘରେ ପୂରେଇ ନିସ୍ତୁକ ପିଟିଲେ। ଖାଲି ସେତିକି ନୁହେଁ, ପୁଅକୁ ନିର୍ଦ୍ଦେଶ ଦେଲେ ବାପକୁ ପିଟି। ସମସ୍ତେ ମିଶି ସିଗାରେଟ୍ ଖାଇଲେ ଆଉ ନିଜ ନିଜ ମୋବାଇଲରେ ମାଡ଼ ବେଳର ଭିଡିଓ ସୁଟିଂ କଲେ।

Firing On Puri Narendra kona
କିଏ ଫୁଟେଇଲା ଗୁଳି ?

ପୁରୀ ନରେନ୍ଦ୍ର କୋଣ ଅଞ୍ଚଳରେ ବିଳମ୍ବିତ ରାତିରେ ଫୁଟିଲା ଗୁଳି। ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତେବେ କେଉଁ କାରଣରୁ ଫୁଟିଲା ଗୁଳି ଦେଖନ୍ତୁ ପୁରା ଖବର ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 20 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

auto driver
ତେଲ ଦର ଏତେ, ଭଡା ନେବୁ ଆମେ କେତେ?

କରୋନା ପରଠାରୁ ତ ଏମିତିରେ ବହୁତ କମ୍ ଲୋକ ଅଟୋରେ ବସୁଥିଲେ, କିନ୍ତୁ ଗଲା ଦେଢ଼ ବର୍ଷ ଭିତରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୨୫ରୁ ୩୦ ଟଙ୍କା ବଢ଼ିଯାଇଛି । ଏହି ଦରବୃଦ୍ଧି ଯୋଗୁଁ ସେମାନେ ଦର ବଢ଼ାଇଥିବାରୁ, ଯାତ୍ରୀ ଅଧିକ ପଇସା ଦେବାକୁ ଅମଙ୍ଗ...

Odishi Dance
ଡିଜିଟାଲ ପ୍ଲାଟଫର୍ମରେ ଓହ୍ଲାଇବ ଓଡିଶୀ ନୃତ୍ୟ

ଗୋଟିଏ ସ୍ଥାନରେ ମିଳିପାରିବ ଶାସ୍ତ୍ରୀୟ ନୃତ୍ୟର ଶିକ୍ଷା । ଓଡ଼ିଶୀର ସମସ୍ତ କଳା କୌଶଳ, ପୁରାତନ ଗୁରୁଙ୍କ କାଳଜୟୀ କଳାର ସମାହାର ସାଙ୍ଗକୁ ଏ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ନୃତ୍ୟର ଚାତୁରୀ । ରାଜ୍ୟର ଦିବଙ୍ଗତ ଓଡ଼ିଶୀ ଗୁରୁମାନଙ୍କ ନୃତ୍ୟ ଓ ସଙ୍ଗୀତ ଉଦ୍ଜୀବିତ କରିବାକୁ ଯାଉଛି ରାଜ୍ୟ ସଂସ୍କୃତି ବିଭାଗ...

Congress leader Priyanka Gandhi Vadra
୨୦୨୨ ନିର୍ବାଚନ: ବାରଣାସୀରେ ମୁହାଁମୁହିଁ ହେବେ ପ୍ରିୟଙ୍କା-ମୋଦୀ!

ଉତ୍ତରପ୍ରଦେଶରେ କଂଗ୍ରେସର ପ୍ରତିଜ୍ଞା ଯାତ୍ରା । ଉତ୍ତରପ୍ରଦେଶରେ ହେବାକୁ ଥିବା ୨୦୨୨ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏକ ବଡ଼ ଧରଣର ପ୍ରସ୍ତୁତି ଚଳାଇଛି । ଏହି କାରଣରୁ ପ୍ରିୟଙ୍କା ଗାନ୍ଧୀ ୫ ଦିନିଆ ଲକ୍ଷ୍ନୌ ଗସ୍ତରେ ଯାଇ କଂଗ୍ରେସ ସଂଗଠନ ସହ ଜଡିତ କାର୍ଯ୍ୟାଳୟର ଅଧିକାରୀ ଏବଂ...

Drinking Water Crisis Haunts People In Koraput’s Lamtaput
ପାଣି ଟୋପାଏ ପାଇଁ ହନ୍ତସନ୍ତ ୨ ଶହ ପରିବାର

ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମୁଖ୍ୟାଳୟର ବ୍ରାହ୍ମଣିପୁଟ ଗାଁର ଲୋକେ । ଗାଁରେ ଜଳ ଯୋଗାଣ ପାଇଁ ନିର୍ମାଣ ହୋଇଛି ବିଭିନ୍ନ ପ୍ରକଳ୍ପ ।

ମାଟିତଳୁ ଗଳିତ ମୃତଦେହ ଉଦ୍ଧାର

ମହାଲିଙ୍ଗ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ମାଟିତଳୁ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିଅମରୁ ଏକ ମୃତଦେହ ଉଦ୍ଧାର ହୋଇଛି। ମହାଲିଙ୍ଗ ଷ୍ଟାଡିୟମ୍‌ରୁ ମୃତଦେହ ମିଳିଛି। ମାଟି ଖୋଳିବା ପରେ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ କାହାର ସେ ସମ୍ପର୍କରେ ସୂଚନା...

