• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

rss meeting
ଆରଏସ୍ଏସ୍ କାର୍ଯ୍ୟକ୍ରମରେ ଅତିଥି ହେବାକୁ ପ୍ରଣବ ମୁଖାର୍ଜୀଙ୍କ ସହମତି ପରେ କଂଗ୍ରେସରେ କମ୍ପନ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ନେଇ ହଲ୍‌ଚଲ୍ ଦେଶର ରାଜନୀତି। ଆସନ୍ତା ୭ ତରିଖରେ ନାଗପୁର ଆର୍‌ଏସ୍ଏସ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବା ଲାଗି ପ୍ରଣବ ରାଜି ହେବା ପରେ ସୃଷ୍ଟି ହୋଇଛି ଭ୍ରୁକୁଞ୍ଚନ।  କଂଗ୍ରେସିଆ ଛବିକୁ ପଛରେ ପକାଇ ସେ ଏକ ନୂଆ ଅବତାର ନେବାକୁ...

sbi strike
ବ୍ୟାଙ୍କ ଧର୍ମଘଟ: SBI ନେଟଓ୍ୱର୍କରେ ପ୍ରାୟ ୫ ଶହ କୋଟି ଡିପୋଜିଟ୍ ବନ୍ଦ

ଭୁବନେଶ୍ୱର: ୨ ପ୍ରତିଶତ ଦରମା ବୃଦ୍ଧିର ପ୍ରତିବାଦରେ ଦୁଇ ଦିନିଆ ଧର୍ମଘଟରେ ବସିଛନ୍ତି ବ୍ୟାଙ୍କ କର୍ମଚାରୀ। ୪୮ ଘଣ୍ଟିଆ ଆନ୍ଦୋଳନକୁ ଓହ୍ଲାଇଛି ବ୍ୟାଙ୍କ କର୍ମଚାରୀଙ୍କ ସାମଗ୍ରିକ ସଂଗଠନ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କିଂ ୟୁନିଅନ୍ UFBU। ଫଳରେ ଆଜି ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକରେ କାରବାର ଏକଦମ୍‌ ବନ୍ଦ ହୋଇଯାଇଛି।...

mahanadi
ମହାନଦୀ ବିବାଦ: ଆରମ୍ଭ ହେଲା ଟ୍ରିବ୍ୟୁନାଲ ପ୍ରକ୍ରିୟା

ଭୁବନେଶ୍ୱର: ମହାନଦୀ ବିବାଦର ସମାଧାନ ନେଇ ଟ୍ରିବ୍ୟୁନାଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମହାନଦୀ ଟ୍ରିବ୍ୟୁନାଲ ପକ୍ଷରୁ ବୁଧବାର ୫ଟି ରାଜ୍ୟକୁ ନୋଟିସ୍ ଜାରି କରାଯାଇଛି। ଏହି ରାଜ୍ୟଗୁଡ଼ିକ ସେମାନଙ୍କ ପ୍ରତିନିଧି ପଠାଇବାକୁ ନିର୍ଦ୍ଦେଶ ଦେଇଛି ଟ୍ରିବ୍ୟୁନାଲ। ଆସନ୍ତା ୬ ତାରିଖ ସୁଦ୍ଧା ଓଡ଼ିଶା ସମେତ ଛତିଶଗଡ଼,...

minister
ସୌଖୀନ ନେତାଙ୍କ ଦାମୀ ଘର, ଜାଣନ୍ତୁ କେତେ କୋଟି ହେବ କାହା ଘର ?

ଆମ ଦେଶରେ କ୍ରିକେଟର, ଫିଲ୍ମଷ୍ଟାର କିମ୍ବା ଶିଳ୍ପପତିଙ୍କ ବିଳାସମୟ ଘରକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ରୋଚକ ଖବରମାନ ପ୍ରକାଶ ପାଏ। କିନ୍ତୁ ଆପଣ କେବେ ଆମ ସୌଖୀନ ନେତାମାନଙ୍କ ଘର ବିଷୟରେ ଭାବିଛନ୍ତି କି ? ବିଳାସମୟ ଜୀବନଶୈଳୀରେ ଆମ...

truck accident
ବିବାହ ଭାର ନେଇ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୨ ମୃତ

