• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

cuttack..
ମରଣ ସହ ଯୁଝି ଯୁଝି ଆଖି ବୁଜିଲେ ପ୍ରାଣକୃଷ୍ଣ

କଟକ: ସେଦିନ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ, ହେଲେ ଆଜି ଚାଲିଗଲେ। ପ୍ରାୟ ୧୦ ଘଣ୍ଟା ଧରି ପାଇପ୍ ଭିତରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ପ୍ରାଣ ନେଇ ଫେରିଥିବା ପ୍ରାଣକୃଷ୍ଣ ମୁଦୁଲିଙ୍କ ଦୀର୍ଘ ୪୪ଦିନ ପରେ ମୃତ୍ୟୁ ଘଟିଛି। ଦେଉଳିସାହି ସ୍ଥିତ ନିଜ ଘରେ ଗତକାଲି...

plus two cut off mark
ପ୍ରକାଶ ପାଇଲା +୨ କ‌ଟ୍‌ ଅଫ ମାର୍କ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ। କଳାରେ ଘଷିପୁରାର ସାଇଁକୁଳ କଲେଜ ସର୍ବାଧିକ ୭୮.୬୭%, ବିଜ୍ଞାନରେ ରେଭେନ୍ସା କଲେଜ ସର୍ବାଧିକ ୮୮.୮୩% ଏବଂ ବାଣିଜ୍ୟରେ ବିଜେବି କଲେଜର ସର୍ବାଧିକ ୭୮.୨% କ‌ଟ୍‌ ଅଫ ମାର୍କ ରହିଛି। ଛାତ୍ରଛାତ୍ରୀ www.samsodisha.gov.in ୱେବ୍‌ସାଇଟ୍‌ରୁ କଟ୍ ଅଫ୍ ମାର୍କ...

luxury train
ଓଡ଼ିଶାରେ ଗଡିବ ଲକ୍‌ଜୁରି ଟ୍ରେନ୍‌

ଭୁବନେଶ୍ୱର: ସି ପ୍ଲେନ୍‌ ପରେ ଓଡ଼ିଶାରେ ଗଡିବ ଲକ୍‌ଜୁରି ଟ୍ରେନ୍‌। ଏଥିପାଇଁ ରେଳବାଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦିଆଯାଇଛି। ରାଜସ୍ଥାନରେ ଚାଲୁଥିବା ‘ପ୍ୟାଲେସ ଅନ୍ ହୁଇଲ’ ଢାଞ୍ଚାରେ ଏହା ପ୍ରସ୍ତୁତ କରାଯିବ। ଓଡ଼ିଶା ସରକାର ଓ ରେଳବାଇ ମିଳିତ ଭାବେ ଏହି ଟ୍ରେନ ସେବା ଆରମ୍ଭ...

dutee chand
ଦୂତୀଙ୍କ ଆଉ ଏକ କୀର୍ତ୍ତିମାନ: ନିଜ ରେକର୍ଡ଼ ଭାଙ୍ଗିଲେ ନିଜେ

ଭୁବନେଶ୍ୱର/ଗୌହାଟି: ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କ ପୁଣି ଏକ ଜାତୀୟ ରେକର୍ଡ। ୧୦୦ ମିଟର ଦୌଡ଼ରେ ନିଜ ରେକର୍ଡକୁ ନିଜେ ଭାଙ୍ଗିଛନ୍ତି ଦୂତୀ। ଗୌହାଟିରେ ଚାଲିଥିବା ୫୮ତମ ନ୍ୟାସନାଲ୍‌ ଇଣ୍ଟରଷ୍ଟେଟ୍‌ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିୟନସିପ୍‌ରେ ସେ ଏହି ରେକର୍ଡ କରିଛନ୍ତି। ଆଥ୍‌ଲେଟିକ୍ ମିଟ୍‌ର ସେମିଫାଇନାଲ୍‌ରେ ଦୌଡ଼ି ସେ ଏହି...

