• translate
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

18 Dead, More Than 20 Missing As Heavy Rains Lash Kerala
କେରଳ ବର୍ଷାରେ ଗଲାଣି ୧୮ ଜୀବନ

କେରଳରେ ପ୍ରବଳ ବର୍ଷା ହେତୁ ଭୁସ୍ଖଳନ ଘଟିଛି। ଏଥିରେ ୧୮ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସୁଛି।

Special Story | Divyanga & Mentally Disturbed Persons Deprived Of Govt Help Sans Documents
ଏମାନଙ୍କ ଦୋଷ କଣ? ଘରେ ଚୁଲି ଜଳୁନି କି ଔଷଧ ଖାଇବାକୁ ପଇସା ନାହିଁ

ଜଣେ ଦିବ୍ୟାଙ୍ଗ ଓ ଆଉ ଜଣେ ମାନସିକ ଭାରସାମ୍ୟ ହରାଇ ଅସହାୟ। ସମାଜରେ ମଣିଷ ପରି ଜିଇଁବା ପାଇଁ ଚାହୁଁଛନ୍ତି। ହେଲେ ମିଳୁନି ସରକାରୀ ସହୟତା କି ସହଯୋଗ।

70 YEARS WOMEN
୭୦ ବର୍ଷରେ ମାଆ ହେଲେ ବୃଦ୍ଧା

୭୦ ବର୍ଷରେ ମାଆ ହେଲେ ବୃଦ୍ଧା । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ଗୁଜରାଟ କଚ୍ଛମୋରା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଭାଲୁ ଭାଇ ଓ ପତ୍ନୀ ଜିଲୁ ହେଉଛନ୍ତି ଗାଁର ଏକ ବୃଦ୍ଧ ଦମ୍ପତ୍ତି ।

Special Story |Tourism Spot Asura Kumari Waterfall In Nayagarh
ଏଇଠି ରଣାସୁରକୁ କୁମାରୀ ବେଶରେ ବଧ କରିଥିଲେ ମାଆ ଚର୍ଚ୍ଚିକା

ପୌରାଣିକ କାହାଣୀର କଥା କହେ ଏହି ପୀଠ। ଯିଏ ଥରେ ଏଠାକୁ ଆସିଛି, ଏହାର ପ୍ରକୃତି ପ୍ରେମରେ ପଡି ଯିବାକୁ ମନ ବଳାଏ ନାହିଁ। ଆମ ଓଡ଼ିଶାରେ ରହିଛି ଏମିତି ଏକ ପର୍ଯ୍ୟଟନସ୍ଥଳୀ..

Gold Ornaments Worth Rs 60 Lakh Looted From House In Bhubaneswar
ଘରେ ପଶି ୬୦ ଲକ୍ଷ ଟଙ୍କାର ସୁନା ଲୁଟିନେଲେ

ରାଜଧାନୀରେ ବଡ଼ ଧରଣର ଚୋରି । ଘରେ ପଶି ୬୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଯାଇଛନ୍ତି ଦୁର୍ବୃତ୍ତ। ଦେଖନ୍ତୁ ଖବର

Web Councelling Of JEE Starts From Today
ଆଜିଠାରୁ ଜେଇଇର ୱେବ କାଉନସେଲିଂ

ଆଜିଠାରୁ ଜେଇଇର ବି-ଟେକ୍, ବି-ଆର୍କ, ବି-ପ୍ଲାନ, ବି-କ୍ୟାଟ୍ ଓ ଇଣ୍ଟେଗ୍ରେଟେଡ୍ ଏମ୍ଏସସି ପାଇଁ ୱେବ କାଉନସେଲିଂ ଆରମ୍ଭ ହେବ।

Paralakhemundi ACF Death Case
ସୌମ୍ୟ ମୃତ୍ୟୁ ମାମଲାକୁ ନେଇ ବର୍ଷିଲା ବିଜେପି

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ବ୍ୟବସ୍ଥା ଉପରେ ବର୍ଷିଛି ବିଜେପି । ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା ଘଟଣାରେ କ୍ରାଇମବ୍ରାଞ୍ଚ ମାସେ ଧରି ତଦନ୍ତ କରିବା ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅସଲ ଅଭିଯୁକ୍ତଙ୍କୁ ଧରି ପାରିନଥିବାର ବିଜେପି ପକ୍ଷରୁ...