ନୟାଗଡ଼: ବିବାହ ପରେ କନ୍ୟା ଘରକୁ ଭାର ନେଇ ଯାଉଥିବା ମିନି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିନି ଟ୍ରକଟି ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ନୂଆଗାଁ ଟୁକେଇନାଳ ବ୍ରିଜ ତଳକୁ ଖସି ପଡ଼ିଛି। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୩୦ରୁ ଅଧିକ ଆହତ ହୋଇଛନ୍ତି।...

heavy rainfalla
ସ୍ୱାଭାବିକ ରହିବ ମୌସୁମୀ ବାୟୁ, ୯୭ ପ୍ରତିଶତ ବର୍ଷା

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁରେ ଏବର୍ଷ କେତେ ପରିମାଣରେ ବର୍ଷା ହେବ ସେ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆଗକୁ ମୌସୁମୀ ବାୟୁ ସ୍ୱାଭାବିକ ରହିବା ସହ ସାରା ଦେଶରେ ୯୭ ପ୍ରତିଶତ ବର୍ଷା ହେବ ବୋଲି ପୂର୍ବାନୁମାନରୁ ଜଣାପଡ଼ିଛି। ସେହିପରି ଆଞ୍ଚଳିକ ଭିତ୍ତିରେ ଆଭ୍ୟନ୍ତରୀଣ...

bansal family
ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଟଙ୍କା ଛଡ଼ାଇ ନେଲା ମାଙ୍କଡ଼

ଆଗ୍ରା: ଏଠାରେ ଆଜି ଏମିତି ଏକ ଘଟଣା ଘଟିଛି ଯାହା ସହଜରେ ବିଶ୍ୱାସ ହେବ ନାହିଁ। କିନ୍ତୁ ଘଟଣାଟି ସତ। ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ଜଣେ ବ୍ୟବସାୟୀଙ୍କଠାରୁ ମାଙ୍କଡ଼ ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଛି। ଏହି ଘଟଣା ବୁଧବାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।...

shreemandir
ଶ୍ରୀମନ୍ଦିର ପରିସରରେ ଖୋଲିବ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

ପୁରୀ: ଶ୍ରୀମନ୍ଦିର ପରିସରରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବ। ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟ ରହିବାର ବ୍ୟବସ୍ଥା ହେବ। ଭିନ୍ନକ୍ଷମ ଭକ୍ତମାନେ କିପରି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ସ୍ଥିତିକୁ ସମୀକ୍ଷା କରିବା ପରେ ଏହି...

prasanna acharya
ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର; ମହାନଦୀ ପ୍ରସଙ୍ଗରେ ଦିନକୁ ଦିନ ରାଜନୀତି ସରଗରମ ହେବାରେ ଲାଗିଛି। ମହାନଦୀ ଜଳକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ମନ୍ତବ୍ୟ ପରେ ବିଜେଡି ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହି ପ୍ରସଙ୍ଗରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରମଣ ସିଂହଙ୍କ ଉପରେ ବର୍ଷିଛନ୍ତି...

bus stand-1
ବରମୁଣ୍ଡା ବସ୍‌ଷ୍ଟାଣ୍ଡର ହେବ ନବକଳେବର

ଭୁବନେଶ୍ୱର : ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡର ହେବ ନବକଳେବର। ଏନେଇ ସଚିବାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବରମୁଣ୍ଡାରେ ହେବ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ। ଆସନ୍ତା ଜୁନ୍ ଶେଷ ସୁଦ୍ଧା ରାଜିନାମା ସ୍ୱାକ୍ଷରିତ ହେବ। ୧୫ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି।...

arun sahu
ଛାତ୍ର ନେତାଙ୍କୁ ବିଧାୟକ ଅରୁଣ ସାହୁଙ୍କ ଉଠ୍‌ବସ୍‌ ଘଟଣାକୁ ନେଇ ବଢିଲା ବିବାଦ

ବାରିପଦା : ମୟୂରଭଞ୍ଜ ବାରିପଦାରେ ଛାତ୍ର ନେତାଙ୍କୁ ବିଜେଡି ବିଧାୟକ ଅରୁଣ ସାହୁ ଉଠ୍‌ବସ୍ କରାଇବା ଅଭିଯୋଗ ଘଟଣାରେ ତାତିଲେ ଛାତ୍ର। ଅରୁଣଙ୍କ କୁଶପୁତ୍ତଳିକା ଦାହ ସହ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି କଂଗ୍ରେସ ଓ ଏବିଭିପିର ଛାତ୍ର ନେତା। ତୁରନ୍ତ ଅରୁଣ ସାହୁ ମୟୂରଭଞ୍ଜବାସୀଙ୍କୁ କ୍ଷମା ପ୍ରାର୍ଥନା...

