• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

delhi
୧୧ ମୃତଦେହ ଉଦ୍ଧାର ଘଟଣା: କ’ଣ ମୃତ୍ୟୁ ପଛରେ ରହିଛି ଏହି ଆଶ୍ଚର୍ଯ୍ୟଜନକ କାରଣ?

ନୂଆଦିଲ୍ଲୀ:  ଦିଲ୍ଲୀର ବୁରାରି ଅଞ୍ଚଳରେ ଗୋଟିଏ ଘରୁ ୧୧ଜଣଙ୍କ ମୃତଦେହ ଉଦ୍ଧାର ଘଟଣାର ଗୁମର ଫିଟୁଛି। ମୃତଦେହ ଜବତ ହୋଇଥିବା ଘରୁ ବହୁ ପରିମାଣର ହାତଲେଖା ନୋଟ୍‌ ମିଳିଛି। ନୋଟ୍‌ରେ ଲେଖାଯାଇଥିବା କିଛି ତଥ୍ୟକୁ ଆଧାର କରି ବିଚିତ୍ର ଧର୍ମ ବିଶ୍ୱାସ ଯୋଗୁଁ ଏହି ଘଟଣା ଘଟିଥିବା ଜଣାପଡ଼ିଛି।...

accident
ଅଟୋକୁ ପଛପଟୁ ପିଟିଲା ଟ୍ରକ୍‌; ଜଣେ ମୃତ, ୬ ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥ ହରିଡ଼ାମୂଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଟୋକୁ ପଛପଟୁ ଟ୍ରକ୍‌ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ...

saha
ଭୁବନେଶ୍ୱରରେ ନେତା ଓ କର୍ମୀଙ୍କୁ ଶକ୍ତି ଦେଲେ ଶାହା

ଭୁବନେଶ୍ୱର : ଅମିତଙ୍କୁ ନେଇ ବିଜେପି ଶିବିରରେ ଜବରଦସ୍ତ ଉତ୍ସାହ। ଦଳର ରାଷ୍ଟ୍ରୀୟ ସଭାପତିଙ୍କୁ ସ୍ୱାଗତ ଲାଗି ବିମାନବନ୍ଦରରେ ଭବ୍ୟ ଆୟୋଜନ। ପାରମ୍ପରିକ ବାଦ୍ୟରେ କମ୍ପୁଛି ବିଜୁପଟ୍ଟନାୟକ ବିମାନବନ୍ଦର। ଆଉ ସ୍ୱାଗତ ପାଇଁ ଅପେକ୍ଷା କରିଛନ୍ତି ଦଳର ତୁଙ୍ଗ ନେତା । ଅମିତ୍ ପହଞ୍ଚିବା ପରେ ତାଙ୍କୁ ଦିଆଯାଇଥିଲା...

high court
କିସ୍‌କୁ ହାଇକୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର : କିସ୍‌କୁ ହାଇକୋର୍ଟଙ୍କ ନୋଟିସ୍। ବଣ୍ଡା ଛାତ୍ର ନିଖୋଜ ଘଟଣାରେ କିସ୍ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି। ଘଟଣା ସମ୍ପର୍କରେ ନିଜ ନିଜ ପକ୍ଷ ରଖିବାକୁ କିସ୍ ସମେତ ରାଜ୍ୟ ଗୃହ ସଚିବ, ପୋଲିସ ଡିଜି, ମାଲକାନଗିରି ଏସ୍‌ପି ଓ ମୁଦୁଲିପଡ଼ା ଥାନା IICଙ୍କୁ ହାଇକୋର୍ଟ ନିର୍ଦ୍ଦେଶ...

naveen---
ମିଳିଲେ ନବୀନ ନନ୍ଦ

ଭୁବନେଶ୍ୱର : ମିଳିଲା ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପତ୍ତା । ନବୀନ ନନ୍ଦ କୋଲକାତାରେ ଥିବା ସେ ନିଜେ ଫୋନ୍ ଯୋଗେ ଓଟିଭିକୁ ସୂଚନା ଦେଇଛନ୍ତି । ନବୀନ କହିଛନ୍ତି କୋଲକାତାରେ ସେ ପକେଟ୍‌ମାର୍‌ର ଶିକାର ହୋଇଥିଲେ। ତେବେ ଚୋରକୁ ଧରିବାକୁ କିଛି ବାଟ ଗୋଡ଼ାଇଥିବା...