Corruption Alleged In Insecticide Spray Machine In Nilagiri
ବିଲ୍ କରି ଟଙ୍କା ଚଳୁ ଚାଷୀ ପାଇନାହାନ୍ତି ମେସିନ୍

ବିଷ ସ୍ପ୍ରେ ମେସିନ ବଣ୍ଟନରେ ଅନିୟମିତତା। ଆଦିବାସୀ ଅଧ୍ୟୁଷିତ ନୀଳଗିରି ଆଇଟିଡିଏ କାର୍ଯ୍ୟାଳୟରେ ଦୁର୍ନୀତିର ଗନ୍ଧ। ବିଷ ସ୍ପ୍ରେ ମେସିନ ଯୋଗାଣ ନେଇ କାଗଜପତ୍ରରେ ହୋଇଛି ବିଲ୍। ମାତ୍ର ଚାଷୀଙ୍କୁ ଏଯାଏଁ ମେସିନ ମିଳିନଥିବା ଅଭିଯୋଗ ହୋଇଛି।

Wonder Kid From Soro Finds Place In India Book Of Records
୧୬ ସେକେଣ୍ଡରେ ୩୦ ଜିଲ୍ଲାର ନାଁ କହି ଦେଉଛି ଏହି ୬ ବର୍ଷର କୁନି ପିଲା

ଆପଣ ଅନେକ ପିଲା ଦେଖିଥିବେ। ହେଲେ ଏମିତିକା ବିସ୍ମୟ ବାଳକ କେବେ ହେଲେ ଦେଖି ନଥିବେ। ଫଟାଫଟ କହି ଦଉଛି ସବୁ କିଛି।

ISKCON Temple & Devotees Violently Attacked In Bangladesh
ବାଂଲାଦେଶ ଇସ୍କନ ମନ୍ଦିରରେ ଆକ୍ରମଣ

ବାଂଲାଦେଶର ନୋଆଖଲି ସ୍ଥିତ ଇସ୍କନ ମନ୍ଦିର ଉପରେ ଦୁର୍ବୃତ୍ତ ଆକ୍ରମଣ । ଶୁକ୍ରବାର ୨ଶହରୁ ଅଧିକ ଦୁର୍ବୃତ୍ତ ଅଚାନକ ମନ୍ଦିରରେ ପଶି ଭଙ୍ଗାରୁଜା କରିଥିଲେ। ଦେଖନ୍ତୁ ଖବର

Special Story | Village Girl In Nilagiri Earns Fame For Her Creative Art From Broken Earthen Pot
ଖପରା କଳାର ଗାଁ ବାବନ୍ଧ, ନୂଆ ପରିଚୟ ଦେଲା କୁନିଝିଅ ସିଲି

କୁନି ଝିଅଟିଏ। ସବୁବେଳେ ଗାଁ ସାରା ଏପଟ ସେପଟ ହେଉଥାଏ ଏବଂ ଭଙ୍ଗା ହାଣ୍ଡି ମାଠିଆର ଖପରାକୁ ଆଣି ନିଜ ମନ ମୁତାବକ ସଜୋଉଥାଏ। ହେଲେ ତାର ଏହି ପିଲାଦିନର ଖେଳ ଏବେ ତାକୁ ଓ ତା ଗାଁକୁ ଦେଇଛି ନୂଆ ପରିଚୟ। ଏ ଗାଁକୁ ଏବେ ଲୋକେ...

ICC T20 World Cup 2021 Kickstarts Today
ଆଜିଠୁ ଆରମ୍ଭ ଫଟାଫଟ କ୍ରିକେଟ୍ ମହାକୁମ୍ଭ

ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟ ମହାକୁମ୍ଭ। କୋଭିଡ ଯୋଗୁଁ ଭାରତରୁ ସ୍ଥାନାନ୍ତରିତ ହୋଇ UAEରେ ଖେଳା ଯାଉଛି ଟି ୨୦ ବିଶ୍ୱକପ ।

IPL Betting Through Mobile App In Malkangiri, 4 Arrested
ମାଲକାନଗିରିରେ ଡିଜିଟାଲ୍ ଜୁଆ

ଆଦିବାସୀ ଇଲାକାରେ ଡିଜିଟାଲ୍ ଜୁଆ। ମାଲକାନଗିରି ସହରରେ ମୋବାଇଲ ଆପ ମାଧ୍ୟମରେ ଚାଲିଛି ଆଇପିଏଲ ବେଟିଂ।