hair fall
ଯୁବାବସ୍ଥାରେ କେଶ ଝଡ଼ିବା ସମସ୍ୟା ; ଜାଣନ୍ତୁ, କ’ଣ ଏହାର ପ୍ରତିକାର

ବର୍ତ୍ତମାନ ଯୁବାବସ୍ଥାରେ କେଶ ଝଡ଼ିବା ଓ ଚନ୍ଦାପଣ ଏକ ପ୍ରମୁଖ ସମସ୍ୟା ପାଲଟି ଯାଇଛି। ଯୁବତୀଙ୍କ ତୁଳନାରେ ଯୁବକମାନେ ବେଶୀ ମାତ୍ରାରେ ଏହି ସମସ୍ୟାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି। ଫଳରେ କେଶ ନଥିବାରୁ ମୁହଁର ସୌନ୍ଦର୍ଯ୍ୟ ହ୍ରାସ ପାଉଛି। ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ କଣ...

home guard
ଲାଞ୍ଚ ନଦେବାରୁ ଅଟୋ ଚାଳକଙ୍କୁ ମାଡ

ମୟୂରଭଞ୍ଜ : ଲାଂଚ ନଦେବାରୁ ଅଟୋ ଚାଳକଙ୍କୁ ହୋମଗାର୍ଡଙ୍କ ମାଡ ଅଭିଯୋଗ। ମୟୂରଭଞ୍ଜ ଜିଲ୍ଲା ଖୁଂଟା ଅଂଚଳରେ ଏଭଳି ଘଟଣା ସାମନାକୁ ଆସିଛି। ଅଭିଯୋଗ ଅନୁସାରେ ଗୟଳମରା ଗାଁର ଅଜିତ ଦାସ ନାମକ ଜଣେ ବ୍ୟକ୍ତି ଗତକାଲି ରାତିରେ ଅଟୋ ଧରି ଏକ ବସକୁ ଅପେକ୍ଷା କରିଥିଲ। ଏହି...

delhi
ଦିଲ୍ଲୀ ମାଲବ୍ୟ ନଗରରେ ଥିବା ରବର ଗୋଦାମରେ ଅଗ୍ନିକାଣ୍ଡ

ଦିଲ୍ଲୀ : ଦିଲ୍ଲୀ ମାଲବ୍ୟ ନଗରରେ ଥିବା ରବର ଗୋଦାମରେ ଅଗ୍ନିକାଣ୍ଡ ଘଟଣାରେ ଏବି ବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଗତକାଲି ସନ୍ଧ୍ୟାରେ ଗୋଦାମରେ ହଠାତ ନିଆଁ ଲାଗି ଯାଇଥିଲା। ଏହାପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ପ୍ରୟାସ...

fire
କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନରେ ନିଆଁ

କେନ୍ଦୁଝର: କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ। କେନ୍ଦୁଝର ତିଲିକିଧରା ଷ୍ଟେସନ୍ ନିକଟରେ ଟ୍ରେନ୍‌ର ଏକ ଲଗେଜ ବଗିରେ ନିଆଁ ଲାଗିଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ମିଳିଛି। ପାସେଞ୍ଜର ଟ୍ରେନ୍‌ଟି ତିଲିକିଧରା ଷ୍ଟେସନରେ ଅଟକି ରହିଛି। କିନ୍ତୁ ଟ୍ରେନ୍‌ରୁ...

r madhavan
ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କୁ ରାମ ମାଧବଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ୱର : ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ବିୟୋଗରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମମାଧବଙ୍କ ଶୋକ ପ୍ରକାଶ। ଭୁବନେଶ୍ୱର ସ୍ଥିତ ବାସଭବନରେ ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୁଅ ତଥା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ ବିଜେପିର...