snake
ଠାକୁର ଘରୁ ଉଦ୍ଧାର ହେଲା ନାଗସାପ

କଟକ/ପାରାଦୀପ: ଗୋଟିଏ ପରେ ଗୋଟିଏ ଉଦ୍ଧାର ହେବାରେ ଲାଗିଛି ସାପ ଛୁଆ। ଆଜି ବି ପୁଣି ୨ଟି ସ୍ଥାନରେ ସାପ ଉଦ୍ଧାର ହୋଇଛି। କଟକ ସାଲେପୁରର ମାହାଙ୍ଗା ବ୍ଲକ ଅନ୍ତର୍ଗତ କାଳିଅଣ୍ଟି ଗାଁରେ ଥିବା ଭାଗବତ ଗାଦି ଠାକୁର ଘରୁ ୩ଟି ନାଗସାପ ଉଦ୍ଧାର କରାଯାଇଛି। ଅଧିକ ସାପ...

online admission
ଆଜି ପ୍ରକାଶ ପାଇବ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ତଥା କଟ୍ ଅଫ୍ ମାର୍କ।  ଛାତ୍ରଛାତ୍ରୀ www.samsodisha.gov.in ୱେବ୍‌ସାଇଟ୍‌ରୁ କଟ୍ ଅଫ୍ ମାର୍କ ଦେଖିପାରିବେ। ପ୍ରଥମ ମେରିଟ୍‌ ଲିଷ୍ଟ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୨ରୁ ଆରମ୍ଭ ହୋଇ ୫ ତାରିଖରେ ସରିବ। ସେହିପରି...

monsoon
ପୁଣି ଉଭାନ୍‌ ହେଲା ମୌସୁମୀ!

ଭୁବନେଶ୍ୱର: ପୁଣି ବଢିବ ତାତି। ତା’ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଅସହ୍ୟ ଗୁଳୁଗୁଳି ଲାଗି ରହିବ। କାହିଁକି ନା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ହୋଇପଡିଥିବାରୁ ବର୍ଷା ହେବାର ସମ୍ଭାବନା ନାହିଁ। ଫଳରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ...

today's generation
ସାଙ୍ଗର ଚିକିତ୍ସା ପାଇଁ ଗାଁ ଗାଁ ବୁଲି ଭିକ୍ଷା ମାଗିଲେ ସାଙ୍ଗ

ପୁରୀ: କଥାରେ ଅଛି ସଂପଦେ ସମସ୍ତେ ବୋଲାନ୍ତି ସଖା ହେଲେ ବିପଦେ କେହି ନ ଦିଅନ୍ତି ଦେଖା। ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ଏଭଳି ଲୋକ କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗୋପାଳପୁର ଗାଁର ଆଲୋକଙ୍କ ବନ୍ଧୁମାନେ। ବିନା ସ୍ୱାର୍ଥରେ ସାହାଯ୍ୟର...

baijayanta
ପାଣ୍ଡିଆନ୍‌ଙ୍କ ଭୂମିକା ନେଇ ସିବିଆଇ କି ଇଡି ତଦନ୍ତ ଦରକାର : ବୈଜୟନ୍ତ

ଭୁବନେଶ୍ୱର : ପୁଣି ବିଜେଡିର ଗୁମର ଖୋଲିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଭାଗନେଇ ବୈଜୟନ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କୋଟେରୀ ଦ୍ୱାରା ପରିଚାଳିତ ହେଉଛନ୍ତି ଓ ତାକୁ ନେଇ ସେ ଚିନ୍ତିତ। ପାଣ୍ଡିଆନ୍‌ଙ୍କ ଭୂମିକା ନେଇ ସିବିଆଇ କିମ୍ବା...

love
ପ୍ରେମିକକୁ ତଣ୍ଟି ଚିପି ହତ୍ୟା କଲା ପ୍ରେମିକା

ଭୁବନେଶ୍ୱର : ରାଜଧାନୀରେ ତ୍ରିକୋଣୀୟ ପ୍ରେମର ଭୟଙ୍କର ପରିଣତି। ପୁରୁଷ ବନ୍ଧୁଙ୍କ ସହ ମିଶି ପ୍ରେମିକଙ୍କୁ ତଣ୍ଟିଚିପି ହତ୍ୟା କଲା ପ୍ରେମିକା । ମୃତକ ହେଲେ କଟକର ବୈଜୟନ୍ତ ମହାନ୍ତି। ଭୁବନେଶ୍ୱର ବୁଦ୍ଧନଗର ଅଂଚଳର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ବର୍ଷେ ତଳେ ଉଭୟଙ୍କ...