Odisha To Witness Rain For Next 4 Days Under The Effect Of Low Pressure
୪ଦିନ ଯାଏଁ ଆହୁରି ବର୍ଷିବ

ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ।

7 Dead, Several Missing As Heavy Rains Lash Kerala
କେରଳ ବର୍ଷା ନେଲା ୭ ଜୀବନ

କେରଳରେ ବର୍ଷା ଯୋଗୁ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଅଛନ୍ତି।

Special Story | People Cross River Dangerously In Boat In Koraput Village
୪୦ ବର୍ଷ ଧରି ପୋଲ ଅପେକ୍ଷାରେ ବିଛିନ୍ନାଞ୍ଚଳବାସୀ

କେବେ ଦୂର ହେବ ବିଛିନ୍ନାଞ୍ଚଳବାସୀଙ୍କ ଦୁଃଖ? କେବେ ହଟିବ ଗମନାଗମନ ସମସ୍ୟା? ସବୁ ବେଳେ କ’ଣ ଏମିତି ବିପଦ ସଂକୁଳ ଭାବେ ଡଙ୍ଗାରେ ପାର ହେବାକୁ ପଡିବ?

2 Cleared OAS Examination From Same Village
ଗାଁ ହେବ ତ ଏମିତି! ଏକାଥରେ ୨ଜଣ ପାଇଲେ ଓଏଏସ୍, ମିଳିମିଶି ଗ୍ରାମବାସୀ ଦେଲେ ସମ୍ବର୍ଦ୍ଧନା

ଏହି ଗାଁରୁ ଏକାଥରେ ଦୁଇଜଣ ପାଇଛନ୍ତି ଓଏଏସ୍। ଗ୍ରାମବାସୀଙ୍କ ପାଇଁ ଏହାଠାରୁ ବଳି ବଡ଼ ଖବର ଆଉ କଣ ହୋଇପାରେ। ସେଥିପାଇଁ ଗାଁ ଲୋକ ମିଳିମିଶି ଆୟୋଜନ କରିଥିଲେ ଆଡ଼ମ୍ବରପୂର୍ଣ୍ଣ ସମ୍ବର୍ଦ୍ଧନା ସଭା। ମନ୍ତ୍ରୀ ମଧ୍ୟ ଆସିଥିଲେ ଓଏଏସ୍ ପାଇଥିବା ଗାଁରୁ ଦୁଇ ମେଧାବୀ ପିଲାଙ୍କୁ ଶୁଭେଚ୍ଛା ଜଣେଇବାକୁ।

gorkha
ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ପୋଷ୍ଟରକୁ ନେଇ ବିବାଦ

ଆସୁଛି ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ଗୋର୍ଖା । ଗତ ଶୁକ୍ରବାର ସିନେମାର ପୋଷ୍ଟର ରିଲିଜ୍ ହୋଇଥିବା ବେଳେ ଏହାକୁ ନେଇ ଦେଖାଦେଇଛି ବିବାଦ । ପୋଷ୍ଟରରେ ଦେଖା ଯାଇଥିବା ଶସ୍ତ୍ର ଖୁକ୍ରୀ ନୁହେଁ ବୋଲି ଗୋର୍ଖା ରାଇଫଲ୍ସର ପୂର୍ବତନ ସେନା ଅଧିକାରୀ ଟ୍ୱିଟ୍ କରିବା ସହ ଏହାକୁ...

daily horoscope
Daily Horoscope,17 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ଅକ୍ଟୋବର ମାସ, ୧୭ ତାରିଖ, ରବିବାର, ତୁଳା ୧ ଦିନ, ଆଶ୍ୱିନ ମାସର ୨୫ ଦିନ, ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ଶତଭିଷା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Gol-Gappa Seller, Shot Dead In J&K,
ଜନସାଧାରଣଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଗୁପଚୁପ୍‌ ବିକ୍ରେତାଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ଆଜି ଜାମ୍ମୁକାଶ୍ମୀରରେ ଆତଙ୍କବାଦୀମାନେ ଦୁଇ ଜଣ ସାଧାରଣ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରୁ ଜଣେ ବିହାରର ଗୁପଚୁପ ବିକାଳି ହୋଇଥିବାବେଳେ ଅନ୍ୟ ଜଣ ଉତ୍ତର ପ୍ରଦେଶର କାର୍ପେଣ୍ଟର ହୋଇଥିବା ନେଇ କାଶ୍ମୀର...