ହାଇକୋର୍ଟରେ ଏମିିତି ହୁଏ ଶପଥ ପାଠ

ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥଗ୍ରହଣ କରିଛନ୍ତି ଜଷ୍ଟିସ ମୃଗାଙ୍କ ଶେଖର ସାହୁ, ରାଧାକୃଷ୍ଣ ପଟ୍ଟନାୟକ ଏବଂ ଶଶିକାନ୍ତ ମିଶ୍ର । ହାଇକୋର୍ଟ ନୂଆ କନଫରେନ୍ସ ହଲରେ ଏହି ଶପଥଗ୍ରହଣ ଉତ୍ସବର ଆୟୋଜନ ହୋଇଛି ।

Kerala | Bride, Groom Reach Temple In Cooking Vessel For Marriage
ଏମିତି ବି ଝିଅ ବିଦା ହୁଏ..

ତିଥି ଫିଟିଥିଲା..ନିଷ୍ପତ୍ତି ସରିଥିଲା.. ହେଲେ ଏ ବର୍ଷା ସବୁ ବିଗାଡ଼ିଦେଲା..ପ୍ରବଳ ବର୍ଷା ସାଙ୍ଗକୁ ଜଳାର୍ଣ୍ଣବ ପରିସ୍ଥିତି.. ହେଲେ ବାହା ତ ହେବାର ଅଛି.. ଯେଣ ତେଣ ପ୍ରକାରେଣ ମନ୍ଦିରରେ ବାହାଘର ସରିଲା...

2.4 Kg Brown Sugar Seized In Balasore, 3 Held
ବ୍ରାଉନସୁଗାର ହବ୍ ପାଲଟିଛି ଜଳେଶ୍ୱର

ଜଳେଶ୍ୱର ପାଲଟିଛି କି ବ୍ରାଉନସୁଗାର ହବ୍ ? ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସିବାକୁ ଜଳେଶ୍ୱର ପାଲଟିଛି ଗଲା ବାଟI କାରଣ ବାରମ୍ବାର ବ୍ରାଉନସୁଗାର ଜଳେଶ୍ୱରରୁ ଜବତ ହେବା ପରେ ଏଭଳି ପ୍ରଶ୍ନ ସୃଷ୍ଟି ହୋଇଛି ।

Lady Teacher Missing Case Bar Police Deployed In Mahaling’s Underconstruction Stadium
ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ମିଳିଛି କି ବଡ଼ ସୁରାକ୍ ?

ମମିତା ନିଖୋଜ, ଷ୍ଟାଡିୟମ୍ ଖୋଳୁଛି ପୋଲିସ୍। ଷ୍ଟାଡିୟମରେ ପହଞ୍ଚିଛନ୍ତି ବଲାଙ୍ଗିର ଓ କଳାହାଣ୍ଡି ପୋଲିସ୍ ।୧ ପ୍ଲାଟୁନ୍ ଫୋର୍ସ ମୁତୟନ

Fuel Rates Hiked Again, Petrol At Rs 113.39Ltr / In Bhubneswar
ଭୁବନେଶ୍ୱରରେ ପେଟ୍ରୋଲ ୧୦୬.୭୭ ଟଙ୍କା

ଆକାଶ ଛୁଆଁ ତୈଳ ଦର , ହୁ ହୁ ହୋଇ ବଢ଼ିବାରେ ଲାଗିଛି ତେଲକୁ ନେଇ ମୁଣ୍ତ ବିନ୍ଧା I ପେଟ୍ରୋଲ ଦର ବଢ଼ିବା ଯୋଗୁଁ ଅସନ୍ତୋଷ ଗ୍ରାହକ

Vegetable And fuel price hike
ତେଲ ଓ ପରିବା ଦରରେ ନିଆଁ

ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର । ଗତ ସପ୍ତାହରେ ମଧ୍ୟରେ ଦେଶ ତଥା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦର ଆକଶ ଛୁଆଁ ହୋଇଥିଲା । ଆଜି ମାଲକାନଗିରିରେ ପେଟ୍ରୋଲ ଦର ୧୧୨ ଟଙ୍କା ୩୬ ପଇସାରେ ପହଞ୍ଚିଛି ।

Shri Jagannath\'s Land Encroachment Exposed
ଜଗନ୍ନାଥଙ୍କ ଜମିକୁ ନେଇ ମହା କେଳେଙ୍କାରୀ

ଏବେ ଜଗନ୍ନାଥଙ୍କ ଜମି ଉପରେ ମାଫିଆଙ୍କ ଆଖି । ମିଛ ଚିଠିରେ କିସମ ପରିବର୍ତ୍ତନ କରିବାକୁ ଯାଉଥିଲେ ।