ticket accused
ରେଲୱେ ପୋଲିସ ପଞ୍ଝାରେ ଟିକେଟ୍ କଳାବଜାରୀ ଯୁବକ

ବାଲେଶ୍ୱର  : ରେଲୱେ ପୋଲିସ ପଞ୍ଝାରେ ଟିକେଟ୍ କଳାବଜାରୀ ଯୁବକ। ବାଲେଶ୍ୱର ରେଲୱେ ଷ୍ଟେସନ୍ ମାଲଗୋଦାମ ନିକଟରେ ଥିବା ଟିକେଟ୍ ବୁକିଙ୍ଗ କାଉଣ୍ଟରରେ ଆଜି ଜଣେ ଯୁବକଙ୍କୁ ରେଳବାଇ ପୋଲିସ ଗିରଫ କରିଛି। ତା ପାଖରୁ ବିପୁଳ ପରିମାଣର ଟିକେଟ୍, କିଛି ନଗଦ ଟଙ୍କା ଜବତ ହୋଇଛି ।...

elephant
ନଦୀରେ ଫସିଛନ୍ତି ହାତୀ

କଟକ  : ମହାନଦୀ ମଝିରେ ଫସି ରହିଛନ୍ତି ହାତୀ। କଟକ ଆଠଗଡ଼ ପଟୁ ଡମପଡା ଚନ୍ଦକା ଅଭୟାରଣ୍ୟକୁ ଆସୁଥିବା ବେଳେ ଗୟଳବାଙ୍କ ମହାନଦୀରେ ଫସି ରହିଛନ୍ତି ୮ଟି ବଣୁଆ ହାତୀ । ଘଟଣାସ୍ଥଳରେ ଭଗିପୁର ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀକୁ ସୁରକ୍ଷା ଯୋଗାଇବା ନେଇ ସଜାଗ ରହିଛି।...

banki
ସମସ୍ୟା ଘେରରେ କଟକ ଜିଲ୍ଲାର ବାଙ୍କୀ ବସଷ୍ଟାଣ୍ଡ

ବାଙ୍କୀ : ହେବ ହେବ ବୋଲି ବିତିଗଲା ସାଢେ ୪ ବର୍ଷ। ହେଲେ ଏଯାଏଁ  ନିର୍ମାଣ ହୋଇପାରିନି ବାଙ୍କୀ ଏନଏସିରେ ନୂତନ ବସଷ୍ଟାଣ୍ଡ । ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ ପରେ ଆଉ ଆଗେଇଲାନି କାମ। ଫଳରେ ମୁଖ୍ୟ ରାସ୍ତା ଏବେ ପାଲଟିଛି ବସଷ୍ଟାଣ୍ଡ। କାରଣ ଆଉ ବିକଳ୍ପ ନାହିଁ ।...

gst-1
କେନ୍ଦ୍ର ପାଳନ କରୁଛି ଜିଏସଟି ଡେ

ନୂଆଦିଲ୍ଲୀ : GST ପ୍ରଚଳନକୁ ଆଜି ବର୍ଷେ ପୂରିଛି। ଗୋଟିଏ ଦେଶ, ଗୋଟିଏ ଟିକସ। ଏହି ସ୍ଲୋଗାନ ଦେଇ ଗତବର୍ଷ ଜୁଲାଇ ୧ରୁ କେନ୍ଦ୍ର ସରକାର ଲାଗୁ କରିଥିଲେ। ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବା GST । ସାରା ଦେଶରେ ଟିକସ କ୍ଷେତ୍ରରେ ସଂସ୍କାର ଆସିଥିବା କହି...

naveen nanda
ଢେଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ

ଭୁବନେଶ୍ୱର : ନବୀନ ନନ୍ଦ ନିଖୋଜ । ଢେଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ ହୋଇଥିବା ସୂଚନା ମିଳିଛି। କୋଲକାତା ଯାଇଥିବା ନବୀନ ଆଜି ବିମାନରେ ଫେରିବାର ଥିଲା। ଆଜି ସକାଳ ୭ଟାରେ ବିମାନ କୋଲକାତା ଛାଡ଼ିବାର ଥିଲା। ଦୀର୍ଘ ସମୟ ଧରି ନଫେରିବାରୁ ନବୀନଙ୍କ ପୁଅ...

ancient egypt
ତିନି ହଜାର ବର୍ଷ ତଳେ ମଧ୍ୟ କ୍ୟାନସର ଜୀବାଣୁ ଥିଲା

ସବୁଠୁ ଭୟାବହ କ୍ୟାନସର ରୋଗ ଆଜିକାଲିର ନୁହେଁ I ଆଜିକୁ 1500ରୁ 3000 ବର୍ଷ ତଳେ ମଧ୍ୟ କ୍ୟାନସର ଜୀବାଣୁ ଥିଲା I ସେତେବେଳେ କ୍ୟାନସରରେ ପ୍ରତି 1000 ରେ 5 ଜଣ ଆକ୍ରାନ୍ତ ହେଉଥିଲେ I ପ୍ରାଚୀନ ମିଶରୀୟମାନଙ୍କ କଙ୍କାଳ ଅନୁଧ୍ୟାନ କଲା ବେଳେ ଛ’ ଟି...